ଅପରାଧ

ଜନ୍ତୁ ଶିକାର ପାଇଁ ବିଛାଇଥିଲେ ତାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ଦେବଗଡ଼,୯।୧୨(ଡି.ଏନ୍‌.ଏ.): ଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଇଥିଲେ ବିଦ୍ୟୁତ ତାର। ହେଲେ ତାହା ସଂସ୍ପର୍ଶରେ ଆସି ଜଣେ ମହିଳା ଗୁରୁତର ହୋଇଥିଲେ। ଏହି ଘଟଣାରେ ଶୁକ୍ରବାର ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିିଛି । ଗିରଫଦ୍ୱୟ ହେଲେ ଟାଇଁସର ଗ୍ରାମର ହିମାଂଶୁ…

ସୁଙ୍ଗେର ବୋମା ନିଷ୍କ୍ରିୟ ମାମଲା: ୪୮ ଘଣ୍ଟା ମଧ୍ୟରେ ୬ଜଣଙ୍କୁ ବାନ୍ଧିଲା ରାୟଗଡ଼ା ପୋଲିସ

ରାୟଗଡ଼ା,୯।୧୨(ସ୍ବ.ପ୍ର.): ରାୟଗଡ଼ା ଜିଲା ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ବୁଧବାର ଜିଲା ପୋଲିସ ଏବଂ ସିଆରପିଏଫ୍‌ କାଶୀପୁର ବ୍ଲକ ସୁଙ୍ଗେର ଗ୍ରାମର ଏକ ଘର ପଛପଟେ ଥିବା ପାଇଖାନାରେ ରଖାଯାଇଥିବା ବୋମାକୁ ନିଷ୍କ୍ରିୟ କରିଥିଲେ। ୪୮ ଘଣ୍ଟା ନପୁରୁଣୁ…

ପ୍ରେମିକାଙ୍କ ଘରୁ ମିଳିଲା ପ୍ରେମିକଙ୍କ ଝୁଲନ୍ତା ମୃତଦେହ

ପାଟନା,୯ା୧୨: ବିହାରର ମୋତିହାରୀରେ ଜଣେ ନାବାଳକଙ୍କୁ ହତ୍ୟା କରାଯାଇଛି। ନାବାଳକଙ୍କ ମୃତଦେହ ତାଙ୍କ ପ୍ରେମିକାଙ୍କ ଘରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ମୃତଦେହ ଉଦ୍ଧାର ପରେ ଗାଁରେ ଏହି ଖବର ପ୍ରଚାରିତ ହୋଇଥିଲା। ଏହି ଘଟଣାଟି ପୂର୍ବ ଚମ୍ପାରଣ ଜିଲା ଘୋଡ଼ାସହାନ ଥାନା…

ବନ୍ତଳା ଅଞ୍ଚଳରେ ମାତିଛନ୍ତି ଡକାୟତ

ଅନୁଗୋଳ ଅଫିସ, ୮ା୧୨: ଅନୁଗୋଳ ଜିଲା ବନ୍ତଳା ଥାନା ଅଧୀନ ପୁରୁଣା କଟକ-ସମ୍ବଲପୁର ରୋଡ୍‌ରେ ଡକାୟତ ଗ୍ୟାଙ୍ଗ୍‌ ମାତିଛନ୍ତି। ବେଡ଼ା ବସଲା ଛକରେ ସେମାନେ ଗାଡ଼ି ଚାଳକଙ୍କୁ ଅଟକାଇ ମାଡ଼ ମାରୁଛନ୍ତି। ଭୁଜାଲି ଦେଖାଇ ଭୟଭୀତ କରାଇବା ସହ ଟଙ୍କା ଓ…

ଭିଜିଲାନ୍ସ ଜାଲରେ ଟିଟଲାଗଡ଼ ରେଞ୍ଜର

ବଲାଙ୍ଗୀର ଅଫିସ,୮।୧୨: ଭିଜିଲାନ୍ସ ଜାଲରେ ରେଞ୍ଜର। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଜିଲା ଟିଟିଲାଗଡ ଜଙ୍ଗଲ ବିଭାଗର ରେଞ୍ଜର ଶିବପ୍ରସାଦ ନାଏକଙ୍କ ବାସଭବନରେ ଗୁରୁବାର ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ । ସମ୍ବଲପୁର ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ସମ୍ବଲପୁର…

ଫୁଲ ତୋଳୁଥିଲେ ମହିଳା, ସୁନା ଚେନ୍‌ ଝାମ୍ପିନେଲେ ଲୁଟେରା

କେନ୍ଦୁଝର,୭ା୧୨(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ କଲେଜରୋଡ୍‌ ସାତସିଙ୍ଗା ନିକଟରେ ଜଣେ ମହିଳାଙ୍କଠାରୁ ସ୍ପଷ୍ଟ ଦିବାଲୋକରେ ସୁନା ଚେନ୍‌ ଲୁଟ୍‌ ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ବୁଧବାର ଅପରାହ୍ନରେ ଦୀପ୍ତିମୟୀ ରାଉତ ଫୁଲ ତୋଳୁଥିବାବେଳେ ଘର ନିକଟରେ ଜଣେ ଯୁବକ…

କାର୍‌ରେ ନେଉଥିଲେ ୭ ମେଣ୍ଢା, ପାଟ୍ରୋଲିଂ ସମୟରେ ଧରାପଡ଼ିଲେ ଚୋର

କଣ୍ଟାପଡ଼ା,୭ା୧୨(ଡି.ଏନ୍‌.ଏ.): କଟକ ଜିଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଅଧିକାଂଶ ଅଞ୍ଚଳରୁ ଛେଳି ମେଣ୍ଢା ଚୋରି ହୋଇ ଆସୁଥିଲା। ଅଞ୍ଚଳରେ ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ଗତ ରାତିରେ ଓଡି ୦୫ କ୍ୟୁ ୬୩୬୨ ନମ୍ବର ବିଶିଷ୍ଟ ଏକ କାର୍‌ରେ ୫…

ଶ୍ରଦ୍ଧାଙ୍କୁ ତାଙ୍କ ପ୍ରେମିକ ୩୫ ଖଣ୍ଡ କରିଥିଲେ, ମୁଁ ତୁମକୁ ୭୦ ଖଣ୍ଡ କରିଦେବି

ମୁମ୍ବାଇ,୫ା୧୨: ଦିଲ୍ଲୀରେ ଶ୍ରଦ୍ଧା ଓ୍ବାକରଙ୍କୁ ତାଙ୍କ ପ୍ରେମିକ ୩୫ ଖଣ୍ଡ କରି କାଟି ଫିଙ୍ଗିଦେବା ଘଟଣା ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ମହାରାଷ୍ଟରେ ଆଉ ଜଣେ ଲିଭ୍‌ ଇନ୍‌ରେ ରହୁଥିବା ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ଧମକ ଦେଇଛନ୍ତି। ସେ…

୨ ବାଇକ୍‌ ଲୁଟେରାଙ୍କୁ ବାନ୍ଧିଲା ପୋଲିସ

ସୋରଡ଼ା,୪ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ପୋଲିସ ଦୁଇ ବାଇକ୍‌ ଲୁଟେରାଙ୍କୁ ରବିବାର ଗିରଫ କରିଛି। ଆଇଆଇସି ସୂରଜ ଝଙ୍କାରଙ୍କ ସୂଚନାନୁଯାୟୀ, ଦିଗପହଣ୍ଡି ନିକଟ ଓଡସିଂ ଗ୍ରାମର ସୀମାଞ୍ଚଳ ରଣା ବାଇକ ( ଓ ) ଯୋଗେ ଗତ ତା ୨୦.୧୧.୨୨ରେ…

ପୂର୍ବ ଶତ୍ରୁତାରୁ ଆକ୍ରମଣ: ସାନଭାଇ ମୃତ, ବଡ଼ ଗୁରୁତର

ସାକ୍ଷୀଗୋପାଳ,୩ା୧୨(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଷୋଳହଳ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଶନିବାର ଗୋଷ୍ଠୀ ଆକ୍ରମଣରେ ଇନ୍ଦ୍ରମଣି ପଣ୍ଡା (୪୬)ଙ୍କର ମୃତ୍ୟୁ ଘଟିଛି। ମୃତ ଇନ୍ଦ୍ରମଣି ଗ୍ରାମ ନିକଟ କେନାଲକୁ ଶୌଚ ପାଇଁ ଯାଇଥିବା ବେଳେ ପୂର୍ବରୁ ସେଠାରେ…

ଯୌତୁକ ନିର୍ଯାତନା ଅଭିଯୋଗ: ସ୍ବାମୀ କୋର୍ଟ ଚାଲାଣ

ଗଞ୍ଜାମ,୩ା୧୨(ଡି.ଏନ.ଏ.): ଗଞ୍ଜାମ ଥାନା ଅନ୍ତର୍ଗତ ବିରିପୁର ଗ୍ରାମର ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। ସ୍ତ୍ରୀ ସୁଫଳା ଦାସ ଯୌତୁକ ଜନିତ ନିର୍ଯାତନା ସହି ନ ପାରି ଗଞ୍ଜାମ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ…

ଉପର କୋର୍ଟର ଦ୍ୱାରସ୍ଥ ହେଲେ ଅର୍ଚ୍ଚନା

ଭୁବନେଶ୍ୱର,୧ା୧୨(ବ୍ୟୁରୋ): ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍‌ଙ୍କ ଜାମିନ ଆବେଦନ  ଭୁବନେଶ୍ୱର ଜେଏମ୍‌ଏଫ୍‌ସି-୩ରେ ଖାରଜ ହୋଇଥିବା ବେଳେ ଗୁରୁବାର ସେ ଉପରକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ୩ କୋଟି ଟଙ୍କା ବ୍ଲାକମେଲିଂ ମାମଲାରେ କୋର୍ଟ ବୁଧବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri