ବାଣିଜ୍ୟ

ଉଜ୍ଜ୍ୱଳା ହିତାଧିକାରୀଙ୍କୁ ମିଳିବ ୩ ମାଗଣା ସିଲିଣ୍ଡର

ନୂଆଦିଲ୍ଲୀ,୨୭। ୩: ଉଜ୍ଜ୍ୱଳା ହିତାଧିକାରୀଙ୍କୁ ଏପ୍ରିଲ ମାସଠାରୁ ଜୁନ ଯାଏ ୩ ମାଗଣା ସିଲିଣ୍ଡର ଉପଲବ୍ଧ ହେବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ଗୁରୁବାର ସ୍ପଷ୍ଟ କରାଯାଇଛି। ଏହିି ପଦକ୍ଷେପ ଦ୍ୱାରା ରାଜକୋଷକୁ ୧୩ ହଜାର କୋଟି ଟଙ୍କାର ଅତିରିକ୍ତ…

ଫେସ୍‌ମାସ୍କର ମୂଲ୍ୟ ଉପରେ ଜୁନ ଯାଏ କଟକଣା

ନୂଆଦିଲ୍ଲୀ,୨୭। ୩: ୩ ପ୍ଲାଏ ଫେସ୍‌ମାସ୍କର ମୂଲ୍ୟ ଉପରେ ସରକାର ସୀମା ନିର୍ଦ୍ଧାରଣ କରିଛନ୍ତି। ଏହି ମାସ୍କଗୁଡିକ ମେଲ୍ଟ ବ୍ଲାଉନ ନନ୍‌-ଓଭନ ଫ୍ୟାବ୍ରିକରେ ପ୍ରସ୍ତୁତ ହେଉଛି। ଏହାର ପ୍ରତି ମାସ୍କ ପିଛା ମୂଲ୍ୟ ଜୁନ ଶେଷ ଯାଏ ୧୬ ଟଙ୍କା ରହିବ…

କର୍ମଚାରୀ ଭବିଷ୍ୟନିଧି ଯୋଗଦାନ ଦେବେ ସରକାର

ନୂଆଦିଲ୍ଲୀ,୨୭। ୩: ବର୍ତ୍ତମାନ ସମୟରେ ସରକାର କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠିରେ ଆଗୀମୀ ୩ ମାସ ଲାଗି ଦେୟର ଯୋଗଦାନ ଦେବେ। ଉଭୟ ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ ଯୋଗଦାନ ସରକାର ରଖିବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। ଏହା ଦ୍ୱାରା ସଙ୍ଗଠିତ…

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଓଏସ୍‌ବିସିଏଲ୍‌ ଦେଲା ୫ କୋଟି

ଭୁବନେଶ୍ୱର,୨୭। ୩:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରିଲିଫ୍‌ ପାଣ୍ଠିକୁ ଓଡ଼ିଶା ଷ୍ଟେଟ ବେଭରେଜେସ କର୍ପୋରେଶନ ଲିମିଟେଡ(ଓଏସ୍‌ବିସିଏଲ୍‌)ପକ୍ଷରୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି। କୋଭିଡ-୧୯ର ପ୍ରତିରୋଧ କରିବା ଲାଗି କମ୍ପାନୀ ପକ୍ଷରୁ ଏଭଳି ଯୋଗଦାନ ରଖାଯାଇଥିବା କୁହାଯାଇଛି। ବାତ୍ୟା ଫନୀ ସମୟରେ ମଧ୍ୟ…

ବନ୍ଦ ହୋଇପାରେ ବ୍ୟାଙ୍କ ସେବା

ନୂଆଦିଲ୍ଲୀ,୨୭। ୩: କରୋନା ପ୍ରଭାବକୁ କମ୍‌ କରିବା ଲାଗି ସରକାର ଏବେ ସାରା ଦେଶରେ କଟକଣା ଲାଗୁ କରୁଛନ୍ତି। ଏହି ସମୟରେ କିଛି ବଛାବଛା ବ୍ୟାଙ୍କ ଶାଖା ଲୋକଙ୍କୁ ବ୍ୟାଙ୍ଗିଙ୍ଗ ସେବା ପ୍ରଦାନ କରୁଛି। ଅତି ଆବଶ୍ୟକ ନ ହେଲେ ବ୍ୟାଙ୍କ…

ସାନିଟାଇଜର ପ୍ରସ୍ତୁତି ଲାଗି ଅଧିକ କମ୍ପାନୀଙ୍କୁ ଅନୁମତି

ନୂଆଦିଲ୍ଲୀ,୨୭। ୩: କରୋନା ପାଇଁ ଏବେ ସାରା ଦେଶରେ ସାନିଟାଇଜର ଚାହିଦା ପ୍ରବଳମାତ୍ରାରେ ବୃଦ୍ଧି ଘଟିଛି। ଏବେ ଲକ୍‌ଡାଉନ ଚାଲିଥିବା ବେଳେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ଲାଭ କରିବାକୁ ଯେଭଳି କୌଣସି ଅସୁବିଧା ସାମ୍ନା ନ କରନ୍ତି ତାକୁ ସରକାର ବିଚାର…

କରୋନା ପ୍ରଭାବ: କର୍ମଚାରୀଙ୍କ ଦରମା କାଟ୍‌ କଲା ଜୋମାଟୋ

ନୂଆଦିଲ୍ଲୀ,୨୬।୩: ସାରା ପୃଥିବୀ କରୋନା ଆତଙ୍କରେ ରହିଛି। ଏପରି ସ୍ଥଳେ ଭାରତ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ ଡାଉନ୍‌ ଜାରି କରାଯିବା ସହିତ ବିଭିନ୍ନ ବ୍ୟବସାୟିକ ସଂସ୍ଥାର ଦୈନଦିନ କାର୍ଯ୍ୟକୁ ବନ୍ଦ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଫଳରେ ବହୁ…

କରୋନା ମହାମାରୀ ଯୋଗୁ ଦେଶବ୍ୟାପୀ ଟୋଲ୍‌ ଆଦାୟ ବନ୍ଦ

ନୂଆଦିଲ୍ଲୀ,୨୬।୩: କରୋନା ସଂକ୍ରମଣ ଯୋଗୁ ଭାରତରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଭାରତ ସରକାର ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ୨୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି। ସାମାଜିକ ଦୂରତା ବଢ଼ାଇବାକୁ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉଥିବାବେଳେ ଏବେ ଦେଶବ୍ୟାପୀ ଟୋଲ୍‌ ଆଦାୟ…

ଅର୍ଥ ବ୍ୟବସ୍ଥାକୁ ଲାଗିବ ୯ ଲକ୍ଷ କୋଟିର ଝଟକା

ନୂଆଦିଲ୍ଲୀ,୨୬। ୩: କୋଭିଡ ୧୯ ପାଇଁ ସାରା ଦେଶକୁ ଏବେ ଲକ୍‌ଡାଉନ କରାଯାଇଛି। ଏହା ଦ୍ୱାରା ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)କୁ ପ୍ରାୟ ୪% ବା ୧୨୦ ବିଲିୟନ ଡଲାର(୯ ଲକ୍ଷ କୋଟି)ର ଝଟକା ଲାଗିବା ନେଇ ଆଶଙ୍କା କରାଯାଉଛି। ଏ…

କୋଭିଡ-୧୯ ମୁକାବିଲା ଲାଗି ଏମ୍‌ଜିଏମ୍‌ ଦେଲା ୧ କୋଟି

ଭୁବନେଶ୍ୱର ୨୬/୩ (ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୋଭିଡ୍‌-୧୯ ମୁକାବିଲା ଏମ୍‌ଜିଏମ୍‌ ମିନେରାଲ୍ସ ଯୋଗଦରାନ ରଖିଛି। କମ୍ପାନୀ ପକ୍ଷରୁ ଏଥି ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୩ ମାସର ଦରମା ପ୍ରଦାନ କରିବାର ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟର ବିଶିଷ୍ଟ ଶିଳ୍ପପତି…

ଘରେ ସାମଗ୍ରୀ ପହଞ୍ଚାଉଛି ବିଗ୍‌ ବଜାର

ମୁମ୍ବାଇ,୨୬। ୩: ଲକ୍‌ଡାଉନ ଘୋଷଣା ଲାଗି ଦେଶର ପ୍ରମୁଖ ଇ-କମର୍ସ କମ୍ପାନୀଗୁଡିକ ସେମାନଙ୍କ ସେବାକୁ ବନ୍ଦ ଘୋଷଣା କରିଛନ୍ତି। ଏହି ସମୟରେ ପ୍ରମୁଖ ସୁପରମାର୍କେଟ ଚେନ୍‌ ବିଗ ବଜାର ପକ୍ଷରୁ ଘରେ ଘରେ ସାମଗ୍ରୀ ଡେଲିଭରି କରିବା ସୁବିଧା ହାତକୁ ନେଇଛି।…

ଫସି ରହିଛନ୍ତି ୫ ଲକ୍ଷ ଟ୍ରକ ଡ୍ରାଇଭର

ନୂଆଦିଲ୍ଲୀ,୨୬। ୩: କୋଭିଡ ଲକ୍‌ଡାଉନ ପାଇଁ କଟକଣା ଜୋରଦାର ହୋଇଛି। ଆନ୍ତଃରାଜ୍ୟ ପରିବହନରେ ରହିଥିବା ଟ୍ରକଗୁଡିକ ଏଥି ଲାଗି ବିଭିନ୍ନ ରାଜ୍ୟ ତଥା ସୀମାଗୁଡିକରେ ଏବେ ହଜାର ହଜାର ସଂଖ୍ୟାରେ ଛିଡା ହୋଇ ରହିଛନ୍ତି। ଲକ୍‌ଡାଉନ ଲାଗି ସେମାନଙ୍କୁ ଆଗକୁ ଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?