ବିଦ୍ୟୁତ୍ କାଟ ବନ୍ଦ, ଦର ହ୍ରାସ ଦାବିରେ ବିକ୍ଷୋଭ
ଅନୁଗୋଳ,୨୮।୬(ଅମିତ କୁମାର ସାମଲ): ଅଘୋଷିତ ବିଦ୍ୟୁତ୍ କାଟ ବନ୍ଦ ଏବଂ ବର୍ଦ୍ଧିତ ବିଦ୍ୟୁତ୍ ଦର ହ୍ରାସ ଦାବିରେ ମଙ୍ଗଳବାର ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଅନୁଗୋଳ ଜିଲା କଂଗ୍ରେସ ପକ୍ଷରୁ ସଭାପତି ସଂଗ୍ରାମ ମିଶ୍ରଙ୍କ ନେତୃତ୍ୱରେ…
ବୃଦ୍ଧଙ୍କଠାରୁ ଟଙ୍କା ନେଇଗଲେ ଦଲାଲ
ଅନୁଗୋଳ,୨୭।୬(ଅମିତ ସାମଲ): ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ବୃଦ୍ଧ ରୋଗୀଙ୍କଠାରୁ ଦଲାଲ ଟଙ୍କା ଠକି ନେଇଥିବା ସୋମବାର ଫାଣ୍ଡିରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ବଅଁରପାଳ ବ୍ଲକ ଜରପଡ଼ା ଥାନା ବିମଳବେଡ଼ା ଅଞ୍ଚଳର ସୁଦର୍ଶନ ପ୍ରଧାନ ତାଙ୍କ ବାପା ଗୋବର୍ଦ୍ଧନ…
ପମ୍ପହାଉସ ଭୁଶୁଡ଼ି ନଦୀରେ ଭାସିଗଲା
ତାଳଚେର,୨୭ା୬(ମନୋଜ ନନ୍ଦ): ତାଳଚେର ବ୍ଲକ ସନ୍ଥପଡା ପଞ୍ଚାୟତ ବ୍ରାହ୍ମଣୀ ନଦୀ କୂଳରେ ନିର୍ମାଣ କରାଯାଇଥିବା ପମ୍ପ ହାଉସ ଓ ପାଣି ଟାଙ୍କି ସୋମବାର ଭୁଶୁଡ଼ି ନଦୀ ଗର୍ଭରେ ଭାସି ଯାଇଛି। ଏହି ଘଟଣାକୁ ନେଇ ଭାଜପା ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ,…
ଏକ୍ସପ୍ରେସ ରହଣିକୁ ଅପେକ୍ଷା
ବଇଣ୍ଡା,୨୬।୬(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ମୁଖ୍ୟ ବଇଣ୍ଡା ରେଳଷ୍ଟେଶନରେ ଏକ୍ସପ୍ରେସ୍ ରହଣିର ଅପେକ୍ଷା ଶେଷ ହେଉନାହିଁ। ଏହି ପଥ ଦେଇ ଯାଉଥିବା ୨୨ଟି ଟ୍ରେନ୍ ମଧ୍ୟରୁ ୧୪ଟି ଏକ୍ସପ୍ରେସ ଟ୍ରେନ୍ ଏଠାରେ ଅଟକୁନାହିଁ। ଜିଲା ଅର୍ଥନୀତିର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ…
ତଳି ଅଞ୍ଚଳ ଜଳାର୍ଣ୍ଣବ
ଅନୁଗୋଳ/ତାଳଚେର, ୨୬।୬(ଅମିତ ସାମଲ/ମନୋଜ ନନ୍ଦ): ଉଛୁଳିଲା ଡ୍ରେନ୍। ରାସ୍ତାରେ ଚାଲିଲା ଆଣ୍ଠୁଏ ଉଚ୍ଚତାର ପାଣି। କେବଳ ସହରତଳି ଅଞ୍ଚଳ ନୁହେଁ, କେଇ ଘଣ୍ଟାରେ ଜଳାର୍ଣ୍ଣବ ହୋଇଗଲା ବ୍ୟସ୍ତବହୁଳ ସଡ଼କ। ଲଘୁଚାପଜନିତ ଲଗାଣବର୍ଷାରେ ରବିବାର ଅନୁଗୋଳ ସହରରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ।…
ଭାସିଗଲା କାଠପୋଲ, ଦ୍ରୁମ ଧରାଶାୟୀ
କଣିହାଁ,୨୬।୬(ସଚ୍ଚିଦାନନ୍ଦ ପ୍ରଧାନ): ଅନୁଗୋଳ ଜିଲା କଣିହାଁ ବ୍ଲକ ଟୋଲକବେଡ଼ା ଗ୍ରାମ ଟିକିରା ନଦୀରେ ଗ୍ରାମବାସୀଙ୍କ ଦ୍ୱାରା ନିର୍ମିତ ଅସ୍ଥାୟୀ କାଠପୋଲର ଅର୍ଦ୍ଧାଧିକ ଅଂଶ ରବିବାର ଭାସିଯାଇଛି। ଲଘୁଚାପଜନିତ ଲଗାଣ ବର୍ଷାରେ ହଠାତ୍ ନଦୀ ଫୁଲି ଉଠିବାରୁ ଏଭଳି ଅଘଟଣ ଘଟିଥିବା ଗ୍ରାମବାସୀ…
୨୩ ବର୍ଷ ହେଲା ଦୀପତଳ ଅନ୍ଧାର
ଖମାର/କଣିହାଁ/ଅନୁଗୋଳ, ୨୬।୬(ରଜନୀକାନ୍ତ ମହାରଣା/ସଚ୍ଚିଦାନନ୍ଦ ପ୍ରଧାନ/ଅମିତ ସାମଲ): ରାଜ୍ୟରେ ଦୁର୍ନୀତି ଚରମ ସୀମାରେ ପହଞ୍ଚତ୍ଛି। ମୁଖ୍ୟମନ୍ତ୍ରୀ ଆଖିରେ ଅନ୍ଧପୁଟୁଳି ବାନ୍ଧି ବସିଛନ୍ତି। ୨୩ ବର୍ଷର ସ୍ଥାଣୁ ସରକାରରେ ଦୀପତଳ ଅନ୍ଧାର। ଶିଳ୍ପସମୃଦ୍ଧ ଅନୁଗୋଳ ଜିଲା ଅବହେଳିତ ବୋଲି ବିଜେଡି ସରକାରଙ୍କୁ ଟାର୍ଗେଟ କରି…
ପ୍ରଭାବିତ ହେଉଛି ପାଠପଢ଼ା
ବଅଁରପାଳ,୨୪ା୬ (ଉପେନ୍ଦ୍ର ରାଉତ): ସ୍କୁଲ ସ୍ଥାପନ ବେଳେ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେଥିପାଇଁ ୭ ଜଣ ଶିକ୍ଷକଙ୍କୁ ନିଯୁକ୍ତି ମିଳିଥିଲା। ପ୍ରତିବର୍ଷ ମାଟ୍ରିକ ପରୀକ୍ଷାରେ ଶିକ୍ଷାନୁଷ୍ଠାନ ଭଲ ଫଳାଫଳ କରୁଥିଲା। ହେଲେ କିଛିବର୍ଷ ହେଲା ଏହି ସଫଳ ଶିକ୍ଷାନୁଷ୍ଠାନ…
ପୋଖରୀ ଖୋଳାରେ ଦୁର୍ନୀତି ଅଭିଯୋଗ
ବଇଣ୍ଡା,୨୩।୬ (ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଟାପଢୋଲ ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍ଜିଏନ୍ଆର୍ଇଜିଏସ୍)ରେ ବ୍ୟାପକ ଦୁର୍ନୀତି କରାଯାଉଥିବା ବୁଧବାର ସାନଦାଦର ଗ୍ରାମର କେତେଜଣ ଶ୍ରମିକ ଅନୁଗୋଳ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି। ସେମାନେ…
ଆନ୍ଦୋଳନ ବେଳେ ପ୍ରାଣୀ ଉପଦ୍ରବ
ଶିକାରୀଙ୍କ ଆକ୍ରମଣରେ ଅସୁରକ୍ଷିତ ବନ କର୍ମଚାରୀ। ତେଣୁ ସୁରକ୍ଷା ଦାବିରେ ଗତ ୧୯ତାରିଖରୁ ୮,୧୮୮ଜଣ ବନ କର୍ମଚାରୀ ପାଟ୍ରୋଲିଂ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଆସନ୍ତା ୮ତାରିଖ ସୁଦ୍ଧା ସରକାର ସେମାନଙ୍କ କଥା ନ ଶୁଣିଲେ ୧୦ତାରିଖରୁ ସମୂହ କାର୍ଯ୍ୟ ଛାଡ଼…
୨ଜଣଙ୍କ ଜୀବନ ନେଲା ହାତୀ
ଅନୁଗୋଳ, ୨୧।୬ (ଅମିତ କୁମାର ସାମଲ): ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳରେ ମଙ୍ଗଳବାର ୨ ଜଣଙ୍କ ଜୀବନ ନେଇଛି ହାତୀ। ମୃତକ ହେଲେ ସାନକନ୍ତକୁଳ ଗ୍ରାମର ଶ୍ରୀନିବାସ ସାହୁ(୬୫) ଓ ଗଡ଼ତରାସ ପଞ୍ଚାୟତ ଅରାଡିହ ଗ୍ରାମର ଅରୁଣ ପ୍ରଧାନ(୫୫)। ଏହି ଘଟଣା…
ଯାତ୍ରୀ ବିଶ୍ରାମାଗାର ଜରାଜୀର୍ଣ୍ଣ
ବଅଁରପାଳ,୧୭ା୬(ଉପେନ୍ଦ୍ର ରାଉତ) ଅନୁଗୋଳ ଜିଲା ବଅଁରପାଳ ବ୍ଲକ ବଳରାମପ୍ରସାଦଠାରେ ଥିବା ଯାତ୍ରୀ ବିଶ୍ରାମାଗାର ଦୀର୍ଘଦିନ ହେବ ଜରାଜୀର୍ଣ୍ଣ ହୋଇ ରହିଛି। ଫଳରେ ପଥଚାରୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ…
Archives


