Odisha Elections 2024

ଅନୁଗୋଳ

ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଲା ଟ୍ରକ: ସେବା ବାଧାପ୍ରାପ୍ତ

ବଇଣ୍ଡା,୧୦।୬(ଡି.ଏନ.ଏ.)-କିଶୋରନଗର ବ୍ଲକ ବଇଣ୍ଡା ନିକଟସ୍ଥ କଦଳୀମୁଣ୍ଡାଠାରେ ଥିବା ଏକ ଏଲଟିଲାଇନ ବିଦ୍ୟୁତ୍‌ ଖୁଣ୍ଟକୁ ଏକ ଟ୍ରକ ଧକ୍କା ଦେଇଛି। ଫଳରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଯାଇଥିବାବେଳେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଥିଲା। ଅନୁଗୋଳରୁ ସମ୍ବଲପୁର ଅଭିମୁଖେ ଏକ ଟ୍ରକ (ନଂ.ଏନଏଲ୦୧ଏନ୦୦୭୫)ଯାଉଥିବାବେଳେ ଚାଳକ...

କାଳବୈଶାଖୀରେ ଉଡ଼ିଗଲା ସ୍କୁଲ ଆଜବେଷ୍ଟସ

ବଇଣ୍ଡା,୧୦।୬(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ଓ ଆଠମଲ୍ଲିକ ବ୍ଲକରେ ସୋମବାର ଅପରାହ୍ନରେ କାଳବୈଶାଖୀ ହୋଇଛି। ପ୍ରବଳ ବର୍ଷା ସାଙ୍ଗକୁ ପବନ ବୋହିବା ଯୋଗୁ ବହୁ କ୍ଷତି ହୋଇଛି। ଆଠମଲ୍ଲିକ ବ୍ଲକ ପେଡ଼ିପଥର ପଞ୍ଚାୟତ କନକେଇ ଉଚ୍ଚ ବିଦ୍ୟାଳୟ ଶ୍ରେଣୀ ଗୃହ ଛପର...

ଜରପଡା ପିଆଜ ସଂରକ୍ଷଣ କେନ୍ଦ୍ର; ନିର୍ମାଣ ସତ୍ତ୍ୱେ କାର୍ଯ୍ୟକ୍ଷମ ହେଉନି

ଛେଣ୍ଡିପଦା,୧୦ା୬(ଡି.ଏନ.ଏ.) ପିଆଜ ସଂରକ୍ଷଣ ଓ ଚାଷୀଙ୍କୁ ଅଭାବୀ ବିକ୍ରି ସମସ୍ୟାରୁ୍‌ ଦୂରେଇ ରଖିବା ଲକ୍ଷ୍ୟରେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଜରପଡା ହାଟପଦାଠାରେ ନିର୍ମାଣ ହୋଇଛି ଏକ ପିଆଜ ସଂରକ୍ଷଣ କେନ୍ଦ୍ର। ହେଲେ କେନ୍ଦ୍ର ନିର୍ମାଣ ଶେଷ ହେବାର ୧୯ ବର୍ଷ...

ମୁଖ୍ୟ ଚିକିତ୍ସାଳୟରେ ଗୁଡ ସାମାରିଟାନ୍‌ ରେଜିଷ୍ଟର ଉଭାନ; ସହାୟତାକାରୀଙ୍କୁ କର୍ତ୍ତୃପକ୍ଷଙ୍କ ଅଣଦେଖା

ଅନୁଗୋଳ ଅଫିସ, ୧୦।୬: ଦୁର୍ଘଟଣାରେ ଆହତଙ୍କୁ ତ୍ୱରିତ ଚିକିତ୍ସା ପାଇଁ ମେଡିକାଲ ନେଲେ ମିଳିବ ପ୍ରୋତ୍ସାହନ ଓ ପୁରସ୍କାର। ପୋଲିସକୁ ମଧ୍ୟ ଏଥିପାଇଁ କୌଣସି କୈଫିୟତ ଦେବାକୁ ପଡିବନି। ଏହାଦ୍ୱାରା ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବା ସହ ଆହତଙ୍କ ପାଇଁ...

ହଣ୍ଡପା ରେଞ୍ଜରେ ହାତୀ ଉପଦ୍ରବ, ଚିନ୍ତାରେ ଚାଷୀ

ବଇଣ୍ଡା,୯।୬(ଡି.ଏନ.ଏ.)-କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଜାମ୍ବୁନାଳୀ, ଅଶ୍ରୁବାହାଳ, ନାଗାଝରଣ, ଗୋଳାସର, ମଧପୁର ଆଦି ଗ୍ରାମ ଗୁଡ଼ିକରେ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ହାତୀମାନେ ନିକଟସ୍ଥ ଜଙ୍ଗଲରୁ ଗ୍ରାମାଭିମୁଖୀ ହୋଇ ବିଭିନ୍ନ ପନିପରିବା ଚାଷ ନଷ୍ଟ କରୁଛନ୍ତି। ଏଥିସହିତ...

ଭାଜପା କର୍ମକର୍ତ୍ତା ଚୟନ : କର୍ମୀ କହିଲେ କରିବୁ ଦଳର ସାଙ୍ଗଠନିକ କାର୍ଯ୍ୟକୁ ସୁଦୃଢ଼

ଛେଣ୍ଡିପଦା,୯।୬(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବରସାହି ପଞ୍ଚାୟତର ଭାଜପା କର୍ମକର୍ତ୍ତା ଚୟନ ଓ ସାଙ୍ଗଠନିକ ସଭା ରବିବାର ବଡବନ୍ଧ ଆମ୍ବତୋଟାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଭାଜପା ବରିଷ୍ଠ କର୍ମୀ ବୀରବର ବେହେରାଙ୍କ ସଭାପତିତ୍ୱରେ ଏହି ଚୟନ...

ମହିଳାଙ୍କୁ ଝାନ୍‌ସୀ ଚାଲାଣ ଅଭିଯୋଗ : ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପରିବାର

ଅନୁଗୋଳ ଅଫିସ,୯।୬- ଅନୁଗୋଳ ସହରରୁ ଜଣେ ମହିଳାଙ୍କୁ ଝାନ୍‌ସୀରେ ବିକ୍ରି କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଘଟଣାକୁ ୬ ମାସ ପୂରିଥିଲେ ବି ପୋଲିସ ତାଙ୍କୁ ଉଦ୍ଧାର କରିବାରେ ଅସମର୍ଥ ହୋଇଥିବା ଅଭିଯୋଗ କରି ଶନିବାର ସମ୍ପୃକ୍ତା ମହିଳାଙ୍କ...

ବିସ୍ତାରିତ ହେବ ବ୍ୟବସାୟିକ ପ୍ରତିଷ୍ଠାନ : ଅନୁଗୋଳରେ ଖୋଲିଲା ସିଏଆଇଟି ଶାଖା

ଅନୁଗୋଳ ଅଫିସ, ୯।୬  – ଅନୁଗୋଳ ଓ ଆଖପାଖ ସହରରେ ବ୍ୟବସାୟିକ ସମସ୍ୟାର ତ୍ୱରିତ ସମାଧାନ ସହ ବିଭିନ୍ନ କ୍ଷେତ୍ରରେ ବ୍ୟବସାୟିକ ପ୍ରତିଷ୍ଠାନକୁ ବିସ୍ତାର କରାଯିବ। ଏଥିପାଇଁ ଅନୁଗୋଳରେ କନ୍‌ଫିଡରେଶନ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ଓଡ଼ିଶାର ଦ୍ୱିତୀୟ...

ବିକାଶ ଚିତ୍ର ଦେଖିଲା ଗଞ୍ଜାମ ଜିଲା ପ୍ରଶାସନ

ଛେଣ୍ଡିପଦା, ୯।୬ (ଡି.ଏନ.ଏ.) – ଜଙ୍ଗଲ ଗ୍ରାମରୁ ରାଜସ୍ବ ଗ୍ରାମ ମାନ୍ୟତା ପାଇଥିବା ଛେଣ୍ଡିପଦା ବ୍ଲକ କତଡା ପଞ୍ଚାୟତ ବଡ଼ମୂଳ ଏବେ ଉଦାହରଣ ପାଲଟିଛି। ଯୋଜନାବଦ୍ଧ ଭାବେ ଗ୍ରାମରେ କାର୍ଯ୍ୟକାରୀ ହୋଇଛି ବିଭିନ୍ନ ସରକାରୀ ଯୋଜନା। ଯାହା ଏବେ ଅନ୍ୟ...

ମଇମୁରା ଜଙ୍ଗଲରେ ମାଫିଆଙ୍କ ଆଖି

ବଇଣ୍ଡା, ୯।୬(ଡି.ଏନ.ଏ.) – ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜର ମଇମୁରା ଗ୍ରାମ ଜଙ୍ଗଲରେ ଏବେ କାଠ ଚୋରଙ୍କ ନଜର। ପ୍ରତିଦିନ ଏଠାରୁ ଚୋରାରେ କାଠ ଚାଲାଣ ହେଉଥିବା ଯୋଗୁ ପଦା ହେବାକୁ ବସିଛି ଜଙ୍ଗଲ। ଏ ନେଇ ବନ ବିଭାଗ...

ବଅଁରପାଳ ଛାତ୍ର ରେଭେନ୍‌ଶା ଟପ୍ପର

ବଅଁରପାଳ,୯।୬(ଡି.ଏନ.ଏ.) – ବଅଁରପାଳ ସ୍ଥିତ ପିବିକେ ହାଇସ୍କୁଲର ଛାତ୍ର ସତ୍ୟଜିତ ବେହେରା ରେଭେନ୍‌ଶା ଜୁନିୟର କଲେଜରେ ଟପ୍ପର ହୋଇଛନ୍ତି। ସତ୍ୟଜିତ ହାଇସ୍କୁଲ ପରୀକ୍ଷାରେ ୯୫ ଶତକଡ଼ା ନମ୍ବର ରଖିଥିଲେ। ଏହାପରେ କଟକ ସ୍ଥିତ ରେଭେନ୍‌ଶା ଜୁନିୟର କଲେଜରେ ନାମ ଲେଖାଇଥିଲେ।...

ଝିଅର ଏକୋଇଶିଆ ଦିନ ମା’ଙ୍କ ମୃତ୍ୟୁ

ଅନୁଗୋଳ ଅଫିସ, ୯।୬ – ଝିଅର ଏକୋଇଶିଆ ପାଳନ ପୂର୍ବରୁ ମା’ଙ୍କ ଜୀବନ ଯିବା ଘଟଣା ଶୁକ୍ରବାର ଚର୍ଚ୍ଚାର ବିଷୟ ହୋଇଛି। ଘଟଣା ଘଟିଛି ଢେଙ୍କାନାଳ ଜିଲା ରାସୋଳ ଥାନା କାରନ୍ଦା ଗ୍ରାମରେ। ଗ୍ରାମର ରିତୁ ପୃଷ୍ଟି(୧୯) ୨୧ ଦିନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri