ଦେଶରେ ବଢୁଛି ଆର୍ଥିକ ଅସମାନତା
ମୁମ୍ବାଇ,୧୮-୧୦: ଦେଶରେ ଲୋକମାନଙ୍କ ମଧ୍ୟରେ ଆୟର ଆକାଶ ପାତାଳ ତାରତମ୍ୟ ରହିଥିବା ଆଲୋଚନା ହେଉଥିବା ବେଳେ ଏହାକୁ ନେଇ ଅକେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ। ଅତି ଧନୀ ବ୍ୟକ୍ତିଙ୍କ ସଂଖ୍ୟା ମାତ୍ରାଧିକ ବଢୁଥିବା ବିଭିନ୍ନ ରିପୋର୍ଟରେ ପ୍ରକାଶ ପାଉଛି। ଆୟର...
ବିତ୍ତୀୟ ନିଅଣ୍ଟ ନିୟନ୍ତ୍ରଣକୁ ଧ୍ୟାନ ଦେବା ଜରୁରୀ:ଗୀତା ଗୋପୀନାଥ
ନୂଆଦିଲ୍ଲୀ,୧୭-୧୦: ଭାରତ ଏହାର ବିତ୍ତିୟ ଧାରା ଉପରେ ସତର୍କତା ସହ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଏଭଳି ସ୍ଥିତିରେ ବିତ୍ତୀୟ ନିଅଣ୍ଟ ନିୟନ୍ତ୍ରଣକୁ ଭାରତ ଧ୍ୟାନ ଦେବା ଜରୁରୀ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି( ଆଇଏମ୍ଏଫ୍)ର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା...
ମନମୋହନଙ୍କ ସମୟରେ ବ୍ୟାଙ୍କ ସ୍ଥିତି ଅତ୍ୟନ୍ତ ବିଗିଡ଼ିଛି: ସୀତାରାମନ
ନୂଆଦିଲ୍ଲୀ,୧୭-୧୦: ପୂର୍ବତନ ପ୍ରଧାମନ୍ତ୍ରୀ ମନମୋହନ ସିଂ ଏବଂ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନଙ୍କ ସମୟରେ ଦେଶର ବ୍ୟାଙ୍କଗୁଡିକର ସ୍ଥିତି ଅତ୍ୟନ୍ତ ବିଗିଡିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବୁଧବାର କହିଛନ୍ତି। କଲମ୍ବିଆ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି...
ଭାରତର ଅର୍ଥନୈତିକ ଢାଞ୍ଚା ସୁଦୃଢ: ସିଇଏ
ନୂଆଦିଲ୍ଲୀ,୧୭-୧୦: ଦେଶର ଅର୍ଥ ବ୍ୟବସ୍ଥାର ମୌଳିକ ଢାଞ୍ଚା ବହୁତ ସୁଦୃଢ। ଶିଳ୍ପ ଏ ନେଇ ବେଶି ଚିନ୍ତିତ ନ ହୋଇ ନିବେଶ ଦିଗରେ ମନୋନିବେଶ କରିବା ଉପରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କେ.ଭି. ସୁବ୍ରମଣ୍ୟନ ବୁଧବାର କହିଛନ୍ତି। ବଡବଡ କର୍ପୋରେଟଗୁଡିକ...
ଗରିବୀ ହ୍ରାସ ଲାଗି ଭାରତକୁ ବିଶ୍ୱବ୍ୟାଙ୍କର ପ୍ରଶଂସା
ନୂଆଦିଲ୍ଲୀ,୧୭-୧୦: ୧୯୯୦ ପରେ ଗରିବୀସ୍ଥିତିରେ ଉନ୍ନତି ଆଣିବା ଲାଗି ଭାରତ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛି। ଏ କ୍ଷେତ୍ରରେ ଅନେକ ସୁଧାର ଆସିବା ସହ ଗରିବୀ ହାର ଅଧାକୁ ହ୍ରାସ ଘଟିଥିବା ବିଶ୍ୱବ୍ୟାଙ୍କ ବୁଧବାର ଭାରତକୁ ପ୍ରଶଂସା କରି ଏହା...
ରେଲଓ୍ବେ ଚଳାଇବ ବୁଦ୍ଧିଷ୍ଟ ସର୍କିଟ ଟ୍ରେନ
ନୂଆଦିଲ୍ଲୀ,୧୭-୧୦: ଆସନ୍ତା ଶନିବାରଠାରୁ ଚଳିତ ମାସ ୨୭ ଯାଏ ରେଲଓ୍ବେ ପକ୍ଷରୁ ବୁଦ୍ଧିଷ୍ଟ ସର୍କିଟ ରେଳ ଚଳାଚଳ କରାଇବା ଲାଗି ନିଷ୍ପତ୍ତି ହୋଇଛି। ଗୌତ୍ତମ ବୁଦ୍ଧଙ୍କ ସହିତ ସମ୍ପର୍କିତ ଭାରତ ଏବଂ ନେପାଳରେ ଥିବା ବିଭିନ୍ନ ସ୍ଥାନକୁ ଏହି ଟ୍ରେନ...
