ବଲାଙ୍ଗୀର

ଜିଲାପାଳ କାର୍ଯ୍ୟାଳୟ ଘେରିଲା ପୂର୍ବତନ ସୈନିକ ସଙ୍ଘ

ବଲାଙ୍ଗୀର ଅଫିସ,୩।୪: ଦେଶରେ ଓ୍ବାନ ର଼୍ୟାଙ୍କ ଓ୍ବାନ ପେନସନ ଦାବିରେ ସୋମବାର ସମସ୍ତ ଜିଲା ମୁଖ୍ୟାଳୟମାନଙ୍କରେ ପୂର୍ବତନ ସୈନିକ ସଙ୍ଘ ବିକ୍ଷୋଭ ପ୍ରଦର୍ଶନ କରିଛି। ସେହି କ୍ରମରେ ୪ ଦଫା ଦାବି ନେଇ ବଲାଙ୍ଗୀରର ପୂର୍ବତନ ସୈନିକ ସଙ୍ଘ ଏକ ରାଲିରେ…

ଜାଲ୍‌ ସାର୍ଟିଫିକେଟ୍‌: ବଲାଙ୍ଗୀରରେ କ୍ରାଇମ୍‌ବ୍ରାଞ୍ଚ

ବଲାଙ୍ଗୀର ଅଫିସ୍‌/ ଭୁବନେଶ୍ୱର,୨।୪(ବ୍ୟୁରୋ): ବଲାଙ୍ଗୀର ଡାକମଣ୍ଡଳରେ ଚାକିରି ପାଇଁ ଜାଲ୍‌୍‌ ସାର୍ଟିଫିକେଟ୍‌ କାରବାର ଘଟଣା ଧରାପଡ଼ିବା ପରେ ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି ହୋଇଥିଲା। ବିଧାନସଭାରେ ବିରୋଧୀ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ। ଘଟଣାର ଗୁରୁତ୍ୱକୁ ଲକ୍ଷ୍ୟ କରି ରାଜ୍ୟ ସରକାର…

ଗଡ଼ିଲା ହରିଶଙ୍କର ଦର୍ଶନ ବସ୍‌

ବଲାଙ୍ଗୀର ଅଫିସ/ଖପ୍ରାଖୋଲ,୧ା୪ (ଡି.ଏନ୍‌.ଏ): ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶୁକ୍ରବାର ଜିଲାପାଳ ଚଞ୍ଚଳ ରାଣା ହରିଶଙ୍କର ଦର୍ଶନ ବସ୍‌ର ଶୁଭାରମ୍ଭ କରିଛନ୍ତି। ୨୬ ଆସନ ବିଶିଷ୍ଠ ଏହି ବାତାନୁକୁଳିତ ବସ୍‌ ସପ୍ତାହରେ ତିନିଦିନ ଶୁକ୍ରବାର, ଶନିବାର…

୨୭ ବର୍ଷର ଶିକ୍ଷାନୁଷ୍ଠାନ, ନାହିଁ ବିଦ୍ୟୁତ୍‌ ସଂଯୋଗ

ଲୋଇସିଂହା,୩୦ା୩(ବଲାଙ୍ଗୀର): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଟେନପାଲି ଆଦିବାସୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ୨୦୧୬ରୁ ଉକ୍ତ ସ୍କୁଲ ଶତପ୍ରତିଶତ ଅନୁଦାନ ଲାଭ କରି ସାରିଛି। ଇତିମଧ୍ୟରେ ଶିକ୍ଷାନଷ୍ଠାନକୁ ୨୭ ବର୍ଷ ହେଲାଣି। ବିଡ଼ମ୍ବନାର ବିଷୟ ଯେ, ପ୍ରଶାସନିକ ଓ ରାଜନୈତିକ…

‘ମନିଟରିଂ ପାଇଁ ଅବସରପ୍ରାପ୍ତ ବିଚାରପତି ଜେ.ପି. ଦାସଙ୍କୁ ହାଇକୋର୍ଟ ମନୋନୀତ କରିଛନ୍ତି’

ବଲାଙ୍ଗୀର ଅଫିସ, ୨୮ା୩:ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ତଦନ୍ତକୁ ମନିଟରିଂ କରିବା ପାଇଁ ଅବସରପ୍ରାପ୍ତ ବିଚାରପତି ଜେ.ପି. ଦାସଙ୍କୁ ହାଇକୋର୍ଟ ମୁଖ୍ୟ ବିଚାରପତି ମନୋନୀତ କରିଛନ୍ତି। ସୂଚନା ଅଧିକାର ଆଇନ ଯୋଗେ ଓଡ଼ିଶା ହାଇକୋର୍ଟଙ୍କ ଜନସୂଚନା ଅଧିକାରୀ ତଥା ଆଡିସନାଲ…

ମୃତ ଆଲବମ୍‌ ଅଭିନେତ୍ରୀଙ୍କ ଚକ୍ଷୁଦାନ କଲେ ପରିବାର ଲୋକେ

ବଲାଙ୍ଗୀର ଅଫିସ, ୨୮ା୩:ମୋ ଝିଅ ତ ଚାଲିଗଲା, ହେଲେ ତା’ ଆଖିରେ ଆଉ କେହି ଜଣେ ଦୁନିଆ ଦେଖୁ। ତେଣୁ ତା’ର ଦୁଇଆଖିକୁ ଦାନକରିଦେଲି। ଏହିଭଳି କହିଛନ୍ତି ମୃତ ଆଲବମ୍‌ ଅଭିନେତ୍ରୀ ରୁଚିସ୍ମିତା ଗୁରୁ(୨୬)ଙ୍କ ବାପା ପ୍ରଦୀପ କୁମାର ଗୁରୁ। ରବିବାର…

