କରୋନା ଭାଇରସ୍‌

କରୋନା ଟିକା ପ୍ରଥମେ କାହାକୁ ଦିଆଯିବା ଉଚିତ

ନୂଆଦିଲ୍ଲୀ,୧୬।୮: କରୋନା ମହାମାରୀ ବେଳକୁ ବେଳ ଉଗ୍ର ରୂପ ଧାରଣ କରୁଥିବା ବେଳେ ଏବେ ସମସ୍ତଙ୍କ ନଜର ଏହାର ଟିକା ବା ଭ୍ୟାକ୍ସିନ ଉପରେ। ଗୋଟିଏ ପଟେ ରୁଷିଆ କରୋନା ଟିକା ପ୍ରସ୍ତୁତ କରିଥିବା ଦାବି କରୁଥିବା ବେଳେ ଆଉ କେତେକ…

ଦେଶ ପାଇଁ ଲଢ଼ିଥିଲେ, ଏବେ କରୋନାକୁ ହରାଇଲେ

ମୁମ୍ବାଇ, ୧୬।୮: ଦେଶ ପାଇଁ ଲଢ଼ିଥିବା ଜଣେ ୯୮ ବର୍ଷ ବୟସ୍କ ନୌସେନା କର୍ମଚାରୀ ଏବେ କରୋନା ଲଢ଼େଇରେ ବିଜୟୀ ହୋଇଛନ୍ତି। ଏନେଇ ରବିବାର ଭାରତୀୟ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି। ସିପାହୀ ରାମୁ ଲଷ୍ମଣ ସକପାଳ ନେରୁଲରେ ବାସ କରନ୍ତି।…

କରୋନା ସଂକ୍ରମଣରୁ ଦୂରେଇ ରଖିବ ଏହି ଔଷଧ

ସିକାଗୋ, ୧୬।୮: କରୋନା ମହାମାରୀ ଯୋଗୁ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ରୁଷ୍‌ ଏବଂ ଚାଇନାରେ କରୋନା ଟୀକା ମଧ୍ୟ ପ୍ରସ୍ତୁତି ସରିଛି। ତେବେ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସିକାଗୋ ବିଶ୍ୱବିଦ୍ୟାଳୟରେ ଏକ ଔଷଧ ପ୍ରସ୍ତୁତ କରାଯାଇଛି। ଇବ୍‌ସେଲେନ୍‌ ନାମକ…

ଦେଶରେ କରୋନା ମୃତ୍ୟୁସଂଖ୍ୟା ୫୦ ହଜାର ମୁହାଁ

ନୂଆଦିଲ୍ଲୀ,୧୬।୮: କରୋନା ସଂକ୍ରମଣ ବେଳକୁ ବେଳ ଡରାଇ ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ରହିଛି ୬୩,୪୮୯। ଏହାସହ ୨୪ ଘଣ୍ଟାରେ କରୋନା ସଂକ୍ରମଣରେ ୯୪୪ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା କହିଛି କେନ୍ଦ୍ର ସ୍ବାସ୍ଥ୍ୟ…

ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା: ପ୍ରଥମ ଥର ପାଇଁ ଛୁଇଁଲା ଏହି ଦୁଇ ଜିଲାକୁ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ରାଜ୍ୟରେ ଆଉ ୧୦ ମୁଣ୍ଡ ନେଇଛି କରୋନା। ରବିବାର ଭଦ୍ରକର ଜଣେ ୭୫ ବର୍ଷୀୟ ବୃଦ୍ଧା, ଭୁବନେଶ୍ୱରର ୩୨ ବର୍ଷର ଜଣେ ମହିଳା, ୫୫ ବର୍ଷୀୟ ବ୍ୟକ୍ତି, ବଲାଙ୍ଗୀରର ୬୨ ବର୍ଷୀୟ ବୃଦ୍ଧ, କଟକର ୬୦ ବର୍ଷୀୟ ବୃଦ୍ଧ, ଗଞ୍ଜାମର…

କରୋନାର ଲମ୍ବ ଡିଆଁ: ନୂଆ ୨୯୨୪ ଆକ୍ରାନ୍ତ ସହ ରାଜ୍ୟରେ ୬୦,୦୦୦ ପାର ହେଲା ସଂଖ୍ୟା

ଭୁବନେଶ୍ୱର,୧୬।୮(ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରବିବାର ୩୦ ଜିଲାରୁ ସର୍ବାଧିକ ୨୯୨୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮୧୫ଜଣ କ୍ୱାରାଣ୍ଟାଇନ୍‌ର ଥିବା ବେଳେ ୧୧୦୯ ଲୋକାଲ କେସ୍‌ ରହିଛି। ଏହାକୁ ମିଶାଇ ରାଜ୍ୟରେ…

ପ୍ରଥମ ବ୍ୟାଚ୍‌ କରୋନା ଟିକା ପ୍ରସ୍ତୁତି ଶେଷ, ଜାଣନ୍ତୁ କେଉଁମାନଙ୍କୁ ପ୍ରଥମେ ଦିଆଯିବ ଏହି ଟିକା

ମସ୍କୋ,୧୬ା୮: ଶନିବାର ରୁଷିଆ କରୋନା ଟିକା ପ୍ରସ୍ତୁତ ଶେଷ କରିଛି ବୋଲି କହିଛି। ଏହାପୂର୍ବରୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ମଙ୍ଗଳବାର ଘୋଷଣା କରିଥିଲେ ଯେ, ରୁଷିଆ ଏକ ସଫଳ କରୋନା ଟିକା ପ୍ରସ୍ତୁତ କରିଛି, ଯାହା ସମସ୍ତ ଅନୁସନ୍ଧାନ ଦେଇ…

ଚାଙ୍ଗୁ ଗାଁ ୪୮ ଘଣ୍ଟା ଶଟ୍‌ଡାଉନ୍‌

ଚୌଦ୍ୱାର,୧୫ା୮(ଡି.ଏନ୍‌.ଏ.) : କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ବାଣିପଦା ପଞ୍ଚାୟତ ଚାଙ୍ଗୁ ଗାଁକୁ ୪୮ଘଣ୍ଟା ଅର୍ଥାତ୍‌ ଶନିବାର ସନ୍ଧ୍ୟା ୫ଟାରୁ ସୋମବାର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ ଜ୍ୟୋସ୍ନାରାଣୀ ସୁବୁଦ୍ଧିରାୟ। ଉକ୍ତ ଗ୍ରାମରେ ଆଜି ଜଣେ…

ଭେଣ୍ଟିଲେଟରରେ ପୂର୍ବତନ ଭାରତୀୟ କ୍ରିକେଟର୍‌ ଚେତନ ଚୌହାନ

ଲକ୍ଷ୍ନୌ, ୧୫।୮: ପୂର୍ବତନ ଭାରତୀୟ କ୍ରିକେଟର୍‌ ତଥା ବର୍ତ୍ତମାନ ଉତ୍ତର ପ୍ରଦେଶ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଥିବା ଚେତନ ଚୌହାନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଇଛି। କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ୭୩ ବର୍ଷୀୟ ଚୌହାନ ଶୁକ୍ରବାର ରାତିରୁ ଭେଣ୍ଟିଲେଟରରେ ଭର୍ତ୍ତି…

କରୋନା ସମୟରେ ଏହି ଦେଶରେ ଆୟୋଜନ ହେଉଛି ଗ୍ରାଣ୍ଡ୍‌ ପାର୍ଟି: ୧୫ ମିନିଟ୍‌ରେ ଅତିଥିଙ୍କର କରାଯାଉଛି ରାପିଡ୍‌ ଟେଷ୍ଟ୍‌

ଓ୍ବାଶିଂଟନ୍‌,୧୫ା୮: ସମଗ୍ର ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରି ଚାଲିଥିବା ବେଳେ ଆମେରିକାର ସବୁଠୁ ଧନୀ ଲୋକମାନେ କରୋନା ସମୟରେ ମଧ୍ୟ ଗ୍ରାଣ୍ଡ୍‌ ପାର୍ଟି କରୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଆମେରିକାର ଅନେକ କୋଟିପତିଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀରେ ମଧ୍ୟ କରୋନା ମହାମାରୀ…

ଆମେରିକା ପ୍ରସ୍ତୁତ କରୁଛି ନୂଆ କରୋନା ଭାଇରସ!

ଓ୍ବାଶିଂଟନ, ୧୫।୮: ସମଗ୍ର ବିଶ୍ୱରେ କରୋନା ମହାମାରୀ ସଙ୍କଟ ଥମିବାର ନାଁ ଧରୁନି। ଏଥିରୁ ମୁକ୍ତି ପାଇବା ପାଇଁ ସବୁ ଦେଶ ଟିକା ତିଆରି କରିବାରେ ଲାଗିପଡ଼ିଛନ୍ତି। ଆମେରିକା ମଧ୍ୟ ଅନେକ ଟିକା ଉପରେ ପରୀକ୍ଷା ଚଳାଇଛି। ଆମେରିକା ଏବେ ଏକ…

ସୁସ୍ଥ ହୋଇଥିବା କରୋନା ସଂକ୍ରମିତ ୩ ମାସ ପରେ ପୁଣି ହୋଇପାରନ୍ତି ସଂକ୍ରମିତ!

ନ୍ୟୁୟର୍କ,୧୫।୮: କରୋନା ଭାଇରସ ସଂକ୍ରମଣ ଏବେ ସାରା ବିଶ୍ୱକୁ ଦୋହଲାଇ ଦେଇଛି। ଚାଇନାରୁ ପ୍ରଥମେ ଆରମ୍ଭ ହୋଇଥିବା ଏହି ସଂକ୍ରମଣ ଏବେ ବିଶ୍ୱର କୋଟି କୋଟି ଲୋକଙ୍କୁ ତା କବଳକୁ ନେଇ ସାରିଲାଣି। ଏହି ସଂକ୍ରମଣକୁ ନେଇ ପ୍ରତିଦିନ କିଛି ନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?