ଅନୁଗୋଳ

ପରିତ୍ୟକ୍ତ ଖଣି ଅଞ୍ଚଳରେ ଖେଳିବ ସବୁଜିମା

ଅନୁଗୋଳ ଅଫିସ, ୫।୬: ଖଣିଜ ଖନନ ପରେ ପରିତ୍ୟକ୍ତ ହୋଇପଡ଼ୁଥିବା ଅନୁଗୋଳର ଖଣି ଅଞ୍ଚଳରେ ଖେଳିବ ସବୁଜିମା। ଦୁର୍ଘଟଣା ଆଶଙ୍କାରେ ସେଠାକୁ ଯାଉ ନ ଥିବା ଲୋକଙ୍କ ପାଇଁ ଆକର୍ଷଣୀୟ ସାଜିବ ଉକ୍ତ ସବୁଜ ପରିବେଶ। ଜିଲାରେ ନିଶ୍ଚିହ୍ନ ହୋଇଯାଉଥିବା ଜଳଉତ୍ସଗୁଡ଼ିକର ହେବ…

ଝିଅକୁ ହତ୍ୟା କରି ଝୁଲାଇ ଦେଲେ

ଅନୁଗୋଳ ଅଫିସ,୪।୬: ଅନୁଗୋଳ ଜିଲା ବେନ୍ତପୁର ଗାଁର ଚିତ୍ତରଞ୍ଜନ ପରିଡାଙ୍କ ଘରୁ ତାଙ୍କ ସ୍ତ୍ରୀ ସସ୍ମିତା ବେହେରାଙ୍କ ମୃତଦେହ ଶନିବାର ପୋଲିସ ଜବତ କରିଛି। ସେ ଏକ ବ୍ଳାଉଜରେ ଶିଡିଘର ପୁଆରେ ଝୁଲୁଥିବା ବେଳେ ତାଙ୍କୁ ହତ୍ୟା କରି ଝୁଲାଇ ଦିଆଯାଇଥିବା…

ରୂପାନ୍ତରଣରେ ସାମିଲ ହେଲା ୫୦ ବିଦ୍ୟାଳୟ

ଅନୁଗୋଳ ଅଫିସ, ୪।୬ ଅନୁଗୋଳ ଜିଲାର ୫୦ଟି ବିଦ୍ୟାଳୟ ଶୁକ୍ରବାର ୫-ଟି ରୂପାନ୍ତରଣରେ ସାମିଲ ହୋଇଛି। ଏହାକୁ ମିଶାଇ ଜିଲାରେ ମୋଟ ୧୪୦ ବିଦ୍ୟାଳୟ ଏହି ପ୍ରକ୍ରିୟାରେ ସାମିଲ ହୋଇଥିବାବେଳେ ଅବଶିଷ୍ଟ ବିଦ୍ୟାଳୟ ଗୁଡ଼ିକ ଖୁବ୍‌ଶୀଘ୍ର ରୂପାନ୍ତରଣ କରାଯିବ। ନୂଆକରି ସାମିଲ…

ଦୂର ହେବ ପାର୍କିଂ, ଚୋରି ଚିନ୍ତା

ଅନୁଗୋଳ ଅଫିସ,୪।୬ ରାସ୍ତାପାର୍ଶ୍ୱ କି ଘର ସମ୍ମୁଖରେ ଆଉ ପାର୍କିଂ ହେବନି ଟ୍ରକ୍‌। ଚୋରି ହେବନି ପରିବହନ ସାମଗ୍ରୀ, ଯନ୍ତ୍ରାଂଶ କିମ୍ବା ଗାଡ଼ି। ରାଜପଥରେ ଦେଖାଦେବନି ଅଯଥା ଟ୍ରାଫିକ ସମସ୍ୟା। ଦୈନିକ ଘଟୁଥିବା ଟ୍ରକ୍‌ଜନିତ ଦୁର୍ଘଟଣା ସଂଖ୍ୟା ମଧ୍ୟ ହ୍ରାସ ପାଇବ।…

ପାଳନ ହେଉନି ସରକାରୀ ପ୍ରତିଶ୍ରୁତି

ବଇଣ୍ଡା,୩।୬(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକରେ ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପ ନିର୍ମାଣ ନିମନ୍ତେ ୧୭ ବର୍ଷ ତଳେ ସରକାର ଶୁଭ ଦେଇଥିଲେ। ଏପରି କି ୨ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଘୋଷଣା କରିଥିଲେ। ହେଲେ ବାରମ୍ବାର ଦିଆଯାଉଥିବା ପ୍ରତିଶ୍ରୁତି…

ହାତୀ ଆତଙ୍କ ମଧ୍ୟରେ ହଣ୍ଡପାବାସୀ

ବଇଣ୍ଡା,୨।୬: ବଢ଼ୁଛି ହାତୀ ଉପଦ୍ରବ। ଦଳ ଦଳ ହୋଇ ଆସୁଥିବା ହାତୀ ଫସଲ ନଷ୍ଟ କରିବା ସହ ଘର ଭାଙ୍ଗି ଦେଉଛନ୍ତି। ସମ୍ମୁଖରେ ପଡ଼ୁଥିବା ଲୋକଙ୍କ ଜୀବନ ନେଉଛନ୍ତି। ୨୦୧୪ରୁ ୨୦୨୧ ମଧ୍ୟରେ ୭ ଜଣଙ୍କ ଜୀବନ ନେଇଥିବା ହାତୀ ପଲ ୧୮୫ଟି…

