ଅନୁଗୋଳ

ବିଦ୍ୟୁତ କାଟ୍‌କୁ ନେଇ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ବଅଁରପାଳ,୨୫।୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବନ୍ଦା, ଝଯିରୀବାହଳ ଓ ଚଉରୀଡ଼ିହ ଗ୍ରାମରେ ଶନିବାରଠାରୁ ବିଦ୍ୟୁତ ନ ଥିବାରୁ ଏ ନେଇ ରବିବାର ଗ୍ରାମବାସୀଙ୍କ ପକ୍ଷରୁ ବଅଁରପାଳ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଥାନାରେ ମଧ୍ୟ ଅଭିଯୋଗ ହୋଇଛି।…

ବିଦ୍ୟୁତୀକରଣ ଯୋଜନା ପ୍ରହସନ: ଖୁଣ୍ଟ ପୋତାରେ ଅଟକିଛି ସଂଯୋଗ

ବଅଁରପାଳ, ୨୫।୮ (ଡି.ଏନ୍‌.ଏ) – ଗରିବ ଲୋକଙ୍କୁ ରିହାତିରେ ବିଦ୍ୟୁତ୍‌ ସଂଯୋଗ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ରାଜୀବ ଗାନ୍ଧୀ ଗ୍ରାମ୍ୟ ବିଦ୍ୟୁତୀକରଣ ଯୋଜନାର ସୁଫଳ ପାଇପାରୁନାହାନ୍ତି ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଗୋତମରା ଗ୍ରାମର ଗୋଚ୍ଛାୟତସାହି…

ମାଓବାଦୀ ପ୍ରଭାବିତ ଗ୍ରାମରେ ବିଧାୟକ

ବଇଣ୍ଡା,୨୫।୮(ଡି.ଏନ.ଏ.) – ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଶୁକ୍ରବାର ମାଓବାଦୀ ପ୍ରଭାବିତ ଲକ୍ଷ୍ମୀପୁର ଗ୍ରାମ ପରିଦର୍ଶନରେ କରି ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି। ପାହାଡ଼ିଆ ରାସ୍ତାରେ ବିଧାୟକ ସାଏ ଚାଲିଚାଲି ଯାଇ ଲୋକଙ୍କୁ ଭେଟିଥିଲେ। ଏହି ଅବସରରେ ଗ୍ରାମ ସଭାପତି…

ମୁଣ୍ଡ ଉପରେ ଝୁଲୁଛି ବିଦ୍ୟୁତ୍‌ ତାର

ଅନୁଗୋଳ ଅଫିସ, ୨୫।୮ – ଅନୁଗୋଳ ଜିଲା ବଅଁରପାଳ ଥାନା ତଳମୂଳ ପଞ୍ଚାୟତର ଶିମିଳିଛୁଇଁ ଗ୍ରାମରେ ମୁଣ୍ଡ ଉପରେ ଝୁଲି ରହିଛି ବିଦ୍ୟୁତ୍‌ ତାର। ଏ ନେଇ ବାରମ୍ବାର ସେସୁ ଅଫିସ୍‌ରେ ଅଭିଯୋଗ ପରେ ବି କେହି କର୍ଣ୍ଣପାତ କରୁ ନ…

ଜରାଜୀର୍ଣ୍ଣ ଅବସ୍ଥାରେ ଶତାୟୁ ବିଦ୍ୟାଳୟ

ପାଲଲହଡ଼ା, ୨୫ା୮(ଡି.ଏନ.ଏ.) – ଜରାଜୀର୍ଣ୍ଣ ଅବସ୍ଥାରେ ଶ୍ରେଣୀ ଗୃହ। କେଉଁଠି କାନ୍ଥ ଫାଟି ଆଁ କରିଛି ତ କେଉଁଠି ବର୍ଷା ହେଲେ କୋଠରିରେ ପାଣି ଜମୁଛି। ଭିତ୍ତିଭୂମି ନ ଥିବା ସାଙ୍ଗକୁ ଶିକ୍ଷକ ଅଭାବ ଆଉ ଏକ ବଡ ସମସ୍ୟା ଅନୁଗୋଳ…

ବଅଁରପାଳରେ ବଢୁଛି ଅପରାଧ: ୨ ମାସରେ ୧୯ ଡକାୟତି

ବଅଁରପାଳ,୨୫।୮(ଡି.ଏନ.ଏ.) – ବଅଁରପାଳ ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି ଡକାୟତି ବୃଦ୍ଧି ପାଇବାରେ ଲାଗିଛି। ପୋଲିସକୁ ଚ୍ୟାଲେଞ୍ଜ ଦେଇ ଦୁର୍ବୃତ୍ତମାନେ ଦିନ ଦ୍ୱିପ୍ରହରରେ ଲୋକଙ୍କଠାରୁ ଲୁଟ୍‌ କରି ସହଜରେ ଖସି ପଳାଉଛନ୍ତି। ଫଳରେ ସାଧାରଣ ଲୋକେ ନିଜକୁ ସୁରକ୍ଷିତ ମନେ…

ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ ଧମକ: ମହିଳା ଥାନାର ଦ୍ୱାରସ୍ଥ, ମାମଲା ରୁଜୁ

