ଅପରାଧ

ନାବାଳିକା ବଳାତ୍କାର ମାମଲା: ଅଭିଯୁକ୍ତ ବାପାଙ୍କୁ ଆଜୀବନ ଜେଲ୍‌

ବରଗଡ଼,୧୯ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ୨୦୨୦ରେ ସଂଘଟିତ ଏକ ବଳାତ୍କାର ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ଏହି ମାମଲାରେ ଅତିରିକ୍ତ ଜିଲା ଦୌରା ଜଜ୍‌ ତଥା ସ୍ବତନ୍ତ୍ର ପୋକ୍ସୋ ଜଜ୍‌ ଅଭିଯୁକ୍ତ ବାପାଙ୍କୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି ।…

କ୍ରସର କର୍ମଚାରୀଙ୍କ ମୃତ୍ୟୁ ଘଟଣା: ଭୁବନେଶ୍ୱରରୁ ଗିରଫ ହେଲେ ଦୁଇ ଅଭିଯୁକ୍ତ

ଧର୍ମଶାଳା,୧୮ା୫(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ରାହାଡପୁରସ୍ଥିତ ପଦ୍ମାବତୀ କ୍ରସର କର୍ମଚାରୀ ଇଞ୍ଜିନିୟର ଛାତ୍ର ହତ୍ୟା ଘଟଣାକୁ ୧୭ଦିନ ବିତିବା ପରେ ଶନିବାର ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୌମ୍ୟ ରଞ୍ଜନ ବିଶାଳ ଓ…

କିଏ ସେ ଜ୍ୟୋତି? ଭାରତରେ ରହି ପାକିସ୍ତାନର ସାଜିଥିଲେ ଗୁପ୍ତଚର, ହେଲା ଚାଞ୍ଚଲ୍ୟକର ଖୁଲାସା…

ନୂଆଦିଲ୍ଲୀ,୧୭।୩: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ହରିୟାଣାର ହିସାରରୁ ପୋଲିସ ଜ୍ୟୋତି ମାଲହୋତ୍ରା ନାମକ ଜଣେ ମହିଳା ୟୁଟ୍ୟୁବରଙ୍କୁ ଗିରଫ କରିଛି। ଜ୍ୟୋତିଙ୍କ ଭାରତର ଗୁପ୍ତ ସାମରିକ ସୂଚନା ପାକିସ୍ତାନକୁ ପଠାଉଥିଲେ। ତାଙ୍କୁ ନ୍ୟୁ ଅଗ୍ରସେନ ଏକ୍ସଟେନଶନ ଅଞ୍ଚଳରୁ ଗିରଫ କରାଯାଇଛି।…

ବାଇକ୍‌ରେ ଆସିଲେ ୨ ଦୁର୍ବୃତ୍ତ, ଦୋକାନୀ-ଗ୍ରାହକଙ୍କୁ କଲେ ଗୁଳିମାଡ଼

ରାଉରକେଲା,୧୭ା୫(ସଙ୍ଗୀତା ଜେନା): ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୨ ଜଣ ଗୁରୁତର ହୋଇଛନ୍ତି। ବାଇକରେ ଦୁଇ ଦୁର୍ବୃତ୍ତ ଆସି ଦୋକାନୀ ଏବଂ ଜଣେ ଗ୍ରାହକଙ୍କୁ ଗୁଳିମାଡ଼ କରିଛନ୍ତି। ଗୁରୁତର ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଣଙ୍କର ଛାତିରେ…

ମାମୁଁଘରକୁ ବୁଲି ଆସିଥିଲେ, ନାବାଳିକାଙ୍କୁ ଅପହରଣ କରିନେଲେ; ଅଭିଯୁକ୍ତଙ୍କୁ ଖୋଜୁଛି ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୬।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ନାବାଳିକାଙ୍କ ମାମୁ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଭାରପ୍ରାପ୍ତ ଥାନା ଆଇଆଇସି ତଥା ଡିଏସ୍‌ପି…

ସ୍ପଷ୍ଟ ଦିବାଲୋକରେ ଅଟୋ ସଂଘ ସଭାପତିଙ୍କୁ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପୁରୀ,୧୬ା୫(ଅଜିତ କୁମାର ମହାନ୍ତି): ପୁରୀରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଆଗକୁ ରଥଯାତ୍ରା ଥିବା ବେଳେ ସହରରେ ଆପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଯାହାର ଜ୍ୱଳନ୍ତ ଉଦାହରଣ ଶୁକ୍ରବାର ଦେଖିବାକୁ ମିଳିଛି। ସହରରେ ଦୁଇ ଦୁଇଟି ଆପରାଧିକ…

