ବଲାଙ୍ଗୀର

ବଲାଙ୍ଗୀରରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ; ୨୦୦ କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପିତ

ଭୁବନେଶ୍ୱର(ବ୍ୟୁରୋ)/ବଲାଙ୍ଗୀର ଅଫିସ,୨୨।୯: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ବଲାଙ୍ଗିର ଜିଲା ଗସ୍ତ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଛନ୍ତି। ସେ ଟିଟିଲାଗଡ, ପାଟଣାଗଡ ଓ ବଲାଙ୍ଗିର ଟାଉନ ଗସ୍ତ କରି ସ୍ମାର୍ଟ କାର୍ଡ ବଣ୍ଟନ…

ସାମ୍ନାରୁ ଆସୁଥିବା ବାଇକକୁ ଧକ୍କା ଦେଲା ଟ୍ରକ

ବଲାଙ୍ଗିର ଅଫିସ୍‌, ୧୭।୯: ବଲାଙ୍ଗିର ଜିଲାର ଦେଓଗାଁ ନିକଟ ସାଗରପାଲି ଠାରେ ଏକ ଦୁର୍ଘଟଣା ଘଟିଛି। ଶୁକ୍ରବାର ସକାଳୁ ୨୬ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ ସାମ୍ନାରୁ ଆସୁଥିବା ବାଇକକୁ ଧକ୍କା ଦେଇଥିଲା। ଏଥିରେ ଦୁଇ ବାଇକ ଆରୋହୀ ଗୁରୁତର…

ଜଣଙ୍କୁ କଚାଡ଼ି ମାରିଲା ହାତୀ, ଜଣେ ଗୁରୁତର

ଖପ୍ରାଖୋଲ,୧୭ା୯(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ରେଞ୍ଜ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପାହାଡ଼ ତଳି ଅଞ୍ଚଳରେ ଥିବା ବ୍ରାହ୍ମଣୀ ଗାଁରେ ଗତ ରାତିରେ ଏକ ବଣୁଆ ହାତୀ ଗାଁକୁ ପଶି ଆସିଥିଲା। ଗାଁର ଯାଦବ ରଣା ଘରୁ ବାହାରି ଦେଖିବା ସମୟରେ…

ନିଶାସକ୍ତଙ୍କ ଉନ୍ମତ୍ତ କାଣ୍ଡ: ଯୁବକଙ୍କ ମଳଦ୍ୱାରରେ ଭର୍ତ୍ତି କଲେ ଗ୍ଲାସ

ବଲାଙ୍ଗୀର ଅଫିସ,୧୬।୯: ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି । ତିନି ଜଣ ଅଚିହ୍ନା ନିଶାସକ୍ତ ଯୁବକ ଉକ୍ତ ଗ୍ରାମର କରୁଣା ଭୋଇ (୧୮) ନାମକ ଜଣେ ଯୁବକଙ୍କ ମଳଦ୍ୱାରରେ…

ତଳିଆ ଅଞ୍ଚଳରେ ଜଳମଗ୍ନ: ପରିଦର୍ଶନ କଲେ ବଲାଙ୍ଗୀର ଜିଲାପାଳ

ବଲାଙ୍ଗୀର ଅଫିସ,୧୪।୯: ତିନି ଦିନର ଲଗାଣ ବର୍ଷାରେ ବଲାଙ୍ଗୀର ସହରର ବିଭିନ୍ନ ଗାଁର ତଳିଆ ଅଞ୍ଚଳରେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ଲୋକଙ୍କ ଘର ଭିତରକୁ ପାଣି ପଶି ଆସବାବପତ୍ର ନଷ୍ଟ ହୋଇଛି। ଜିଲାପାଳ ଚଞ୍ଚଳ ରାଣା ମଙ୍ଗଳବାର ତୁଲସୀନଗର…

ଅନ୍ୟଜାତିରେ ପ୍ରେମ ବିବାହ କରିବାରୁ…

ଲୋଇସିଂହା,୧୨।୯(ଡି.ଏନ.ଏ.): ଅନ୍ୟଜାତିରେ କରିଥିଲେ ପ୍ରେମ ବିବାହ। ଏବେ ତାଙ୍କର ଏକ ୨ ବର୍ଷର ପିଲା ଅଛି। ପୁଣି ଗର୍ଭବତୀ ଅଛନ୍ତି ସ୍ତ୍ରୀ। ନିଜ ଘର ଅଥବା ଶଶୁର ଘର ଲୋକେ ଏହି ବିବାହକୁ ସ୍ବୀକୃତି ଦେଇ ନ ଥିବାରୁ ବାହାରେ ସ୍ତ୍ରୀ…

ଲୁଗା ଗୁଡ଼େଇ ଫିଙ୍ଗିଦେଲେ ନବଜାତ ଶିଶୁକୁ: ବର୍ଷା ପାଣିରେ ଭାସି ଲାଗିଲା କେନାଲରେ

ବଲାଙ୍ଗୀର ଅଫିସ,୧୨।୯: ବଲାଙ୍ଗୀର ସହର ତୁଳସୀନଗରର ମହାରାଣୀ ସାଗର ସରପ୍ଲସ କେନାଲରୁ ରବିବାର ଜଣେ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଛି। ଶିଶୁଟିକୁ ଲୁଗା ଗୁଡ଼େଇ ଫିଙ୍ଗା ଯାଇଥିବା ବେଳେ ବର୍ଷାପାଣିରେ ଭାସି ଆସିବା ପରେ ସରପ୍ଲସ କେନାଲରେ ପଡ଼ିଥିବା ଦେଖାଯାଇଛି।…

ଘରେ ପଶି ଦୁଇ ମହିଳାଙ୍କୁ ହାଣିଲେ

କଣ୍ଟାବାଞ୍ଜି, ୧୧ା୯(ଡି.ଏନ.ଏ.): ପଶ୍ଚିମ ଓଡ଼ିଶାରେ ଗଣପର୍ବ ନୂଆଁଖାଇ ଶନିବାର ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଥିଲା। ହେଲେ ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ଜମିଦାରପଡାରେ ଘଟିଛି ଏକ ହତ୍ୟାକାଣ୍ଡ। ଦୁର୍ବୃତ୍ତମାନେ କପଡା ବ୍ୟବସାୟୀ ବିନୋଦ ଜୈନଙ୍କ ଘରେ ପଶି ତାଙ୍କ ସ୍ତ୍ରୀଙ୍କୁ…

ବଲାଙ୍ଗୀରରେ ନୂଆଁଖାଇ

ବଲାଙ୍ଗୀର ଅଫିସ,୧୧ା୯: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ବଲାଙ୍ଗୀରର ଦେବୀ ପାଟଣେଶ୍ୱରୀ ମନ୍ଦିରରେ ଧାର୍ଯ୍ୟ ଲଗ୍ନ ୧୦ଟା ୧୯ରୁ ୧୦ଟା ୪୦ ମଧ୍ୟରେ ନୂଆ ଅର୍ପଣ କରାଯାଇଛି । ବିଧି ଅନୁସାରେ ପାରମ୍ପରିକ ପୂଜାର୍ଚ୍ଚନା କରାଯାଇଛି । ଏହି ଅବସରରେ…

ଚୋରକୁ ଧରାଇ ଦେଲା ସିସିଟିଭି

ଲୋଇସିଂହା,୧୦।୯(ଡି.ଏନ.ଏ): ଏଟିଏମ କାର୍ଡ ଚୋରି କରି ଟଙ୍କା ଉଠାଇ ନେବା ଘଟଣାରେ ବଲାଙ୍ଗୀର ଜିଲା ଲୋଇସିଂହା ପୋଲିସ ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ କନ୍ଦାଜୁରୀ ଗ୍ରାମର ମୁକୁନ୍ଦ ସାହୁ(୩୮)। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ…

ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗୀର ଅଫିସ/ମୁରିବାହାଲ,୮।୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଚଲକି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ବମ୍ବର ଭୋଇଙ୍କ ଘରେ ବୁଧବାର ଭିଜିଲାନ୍ସ ଟିମ୍‌ ପକ୍ଷରୁ ଚଢ଼ାଉ ଚାଲିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଞ୍ଚାୟତ କାର୍ଯ୍ୟାଳୟ, ପାଟଣାଗଡ ଗଙ୍ଗାନଗର ଏବଂ ମସିହା…

ବର୍ଷା ଅଭାବରୁ ପୁଣି ଜୀବନ ହାରିଲେ ଆଉ ଜଣେ ଚାଷୀ: ୪ ଦିନ ଭିତରେ ୨ ଜଣଙ୍କ ଆତ୍ମହତ୍ୟା

ବଲାଙ୍ଗୀର ଅଫିସ,୬।୯: ବଲାଙ୍ଗୀର ଜିଲାରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପାଟଣାଗଡ ବ୍ଲକ ଭାଲୁଜୁରି ଗାଁର ଚାଷୀ ଯୁଧିଷ୍ଠିର ଭୋଇ (୪୦) ମରୁଡି ପରିସ୍ଥିତି ଦେଖା ଦେବାରୁ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?