ଅପରାଧ

୧୬ ଘଣ୍ଟା ପରେ ବି ନଫେ ସିଂଙ୍କ ହତ୍ୟାକାରୀ ପଡ଼ିନାହାନ୍ତି ଧରା, ସିସିଟିଭିର ଫୁଟେଜ୍‌ କହୁଛି…

ଚଣ୍ଡିଗଡ଼,୨୬ା୨: ହରିୟାଣାର ବାହାଦୂରଗଡ଼ରେ ଆଇଏନ୍‌ଏଲ୍‌ଡି ନେତା ନଫେ ସିଂ ରାଠୀଙ୍କ ହତ୍ୟା ମାମଲାର ୧୬ ଘଣ୍ଟା ପରେ ମଧ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ପାରିନାହିଁ। ପ୍ରକାଶ ଯେ, ଏହି ଘଟଣା କୌଣସି ପେସାଦାର ସୁଟରଙ୍କ ଦ୍ୱାରା କରାଯାଇଛି। ଏହି ହତ୍ୟା ସମ୍ପୂର୍ଣ୍ଣ…

ସ୍ତ୍ରୀଙ୍କ କାଠଫାଳିଆ ମାଡ଼ରେ ସ୍ବାମୀଙ୍କ ଜୀବନ ଗଲା

ଦାରିଙ୍ଗବାଡ଼ି,୨୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ସିନ୍ଦୂରକୁ ନିଜେ ପୋଛିଛନ୍ତି ସ୍ତ୍ରୀ। ସ୍ବାମୀଙ୍କ ନିର୍ଯାତନା ସହି ନ ପାରି ସ୍ତ୍ରୀ ନେଇଛନ୍ତି ଏଭଳି ନିଷ୍ପତ୍ତି। ପ୍ରକାଶ ଯେ, ସ୍ତ୍ରୀଙ୍କ ମାଡ଼ରେ…

ମଧୁବନ ଗାଁରେ ବୁଲିଲା ଖଣ୍ଡା, ଜଣେ ଆହତ

ବାରଙ୍ଗ,୨୫ା୨(ଲିଙ୍ଗରାଜ ରାଉତ): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବାରଙ୍ଗ ଥାନା ଅଧିନସ୍ଥ ମଧୁବନ ଗାଁରେ ରବିବାର ମଧ୍ୟାହ୍ନରେ ବୁଲିଛି ଖଣ୍ଡା। ଖଣ୍ଡାଚୋଟରେ ଜଣେ ଆହତ ହୋଇଥିବା ବେଳେ ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି। ଆତଙ୍କ ସୃଷ୍ଟି କରିଥିବା ଯୁବକମାନେ ଏକ କାର୍‌କୁ…

ଯୁବତୀଙ୍କୁ ଏକୁଟିଆ ପାଇ ବେକରୁ ଚେନ୍‌ ଛିଡ଼ାଇ ଚମ୍ପଟ ମାରିଲେ ଲୁଟେରା

ଧାମନଗର,୨୩ା୨(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ଥାନା ଅଞ୍ଚଳରେ ଏବେ ଲୁଟେରାଙ୍କ ପ୍ରାଦୁର୍ଭାବ ଦେଖାଦେଇଛି। ଶୁକ୍ରବାର ସକାଳୁ ଜଣେ ଲୁଟେରା ଧାମନଗର-ଜାହାଙ୍ଗୀର ରାସ୍ତାର ରାମେଶ୍ବରପୁର ଛକ ଗେଟ୍‌ ନିକଟରେ ଜଣେ ଯୁବତୀଙ୍କୁ ଏକୁଟିଆ ପାଇ ସୁନା ଚେନ୍‌ ବେକରୁ ଛିଡ଼ାଇ ଚମ୍ପଟ…

ଅଜଣା ମହିଳାଙ୍କ ମୃତଦେହ ଜବତ: ପାଖରେ ପଡ଼ିଛି ମୋବାଇଲ, ଜୋତା, ଅଳଙ୍କାର

ବଲାଙ୍ଗୀର,୨୨ା୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ଥାନା ଅନ୍ତର୍ଗତ କେଶରକେଲା ପାଣିଟାଙ୍କି ନିକଟରୁ ଗୁରୁବାର ଜଣେ ଅଜଣା ମହିଳାଙ୍କ ମୃତଦେହ ଜବତ କରାଯାଇଛି। ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରୁ ମହିଳାଙ୍କ ମୃତଦେହ ନିକଟରେ ଇତସ୍ତତଃ ଭାବରେ ମୋବାଇଲ,…

ଲାଞ୍ଚ ନେଇ ଧରାପଡ଼ିଲେ ତହସିଲ ରେକର୍ଡ କିପର

ବଲାଙ୍ଗୀର,୨୧ା୨(ସୁନୀଲ କୁମାର ମହାନ୍ତି): ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ବଲାଙ୍ଗୀର ଜିଲା ମୁରିବାହାଲ ତହସିଲର ବରିଷ୍ଠ ରାଜସ୍ବ ସହାୟକ ହେବଲେଟ ବାର୍ଲା। ତାଙ୍କୁ ଭିଜିଲାନ୍ସ ଟିମ୍‌ ଗିରଫ କରିବା ସହ ତାଙ୍କଠାରୁ ୧୦ ହଜାର ଲାଞ୍ଚ ଟଙ୍କା…

ସୁନାଚେନ୍‌ ଛିନ୍‌ତାଇ ଗ୍ୟାଙ୍ଗ୍‌ର ୩ ଜଣଙ୍କୁ ବାନ୍ଧିଲା ପୋଲିସ

କଟକ,୧୮ା୨(କାର୍ତ୍ତିକ ସାହୁ): ପୁରୀଘାଟ ଥାନା ପୋଲିସ ଏକ ସୁନାଚେନ୍‌ ଛିନ୍‌ତାଇ ଗ୍ୟାଙ୍ଗ୍‌ର ୩ ସଦସ୍ୟଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ଯାଜପୁର ଜିଲା ଯଖପୁରା ଥାନା ଅନ୍ତର୍ଗତ ଦଶମାଣିଆର ଦୀପକ ପ୍ରଧାନ (୧୯), ଭୋଳା ପ୍ରଧାନ (୨୪)…

ରେଭ୍‌ ପାର୍ଟି କେସ୍‌ର ରହସ୍ୟ ଉନ୍ମୋଚନ, ବଢୁଛି ଏଲ୍‌ଭିଶଙ୍କ ସମସ୍ୟା

ନୂଆଦିଲ୍ଲୀ,୧୬ା୨: ରେଭ୍‌ ପାର୍ଟି ମାମଲାରେ ଏଲଭିଶ୍‌ ଯାଦବଙ୍କ ସମସ୍ୟା ବଢୁଥିବା ଜଣାପଡ଼ିଛି। ପ୍ରସିଦ୍ଧ ୟୁଟ୍ୟୁବର୍‌ ଏବଂ ବିଗବସ୍‌ ଓଟିଟିର ବିଜେତା ଏଲଭିଶ ଯାଦବ ରେଭ୍‌ ପାର୍ଟି ମାମଲାରେ ଅସୁବିଧାରେ ଫସିଛନ୍ତି। ଯଦି ଉତ୍ସଗୁଡ଼ିକୁ ବିଶ୍ୱାସ କରାଯାଏ, ତେବେ ଏଫ୍‌ଏସ୍‌ଏଲ୍‌ ରିପୋର୍ଟ ସାପ…

ଦ୍ୱିତୀୟ ସ୍ତ୍ରୀଙ୍କୁ କରିଥିଲେ ହତ୍ୟା, ଏବେ ଆଜୀବନ ଜେଲ୍‌ ଭୋଗିବେ ସ୍ବାମୀ

ବ୍ରହ୍ମପୁର,୧୫ା୨(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ଶିକ୍ଷକ ତାଙ୍କର ଦିତ୍ୱୀୟ ସ୍ତ୍ରୀ’ଙ୍କୁ ହତ୍ୟା କରିଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରିଥିଲା। ଜିଲା ଦୌରାଜଜ୍‌ ରୂପଶ୍ରୀ ଚୌଧୁରୀ ଗୁରୁବାର ଉକ୍ତ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ପ୍ରଫୁଲ ଚନ୍ଦ୍ର…

ଭିଜିଲାନ୍ସ ଜାଲରେ ବୌଦ୍ଧ ଆର୍‌ଟିଓ

ବୌଦ୍ଧ,୧୫।୨: ଭିଜିଲାନ୍ସ ଜାଲରେ ବୌଦ୍ଧ ଆର୍‌ଟିଓ ବସନ୍ତ ମହାପାତ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଉଛି। ବୌଦ୍ଧ, ଗଞ୍ଜାମ, ଭୁବନେଶ୍ୱରରେ ଥିବା ଏକକାଳୀନ ୧୦ ସ୍ଥାନରେ ଚଢ଼ାଉ ଜାରି ରହିଛି। ଚଢ଼ାଉରେ ଭିଜିଲାନ୍ସର…

ଟ୍ରାକ୍ଟର ଚଢ଼ାଇ ଯୁବକଙ୍କୁ ହତ୍ୟା ଅଭିଯୋଗ

ଆଠଗଡ଼,୧୪ା୨: କଟକ ଜିଲା ଖୁଣ୍ଟୁଣି ଥାନା ରାଧାକୃଷ୍ଣପୁର ଗାଁରେ ଗୋଷ୍ଠୀ ସଂଘର୍ଷରୁ ବୁଧବାର ତୁମୁଳ କାଣ୍ଡ ଘଟିଛି। ପୂର୍ବ ଶତ୍ରୁତା ଓ କମେଣ୍ଟ ମରାରୁ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ଗୋଟିଏ ଗୋଷ୍ଠୀର ଘର ଓ ଗାଡ଼ି ଜାଳି ଦେଇଥିବା…

୨ ପୋଲିସ କର୍ମଚାରୀଙ୍କୁ ଛୁରାମାଡ଼

ନିରାକାରପୁର,୧୪ା୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ସରପାରି ଗ୍ରାମର ଜଣେ ବ୍ୟକ୍ତି ନିଶା କାରବାର କରୁଥିବା ଖବର ପାଇ ଏନ୍‌ଏଚ୍‌ ପାଟ୍ରୋଲିଂ ଗାଡ଼ି ସହିତ ସ୍ଥାନୀୟ ଥାନାର ଦୁଇ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?