ମହାଲେଖା ନିୟନ୍ତ୍ରକ ଭାବେ ଦାୟିତ୍ୱ ନେଲେ ଜେପିଏସ୍ ଚାଓ୍ବଲା
ନୂଆଦିଲ୍ଲୀ,୧୭-୧୦: ଅର୍ଥମନ୍ତ୍ରଣାଳୟ ବ୍ୟୟ ବିଭାଗର ନୂତନ ମହାଲେଖା ନିୟନ୍ତ୍ରକ ଭାବେ ଜେପିଏସ୍ ଚାଓ୍ବଲା କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ସେ୧୯୮୫ ବ୍ୟାଚ୍ ଭାରତୀୟ ସିଭିଲ ଲେଖା ସେବା ଅଧିକାରୀ। ଚଳିତ ବର୍ଷ ସେପ୍ଟେମ୍ବର ୧ରୁ ସେ ସିଜିଏ ଭାବେ କାର୍ଯ୍ୟ କରି...
ରେନୋ ପକ୍ଷରୁ ନୂଆ କ୍ୱିଡ ବଜାରରେ
ଭୁବନେଶ୍ୱର,୧୭-୧୦(ବ୍ୟୁରୋ): ପ୍ରମୁଖ ଯାନ ନିର୍ମାଣକାରୀ କମ୍ପାନୀ ରେନୋ ଇଣ୍ଡିଆ ପକ୍ଷରୁ ନୂଆ କ୍ୱିଡ ଓଡିଶା ବଜାରରେ ପ୍ରବେଶ କରିଛି। ସ୍ଥାନୀୟ ନୟାପଲ୍ଲୀସ୍ଥିତ ରେନୋ ଭୁବନେଶ୍ୱର ଶୋ’ରୁମରେ ଏହି ମଡେଲଟିକୁ ଶୁଭାରମ୍ଭ କରାଯାଇଛି। ଗର୍ଗସନ ଅଟୋମୋବାଇଲ ପକ୍ଷରୁ ନିର୍ଦ୍ଦେଶକ ସିଦ୍ଧାର୍ଥ ଗର୍ଗ,...
ତନିଷ୍କର ଦୀପାବଳି ଅଫର
ଭୁବନେଶ୍ୱର,୧୭-୧୦: ତନିଷ୍କ ପକ୍ଷରୁ ଦୀପାବଳି ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଗ୍ରାହକମାନେ ଏହି ସମୟରେ ଷ୍ଟୋରରେ ସୁନା ଗହଣାର ଗଢା ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ ରିହାତି ପାଇ ପାରିବେ। ଏହାବାଦ ହୀରା ଗହଣା ମୋଟ ମୂଲ୍ୟ ଉପରେ ୨୫%...
ଇନ୍ଧନ ସଞ୍ଚୟ କ୍ଷେତ୍ରରେ ମହିନ୍ଦ୍ରା ବ୍ଲେଜୋର ସଫଳତା
ମୁମ୍ବାଇ,୧୭-୧୦: ମହିନ୍ଦ୍ରା ଟ୍ରକ ଆଣ୍ଡ ବସ୍( ଏମ୍ଟିବି) ଡିଭିଜନ ପକ୍ଷରୁ ଏହାର ବ୍ଲେଜୋ ମଡେଲ ଇନ୍ଧନ ସଞ୍ଚୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବଜାରକୁ ଆସିବାର ୩ ବର୍ଷ ମଧ୍ୟରେ ଏହି ମଡେଲ ଦେଶର ସବୁଠାରୁ ଅଧିକ ଇନ୍ଧନ...
ଟାଇଟାନ ରାଗାର ନୂଆ କଲେକ୍ସନ
ଭୁବନେଶ୍ୱର,୧୭-୧୦: ଟାଇଟାନ ରାଗାର ନୂଆ ଫେସେଟ୍ସ କଲେକ୍ସନ ବଜାରକୁ ଆସିଛି। ଅତ୍ୟାଧୁନିକ ଭାରତୀୟ ମହିଳା ଏବଂ ସେମାନଙ୍କ ବ୍ୟକ୍ତିତ୍ୱକୁ ଧ୍ୟାନରେ ରଖି କମ୍ପାନୀ ଏହି କଲେକ୍ସନ ବଜାରକୁ ଛାଡିଛି। ଏଥିରେ ଅତ୍ୟାଧୁନିକ ଡିଜାଇନ, କାରିଗରି ଗ୍ରାହକ ଲାଭ କରିପାରିବେ। ଏଥିରେ...
ଆର୍ସି ପ୍ଲାଷ୍ଟୋ ପକ୍ଷରୁ ଡିଲରମିଟ୍
ଭୁବନେଶ୍ୱର,୧୭-୧୦: ପ୍ଲାଷ୍ଟିକ ପାଣି ଟାଙ୍କି ନିର୍ମାଣ କ୍ଷେତ୍ରରେ ପ୍ରମୁଖ କମ୍ପାନୀ ଆର୍ସି ପ୍ଲାଷ୍ଟୋ ଟ୍ୟାଙ୍କ୍ସ ଆଣ୍ଡ ପାଇପ୍ସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଡିଲରମିଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ କମ୍ପାନୀର ଡିଲର ଏବଂ ବିତରକମାନେ ଯୋଗ ଦେଇଥିଲେ। କମ୍ପାନୀର ନୂଆ ପ୍ରଡକ୍ଟ,...
Archives


