ବାଣିଜ୍ୟ

ସିପ୍‌ଲା ଆଣିପାରେ କରୋନା ଲାଗି ମେଡିସିନ୍‌

ମୁମ୍ବାଇ,୨୨-୩: ଦେଶର ପ୍ରମୁଖ ମେଡିସିନ ପ୍ରସ୍ତୁତକାରୀ କମ୍ପାନୀ ସିପ୍‌ଲା କରୋନା ଲାଗି ମେଡିସିନ ପ୍ରସ୍ତୁତ କରିପାରେ। ସବୁ ଠିକ୍‌ ଚାଲିଲେ ଆଗାମୀ ୬ ମାସ ମଧ୍ୟରେ ଏହା ଔଷଧ ପ୍ରସ୍ତୁତ କରିବାକୁ ସକ୍ଷମ ହେବ ବୋଲି ସିପଲା ପକ୍ଷରୁ କୁହାଯାଇଛି। କମ୍ପାନୀ…

ରେପୋ ହ୍ରାସ କଲା ବ୍ୟାଙ୍କ ଅଫ୍‌ ଇଂଲଣ୍ଡ

କରୋନା ପ୍ରଭାବକୁ କମ୍‌ କରିବା ଲାଗି ବ୍ୟାଙ୍କ ଅଫ୍‌ ଇଂଲଣ୍ଡ ରେପୋ ହ୍ରାସ କରିଛି। ଏକ ଜରୁରିକାଳୀନ ବୈଠକରେ ବ୍ୟାଙ୍କ ୧୫ ବେସିସି ପଏଣ୍ଟ ରେପୋ କମାଇଛି। ଏହା ଫଳରେ ବ୍ୟାଙ୍କର ସୁଧ ହାର ବର୍ତ୍ତମାନ ୦.୧%କୁ ଖସିଛି। ଏହା ବ୍ୟାଙ୍କ…

ଏସ୍‌ବିଆଇର ଏମର୍ଜେନ୍ସି କ୍ରେଡିଟ ଲାଇନ୍‌

ମୁମ୍ବାଇ,୨୨-୩: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଋଣଗ୍ରହୀତଙ୍କା ଲାଗି ଏକ ଜରୁରିକାଳୀନ କ୍ରେଡିଟ ଲାଇନ ଖୋଲା ଯାଇଛି। ଏହି ସମୟରେ ବ୍ୟାଙ୍କ ବ୍ୟାଙ୍କରୁ ଜୁନ ୩୦ ଯାଏ ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଣ କରିବା ନେଇ ବ୍ୟବସ୍ଥା…

ବାତିଲ ରହିବ ଟ୍ରେନ୍‌ ସେବା

ଭୁବନେଶ୍ୱର,୨୨-୩: ରବିବାର ‘ଜନତା କର୍ଫ୍ୟୁ’ ଲାଗି ବିଭିନ୍ନ ପାସେଞ୍ଜର ଏବଂ ଏକ୍ସପ୍ରେସ ଟ୍ରେନ ବାତିଲ ରହିବ ବୋଲି ପୂର୍ବତଥ ରେଳପଥ ପକ୍ଷରୁ ସୂଚନା ରହିଛି। ପୂର୍ବତଟ ରେଳପଥ ଅଧୀନ ପୁରୀ, ଭୁବନେଶ୍ୱର, ସମ୍ବଲପୁର, ରାୟଗଡା, ବଲାଙ୍ଗୀର, ବିଶାଖାପାଟଣା ଭଳି ସ୍ଥାନଗୁଡିକରୁ ଯାତ୍ରା…

୧୬୦୦ ପଏଣ୍ଟ ବଢିଲା ସେନ୍‌ସେକ୍ସ

  ମୁମ୍ବାଇ,୨୧-୩: ଲଗାତର ୪ ଦିନ ଦେଶର ପୁଞ୍ଜି ବଜାର ହ୍ରାସ ଘଟିବା ପରେ ଶୁକ୍ରବାର ଏଥିରେ ଉନ୍ନତି ଘଟିଛି। ଏହି ସମୟରେ ନିବେଶକଙ୍କୁ ୬.୩୨ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନ୍‌ସେକ୍ସ ଶୁକ୍ରବାର ୧୬୨୭.୭୨…

ଆଉ ୯୦ ଟ୍ରେନ୍‌ ବାତିଲ୍‌

ନୂଆଦିଲ୍ଲୀ,୨୧-୩: ଶୁକ୍ରବାର ରେଲଓ୍ବେ ଆଉ ୯୦ ଟ୍ରେନ ବାତିଲ କରିଛି। ଏଗୁଡିକ ମାର୍ଚ୍ଚ ୨୦ରୁ ୩୧ ଯାଏ ଚଳାଚଳ କରିବ ନାହିଁ। କରୋନା ପ୍ରଭାବରୁ ଯାତ୍ରୀ କମିବା ଯୋଗୁ ରେଳପଥ ପକ୍ଷରୁ ଏଭଳି ନିଷ୍ପତ୍ତି ହୋଇଛି। ଶୁକ୍ରବାରର ବାତିଲ ହୋଇଥିବା ଟ୍ରେନକୁ…