ଅନୁଗୋଳ ଅଫିସ, ୨୫।୮ – ଫେସବୁକ୍‌ରେ ଯୁବକଙ୍କ ସହ ବନ୍ଧୁତା, ପ୍ରେମ, ଶାରୀରିକ ସମ୍ପର୍କ ଗଢିଉଠିବା ପରେ ମହିଳାଙ୍କୁ ବିବାହ କରିବାକୁ ଜିଦ୍‌ ଧରିଲେ ସମ୍ପୃକ୍ତ ଯୁବକ। ହେଲେ ମହିଳା ଜଣକ ଏଥିରେ ରାଜି ନ ହେବାରୁ ଉଭୟଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର…

ଚତୁର୍ଥ ଶନିବାର ବିଭାଗୀୟ କାର୍ଯ୍ୟ ସମୀକ୍ଷା କଲେ ଜିଲାପାଳ : ପ୍ରତି ସପ୍ତାହରେ ଲୋକଙ୍କ ନିକଟକୁ ଯିବାକୁ ନିର୍ଦ୍ଦେଶ

ଅନୁଗୋଳ ଅଫିସ, ୨୫।୮ – ଅଗଷ୍ଟ ମାସର ଚତୁର୍ଥ ଶନିବାରରେ ଅନୁଗୋଳ ଜିଲାପାଳ ବିଭିନ୍ନ ବିଭାଗର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସମସ୍ତ ଅଧିକାରୀଙ୍କୁ ଜିଲାପାଳ ମନୋଜ କୁମାର ମହାନ୍ତି ୫-ଟି (ଟ୍ରାନ୍ସପରେନ୍ସି, ଟିମ୍‌ୱର୍କ, ଟେକ୍ନୋଲୋଜି, ଟ୍ରାନ୍ସଫର୍ମେଶନ ଓ ଟାଇମ୍‌୍‌)ର ଗୁରୁମନ୍ତ୍ର…

ଶାଳ କାଠ ବୋଝେଇ ଟ୍ରାକ୍ଟର ଜବତ

ବଇଣ୍ଡା,୨୪।୮(ଡି.ଏନ.ଏ.)- କିଶୋରନଗର ବ୍ଲକ ହଣ୍ଡପା ଥାନା ଲୁହାମୁଣ୍ଡା ବାରିକ ସାହିରୁ ଶୁକ୍ରବାର ସାରେ ଏକ ଚୋରା ଶାଳ କାଠ ବୋଝେଇ ହୋଇଥିବା ଟ୍ରାକ୍ଟରକୁ ବନବିଭାଗ ଜବତ କରିଛି। ଏଥିରେ ୨୨ ସିପ୍ଟ କାଠ ଥିବାବେଳେ ୩୦ ହଜାର ଟଙ୍କା ହେବ ବୋଲି…

ଛାତ୍ର ସଂସଦ ନିର୍ବାଚନ ବାତିଲକୁ ନେଇ ଅନୁଗୋଳ ଛାତ୍ର ନେତାଙ୍କ ମଧ୍ୟରେ ଅସନ୍ତୋଷ: ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ଅନୁଗୋଳ ଅଫିସ, ୨୪।୮: ଆଗାମୀ ଛାତ୍ର ସଂସଦ ନିର୍ବାଚନକୁ ରାଜ୍ୟ ସରକାର ବାତିଲ କରିବା ପରେ ଅନୁଗୋଳ ଛାତ୍ରନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏ ନେଇ ଅନୁଗୋଳ ଜିଲା ଛାତ୍ର କଂଗ୍ରେସ କମିଟି ପକ୍ଷରୁ ଶନିବାର ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ…

ଲୋକଙ୍କ ପାଇଁ ମୋ ଦୁଆର ସର୍ବଦା ଖୋଲା ରହିବ

୨୦୧୩ ବ୍ୟାଚ ଆଇପିଏସ୍‌ ଅଫିସର ଜଗମୋହନ ମୀନା ଶୁକ୍ରବାର ଅନୁଗୋଳ ଜିଲାର ୧୪ତମ ଏସ୍‌ପି ଭାବେ ଦାୟିତ୍ୱଗ୍ରହଣ କରିଛନ୍ତି। ରାଜସ୍ଥାନର ଆଲୱାରଠାରେ ୧୯୮୯ରେ ଜନ୍ମଗ୍ରହଣ କରିଥିବା ମୀନା ଆଇଆଇଟି କାନପୁରରେ ବି.ଟେକ୍‌ ଓ ଏମ୍‌. ଟେକ୍‌ କରିବା ପରେ ୨୦୧୩ରେ ୟୁପିଏସ୍‌ସିରେ…

ଅନୁଗୋଳର ନୂତନ ଏସ୍‌ପି ଭାବେ କାର୍ଯ୍ୟରେ ଯୋଗଦେଲେ ଜଗମୋହନ ମୀନା: କହିଲେ ଲୋକଙ୍କ ପାଇଁ ମୋ ଦୁଆର ୨୪ଘଣ୍ଟା ଖୋଲା

ଅନୁଗୋଳ ଅଫିସ,୨୩।୮: ଅନୁଗୋଳର ନୂତନ ଏସ୍‌ପି ଭାବେ ୨୦୧୩ ବ୍ୟାଚର ଆଇପିଏସ୍‌ ଅଫିସର ଜଗମୋହନ ମୀନା ଶୁକ୍ରବାର କାର୍ଯ୍ୟରେ ଯୋଗଦେଇଛନ୍ତି। ଜିଲା ପୋଲିସ ମୁଖ୍ୟାଳୟରେ ବିଦାୟୀ ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ଜିଲାରେ ଆଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?