ପ୍ରେମ ସମ୍ପର୍କରୁ ହତ୍ୟା, ୬ ଅଟକ
ବଲାଙ୍ଗୀର,୧୩।୭(ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଅଇଁଲାଚୁଅଁା ଗଁାର ରଜତ ପ୍ରଧାନ(୨୩)ଙ୍କ ମୃତଦେହ ବଲାଙ୍ଗୀର-ଦେଓଗଁା ରେଳଲାଇନ୍ କଡରୁ ଗତ ଜୁନ୍ ୨୫ତାରିଖରେ ରେଲୱେ ପୋଲିସ ଜବତ କରିଥିଲା। ଏହା ଏକ ହତ୍ୟାକାଣ୍ଡ ବୋଲି ମୃତକଙ୍କ ପରିବାର ଓ ଗଁା ଲୋକେ…
୫ ପୋଷ୍ଟ ମାଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ବଲାଙ୍ଗୀର, ୧୧ା୭ (ବୀରେନ୍ଦ୍ର କୁମାର ଝାଙ୍କର): ଜାଲ ସାର୍ଟିଫିକେଟ ମାମଲାର ତଦନ୍ତ କରୁଥିବା କ୍ରାଇମ୍ବ୍ରାଞ୍ଚ ଟିମ୍ର ତଦନ୍ତରେ ଶିଥିଳତାକୁ ନେଇ ସାଧାରଣରେ ନାନା ପ୍ରଶ୍ନ ଉଙ୍କି ମାରୁଛି। କ୍ରାଇମ୍ବାଞ୍ଚ ଟିମ୍ ବଲାଙ୍ଗୀର ଆସି ତଦନ୍ତ କରୁଥିବାବେଳେ ଏହି ମାମଲାଟି ଅତ୍ୟନ୍ତ ସଙ୍ଗୀନ,…
ଯୁବତୀଙ୍କୁ ଅସଦାଚରଣ କରି ୩ ବର୍ଷ ହେଲା ଫେରାର ଥିବା ଅଭିଯୁକ୍ତ ଗିରଫ
ଖପ୍ରାଖୋଲ,୯।୭(ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଅସଦାଚରଣ କରି ୩ ବର୍ଷ ହେଲା ଫେରାର ଥିବା ଜଣେ ଯୁବକଙ୍କୁ ଖପ୍ରାଖୋଲ ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ସାନଉଡ଼େନ…
ସରପ୍ଲସ୍ ନିର୍ମାଣ ପାଇଁ ସାନି ଟେଣ୍ଡର ହେଉନି
ଲୋଇସିଂହା,୯।୭(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ସାଲେଭାଟ ଗାଈଖାଇ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ମାଟି ପୁନରୁଦ୍ଧାର ଓ ସରପ୍ଲସ୍ କାମ ପାଇଁ ଟେଣ୍ଡର ହୋଇଥିଲା। ନିର୍ଦ୍ଧାରିତ ସମୟରେ କାମ ନ ସରିବାରୁ ଟେଣ୍ଡର ବାତିଲ ହୋଇଯାଇଛି। ୨ ବର୍ଷ ବିତିଯାଇଥିଲେ ବି…
ବଲାଙ୍ଗୀରରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ
ବଲାଙ୍ଗୀର, ୮ା୭(ବୀରେନ୍ଦ୍ର କୁମାର ଝାଙ୍କର): ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଶୁକ୍ରବାର ବଲାଙ୍ଗୀର ଆସି ଏକ ଦ୍ୱାଦଶାହ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ସଞ୍ଜୟ କୁମାର ମିଶ୍ରଙ୍କ ପିତା ମାର୍କଣ୍ଡ ମିଶ୍ର ଓ ମାତା ଜ୍ୟୋତିର୍ମୟୀ ମିଶ୍ରଙ୍କ…
ସ୍ବତନ୍ତ୍ର ଅଲିମ୍ପିକ୍ସ ୱାଲର୍ଡ ଗେମ୍ସ ରୌପ୍ୟ ବିଜେତାଙ୍କୁ ପ୍ରଶାସନର ସମ୍ବର୍ଦ୍ଧନା
ବଲାଙ୍ଗୀର, ୦୬।୦୭ : ଜର୍ମାନୀର ବର୍ଲିନଠାରେ ଅନୁଷ୍ଠିତ ସତନ୍ତ୍ର ଅଲିମ୍ପିକ୍ସ ୱାଲର୍ଡ ଗେମ୍ସ ୨୦୨୩ରେ ଭାଗ ନେଇ ସଟପୂଟରେ ରୌପ୍ୟ ପଦକ ହାସଲ କରିଥିବା ବୈଷ୍ଣବ ରାଜପଲିଆଙ୍କୁ ବଲାଙ୍ଗିର ଜିଲା ପ୍ରଶାସନ ସମ୍ବର୍ଦ୍ଧିତ କରିଛି। ଜୁନ ୧୫ରୁ ୨୭ ତାରିଖ ପର୍ଯ୍ୟନ୍ତ…
ସ୍ବାସ୍ଥ୍ୟକେନ୍ଦ୍ରରେ ହେଲ୍ମେଟ୍ ପିନ୍ଧି ବସିଲେ ଫାର୍ମାସିଷ୍ଟ