ବନ୍ଦ ରହିବ ବ୍ୟବସାୟ ପ୍ରତିଷ୍ଠାନ

ନୂଆଦିଲ୍ଲୀ, ଭୁବନେଶ୍ୱର,୨୧-୩: କରୋନା ପ୍ରଭାବକୁ କମ୍‌ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସାରା ଦେଶରେ ଜନତା କର୍ଫ୍ୟୁ ଲାଗି ଗୁରୁବାର ଦେଶବାସୀଙ୍କୁ ଆହ୍ବାନ ଜଣାଇଛନ୍ତି। ଏହାର ସମର୍ଥନରେ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ(ସିଏଆଇଟି) ପକ୍ଷରୁ ରବିବାର ଦୋକାନ ବଜାର ବନ୍ଦ…

ଭାରତର ବିକାଶ ଅନୁମାନ କମାଇଲା ଫିଚ୍‌

ନୂଆଦିଲ୍ଲୀ,୨୧-୩: ଫିଚ୍‌ ରେଟିଂ ଶୁକ୍ରବାର ଭାରତର ବିକାଶ ଅନୁମାନକୁ କମାଇଛି। ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଭାରତର ବିକାଶ ହାର ୫.୧% ରହିବ ବୋଲି ଏହି ଏଜେନ୍ସି ଏହାର ରିପୋର୍ଟରେ ପ୍ରକାଶ କରିଛି। କରୋନା ଭାରତର ବାଣିଜ୍ୟ, ନିବେଶ ଏବଂ ରପ୍ତାନି ଉପରେ…

ପ୍ରୋତ୍ସାହନ ଲୋଡିଲା ସିଆଇଆଇ

ନୂଆଦିଲ୍ଲୀ,୨୧-୩: ଦେଶର ଶିଳ୍ପ ଜଗତ ଉପରେ ପଡିଥିବା କରୋନା ପ୍ରଭାବକୁ ନଜରରେ ରଖି କନଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ (ସିଆଇଆଇ) ସରକାରଙ୍କଠରୁ ବିତ୍ତୀୟ ପ୍ୟାଜେକ ଲୋଡିଛି। ସରକାର ଶିଳ୍ପ ଜଗତ ଲାଗି ୨ ଲକ୍ଷ କୋଟି ଟଙ୍କାର ଏକ ବିତ୍ତିୟ ପ୍ୟାକେଜ…

କର୍ଫ୍ୟୁ ପାଇଁ ବନ୍ଦ ରହିବ ପାସେଞ୍ଜର ଟ୍ରେନ

ନୂଆଦିଲ୍ଲୀ,୨୧-୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନତ କର୍ଫ୍ୟୁ ଆହ୍ବାନରେ ରବିବାର ପାସେଞ୍ଜର ଟ୍ରେନ ସେବା ବନ୍ଦ ରହିବ। ଶନିବାର ମଧ୍ୟରାତ୍ରଠାରୁ ରବିବାର ରାତି ୧୦ଟା ଯାଏ ପାସେଞ୍ଜର ଟ୍ରେନଗୁଡିକ ସେମାନଙ୍କ ଯାତ୍ରା ଆରମ୍ଭ କରୁଥିବା ଷ୍ଟେଶନରୁ ଗଡିବ ନାହିଁ। ରବିବାର ସକାଳ…

ସ୍ଥିତି ସମୀକ୍ଷା କଲେ ନିର୍ମଳା

ନୂଆଦିଲ୍ଲୀ,୨୧-୩: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶୁକ୍ରବାର କରୋନାକୁ ନେଇ ଦେଶରେ ଉପୁଜିଥିବା ସ୍ଥିତିକୁ ସମୀକ୍ଷା କରିଛନ୍ତି। ସେ ୪ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି। ଏହାବାଦ ବେସାମରିକ ବିମାନ ଚଳାଚଳ ସଚିବ, ପଶୁ ସମ୍ପଦ, ପର୍ଯ୍ୟଟନ ଏବଂ ଏମ୍‌ଏସ୍‌ଏମ୍‌ଇ ସଚିବଙ୍କୁ ସେ ଭେଟି କରୋନା…

ଅଭିବୃଦ୍ଧିକୁ ଝଟକା ଦେବ କରୋନା

ନୂଆଦିଲ୍ଲୀ,୨୦-୩: କରୋନା ମହାମାରୀର ପ୍ରଭାବ ଦେଶର ଅଭିବୃଦ୍ଧିକୁ ଝଟକା ଦେବ। ବ୍ୟବସାୟ, ହୋଟେଲ ଶିଳ୍ପ, ପରିବହନ ଏବଂ ଯୋଗାଯୋଗ କ୍ଷେତ୍ର ଏହି ମହାମାରି ଦ୍ୱାରା ଗଭୀର ଭାବେ କ୍ଷତିଗ୍ରସ୍ତ ହେବ ବୋଲି ଏସ୍‌ବିଆଇ ରିସର୍ଚ୍ଚ ପକ୍ଷରୁ ପ୍ରକାଶିତ ଏସ୍‌ବିଆଇ ଇକୋରାପ ରିପୋର୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?