ସାର୍ଟିଫିକେଟ୍‌ ପାଇଁ ୫୦ ହଜାରରୁ ୫ ଲକ୍ଷ

ବଲାଙ୍ଗୀର/ କେନ୍ଦ୍ରାପଡ଼ା ଅଫିସ, ୨୮ା୩:ବଲାଙ୍ଗୀର ଡାକ ମଣ୍ଡଳରେ ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଚାକିରି ଆବେଦନକରି କେତେଜଣ ପ୍ରାର୍ଥୀ ଧରାପଡ଼ିବା ଘଟଣାର ପୋଲିସ ତଦନ୍ତ ପରେ ଦେଶବ୍ୟାପୀ ବିଛେଇ ହୋଇଥିବା ଆନ୍ତଃ ରାଜ୍ୟ ଜାଲ୍‌ ସାର୍ଟିଫିକେଟ୍‌ ର଼୍ୟାକେଟ୍‌ର ପର୍ଦ୍ଦାଫାଶ ହୋଇଛି। ସାର୍ଟିଫିକେଟ୍‌ ପିଛା…

ନକଲି ସାର୍ଟିଫିକେଟ ମାମଲା: ୧୯ଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗୀର ଅଫିସ, ୨୭।୩: ବଲାଙ୍ଗୀର ଡାକମଣ୍ଡଳର ବିଭିନ୍ନ ପଦବୀ ପାଇଁ ଆବେଦନ କରିଥିବା କିଛି ପ୍ରାର୍ଥୀଙ୍କ ଜାଲ ସାର୍ଟିଫିକେଟ ଧରାପଡିବା ପରେ ବଲାଙ୍ଗୀର ପୋଲିସ ସ୍ଥାନୀୟ ମିଶନ ପଡ଼ିଆ ସମ୍ମୁଖ ରିଲାଏନ୍ସ ଏଜୁକେଶନ କମ୍ପ୍ଳେକ୍ସରେ ଚଢାଉ କରିଥିଲା। ଚଢାଉ ବେଳେ ଅଧିକାରୀମାନେ…

ଆଲବମ୍‌ ଅଭିନେତ୍ରୀଙ୍କ ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ

ବଲାଙ୍ଗୀର ଅଫିସ,୨୭ା୩: ଆଲବମ୍‌ ଅଭିନେତ୍ରୀ ତଥା ଗାୟିକା ରୁଚିସ୍ମିତା ଗୁରୁ ରବିବାର ବଲାଙ୍ଗୀର ଜିଲା ସୁଦପଡ଼ାରେ ଥିବା ତାଙ୍କ ମାମୁଙ୍କ ଘରେ ଆତ୍ମହତ୍ୟା କରିଥିଲେ। ଖବର ପାଇ ପୋଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତାଙ୍କ ନିଜ ଘର ସୋନପୁର…

କପା ନେଲେ, ଟଙ୍କା ଦେଲେନି

ମୁରିବାହାଲ,୨୭ା୩(ଡି.ଏନ.ଏ.):ବଲାଙ୍ଗୀର ଜ଼ିଲା ମୁରିବାହାଲ ଥାନା ଗୋଇମୁଣ୍ଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚିତ୍ରାମୁଣ୍ଡା ଓ ଝିକିଡୁଙ୍ଗରି ଗ୍ରାମର କପା ଚାଷୀ ଠକାମିର ଶିକାର ହୋଇଛନ୍ତି। ଏହି ଦୁଇ ଗାଁର ୨୫ଜଣ ଚାଷୀଙ୍କଠାରୁ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କପା କିଣିଥିବା ବ୍ୟବସାୟୀ ଟଙ୍କା ନ…

ଅସ୍ଥାୟୀ ପାଚେରି ନିର୍ମାଣ କଲେ ସ୍କୁଲ କର୍ତ୍ତୃପକ୍ଷ

ଲୋଇସିଂହା୨୭।୩(ଡି.ଏନ.ଏ):ବଲାଙ୍ଗୀର-ବରଗଡ ୨୬ ନଂ ଜାତୀୟ ରାଜପଥ ପ୍ରଶସ୍ତିକରଣ କାମ ଚାଲିଛି। ଏଥିଯୋଗୁ ଲୋଇସିଂହା ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖ ପାଚେରିକୁ ଭାଙ୍ଗି ଦିଆଯାଇଛି। ସରକାରୀ ଅନୁଷ୍ଠାନ ହୋଇଥିବାରୁ ଏନ୍‌ଏଚ୍‌ ଡିଭିଜନ ପାଚେରି ନିର୍ମାଣ ଦାୟିତ୍ୱ ନେଇଛି। ହେଲେ ମାସାଧିକ ସମୟ ବିତି…

ଜାତୀୟସ୍ତରର ସ୍କାମ୍‌: ଏସ୍‌ପି

ବଲାଙ୍ଗୀର ଅଫିସ, ୨୭ା୩:ବଲାଙ୍ଗୀର ଡାକମଣ୍ଡଳର ବିଭିନ୍ନ ପଦବୀ ପାଇଁ କେତେକ ପ୍ରାର୍ଥୀ ଜାଲ ସାର୍ଟିଫିକେଟ ଦେଇ ଧରାପଡିଛନ୍ତି। ଏହି ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ପରେ ହଇଚଇ ସୃଷ୍ଟି ହୋଇଛି। ଗତ ତିନିଦିନ ଧରି ପୋଲିସ ପକ୍ଷରୁ କରାଯାଇଥିବା ଖୋଳତାଡରୁ ଏହା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?