ଖପ୍ରାଖୋଲ,୬।୭(ଅଭୟ ତ୍ରିପାଠୀ)ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଛାତରୁ ସିମେଣ୍ଟ ଅତଡ଼ା ଖସୁଛି। ଏହାକୁ ନେଇ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଓ ରୋଗୀଙ୍କ ମଧ୍ୟରେ ଭୟ ଦେଖାଦେଇଛି। ମଙ୍ଗଳବାର ରୋଗୀମାନେ ଡାକ୍ତରଙ୍କଠାରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ଔଷଧ ବିତରଣ…
ନକଲି ଡାକ୍ତର ଗିରଫ
ଲାଠୋର, ୨ା୭(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଆରକ୍ଷୀ ଅଧୀକ୍ଷକ ଋଷିକେଷ ଖିଲାରିଙ୍କ ନିର୍ଦ୍ଦେଶ କ୍ରମେ ଲାଠୋର ଥାନା ଅଧୀନ ବେନ୍ଦେର ଗ୍ରାମରୁ ଲାଠୋର ପୋଲିସ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରିଛି। ପୋଲିସ କ୍ଳିନିକରୁ ବିପୁଳ ପରିମାଣରେ ଔଷଧ ଜବତ କରିଛି।…
ବିଦ୍ୟୁତ୍ ତାର ଲାଗି ୫ ମଇଁଷି ମୃତ
ଲାଠୋର,୨ା୭(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ବନାଞ୍ଚଳ ଅଧୀନ ଲାଠୋର-ଖର୍ଲି ଗ୍ରାମ ସୀମାରେ ଥିବା ଚାନ୍ଦଲି ଡ଼ୁଙ୍ଗୁରି ନିକଟରେ ବାର୍ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାରରେ ଲାଗି ୫ ମଇଁଷିଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ମଇଁଷି ମାଲିକ…
ନୂଆ ସିଭିଲ କୋର୍ଟ ପାଇଁ ଜମି ମିଳୁନି
ବଲାଙ୍ଗୀର,୨।୭(ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ସହରରେ ପ୍ରତିଷ୍ଠା ହେବାକୁ ଥିବା ନୂଆ ସିଭିଲ କୋର୍ଟ କୋଠା ତିଆରି ପାଇଁ ଉପଯୁକ୍ତ ଜମି ମିଳୁନାହିଁ। ଫଳରେ ବର୍ଷ ବର୍ଷ ହେଲା ନୂଆ ସିଭିଲ କୋର୍ଟ କୋଠା ତିଆରି ହୋଇପାରୁନାହିଁ। ଏଭଳି ଅନିଶ୍ଚିତତାକୁ ନେଇ ସାଧାରଣରେ…
‘ବୁଡ଼ି ଅଞ୍ଚଳବାସୀଙ୍କ ମାନବାଧିକାର ଉଲ୍ଲଂଘନ କରନି’
ବଲାଙ୍ଗୀର,୨।୭(ବୀରେନ୍ଦ୍ର କୁମାର ଝାଙ୍କର)ଦୀର୍ଘ ଦୁଇଦଶନ୍ଧିରୁ ଉର୍ଦ୍ଧ୍ୱ ସମୟର ଅପେକ୍ଷା ପରେ ଲୋୟର ସୁକ୍୍ତେଲ ଜଳସେଚନ ପ୍ରକଳ୍ପ କାମ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ପ୍ରକଳ୍ପ ପ୍ରଭାବିତ ଗଁା ଲୋକେ ଜିଲାର ବୃହତ୍ ସ୍ବାର୍ଥ ପାଇଁ ନିଜର ଭିଟାମାଟି ଛାଡିବାକୁ ରାଜି ହେବା ସହ…
ଅବସର ନେଉଛନ୍ତି, ନିଯୁକ୍ତି ହେଉନି
ଲୋଇସିଂହା,୨।୭(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁର୍ଡା ପଞ୍ଚାୟତ ହାଇସ୍କୁଲରେ ଶିକ୍ଷକ ଅଭାବଜନିତ ସମସ୍ୟା ଦେଖାଦେଇଛି। ଚଳିତବର୍ଷ ବିଦ୍ୟାଳୟର ଦୁଇଜଣ ଶିକ୍ଷକ ଅବସର ଗ୍ରହଣ କରିଛନ୍ତି। ଗତ ୬ ବର୍ଷରେ ୬ ଜଣ ଶିକ୍ଷକ ଅବସର ନେଇଛନ୍ତି। ୨୦୦୪ରେ ଜଣେ ଶିକ୍ଷକଙ୍କ…
Archives