ଖୋଲା ଆକାଶତଳେ ମୂକ, ବଧିର ଓ ଦୃଷ୍ଟିହୀନ ଛାତ୍ରୀଛାତ୍ର

ଅନୁଗୋଳ ଅଫିସ,୨।୬: ଅନୁଗୋଳରେ କାଳବୈଶାଖୀ ବୁଧବାର କ୍ଷୟକ୍ଷତି ଘଟାଇଛି। ସହର ଉପକଣ୍ଠ ଶୁଶୁଡା ପଞ୍ଚାୟତର ଗୋପୀନାଥପୁର ଗ୍ରାମରେ ଥିବା କେଦାରଗୌରୀ ଦୃଷ୍ଟିହୀନ ଓ ମୂକ ବଧିର ତାଲିମ କେନ୍ଦ୍ରର ଛପର ଉଡ଼ିଯିବାରୁ ଛାତ୍ରୀଛାତ୍ରମାନେ ଖୋଲା ଆକାଶ ତଳେ ରହିଥିବା ଦେଖାଯାଇଛି। ଖବରପାଇ ତହସିଲଦାର…

ଘରକୁ ଫେରିବ ଫିଙ୍ଗା ସାମଗ୍ରୀ

ଅନୁଗୋଳ ଅଫିସ, ୨।୬: ଭଙ୍ଗା ହେଉ କି କଳଙ୍କିଲଗା ସାମଗ୍ରୀ, ଆଉ ଅଦରକାରୀ ହୋଇ କେହି ରହିବ ନାହିଁ। ଏପରି କି ମନ୍ଦିରରୁ ବାହାରୁଥିବା ବାସୀ ଫୁଲ ମଧ୍ୟ ପୁଣି ଘରକୁ ଫେରି କାମରେ ଲାଗିବ। ଫିଙ୍ଗା ଯାଉଥିବା ଏପରି ଜିନିଷକୁ…

ଅନୁଦାନ ଅଭାବରୁ ଅଟକିଛି

ମାଧପୁର, ୩୧ା୫ ଜଳକଷ୍ଟରେ କଟିଗଲା ଖରାଦିନ। ପିଇବା ପାଣି ପାଇଁ ଡହଳବିକଳ ହେଲେ ଲୋକେ। ଅଥଚ ୨୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଓଭର ହେଡ୍‌ ପାଣି ଟାଙ୍କି କାମରେ ଆସିଲାନାହିଁ। କାରଣ ଟାଙ୍କି ସିନା ନିର୍ମାଣ ସରିଛି, ହେଲେ…

ମାଛ ଭାଗବଣ୍ଟାକୁ ନେଇ ଅସନ୍ତୋଷ, ପୋଖରୀ କୂଳରେ ପଡ଼ିରହିଲା ୫୦ କିଲୋ ମାଛ

ଛେଣ୍ଡିପଦା,୩୦ା୫(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡା ଥାନା କୋରଡା ଗ୍ରାମରେ ବଡ଼ବନ୍ଧ ପୋଖରୀ ମାଛ ଭାଗବଣ୍ଟାକୁ କେନ୍ଦ୍ରକରି ରବିବାର ତୀବ୍ର ଅସନ୍ତୋଷ ଦେଖାଦେଇଛି। ଫଳରେ ବଡବନ୍ଧ ପୋଖରୀ କୂଳରେ ୫୦ କିଲୋରୁ ଊର୍ଦ୍ଧ୍ୱ ମାଛ ପଡ଼ି ରହିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, କୋରଡା…

ଜୁନ ୧ରୁ ଅର୍ଥନୈତିକ ଅବରୋଧ ଆନ୍ଦୋଳନ

ତାଳଚେର,୩୦ା୫(ନି.ପ୍ର.): ତାଳଚେର ସରକାରୀ ମେଡିକାଲ କଲେଜ ପରିଚାଳନା ନେଇ ରାଜ୍ୟ ସରକାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରୁ ନ ଥିବାରୁ ପୂର୍ବ ଘୋଷଣା ଅନୁଯାୟୀ ତାଳଚେର ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜୁନ ୧ ତାରିଖଠାରୁ ତାଳଚେରରେ ୭୨ ଘଣ୍ଟିଆ…

ଅଚଳାବସ୍ଥାରେ ଆମ ପୋଲିସ ସମିତି

ବଅଁରପାଳ,୩୦ା୫(ଡି.ଏନ.ଏ.): ଜନସାଧାରଣ ଓ ପୋଲିସ ମଧ୍ୟରେ ସୁସମ୍ପର୍କ ସ୍ଥାପନ ସହ ଅପରାଧ ହ୍ରାସ କରିବା ଉଦ୍ଦେଶ୍ୟରେ ୨୦୧୩ ମସିହାରେ ସରକାରଙ୍କ ପକ୍ଷରୁ ଆମ ପୋଲିସ ସମିତି ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଏହା ପ୍ରଥମେ ଅନୁଗୋଳ ଜିଲା ନାଲ୍‌କୋ ଥାନାରେ କାର୍ଯ୍ୟକ୍ଷମ ହୋଇଥିଲା। ଏହାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri