ବଲାଙ୍ଗୀର

ପ୍ରତାରଣାରେ ବୁଝିଲାନି ମନ ଜୀବନ ନେଇଗଲେ

ଦେଓଗାଁ,୨୬ା୮(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅଧୀନ ଅପାମରା ଗାଁର ଜଣେ ୧୯ବର୍ଷୀୟା ଯୁବତୀଙ୍କୁ ତାଙ୍କ ପ୍ରେମିକ ପ୍ରତାରଣା ଦେବାପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ନେଇ ଯୁବତୀଙ୍କ ବାପା ଦେଓଗାଁ ଥାନାରେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ଦେଓଗାଁ…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଏବିଇଓ

ବଲାଙ୍ଗୀର ଅଫିସ,୨୩।୮: ବଲାଙ୍ଗୀର ଜିଲା ମୁରିବାହାଲ ଏବିଇଓ ଦେବରାଜ ଦାସ ସୋମବାର ଲାଞ୍ଚ ନେଇ ଧରାପଡ଼ିଛନ୍ତି। ଏବିଇଓ ଜଣେ ଶିକ୍ଷକଙ୍କଠାରୁ ୫ ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ବିଭାଗୀୟ ପ୍ରୋସିଡିଂ ବନ୍ଦ କରିବା ପାଇଁ ଏବିଇଓ…

ଷ୍ଟେଶନରେ ଯାତ୍ରୀଙ୍କ ସହ ଟ୍ରେନ୍‌କୁ ଅପେକ୍ଷା କଲେ ରେଳ ମନ୍ତ୍ରୀ

ବଲାଙ୍ଗୀର ଅଫିସ୍‌,୨୩।୮: ଜନ ଆଶୀର୍ବାଦ ଯାତ୍ରା ପାଇଁ ଓଡ଼ିଶା ଆସିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ। ରବିବାର ଓଡିଶାର ଏକ ଷ୍ଟେଶନ ପ୍ଲାଟଫର୍ମରେ ପଡ଼ିଥିବା ଏକ ସିମେଣ୍ଟ ବେଞ୍ଚରେ ବସି ଟ୍ରେନକୁ ଅପେକ୍ଷା କରିଥିଲେ। ଯଦିଓ ରେଳ ଅଧିକାରୀମାନେ ରେଳ ମନ୍ତ୍ରୀଙ୍କ…

ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପକୁ ନେଇ ପ୍ରତିକ୍ରିୟା ରଖିଲେ ରେଳମନ୍ତ୍ରୀ

ବଲାଙ୍ଗୀର ଅଫିସ, ୨୩ା୮: କେନ୍ଦ୍ର ରେଳ, ସଞ୍ଚାର ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜନ ଆଶୀର୍ବାଦ ଯାତ୍ରାରେ ରବିବାର ବଲାଙ୍ଗୀର ଜିଲାର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲେ। ଟିଟିଲାଗଡରୁ କଣ୍ଟାବାଞ୍ଜି, ପାଟଣାଗଡ ଦେଇ ସେ ବଲାଙ୍ଗୀର ପହଞ୍ଚିଲେ। ସ୍ଥାନୀୟ…

କଟକଣାରେ ସ୍ବାଧୀନତା ଦିବସ ପାଳିତ : ଶ୍ରମ ମନ୍ତ୍ରୀ କଲେ ପତାକା ଉତ୍ତୋଳନ

ବଲାଙ୍ଗୀର ଅଫିସ,୧୫।୮: ବଲାଙ୍ଗୀର ସହର ମନୋହରପୁର ପୋଲିସ ପଡ଼ିଆରେ ୭୫ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ଏଥିରେ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ…

ଟିକସ ଫାଙ୍କିବା ନେଇ ୨ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉ

ଟିଟିଲାଗଡ଼,୧୩।୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଜିଏସ୍‌ଟି ଏବଂ ଏନଫୋର୍ସ ମେଣ୍ଟ ରେଞ୍ଜ ବିଭାଗ ପକ୍ଷରୁ ସହରର ଠିକାଦାରପଡାସ୍ଥିତ ଦୁଇଟି ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଶୁକ୍ରବାର ଚଢ଼ାଉ ଜାରି ରହିଛି। ଟିକସ ଫାଙ୍କୁଥିବା ଅଭିଯୋଗ ପରେ ବିଭାଗର ୧୦ ଜଣିଆ ଅଧିକାରୀ,…

ପୋଲିସ ଡିଜିଙ୍କ ଖବରଦାତା ସମ୍ମିଳନୀକୁ ବର୍ଜନ

ବଲାଙ୍ଗୀର ଅଫିସ,୭।୮: ବଲାଙ୍ଗୀର ଜିଲା ଗସ୍ତରେ ଶନିବାର ପୋଲିସ ଡିଜି ଅଭୟ ଆସିଛନ୍ତି। ଏ ନେଇ ପୂର୍ବାହ୍ନ ୧୧ଟା ୧୫ରେ ମନୋହରପୁର ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ ଡକାଯାଇଥିଲା । ଏହି ଖବରଦାତା ସମ୍ମିଳନୀକୁ ଯିବାବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପୋଲିସ…

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରିଷ୍ଠ କିରାଣି ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗୀର ଅଫିସ,୭।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲାର ପୁଇଁତଲା ବ୍ଳକର ବରିଷ୍ଠ କିରାଣିଙ୍କ ୩ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି। ଶନିବାର ସକାଳେ ବରିଷ୍ଠ କିରାଣି ରବୀନ୍ଦ୍ର କୁମାର ମହାନ୍ତିଙ୍କ ବଲାଙ୍ଗୀର ସହର ସାଗରପଡା ବାସଭବନ, ଗୁଡଭେଲା ବ୍ଳକର…

ମନ୍ଦିରରୁ ଫେରୁଥିବାବେଳେ ମହିଳାଙ୍କୁ ଚାପି ଦେଲା ଟମାଟୋ ବୋଝେଇ ପିକ୍‌ଅପ୍‌

ବଲାଙ୍ଗୀର ଅଫିସ,୬ା୮: ଶୁକ୍ରବାର ସକାଳୁ ବଲାଙ୍ଗୀର ସହରର ଦୁର୍ଗାମନ୍ଦିର ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମହିଳା ଗୁରୁତର ହୋଇଛନ୍ତି। ମୃତ ମହିଳା ଜଣକ ବଲାଙ୍ଗୀର ବ୍ରାହ୍ମଣପଡ଼ାର ପ୍ରମିଳା ମହାପାତ୍ର (୫୫)…

ଦିଅରର ଛୁରା ମାଡ଼ରେ ଗଲା ଭାଉଜଙ୍କ ଜୀବନ

ଲାଠୋର,୫ା୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲାଠୋର ଥାନା ସାହାଜପାଣି ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ଦିଅର ଅନୀଲ ମେହେର(୨୪)ଙ୍କ ଛୁରାମାଡରେ ଭାଉଜ ସୂର୍ଯ୍ୟକାନ୍ତି ମେହେର(୩୮)ଙ୍କ ମୃତ୍ୟୁ ଘଟିଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଦିଅର ଫେରାର ହୋଇଯାଇଛନ୍ତି। ତାଙ୍କୁ ଧରିବା ପାଇଁ ପ୍ରୟାସ ଚାଲିଛି…

୨୪ ହାଇସ୍କୁଲରେ ମିଳିବ ଅତ୍ୟାଧୁନିକ ସୁବିଧା

ଭୁବନେଶ୍ୱର,(ବ୍ୟୁରୋ)/ବଲାଙ୍ଗୀର ଅଫିସ, ୫।୮: ବଲାଙ୍ଗୀର ଜିଲାର ୨୪ ସ୍କୁଲରେ ସମସ୍ତ ପ୍ରକାର ଆଧୁନିକ ସୁବିଧା ଉପଲବ୍ଧ ହେବ। ଉନ୍ନତମାନର ସ୍ମାର୍ଟ କ୍ଳାସ୍‌ରୁମ୍‌, ବିଜ୍ଞାନ ପରୀକ୍ଷାଗାର, ଇ-ପାଠାଗାର ସୁବିଧା ଉପଲବ୍ଧ ହେବ। ଏହି ସ୍କୁଲଗୁଡ଼ିକୁ ୫-ଟି ଅଧୀନ ସ୍କୁଲ ଟ୍ରାନ୍ସଫର୍ମେଶନ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ…

ବଲାଙ୍ଗୀର ଗସ୍ତରେ ମୁଖ୍ୟ ଶାସନ ସଚିବ

ବଲାଙ୍ଗୀର ଅଫିସ,୪ା୮: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱାଧୀନ ଏକ ଟିମ୍‌ ବୁଧବାର ବଲାଙ୍ଗୀର ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଛନ୍ତି । ପ୍ରଥମେ ଦେଓଗାଁ ହାଇସ୍କୁଲ ପରିଦର୍ଶନ କରିବା ସହ ବଲାଙ୍ଗୀର ପତିତପାବନ ଏକାଡେମୀ, ଭୀମଭୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?