ରାଜା ଚକ୍ରଙ୍କ ଜାମିନ ଆବେଦନ ଖାରଜ କଲେ କୋର୍ଟ

କଟକ,୧୬ା୫: ରାଜା ଚକ୍ରଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ। ଏଥିସହିତ ରାଜାଙ୍କ ୩ ସହଯୋଗୀଙ୍କ ଜାମିନ ଆବେଦନ ବି ଖାରଜ ହୋଇଛି। ମାନସ ବାରିକ, ଉତ୍କଳ ଦାସ, ସୁଶାନ୍ତ ସାମଲଙ୍କ ଜାମିନ ଆବେଦନ ଖାରଜ ହୋଇଥିବା ଜଣପାଡ଼ିଛି। ସୂଚନାଯୋଗ୍ୟ, କେନ୍ଦୁଝର…

ଜଙ୍ଗଲରେ ଘର ନିର୍ମାଣକୁ ବାରଣ କରିବାରୁ ଫରେଷ୍ଟଗାର୍ଡଙ୍କୁ ମାଡ଼

ଝରିଗାଁ,୧୬ା୫(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ହାତିବାଡ଼ି ଗ୍ରାମର ଜଗନ୍ନାଥ ସାନ୍ତା ବେନିୟମ ଭାବେ ମାଟି ଓ ଇଟା ଦ୍ୱାରା ଘର ନିର୍ମାଣ କରୁଥିଲେ। କୌଣସି ପ୍ରକାରେ ଝରିଗାଁ ବନ ବିଭାଗ ଖବର ପାଇ ଝରିଗାଁ…

ଅବୈଧ ପ୍ରେମସମ୍ପର୍କକୁ ନେଇ ୨ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ

ବଲାଙ୍ଗୀର,୧୫ା୫(ସୁନୀଲ ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଅଞ୍ଚଳର ଏକ ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଅବୈଧ ପ୍ରେମ ସମ୍ପର୍କକୁ ନେଇ ଦୁଇ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଥିଲେ। ଏ ସମ୍ପର୍କରେ ଖବର ପାଇ ପୋଲିସ ସେମାନଙ୍କୁ…

ବେଆଇନ ନିଶା କାରବାର: ମହିଳା ସମେତ ୬ ଗିରଫ

ନୂଆପଡ଼ା,୧୫ା୫ (ମକାରୁ ବେମାଲ): ନୂଆପଡ଼ା ଜିଲାକୁ ନିଶାମୁକ୍ତ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଅପରେଶନ ଶୁଦ୍ଧି ଆରମ୍ଭ ହୋଇଛି। ବୁଧବାର ଏହି ଅପରେଶନ ସମୟରେ ଜିଲା ପୋଲିସକୁ ଏକ ବଡ ସଫଳତା ମିଳିଛି। ଚଢାଉ ବେଳେ ପୋଲିସ ୬ କିଲୋଗ୍ରାମ…

ମୋ’ ଝିଅକୁ ପୁରୁଷ ବନ୍ଧୁ ଠେଲି ମାରିଦେଇଛନ୍ତି, ଏମିତି ଅଭିଯୋଗ ଆଣିଲେ ମା’

ଭୁବନେଶ୍ୱର,୧୫ା୫: ଭୁବନେଶ୍ୱରସ୍ଥିତ ଖଣ୍ଡଗିରି-ଜାଗମରା ପଞ୍ଚସଖା ନଗରରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଏଠାରେ ଥିବା ଏକ ଓୟୋ ହୋଟେଲ ତଳୁ ଜଣେ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ମିଳିବା ପରେ ଏହାକୁ ନେଇ ତନାଘନା ଚାଲିଛି। ପୁରୁଷ ବନ୍ଧୁଙ୍କ ନାଁରେ ହତ୍ୟା ଅଭିଯୋଗ…

ପୁଣି ଜେଲ ଗଲେ ନିରଞ୍ଜନ ରାଉତ

ଧର୍ମଶାଳା,୧୪।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ନିର୍ବାଚନମଣ୍ଡଳୀର ୧୩ ନଂ ଜୋନର ପୂର୍ବତନ ବିଜେଡି ଜିଲାପରିଷଦ ସଦସ୍ୟ ନିରଞ୍ଜନ ରାଉତ ପୁଣି ଥରେ ଗିରଫ ହୋଇ ଜେଲ ଯାଇଛନ୍ତି। ପୂର୍ବରୁ ଚାଲିଥିବା ଏକ ମାମଲାକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନିରଞ୍ଜନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?