ଅପରାଧ

ସ୍ତ୍ରୀଙ୍କଠାରୁ ତଥ୍ୟ ନେଇ ସ୍ବାମୀଙ୍କୁ ଠକିଲେ ସାଇବର ଠକ

ଭୁବନେଶ୍ୱର,୧୬।୨(ବ୍ୟୁରୋ): ସ୍ତ୍ରୀଙ୍କଠାରୁ ତଥ୍ୟ ନେଇ ସ୍ବାମୀଙ୍କୁ ଠକିଲେ ସାଇବର ଠକ। ନିଜକୁ କେତେବେଳେ ବ୍ୟାଙ୍କ ମ୍ୟାନେଜର ତ ପୁଣି ଆଉ କେତେବେଳେ ଏଲ୍‌ଆଇସି ଅଧିକାରୀ କହି ଅନ୍‌ଲାଇନ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ୨ ସାଇବର ଠକଙ୍କୁ ଶେଷରେ…

ଶ୍ୱେତା ହତ୍ୟା ମାମଲା: ବୟଫ୍ରେଣ୍ଡ ଗିରଫ

ଭୁବନେଶ୍ୱର,୧୬ା୨(ବ୍ୟୁରୋ): ସଫ୍ଟଓ୍ବେୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ମୃତ୍ୟୁକୁ ୬ ମାସ ପୂରଣ ହୋଇଥିବା ବେଳେ ଗୁରୁବାର ଭୋର୍‌ରୁ ତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ କମିଶନରେଟ ପୋଲିସ ଗିରଫ କରିଛି।ସମ୍ବଲପୁର ବଂଶୀଧର ନଗରସ୍ଥିତଘରୁ ସୌମ୍ୟଜିତଙ୍କୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ଗିରଫ କରିଛି। ଆଜି…

ଯୁବତୀଙ୍କୁ ଗଳାକାଟି ହତ୍ୟା, ଭଉଣୀଙ୍କୁ ମରଣାନ୍ତକ ଆକ୍ରମଣ

ପାଇକମାଳ,୧୬ା୨(ଡି.ଏନ୍‌.ଏ.): ବରଗଡ଼ ଜିଲା ପାଇକମାଳ ଥାନା ଜର୍ଜଗଡ଼ ଗ୍ରାମ ନିକଟ ଏକ ନାଳ ପାଖରେ ଗୁରୁବାର ଜଣେ ଯୁବତୀଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି। ଯୁବତୀ ଜଣକ ହେଲେ, ଉକ୍ତ ଗ୍ରାମର ନମିତା ଶତନାମୀ (୨୦)। ସେ ଆଜି ପୂର୍ବାହ୍ନରେ ନିକଟସ୍ଥନାଳକୁ…

କାର୍‌ରେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ଘଟଣା: ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ମାମଲା ରୁଜୁ

କେନ୍ଦୁଝର,୧୫ା୨(ସ୍ବ.ପ୍ର.): ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ଚିଠି ନମ୍ବର ୧୯୦/୧୩-୨-୨୦୨୩ ରେ ‘ଧରିତ୍ରୀ’ରେ ପ୍ରକାଶିତ ଏକ ସମ୍ବେଦନଶୀଳ ଖବର ଉପରେ କେନ୍ଦୁଝର ଏସ୍‌ପି, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଓ ଜିଲା ଶ୍ରମ ଅଧିକାରୀଙ୍କୁ ସବିଶେଷ ରିପୋର୍ଟ…

ଯୁବକଙ୍କୁ ନିର୍ମମ ହତ୍ୟା

ଭବାନୀପାଟଣା,୧୫ା୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦରଥାନା ଅନ୍ତର୍ଗତ ପେଙ୍ଗସୁର ଗାଁରେ ବୁଧବାର ଏକ ହତ୍ୟାକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ ନେଇ ଗାଁର ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ମୃତକ ହେଲେ ପେଙ୍ଗସୁର ଗ୍ରାମର ଅମର ମାଝି। ଗୁଣି ଗାରେଡ଼ି ସନ୍ଦେହରେ…

ଯୁବକଙ୍କୁ ଛୁରାମାଡ଼ ଘଟଣା: ଗିରଫ ହେଲେ ଅଭିଯୁକ୍ତ

ନିରାକାରପୁର,୧୫ା୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ୱର ଛକଠାରେ ଗତ ୨ ତାରିଖରେ ରାମେଶ୍ୱର ଗ୍ରାମର ମହେଶ୍ୱର ସାହୁ ନାମକ ଯୁବକଙ୍କୁ ଖଜୁରୀପଡ଼ା ଗ୍ରାମର ଦିବାକର ପାହାଡ଼ସିଂହ ନାମଙ୍କ ଜଣେ ଯୁବକ ଛୁରିରେ ଆକ୍ରମଣ କରିଥିଲେ। ଏନେଇ ଆହତଙ୍କ ମା’…

ଅସଲି ଦେଖାଇ ବିକିଥିଲେ ନକଲି ସୁନା, ୪ ମାସ ପରେ ବନ୍ଧା ହେଲେ ୨ ଠକ

ଦେବଗଡ଼,୧୪।୨(ଡି.ଏନ୍‌.ଏ.): ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅଞ୍ଚଳରେ ଅସଲି ସୁନା ଦେଖାଇ ନକଲି ସୁନା ବିକ୍ରି କରି ଫେରାର ହେବା ଘଟଣାରେ ପୋଲିସକୁ ସଫଳତା। ଦୀର୍ଘ ୪ମାସ ପରେ ଧରା ପଡିଛନ୍ତି ଠକ ଗ୍ୟାଙ୍ଗର ୨ ସଦସ୍ୟ। ଗିରଫ ଅଭିଯୁକ୍ତ ହେଲେ…

ନବଦାସ ହତ୍ୟା ମାମଲା: ରିମାଣ୍ଡ ପରେ ଜେଲ୍‌ ଗଲେ ଗୋପାଳ

ବ୍ରଜରାଜନଗର,୧୩ା୨(ଡି.ଏନ୍‌.ଏ.): ନବଦାସ ହତ୍ୟା ମାମଲାରେ ତୃତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅଭିଯୁକ୍ତ ଗୋପାଳ ଦାସ ପୁଣି ଜେଲ୍‌ ଯାଇଛନ୍ତି। ଗୋପାଳଙ୍କୁ ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ପରେ ଝାରସୁଗୁଡ଼ା ଉପକାରାଗାରକୁ ନିଆଯାଇଛି। ତୃତୀୟ ପର୍ଯ୍ୟାୟ…

ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରି ଠିକାଦାର ଗିରଫ

କେନ୍ଦୁଝର,୧୨ା୨(ସ୍ବ.ପ୍ର.): ଟାଉନ ଥାନା ପୋଲିସ ଜଣେ ୧୪ ବର୍ଷୀୟା ଆଦିବାସୀ ନାବାଳିକାଙ୍କୁ ଘରେ କାମରେ ଲଗାଇବା ସହ ଶନିବାର ବଳାତ୍କାର ଉଦ୍ୟମ ମାମଲାରେ ଜଣେ ଠିକାଦାରଙ୍କୁ ଗିରଫ କରିଛି। ତାଙ୍କ ନାମ ଫୁକୁ ପଣ୍ଡା (୫୯) ବୋଲି ଜଣାପଡ଼ିଛି। ଏନେଇ ପୋଲିସ…

ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା,ରୁପା ଚୋରି

ବ୍ରହ୍ମପୁର ଅଫିସ,୧୨ା୨: ନିମଖଣ୍ଡି ଥାନା ଅନ୍ତର୍ଗତ ଭାବିନିପୁର ନରସିଂହ ମନ୍ଦିରରୁ ଲକ୍ଷାଧିକ ଟଙ୍କା ସହ ଅଧା କେଜି ରୁପା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ମନ୍ଦିର ସେବାୟତମାନେ ନିମଖଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି…

ହାତୀ ଦାନ୍ତ ଜବତ, ଜଣେ ଗିରଫ

କେନ୍ଦୁଝର,୧୧ା୨(ସ୍ବ.ପ୍ର.): କେନ୍ଦୁଝର ବନଖଣ୍ଡ ଘଟଗାଁ ଥାନା ମେଲାଣ ଗ୍ରାମ ନିକଟ ଏନ୍‌ଏଚ୍‌ ୨୦ ନିକଟରୁ ବନ ବିଭାଗ ଜଣେ ହାତୀ ଦାନ୍ତ ଚୋରଙ୍କୁ ଗିରଫ କରିଛି। ତାଙ୍କ ଠାରୁ ୧୦.୧୬୦ କିଲୋର ଆଠ ଖଣ୍ଡ ଦାନ୍ତ ଜବତ କରିଥିବା ବେଳେ ସେଥିରୁ…

ସରିଲା ନାର୍କୋ ଟେଷ୍ଟ: ଗୋପାଳ ଅଚେତ

ଭୁବନେଶ୍ୱର,୧୧ା୨(ବ୍ୟୁରୋ): ଦିବଂଗତ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ହତ୍ୟାକାଣ୍ଡ ମାମଲାରେ ଗୁଜରାଟ ଗାନ୍ଧୀନଗର ଡିଏଫ୍‌ଏସ୍‌ଏସ୍‌ ଲ୍ୟାବ୍‌ରେ ଅଭିଯୁକ୍ତ ଗୋପାଳ ଦାସଙ୍କ ନାର୍କୋ ଟେଷ୍ଟ ସରିଛି। ନାର୍କୋ ଟେଷ୍ଟ ପାଇଁ ଦୁଇ ଦିନ ଧରି ପ୍ରକ୍ରିୟା ଚାଲୁ ରହିଥିଲା। ତେବେ ଆଜି ନାର୍କୋ ଟେଷ୍ଟ ସରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?