ଅନୁଗୋଳ

ଲୋକ ଲଜ୍ଜା: ଆମ୍ବଗଛରେ ରଶି ଲଗାଇ ବିବାହିତ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

ବନ୍ତଳା,୧୬।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ପୁରୁଣାକୋଟ ଥାନା କୋଠଭୂଇଁ ପଞ୍ଚାୟତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। କୁମୁରି ଗ୍ରାମ ମୁଣ୍ଡରେ ଥିବା ଏକ ଆମ୍ବ ଗଛରେ ଦୁଇ ବିବାହିତ ପ୍ରେମୀଯୁଗଳ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେମାନେ ହେଲେ…

ଦୁଗ୍ଧ ଶୀତଳୀକରଣ କେନ୍ଦ୍ରରେ ଚାଷୀଙ୍କୁ ଠକେଇ ଅଭିଯୋଗ : କମ୍‌ ମୂଲ୍ୟରେ କିଣାଯାଉଛି କ୍ଷୀର

ଛେଣ୍ଡିପଦା, ୧୬।୬(ସ୍ବ.ପ୍ର.) – ଅନୁଗୋଳ ଜିଲା ଛେଣ୍ଡିପଦା ଦୁଗ୍ଧ ଶୀତଳୀକରଣ କେନ୍ଦ୍ରରେ କ୍ଷୀର ଚାଷୀ ଠକେଇର ଶିକାର ହେଉଥିବା ଅଭିଯୋଗ ହୋଇଛି। କେନ୍ଦ୍ର କର୍ମଚାରୀ ମାପରେ ଠକେଇ କରିବା ସହ ନିମ୍ନମାନର କ୍ଷୀର କହି ଅଧିକ ରଖି କମ୍‌ ପରିମାଣ ଖାତାରେ…

ମୌସୁମୀ ପହଞ୍ଚିଲେ ଜୋର୍‌ ଧରିବ ଚାଷ କାର୍ଯ୍ୟ : ନିଅଣ୍ଟ ବିହନକୁ ନେଇ ଚିନ୍ତାରେ ଚାଷୀ

ଅନୁଗୋଳ ଅଫିସ, ୧୬।୬ – ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ ପରେ ଚାଷ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ଚାଷୀ। ଗତବର୍ଷ ଅପେକ୍ଷା ଚଳିତବର୍ଷ କ୍ଷେତରୁ ଭଲ ଫସଲ ଅମଳ କରିବାକୁ ସେମାନେ ଆଶା ବାନ୍ଧିଛନ୍ତି। ଗତବର୍ଷ ଅନିୟମିତ ବର୍ଷା ଯୋଗୁ ଚାଷରେ…

ବଇଣ୍ଡା ଅଞ୍ଚଳର ବିକାଶ ଉପରେ ଅଧିକ ଗୁରୁତ୍ୱ ଦିଆଯିବ

ବଇଣ୍ଡା,୧୫।୬(ଡି.ଏନ.ଏ.): ଗମନାଗମନ କ୍ଷେତ୍ରରେ ବଇଣ୍ଡା ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ହେଲେ ବହୁ ସମସ୍ୟା ଏହି ଅଞ୍ଚଳରେ ଲାଗି ରହିଛି। ଲୋକମାନଙ୍କୁ କିଭଳି ପାନୀୟ ଜଳ, ସ୍ବାସ୍ଥ୍ୟ, ବିଜୁଳି ଭଳି ମୌଳିକ ସୁବିଧା ଯୋଗାଇ ଦିଆଯିବ ସେଥିପାଇଁ ସରକାର ଅନେକ…

ଠାକୁରଗଡ଼ରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ : ଡାକ୍ତର ନିଯୁକ୍ତି ପାଇଁ ବିଧାୟକଙ୍କୁ ଦାବିପତ୍ର

ବଇଣ୍ଡା,୧୫।୬(ଡି.ଏନ.ଏ.): ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବେ ଘୋର ସମସ୍ୟା ଦେଇ ଗତି କରୁଛି। ଡାକ୍ତର ପଦବୀ ଖାଲି ପଡ଼ିଥିବା ଯୋଗୁ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ୁଛି। ଏକ ସ୍ଥାୟୀ ଡାକ୍ତର, ଫାର୍ମାସିଷ୍ଟ ନିଯୁକ୍ତି କରିବା ସହ ଏକ ୧୦୮ ଆମ୍ବୁଲାନ୍ସ…

ରେଳଯାତ୍ରୀଙ୍କ ସୁରକ୍ଷା ନେଇ ଟୋଲ୍‌ ଫ୍ରି ନମ୍ବର ଜାରି

ବଅଁରପାଳ,୧୫।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ରେଳଷ୍ଟେଶନଠାରେ ରେଳଯାତ୍ରୀଙ୍କୁ ସଚେତନତା କରାଇବା ପାଇଁ ଶନିବାର ପୋଲିସ ପକ୍ଷରୁ ଏକ ସଚେତନତା ବାର୍ତ୍ତା ଦିଆଯାଇଛି। ଏହା ସହ ଏକ ଟୋଲ୍‌ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛି। ଯଦି କୌଣସି ଯାତ୍ରୀ ମହିଳା ବା ଶିଶୁ…

ଦୁଗ୍ଧ ଶୀତଳୀକରଣ କେନ୍ଦ୍ରରେ ଅନିୟମିତତା:କର୍ତ୍ତୃପକ୍ଷ ଧ୍ୟାନ ନ ଦେଲେ ରାଜରାସ୍ତାକୁ ଓହ୍ଲାଇବ ଚାଷୀ ସଂଘ

ଛେଣ୍ଡିପଦା,୧୫।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ତିପଦା ଶୀତଳୀକରଣ କେନ୍ଦ୍ର କ୍ଷୀର ଚାଷୀଙ୍କଠାରୁ କ୍ଷୀର ନେବା ସହିତ ୧୦ ଦିନରେ ଥରେ ଚାଷୀଙ୍କୁ ପଇସା ଦେଇଥାଆନ୍ତି। ମାତ୍ର ଓମ୍‌ଫେଡ୍‌ କର୍ତ୍ତୃପକ୍ଷ ଏହି କ୍ଷୀରକୁ ନିମ୍ନମାନର ଦର୍ଶାଇବା ସହିତ ଓଜନରେ ମଧ୍ୟ ଠକୁୁଥିବା ଚାଷୀମାନେ କହିଛନ୍ତି।…

ଅବ୍ୟବସ୍ଥାରେ ବଅଁରପାଳ ପ୍ରାଣୀ ଚିକିତ୍ସା କେନ୍ଦ୍ର:ନିରୀକ୍ଷକ, ସହାୟକ ପଦବୀ ଖାଲି

ବଅଁରପାଳ, ୧୫ା୬ (ଡି.ଏନ୍‌.ଏ)ପ୍ରାଣୀ ସମ୍ପଦର ସୁରକ୍ଷା ଓ ଅଭିବୃଦ୍ଧି ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ହେଲେ ଅନେକ ସମୟରେ ଗୃହ ଓ ଯନ୍ତ୍ରପାତି ନିଅଣ୍ଟ ସହ କର୍ମଚାରୀ ଅଭାବ ଯୋଗୁ ପ୍ରାଣୀଙ୍କ ଚିକିତ୍ସାରେ ବାଧା ସୃଷ୍ଟି ହେଉଛି, ଯାହା…

ଆହତ ହାତୀର ଚିକିତ୍ସା କରୁନି ବନବିଭାଗ

ବନ୍ତଳା, ୧୫ା୬(ଡି.ଏନ.ଏ.)ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ ଲବଙ୍ଗୀ ବିଟ ଜୋକୁବୁ ନାଳ ନିକଟରେ ଏକ ଅଣ୍ଡିରା ହାତୀ ଆହତ ଅବସ୍ଥାରେ ବୁଲୁଛି। ଏହାର ଶରୀରରେ ଗଭୀର କ୍ଷତ ଥିବା ଦେଖିବାକୁ ମିଳିଛି। ହାତୀଟି ସେହି ଅଞ୍ଚଳରେ ବୁଲୁଥିଲେ ହେଁ…

ଜରୁରୀ ସେବାରେ ଏନ୍‌ଜେନର ମନମାନି:ସନ୍ଦେହରେ ପ୍ରଶାସନର ନୀରବତା

ତାଳଚେର, ୧୫ା୬(ମନୋଜ ନନ୍ଦ)କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଦାବି କରି ତାଳଚେର ବିଦ୍ୟୁତ୍‌ ସବ୍‌ଡିଭିଜନ ଚାଇଁପାଳ ଅଧୀନରେ କାର୍ଯ୍ୟ କରୁଥିବା ଏନ୍‌ଜେନର ୩୯୩ କର୍ମଚାରୀ ଏପ୍ରିଲ ୨୨ରୁ ଆନ୍ଦୋଳନରେ ବସିଛନ୍ତି। ଫଳରେ ରକ୍ଷଣାବେକ୍ଷଣଠାରୁ ମରାମତି ଯାଏ କୌଣସି କାର୍ଯ୍ୟ…

ରାଧାସାହିରେ ଯୁବକଙ୍କୁ ହତ୍ୟା ଘଟଣା: ପୂର୍ବଶତ୍ରୁତାରୁ ଗଳା କାଟିଥିଲେ ପିଉସା

ପାଲଲହଡ଼ା, ୧୪ା୬(ଡି.ଏନ.ଏ.)- ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଈଶ୍ୱରନଗର ପଞ୍ଚାୟତ ରାଧାସାହି ଗ୍ରାମରେ ଗତ ମଙ୍ଗଳବାର ଘଟିଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗ୍ରାମର ପ୍ରଶ୍ନ ନାୟକଙ୍କୁ ଗଳାକାଟି ତାଙ୍କ ପିଉସା ହତ୍ୟା କରିଥିବା ପୋଲିସ…

ପ୍ରେମିକଙ୍କ ସହ ଯିବାକୁ ଜିଦ୍‌ ଧରିଲେ ମହିଳା; ବଜାର ଉପରେ ସ୍ବାମୀ ହଟହଟା

ଅନୁଗୋଳ ଅଫିସ, ୧୪।୬- ରଜ ପାଇଁ ସ୍ବାମୀଙ୍କ ସହ ଅନୁଗୋଳ ବଜାରକୁ କିଣାକିଣି କରିବାକୁ ଆସିଥିବା ଜଣେ ମହିଳା ପ୍ରେମିକଙ୍କ ସହ ଯିବାକୁ ଜିଦ୍‌ ଧରିବା ଘଟଣା ଗୁରୁବାର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିଯୋଗୁ ଅନୁଗୋଳ ବସ୍‌ଷ୍ଟାଣ୍ଡରେ ସମ୍ପୃକ୍ତ ସ୍ବାମୀଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri