ଉନ୍ନତୀକରଣ ଦିଗରେ ଉଷ୍ଣ ପ୍ରସ୍ରବଣ
ଖମାର,୧୮ା୩: ଅନୁଗୋଳ ଜିଲା ପାଲଲହଡ଼ା ଅଞ୍ଚଳରେ ପର୍ଯ୍ୟଟନର ଭରପୂର ଭିତ୍ତିଭୂମି ରହିଛି। କିନ୍ତୁ ସରକାର ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଅନେକ ଦର୍ଶନୀୟ ସ୍ଥାନ ଏବେ ବି ଲୋକଲୋଚନକୁ ଆସିପାରି ନାହିଁ। ରୋହିଲା ପଞ୍ଚାୟତ ମଗରମୁହାଣ ଗ୍ରାମସ୍ଥିତ ମଗରନାକ ଉଷ୍ଣ ପ୍ରସ୍ରବଣ…
ଅବ୍ୟବସ୍ଥା ନେଇ ଅସନ୍ତୋଷ
ଅନୁଗୋଳ ଅଫିସ, ୧୮।୩: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ମହିଳା ଓ ପ୍ରସୂତି ବିଭାଗ ରୋଗୀଙ୍କୁ ଠିକ୍ ଭାବେ ଅଲଟ୍ରାସାଉଣ୍ଡ ସେବା ମିଳୁନାହିଁ। ଦାୟିତ୍ୱରେ ଥିବା ମହିଳା ଡାକ୍ତର ଜଣକ ସ୍ବାମୀଙ୍କ ଚିକିତ୍ସା ପାଇଁ ବାରମ୍ବାର ଛୁଟିରେ ଯାଉଥିବାରୁ ଏହି ସେବା ଏକପ୍ରକାର…
ଦୂର ହେଉନି ଉଠା ଦୋକାନୀଙ୍କ ଦୁଃଖ
ଆଠମଲ୍ଲିକ,୧୭ା୩(ଡି.ଏନ.ଏ.) – ବଜାର ରାସ୍ତା ପ୍ରଶସ୍ତୀକରଣ ବେଳେ ପ୍ରଶାସନ ଦେଇଥିଲା ନିର୍ଭର ପ୍ରତିଶ୍ରୁତି। ନୂତନ ଦୋକାନ ଘର ଯୋଗାଇ ଦିଆଯିବ କହି ରାସ୍ତା ପାର୍ଶ୍ୱରୁ ହଟାଇ ଦେଇଥିଲା ୧୬୬ ଜଣ ଉଠା ଦୋକାନୀଙ୍କୁ। ହେଲେ ୭ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରଶାସନ…
ବୃତ୍ତି ଛାଡ଼ିଛନ୍ତି ୫ ପାଟଣା ବାସିନ୍ଦା
ବଅଁରପାଳ,୧୬ା୩ – ଅନୁଗୋଳ ରାଜାଙ୍କ ପ୍ରଜା ଥିଲେ ୫ ପାଟଣାବାସୀ। କୌଳିକ ବୃତ୍ତି ଥିଲା ସେମାନଙ୍କ ବ୍ୟବସାୟର ଭିତ୍ତି। କିଏ ଘଣାରେ ତେଲ ପେଡ଼ୁଥିଲେ ତ ଆଉ କିଏ ତନ୍ତରେ ଲୁଗା ବୁଣି ରାଜ୍ୟ ସମୃଦ୍ଧିରେ ସାଜିଥିଲେ ଅଂଶୀଦାର। ହେଲେ ରାଜତନ୍ତ୍ରର…
‘ଦକ୍ଷତାରେ ପଛରେ ନ ପଡ଼ନ୍ତୁ ପିଲା’
ଅନୁଗୋଳ ଅଫିସ, ୧୪ା୩: କରୋନା ମହାମାରୀ କାରଣରୁ ଗତବର୍ଷଠାରୁ ସ୍କୁଲ ବନ୍ଦ ରହିଛି। ଅନ୍ଲାଇନରେ କ୍ଲାସ କରାଯାଇଥିଲେ ମଧ୍ୟ ତାହା ସମସ୍ତ ଛାତ୍ରୀଛାତ୍ରଙ୍କ ନିକଟରେ ପହଞ୍ଚିପାରି ନାହିଁ। ବିଶେଷକରି ସରକାରୀ ସ୍କୁଲରେ ପଢ଼ୁଥିବା ପିଲାମାନେ ଅଧିକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କାରଣ ଅନେକ…
ସହରୀ ଜାଗାକୁ କବ୍ଜା
ଅନୁଗୋଳ ଅଫିସ, ୧୩।୩ : ଅନୁଗୋଳ ସହରର ବିଭିନ୍ନ ବସ୍ତିରେ ବସବାସ କରୁଥିବା ଲୋକଙ୍କୁ ଜାଗା ମିଶନରେ ସାମିଲ କରାଯାଇ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଉଛି। ଏପରି କି ଆବାସ ଯୋଜନାରେ ସେମାନଙ୍କୁ ପକ୍କା ଘର ଯୋଗାଇ ଦିଆଯାଉଛି। କିନ୍ତୁ ବହୁ…
