ଅନୁଗୋଳ

ଶିକାରୀ ଫାଶରେ କଲରାପତରିଆ

ଅନୁଗୋଳ ଅଫିସ/ ବନ୍ତଳା,୨୧ା୬: ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ଜୋର୍‌ଦାର ଚାଲିଛି ବନ୍ୟପ୍ରାଣୀ ଶିକାର। ୨୦୧୮ ନଭେମ୍ବର ୧୪ରେ ଶିକାରୀଙ୍କ ଫାଶରେ ପଡ଼ି ମହାବଳ ବାଘ ‘ମହାବୀର’ର ମୃତ୍ୟୁ ଘଟଣା ଲୋକଙ୍କ ମନରୁ ଲିଭି ନ ଥିବାବେଳେ ସୋମବାର ଏକ କଲରାପତରିଆ…

ଉଚ୍ଛେଦ ହେଲା ଜବରଦଖଲ

ଅନୁଗୋଳ ଅଫିସ,୨୦।୬: ଅନୁଗୋଳ ପୌରାଞ୍ଚଳ ଓ୍ବାର୍ଡ ନଂ. ୧୧ରୁ ରବିବାର ପୂର୍ବାହ୍ନରେ ଜବରଦଖଲ ଉଚ୍ଛେଦ ହୋଇଛି। ହାଟଛକଠାରୁ ଖଲାରୀ ଯିବା ରାସ୍ତାରେ ଥିବା ଅଭିରାମ ପରମହଂସ ମଠ ଓ ତା ପରିସରରେ ଜାଗାକୁ ଦଲାଲମାନ ବିକ୍ରି କରିଥିଲେ। ଏ ନେଇ ଅନୁଗୋଳ ତହସିଲଦାର…

ଅଧାରୁ ଅଧିକ ପଦବୀ ଖାଲି

ଅନୁଗୋଳ ଅଫିସ,୨୦।୬: ଡାକ୍ତର ନିଯୁକ୍ତି କ୍ଷେତ୍ରରେ ଅନୁଗୋଳ ଜିଲାକୁ ରାଜ୍ୟ ସରକାର ଅବହେଳା କରୁଥିବା ଅଭିଯୋଗ ହେଉଛି। ଜିଲାର ମୋଟ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ମଧ୍ୟରୁ ଅଧାରୁ ଅଧିକ ପଦବୀ ଫାଙ୍କା ପଡ଼ିଥିବାବେଳେ ଗତ ଶନିବାର ରାଜ୍ୟରେ କରାଯାଇଥିବା ଡାକ୍ତର ବଦଳିରେ ଅନୁଗୋଳ…

ବର୍ଷା ହେଲେ ବିଚ୍ଛିନ୍ନ

ବଇଣ୍ଡା,୨୦।୬(ଡି.ଏନ.ଏ.): ୨୭ ବର୍ଷ ତଳେ ବାସଧରା ଯୋର ଉପରେ ନିର୍ମାଣ ହୋଇଥିଲା ପୋଲ। ହେଲେ ଏହାର ରକ୍ଷଣାବେକ୍ଷଣ ହେଲାନାହିଁ କି ମରାମତି କରାଗଲା ନାହିଁ। ଫଳରେ ଏହି ପୋଲ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏପରି କି ପ୍ରତିବର୍ଷ ବର୍ଷା ଦିନେ ଏହି ପୋଲ…

ମହିଳାଙ୍କୁ କଚାଡ଼ିଦେଲା ହାତୀ

ଛେଣ୍ଡିପଦା,୧୯।୬(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ପାତ୍ରପଡ଼ା ପଞ୍ଚାୟତ ଖଇରବେରେଣୀ ଗ୍ରାମରେ ହାତୀ ଆକ୍ରମଣରେ ରବିବାର ସକାଳେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ଖଇରବେରେଣୀ ଗ୍ରାମର ହାଡିବନ୍ଧୁ ଦେହୁରୀଙ୍କ ସ୍ତ୍ରୀ ଶୈଳବାଳା ଦେହୁରୀ (୫୫)…

ସ୍ପୋର୍ଟସ ଦୋକାନରେ ଟିକେଟ୍‌ ବିକ୍ରି ଅଭିଯୋଗ ସତ

ଅନୁଗୋଳ ଅଫିସ,୧୮।୬ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗତ ୧୨ ତାରିଖରେ ବାରବାଟୀରେ ଖେଳାଯାଇଥିବା ଟି-୨୦ ମ୍ୟାଚ ପାଇଁ ଅନୁଗୋଳ ଜିଲା କ୍ରିକେଟ୍‌ ଆସୋସିଏଶନ (ଏଡିସିଏ)କୁ ମିଳିଥିବା ଟିକେଟ୍‌ ମଧ୍ୟରୁ କେତୋଟି ଟିକେଟ୍‌ ଏକ ସ୍ପୋର୍ଟସ ଦୋକାନରେ ବ୍ଲାକରେ ବିକ୍ରି…

ଶୀଘ୍ର ବାହାରୁ ସମାଧାନ ସୂତ୍ର

ଆଠମଲ୍ଲିକ,୧୮।୬(ଡି.ଏନ.ଏ.)  ଆଠମଲ୍ଲିକ-ଧଳପୁର ସେତୁ ଲୋକାର୍ପଣକୁ ଆଠମଲ୍ଲିକବାସୀ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହି ସେତୁ କାର୍ଯ୍ୟକ୍ଷମ ହେଲେ ଦକ୍ଷିଣ ଓଡ଼ିଶା ସହ ମଧ୍ୟ ଓଡ଼ିଶାର ସିଧାସଳଖ ସଂଯୋଗ ସମ୍ଭବ ହେବ। ତେବେ ଏହି ସେତୁର ସଂଯୋଗୀକରଣ ରାସ୍ତାରେ ଥିବା ଲେଭଲକ୍ରସିଂ ନିକଟରେ…

ବାଧୁଛି ବର୍ଦ୍ଧିତ ବିହନ ଦର

ବଇଣ୍ଡା,୧୭ା୬ ଶେଷ ରଜରେ ଓଡ଼ିଶା ଛୁଇଁଛି ମୌସୁମୀ। ଆଗ୍ରହର ସହ ଏହାକୁ ଅପେକ୍ଷା କରିଥିବା ଚାଷୀ ମୁହଁରେ ଫୁଟିଛି ହସ। ଏବେ ବର୍ଷକର ଆହାର ସଂଗ୍ରହ ପାଇଁ କୃଷି କ୍ଷେତ୍ରକୁ ଓହ୍ଲାଇବାକୁ ଚାଷୀ ଚଳାଇଛି ପ୍ରସ୍ତୁତି। ହେଲେ ଚଳିତବର୍ଷ ବିହନ ଦର…

୧୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଚୋରା କେନ୍ଦୁପତ୍ର ଜବତ

ମାଧପୁର,୧୭ା୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡ ମାଧପୁର ବନାଞ୍ଚଳ ଟୁସର ପଞ୍ଚାୟତର ଉରଡ଼ା ଗ୍ରାମ ନିକଟରୁ ବୁଧବାର ରାତିରେ ମାଧପୁର ବନବିଭାଗ ଏବଂ ବାମୁର ବନବିଭାଗର ମିଳିତ ଚଢ଼ାଉରେ ଏକ ଚୋରା କେନ୍ଦୁପତ୍ର ଟ୍ରକ୍‌କୁ ଜବତ କରାଯାଇଥିବା ବେଳେ ଘଟଣାସ୍ଥଳରୁ ଡ୍ରାଇଭର…

‘ସ୍ଵ-ଅଧ୍ୟୟନ ମାରାଥନ୍‌’ କାର୍ଯ୍ୟକ୍ରମ

ଅନୁଗୋଳ ଅଫିସ, ୧୬।୬ – ଅନୁଗୋଳ ସୌଭାଗ୍ୟନଗରସ୍ଥିତ ‘ଆର୍ଯ୍ୟଭଟ୍ଟ ଏଜୁକେଶନ୍‌’ ପକ୍ଷରୁ ଏକ ଦିବସୀୟ ‘ସ୍ବ-ଅଧ୍ୟୟନ ମାରାଥନ୍‌’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ପୂର୍ବାହ୍ନ ୯ଟାରୁ ରାତି ୯ ଟା ପର୍ଯ୍ୟନ୍ତ ଚାଲୁ ରହିଥିଲା। ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାର ୧୦୦…

ମା’କୁ ବିଲରୁ ଡ଼ାକିବାକୁ ଯାଇ ଟଳିପଡ଼ିଲେ ପୁଅ

ଅନୁଗୋଳ ଅଫିସ,୧୪।୬: ବଜ୍ରାଘାତରେ ନାବାଳକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ବଡ଼କେରେଜାଙ୍ଗରେ। ମୃତକ ହେଲେ ବଡ଼କେରେଜାଙ୍ଗ ଗାଁର ୧୭ ବର୍ଷର ନାବାଳକ ଦୁଷ୍ମନ୍ତ ସାହୁ। ଦୁଷ୍ମନ୍ତ ବିଲରୁିରୁ ମା’କୁ ଡାକିବାକୁ ଯାଇଥିବା ସମୟରେ ବଜ୍ରପାତ ହୋଇ ସେଠାରେ…

ବାରବାଟୀ ଟିକେଟ୍‌କୁ ନେଇ ତନାଘନା

ଅନୁଗୋଳ ଅଫିସ, ୧୪।୬ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର କଟକ ବାରବାଟୀ ଷ୍ଟାଡିୟମରେ ଦ୍ୱିତୀୟ ଟି-୨୦ ମ୍ୟାଚ ଆୟୋଜିତ ହୋଇଯାଇଥିଲେ ମଧ୍ୟ ଅନୁଗୋଳ ଜିଲା କ୍ରିକେଟ ଆସୋସିଏଶନ (ଏଡିସିଏ)କୁ ମିଳିଥିବା ଟିକେଟ୍‌ ଓ ପାସ୍‌କୁ ନେଇ ଅସନ୍ତୋଷ ତେଜିବାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri