ବଲାଙ୍ଗୀର

ବୋଲେରୋ ଧକ୍କାରେ ୩ ବାଇକ୍‌ ଆରୋହୀ ମୃତ

ଲୋଇସିଂହା,୧୯।୫: ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଲୋଇସିଂହା-ପଦ୍ମପୁର ରାସ୍ତାର କରକଚିଆ ଛକ ନିକଟରେ ଶୁକ୍ରବାର ମଧ୍ୟାହ୍ନରେ ଏକ ବୋଲେରୋ (ଓଡ଼ି୦୩ଜେ୮୯୫୮) ଧକ୍କାରେ ୩ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସଦାଇପାଲି ଗ୍ରାମର ତୁଳସୀ ରାମ ପଟେଲ, କୁସଙ୍ଗ ଗ୍ରାମର ସୁରଞ୍ଜନ…

ବରକୁ ଉଠାଇ ଆଣିଲା ପୋଲିସ

ବଲାଙ୍ଗୀର ଅଫିସ, ୧୯ା୫: ବଲାଙ୍ଗୀର ସହର ଶ୍ରୀରାମ ନଗରଠାରେ ଗୁରୁବାର ମୁସଲମାନ ସମ୍ପ୍ରଦାୟର ଏକ ବିବାହ (ନିକାହ) ଉତ୍ସବରେ ଯୌତୁକ ଦାବିକୁ ନେଇ ଗୁରୁବାର ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିବାହ ସରିବା ପରେ ବରପାତ୍ର ମୋଟର ସାଇକେଲ ଦାବି କରିବାରୁ…

ବେଆଇନ ଚାଉଳ ଗଚ୍ଛିତ ଅଭିଯୋଗ, ଗୋଦାମଘର ଚଢ଼ାଉ ପରେ ସିଲ୍‌

ବଲାଙ୍ଗୀର ଅଫିସ,୧୮।୫: ବଲାଙ୍ଗୀର ଜିଲା କଣ୍ଟାବାଞ୍ଝିରୁ ଗୁଡିଘାଟ ଯାଉଥିବା ରାସ୍ତାର କଦଳୀପଡା ଛକ ନିକଟରେ ଥିବା ମୋହିତ ଟ୍ରେଡିଂ ନାମକ ଗୋଦାମରେ ଖାଉଟି ବିଭାଗ ଚଢାଉ କରିଛି । ତୁରେକେଲା ଏବଂ ମୁରିବାହାଲ ଖାଉଟି ଅଧିକାରୀ ମିଳିତ ଭାବେ ଚଢାଉ କରିଥିବା…

ଯୁବକଙ୍କୁ ଖଣ୍ଡଖଣ୍ଡ କାଟି ପଲିଥିନରେ କରିଥିଲେ ପ୍ୟାକିଂ

ବଲାଙ୍ଗୀର ଅଫିସ, ୧୭ା୫: ବଲାଙ୍ଗୀର ସହର ସାଲେପାଲିସ୍ଥିତ ଏକ ତାଲାବନ୍ଦ ଭଡାଘରୁ ପଲିଥିନ ପ୍ୟାକିଂ ହୋଇଥିବା ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ଗଳିତ ମୃତଦେହକୁ ବୁଧବାର ଟାଉନ୍‌ ପୋଲିସ ଜବତ କରିଛି। ମୃତକ ରିଙ୍କୁ ମେହେର(୨୭) ବୋଲି ଚିହ୍ନଟ କରାଯାଇଛି। ଏହା…

ବିନା କମିଟି ରିପୋର୍ଟରେ ପ୍ରସ୍ତୁତ ହୋଇଥିଲା ଆଜାଦୀ କା ଅମୃତ ମହୋତ୍ସବ ପୋଷ୍ଟର

ବଲାଙ୍ଗୀର ଅଫିସ, ୧୭।୫: ଆଜାଦୀ କା ଅମୃତ ମହୋତ୍ସବ ପାଳନ ସକାଶେ ପ୍ରସ୍ତୁତ କରାଯାଇଥିବା ପୋଷ୍ଟରର ଡିଜାଇନ ପାଇଁ କୌଣସି କମିଟି ଗଠନ କରାଯାଇ ନ ଥିଲା। ଏଭଳିକି କୌଣସି କମିଟିର ରିପୋର୍ଟ ପ୍ରସ୍ତୁତ କରାଯାଇ ନ ଥିଲା ବୋଲି ଭାରତ…

ଅର୍କେଶଙ୍କ ବିରୋଧରେ ସ୍ତ୍ରୀ ନିର୍ଯାତନା ଅଭିଯୋଗ

ବଲାଙ୍ଗୀର ଅଫିସ, ୧୬ା୫: ବଲାଙ୍ଗୀର ରାଜ ପରିବାର ସଦସ୍ୟ ତଥା ବିଜେଡି ଯୁବନେତା ଅର୍କେଶ ନାରାୟଣ ସିଂଦେଓଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଭି.ପି. ସିଂଙ୍କ ନାତୁଣୀ ଆଦ୍ରିଜା ମଞ୍ଜରୀ ସିଂଦେଓ ଗୁରୁତର ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏ…

ରୋଗଗ୍ରସ୍ତ ସ୍ତ୍ରୀଙ୍କ ଆତ୍ମହତ୍ୟା ପରେ ଆଖିବୁଜିଦେଲେ ସ୍ବାମୀ 

କଣ୍ଟାବାଞ୍ଜି,୧୫।୫(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଦାବିରି ଗାଁର ଉଭୟେ ସ୍ତ୍ରୀସ୍ବାମୀଙ୍କ ଗୋଟିଏ ଦିନରେ ଆତ୍ମହତ୍ୟା ଘଟଣା ପୂରା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ସୂଚନାନୁସାରେ, ଉକ୍ତ ଗାଁର ଗୋଧନ ମଲ୍ଲିକ (୪୫) ଓ ତାଙ୍କ ସ୍ତ୍ରୀ ଚନ୍ଦ୍ରକଳା ମଲ୍ଲିକ (୪୦) ଉଭୟେ…

ସ୍ତ୍ରୀଙ୍କ ମୃତ୍ୟୁ ପରେ ଜୀବନ ହାରିଦେଲେ ସ୍ବାମୀ

ବଲାଙ୍ଗୀର ଅଫିସ,୧୫ା୫: ସ୍ତ୍ରୀଙ୍କର ମୃତ୍ୟୁ ପରେ ସ୍ବାମୀ ଜୀବନ ହାରିଦେବା ପରି ଘଟଣା ବଲାଙ୍ଗୀର ଜିଲାର କଣ୍ଟାବାଞ୍ଜି ଥାନା ଦାବରୀ ଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସ୍ତ୍ରୀ ଚନ୍ଦ୍ରକଳାଙ୍କ ମୃତ୍ୟୁ ପରେ ନିଜ ଚାଷଜମିରେ ଥିବା ଏକ ଗଛରେ ଗାମୁଛା ସାହାଯ୍ୟରେ…

ବିପଦ ସାଜିଛି ଭୂତଳ ପୋଲ

ଲୋଇସିଂହା,୧୪ା୫(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବସ୍ତି ରାସ୍ତା ରେଳୱେ ଭୂତଳ ପୋଲ ଯାତ୍ରୀଙ୍କ ପାଇଁ ବିପଦ ସଙ୍କୁଳ ହୋଇପଡିଛି। ଶିଉଳି ଯୋଗୁ ଶନିବାର ଖସି ପଡି ବସ୍ତିର ମହେଶ କର ଓ ଅନ୍ୟ ଜଣେ ଆହତ ହୋଇଛନ୍ତି। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ…

ପାଣିକଟା ହୋଇଛି, ପୁନରୁଦ୍ଧାର ହେଉନି

ଲୋଇସିଂହା,୧୪ା୫(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକରେ ଥିବା ସୁଜିଆ ଡ୍ୟାମ ଏବେ ଶୁଖିଲା ପଡିଛି। ମାଟି ଉନ୍ନତୀକରଣ ପାଇଁ ଡ୍ୟାମରୁ ପାଣି କାଟି ଦିଆଯାଇଥିଲା। ମେ ଅଧା ମାସ ବିତି ଯାଇଥିଲେ ବି ଡ୍ୟାମର ମାଟି ପୁନରୁଦ୍ଧାର କାମ ଆରମ୍ଭ ହୋଇନାହିଁ।…

୫ଶହ ଟଙ୍କା ଭତ୍ତା ପାଇଁ ଦେଢ଼ଶହ ଟଙ୍କା ରିକ୍ସାଭଡ଼ା

ଲୋଇସିଂହା,୧୦ା୫(ଡି.ଏନ.ଏ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଦର ପଞ୍ଚାୟତ ନୂଆପଡାର ଜଣେ ବୃଦ୍ଧା ୫ ଶହ ଟଙ୍କ ଭତ୍ତା ପାଇଁ ୧୫୦ ଟଙ୍କା ରିକ୍ସା ଭଡା କରିବା ଏଠାରେ ଆଲୋଚନାର ବିଷୟ ହୋଇଛି। ଲୋଇସିଂହା ପଞ୍ଚାୟତ ସଦର ଗ୍ରାମ ନୂଆପଡାର ବିଧବା ମଥୁରା…

ବସ ଧକ୍କାରେ ଜଣେ ମୃତ, ଦୁଇ ଗୁରୁତର, ବଲାଙ୍ଗୀର-ସୋନପୁର ଜାତୀୟ ରାଜପଥ ଅବରୋଧ କଲେ ଉତ୍ତେଜିତ ଲୋକ

ବଲାଙ୍ଗୀର ଅଫିସ,୯।୫: ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥର ଗଇଁତଲା ତହସିଲ ଅଫିସ ସମ୍ମୁଖରେ ଏକ ବସ ଧକ୍କାରେ ମୋଟର ସାଇକେଲରେ ବସିଥିବା ଜଣେ ଝିଅ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି। ମୋଟର ସାଇକେଲ୍‌ରେ ବସିଥିବା ମୃତ ଝିଅର ବାପା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?