କଷ୍ଟ ଦେଲାଣି ଜଳ ସଙ୍କଟ
ଛେଣ୍ଡିପଦା,୧୨ା୩(ସ୍ବ.ପ୍ର.) ଖରା ଟାଣ ଧରୁ ଧରୁ କଷ୍ଟ ଦେଲାଣି ଜଳ ସଙ୍କଟ। ପିଇବା ପାଣି ନ ପାଇ ଅନୁଗୋଳ ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳର ଲୋକେ ରାସ୍ତାକୁ ଓହ୍ଲାଇଲେଣି। ପ୍ରଶାସନ ପକ୍ଷରୁ ତୁରନ୍ତ ଅଚଳ ପ୍ରକଳ୍ପ, ନଳକୂଅ ମରାମତି ନିମନ୍ତେ ନିର୍ଦ୍ଦେଶ…
ପହଞ୍ଚତ୍ପାରୁନି ପାଇପ୍ ପାଣି
ବଅଁରପାଳ,୧୧ା୩(ଡି.ଏନ.ଏ.) ଗ୍ରାମାଞ୍ଚଳର ପ୍ରତି ଘରକୁ ପାଇପ୍ ପାଣି ସଂଯୋଗ ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ଚାଲିଛି। ସେଥିପାଇଁ ପଞ୍ଚାୟତଗୁଡ଼ିକରେ ବହୁ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବଡ଼ ବଡ଼ ପ୍ରକଳ୍ପମାନ କରାଯାଉଛି। କିନ୍ତୁ ଅନୁଗୋଳ ଜିଲା ବଅଁରପାଳ ବ୍ଲକ କାଣ୍ଡସର ପଞ୍ଚାୟତ କନ୍ୟାବେଡ଼ା…
ଓଲଟିଲା ବର ଶୋଭାଯାତ୍ରା ଗାଡ଼ି, ୨୦ ଆହତ; ୫ ଗୁରୁତର
ଛେଣ୍ଡିପଦା,୧୦।୩(ଡି.ଏନ୍.ଏ.): ଅନୁଗୋଳ-ଛେଣ୍ଡିପଦା ୬୩ ନଂ ରାଜ୍ୟ ରାଜପଥର ଛେଣ୍ଡିପଦା ଗଉଡୁଣି ନାଳ ପାଖରେ ବୁଧବାର ବିବାହ ନିମନ୍ତେ ଯାଉଥିବା ବର ଶୋଭାଯାତ୍ରା ଗାଡ଼ି ଓଲଟି ୨୦ ଆହତ ହୋଇଥିବା ବେଳେ ୫ ଗୁରୁତର ହୋଇଛନ୍ତି। ଆହତମାନେ ବାରମଞ୍ଚା ଗ୍ରାମର ବୋଲି ଜଣାପଡ଼ିଛି…
ସଫେଇ ଟିକସ ଦେବେ ସହରବାସୀ
ଅନୁଗୋଳ ଅଫିସ, ୧୦ା୩ – ଅନୁଗୋଳ ସହର ପୂର୍ବାପେକ୍ଷା ରହିବ ପରିଷ୍କାର ପରିଚ୍ଛନ୍ନ। ସଫେଇ ପାଇଁ ନୂଆ ନୂଆ ବ୍ୟବସ୍ଥା ଲାଗୁ ହେଉଥିବା ବେଳେ ଆସନ୍ତା ଦିନରେ ପୌରପାଳିକା ପକ୍ଷରୁ ସଫେଇ ଟିକସ ଆଦାୟ କରାଯିବାକୁ ନିଷ୍ପତ୍ତି ହୋଇଛି। ପୌରାଞ୍ଚଳରେ ବସବାସ…
ଉଚ୍ଛେଦ ନେଇ ଅସନ୍ତୁଷ୍ଟ ଉଠାଦୋକାନୀ
ବଇଣ୍ଡା,୯ା୩(ଡି.ଏନ୍.ଏ.) – ରାଜପଥ ସମ୍ପ୍ରସାରଣ ପାଇଁ ୩ ବର୍ଷ ତଳେ ବଜାରରୁ ୫ ଶହ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିଲା। ସେମାନଙ୍କୁ ଥଇଥାନ କି କ୍ଷତିକପୂରଣ ଦିଆଯାଇ ନ ଥିଲା। ରାସ୍ତା କାର୍ଯ୍ୟ ମଧ୍ୟ ଆରମ୍ଭ ହେଉ ନ ଥିଲା। ଦୀର୍ଘଦିନ…
ଜଙ୍ଗଲ ନିଆଁରେ ଆକ୍ତାମାକ୍ତା
ଅନୁଗୋଳ ଅଫିସ, ୮।୩: ବନାଗ୍ନି କବଳରେ ରାଜ୍ୟର ଅଧିକାଂଶ ଜଙ୍ଗଲ। ହୁ ହୁ ହୋଇ ଜଳୁଛି ଗଛଲତା। ଜଙ୍ଗଲ ନିଆଁ ପରିବେଶ ପ୍ରତି ବିପଦ ସୃଷ୍ଟି କରିଥିବାବେଳେ ଏଥିରୁ ନିର୍ଗତ ଧୂଆଁ ଜନଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି। ଜଙ୍ଗଲ ନିଆଁ ପାଇଁ ଅନୁଗୋଳ ସହରବାସୀ…
Archives


