ଅନୁଗୋଳ

ଅବକାରୀ ଚଢାଉ, ୪ ଗିରଫ

ବଇଣ୍ଡା,୫।୧୦(ଡି.ଏନ.ଏ.): ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ଶନିବାର ଠାକୁରଗଡ଼ ଥାନା ତଲେଇପଥର ଓ ଖମାର ଗ୍ରାମରେ ଚଢାଉ କରାଯାଇ ୭୮ ଲିଟର ଚୋରା ଦେଶୀ ମହୁଲି ମଦ ଜବତ କରାଯାଇଛି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ…

ଅବକାରୀ ବିଭାଗର ଚଢ଼ାଉ ବେଳେ ଢ଼େଲାପଥର ମାଡ଼: ଭାଙ୍ଗିଲା ଗାଡ଼ି, ଡ୍ରାଇଭର ଆହତ

ଛେଣ୍ଡିପଦା,୫।୧୦(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବାଗଡ଼ିଆ ରଥ ସାହିରେ ଶନିବାର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ମଦ ମାଫିଆମାନେ ଢ଼େଲାପଥର ମାଡ଼କରି ଅବକାରୀ ବିଭାଗ ଗାଡ଼ି ଭଙ୍ଗାରୁଜା କରିଛନ୍ତି। ଏଥିରେ ଗାଡ଼ି ଡ୍ରାଇଭର ଆହତ…

ଆଜି ବନ୍ଦ ହେବ ରେଙ୍ଗାଳି ଡ୍ୟାମ୍‌ ଗେଟ୍‌

କଣିହାଁ,୪।୧୦(ଡି.ଏନ.ଏ.): କଣିହାଁ ବ୍ଲକସ୍ଥିତ ବ୍ରାହ୍ମଣୀ ନଦୀର ରେଙ୍ଗାଳି ଡ୍ୟାମ୍‌ରୁ ୩ୟ ଥର ପାଇଁ ବନ୍ୟାଜଳ ନିଷ୍କାସନ ପାଇଁ ମଙ୍ଗଳବାର ପୂର୍ବାହ୍ନଠାରୁ ୮ ନଂ. ଗେଟ ଖୋଲାଯାଇଥିଲା। ଉକ୍ତ ଗେଟକୁ ଶୁକ୍ରବାର ବନ୍ଦ କରାଯିବ ବୋଲି ସୂଚନା ମିଳିଛି। ଡ୍ୟାମ୍‌ ଅବବାହିକା ନିର୍ବାହୀ…

ଶିକ୍ଷା, ସ୍ବାସ୍ଥ୍ୟ ବିଭାଗର ଅବହେଳା: ପଡିରହିଛି ୭ ଲକ୍ଷର ସାନିଟାରି ନାପ୍‌କିନ

ଆଠମଲ୍ଲିକ, ୪ା୧୦ (ଡି.ଏନ.ଏ.)-ବିଦ୍ୟାଳୟ ଛାତ୍ରୀଙ୍କୁ ମାଗଣାରେ ସାନିଟାରି ନାପକିନ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି। ସମସ୍ତ ବିଦ୍ୟାଳୟରେ ଛାତ୍ରୀମାନେ ଯେପରି ଏହି ପ୍ୟାଡ ପାଇବେ ସେଥିପାଇଁ ସରକାରୀ ସ୍ତରରେ ନିୟମ ରହିଛି। ହେଲେ ଅନେକ ସ୍ଥାନରେ ଥିବା ବିଦ୍ୟାଳୟଗୁଡିକର ଛାତ୍ରୀମାନଙ୍କୁ ସାନିଟାରି ନାପକିନ…

ଆଜି ମହାଷଷ୍ଠୀ, ଉତ୍ସବମୁଖର ଅନୁଗୋଳ: ୧୧ ମଣ୍ଡପରେ ପୂଜା ପାଇବେ ଦଶଭୁଜା

ଅନୁଗୋଳ ଅଫିସ, ୪।୧୦- ଦୁର୍ଗାପୂଜା ପାଇଁ ସଜେଇ ହେଉଛି ଅନୁଗୋଳ ସହର। ଚଳିତବର୍ଷ ୧୧ ମଣ୍ଡପରେ ମା’ ଦଶଭୁଜାଙ୍କ ପୂଜାର୍ଚ୍ଚନା କରାଯିବ। ଶୁକ୍ରବାର ମା’ଙ୍କ ଷଷ୍ଠୀପୂଜା ହେବାକୁ ଥିବାରୁ ଏହାକୁ ନେଇ ସହରରେ ଉତ୍ସବର ପରିବେଶ ସୃଷ୍ଟି ହୋଇଛି। ସପ୍ତମୀରେ ବିଭିନ୍ନ…

ନିଆଁରେ ପୋଡ଼ି ହୋଇ ଯୁବକ ଗୁରୁତର

ଛେଣ୍ଡିପଦା,୩।୧୦(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଗୋପୀବଲ୍ଲଭପୁର ଗ୍ରାମରେ ଗୁରୁବାର ନିଆଁରେ ପୋଡ଼ି ହୋଇ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଜଣଙ୍କ ହେଲେ ଉକ୍ତ ଗ୍ରାମର ବିଭୂତି କଠାର। ପ୍ରକାଶ ଯେ, ଆଜି ସକାଳେ ବିଭୂତି ଚୁଲିରେ ଚା’ ତିଆରି…

ଛୁଞ୍ଚି ଭାଙ୍ଗି ଅଣ୍ଟାରେ ଅଟକିବା ଘଟଣା: ଜିଲା ଚିକିତ୍ସାଳୟରେ ଶିଶୁର ଚିକିତ୍ସା

ଅନୁଗୋଳ ଅଫିସ, ୩।୧୦ – ଇଞ୍ଜେକସନ ନେବାବେଳେ ଅଣ୍ଟାରେ ଛୁଞ୍ଚି ଭାଙ୍ଗି ରହିଯାଇଥିବା ତାଳଚେର କଣ୍ଢାଳ ପଞ୍ଚାୟତ ବାଲୁଗଁ। ର ଜଣେ ୫ ବର୍ଷିୟା ଶିଶୁ କନ୍ୟା ବୁଧବାର ସକାଳେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ସର୍ଜରୀ ସ୍ପେଶାଲିଷ୍ଟ ତଥା…

ବଦଳିଲା ଅନୁଗୋଳ ଏସ୍‌ପିଙ୍କ ଟିମ୍‌: ୪ ଥାନା ଅଧିକାରୀ,୧୪ ଏସ୍‌ଆଇ ଓ ୧୭ ଏଏସ୍‌ଆଇଙ୍କ ବଦଳି

ଅନୁଗୋଳ ଅଫିସ, ୩।୧୦ – ଅନୁଗୋଳ ଜିଲା ପୋଲିସରେ ବୁଧବାର ଏକ ବଡ଼ ଧରଣର ଅଦଳ ବଦଳ ହୋଇଛି। ନୂଆ ଏସ୍‌ପି ଜଗମୋହନ ମୀନା ଆସିବା ପରେ ତାଙ୍କ ଟିମ୍‌ ପ୍ରଥମ ଥର ପାଇଁ ବଦଳାଇଛନ୍ତି। ଜିଲାର ୪ଟି ଥାନା ଅଧିକାରୀଙ୍କ…

ମେଡିକାଲ ପରିଚାଳନା ଟିମ୍‌ ସୋର୍ସିଂ କରିବ ଏମ୍‌ସିଏଲ୍‌

ଭୁବନେଶ୍ୱର,୩ |୧୦ – ମହାନଦୀ କୋଲ୍‌ ଫିଲ୍ଡସ ଲିମିଟେଡ୍‌ (ଏମ୍‌ସିଏଲ୍‌) ତାଳଚେରରେ ସ୍ଥାପନ କରିଥିବା ୫୦୦ ବେଡ୍‌ ବିଶିଷ୍ଟ ଏହାର ଷ୍ଟେଟ୍‌ ଅଫ୍‌ ଆର୍ଟ ମେଡିକାଲ ପ୍ରତିଷ୍ଠାନର ପରିଚାଳନା ଟିମ୍‌ ସୋର୍ସିଂ କରିବ। ଉକ୍ତ ହସ୍ପିଟାଲର ପରିଚାଳନା ଲାଗି ପ୍ରତିଷ୍ଠିତ ଅନୁଷ୍ଠାନଗୁଡିକୁ…

ପ୍ଲାଷ୍ଟିକ୍‌ମୁକ୍ତ ଅଭିଯାନ: ବ୍ଲକ ପକ୍ଷରୁ ମନ୍ଦିରକୁ ଷ୍ଟିଲ୍‌ ଗ୍ଲାସ୍‌ ପ୍ରଦାନ

ବଅଁରପାଳ,୨।୧୦(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଅନୁଗୋଳ ଲାୟନ୍ସ କ୍ଲବ ହାର୍‌ମୋନି ପକ୍ଷରୁ ବୁଧବାର ପ୍ଲାଷ୍ଟିକମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଏ ନେଇ କୁଲାଡ଼ ଶିବମନ୍ଦିର ଓ ଅଲେଖ ମନ୍ଦିରକୁ ୫ ଶହରୁ ଊର୍ଦ୍ଧ୍ୱ ଷ୍ଟିଲ୍‌ ଗ୍ଲାସ୍‌ ପ୍ରଦାନ କରାଯାଇଛି। ଗାନ୍ଧୀ ଜୟନ୍ତୀ…

ଅନୁଗୋଳରେ ମହାତ୍ମା ଗାନ୍ଧୀଙ୍କ ଜିଲାସ୍ତରୀୟ ଜୟନ୍ତୀ

ଅନୁଗୋଳ ଅଫିସ,୨।୧୦: ଅନୁଗୋଳ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜିଲାସ୍ତରୀୟ ଜୟନ୍ତୀ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲା ସାହିତ୍ୟ ସଂସଦ ସଭାପତି କୁମୁଦ ଚନ୍ଦ୍ର ଦାଶ ସଭାପତିତ୍ୱ କରିଥିବାବେଳେ ଅନୁଗୋଳ ଜିଲାପାଳ ମନୋଜ…

ହାତୀ ଆକ୍ରମଣରେ ପୁଣି ଜଣେ ଯୁବକ ଗୁରୁତର

ଛେଣ୍ତିପଦା, ୨।୧୦(ସ୍ବ.ପ୍ର): ଅନୁଗୋଳ ଜିଲା ଛେଣ୍ତିପଦା ବନାଞ୍ଚଳ ପାଟ୍ଟକୁମୁଣ୍ତା ଗ୍ରାମରେ ପୁଣି ହାତୀ ଆକ୍ରମଣରେ ବୁଧବାର ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣକ ହେଉଛନ୍ତି ପାଟ୍ଟକୁମୁଣ୍ତା ଗ୍ରାମର ଝାରୁ ବେହେରା। ବନବିଭାଗ କହିବା ଅନୁଯାୟୀ ପାଟକ ମୁଣ୍ଡା ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?