ବାଣିଜ୍ୟ

କରୋନା ପ୍ରଭାବ ସମୀକ୍ଷା କଲେ ସରକାର

ନୂଆଦିଲ୍ଲୀ,୧୭।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥା ସହିଥିବା କ୍ଷତିର ସମୀକ୍ଷା କରିଛନ୍ତି। ଭୂତାଣୁ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା କ୍ଷେତ୍ରଗୁଡିକୁ ଆଉ ଏକ ଆଶ୍ୱସ୍ତି ପ୍ୟାକେଜ ଦେବା ଲାଗି ସରକାର ବର୍ତ୍ତମାନ ବିଚାର କରୁଛନ୍ତି। ବଜାରର…

ଅଭିବୃଦ୍ଧି ୧.୧ % ରହିବ:ଏସ୍‌ବିଆଇ ରିସର୍ଚ୍ଚ

ବ୍ରିଟେନର ପ୍ରମୁଖ ଏଜେନ୍ସି ଭାରତର ବିକାଶ ହାର ୨୦୨୦ କ୍ୟାଲେଣ୍ଡର ବର୍ଷରେ ୦% ରହିବ ବୋଲି ପୂର୍ବାନୁମାନରେ କହିଛି। ପୂର୍ବରୁ ହୋଇଥିବା ଅନୁମାନରେ ଭାରତ ୨.୫% ଅଭିବୃଦ୍ଧି ହାସଲ କରିବାକୁ ସକ୍ଷମ ହେବ ବୋଲି ଏହି ଏଜେନ୍ସି କହିଥିଲା। ସେହିଭଳି ୨୦୨୧ରେ…

ମାନ୍ଦାବସ୍ଥା ସତ୍ତ୍ୱେ ତ୍ୱରିତ ହେବ ଭାରତର ବିକାଶ ହାର: ଆଇଏମ୍‌ଏଫ୍‌

ନୂଆଦିଲ୍ଲୀ,୧୭।୪:କୋଭିଡ୍‌-୧୯ ବର୍ତ୍ତମାନ ସାରା ବିଶ୍ୱକୁ କ୍ଷତିଗ୍ରସ୍ତ କରିଛି। ସାରା ବିଶ୍ୱରେ ହୋଇଥିବା ଲକ୍‌ଡାଉନ କାରଣରୁ ଆର୍ଥତ୍କ କାର୍ଯ୍ୟକଳାପ ଏବେ ଠପ୍‌ ହୋଇଛି। ବିକଶିତ କିମ୍ବା ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ହେଉ ପଛେ କୋଭିଡ୍‌-୧୯ର ପଞ୍ଝାରୁ କେହି ବାହାରିପାରିନାହାନ୍ତି। ଦେଶଗୁଡ଼ିକର ଅଭିବୃଦ୍ଧି ନକାରାତ୍ମକ…

ଭାରତର ଲକ୍‌ଡାଉନ ପଦକ୍ଷେପକୁ ପ୍ରଶଂସା

ନୂଆଦିଲ୍ଲୀ,୧୭।୪: ସଂକ୍ରମଣକୁ ରୋକିବା ଲାଗି ଭାରତ ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ଆଇଏମ୍‌ଏଫ୍‌ ପ୍ରଶଂସା କରିଛି। ଏଭଳି ପଦକ୍ଷେପ ବିବେକପୂର୍ଣ୍ଣ ବୋଲି ଏହି ଏଜେନ୍ସି କହିଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପରେ ଆଇଏମ୍‌ଏଫ୍‌ ଦ୍ୱିତୀୟ ଅନ୍ତର୍ଜାତୀୟ ଏଜେନ୍ସି ଯାହା ଭାରତକୁ ପଦକ୍ଷେପକୁ…

ଜାରି ରହିବ ବ୍ୟାଙ୍କ ସେବା

ନୂଆଦିଲ୍ଲୀ,୧୬ା୪: ଲକ୍‌ଡାଉନ ଅବଧି ଏବେ ମେ ୩ ତାରିଖକୁ ବୃଦ୍ଧି ହୋଇଥିବା ବେଳେ ପୂର୍ବଭଳି ବ୍ୟାଙ୍କ ଏବଂ ବୀମା ସେବା ଜାରି ରହିବ। ଲୋକଙ୍କ ଆର୍ଥତ୍କ ଆବଶ୍ୟକତାକୁ ବିଚାର କରି ଏହି ସେବାଗୁଡିକ ଜାରି ରହିବ ବୋଲି ସରକାର ବୁଧବାର କହିଛନ୍ତି।…

ପାଇକାରୀ ମୁଦ୍ରାସ୍ଫୀତି ୧%କୁ ହ୍ରାସ

ନୂଆଦିଲ୍ଲୀ,୧୬ା୪: ପାଇକାରୀ ମୂଲ୍ୟସୂଚୀ (ଡବ୍ଳ୍ୟୁପିଆଇ) ଭିତ୍ତିକ ମୁଦ୍ରାସ୍ଫୀତି ମାର୍ଚ୍ଚରେ ୧%କୁ ହ୍ରାସ ଘଟିଛି। ଏହା ଫେବୃୟାରୀରେ ୨.୨୬% ରହିଥିଲା ବୋଲି ସରକାର ପ୍ରକାଶ କରିଥିବା ଡାଟାରୁ ସାମ୍ନାକୁ ଆସିଛି। ମାର୍ଚ୍ଚରେ ଖାଦ୍ୟ ସାମଗ୍ରୀ ବର୍ଗରେ ମୁଦ୍ରାସ୍ପୀତି ୪.୪୧%କୁ ଖସିଛି। ଏହା ଫେବୃୟାରୀରେ…

୩୪.୫୭% ଖସିଲା ରପ୍ତାନି

ନୂଆଦିଲ୍ଲୀ,୧୬ା୪:ଚଳିତ ବର୍ଷ ମାର୍ଚ୍ଚରେ ଭାରତର ରପ୍ତାନି ୩୪.୫୭%ହ୍ରାସ ଘଟି ୨୧.୪୧ ବିଲିୟନ ଡଲାରକୁ ଖସି ଆସିଛି। ୨୦୧୯-୨୦ ଆର୍ଥତ୍କ ବର୍ଷ କଥା ବିଚାର କରିଲେ ଏହା ୪.୭୮% ଖସି ୩୧୪.୩୧ ବିଲିୟନ ଡଲାର ରହିଛି ବୋଲି ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା…

ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଏଇପିଏସ୍‌ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୬ା୪: ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଆଧାର ଭିତ୍ତିକ ପେମେଣ୍ଟ ସିଷ୍ଟମ (ଏଇପିଏସ୍‌) କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏକ ମୋବାଇଲ ଭ୍ୟାନ୍‌ ମାଧ୍ୟମରେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେଶନ ଅଞ୍ଚଳରେ ଲକ୍‌ଡାଉନରେ ଫସି ରହିଥିବା ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ…

ଆରୋଗ୍ୟ ସେତୁ ଆପ୍‌ରେ ପ୍ରିଭେସି ବିପନ୍ନ ଆଶଙ୍କା

ନୂଆଦିଲ୍ଲୀ,୧୬ା୪: କୋଭିଡ୍‌-୧୯ ଲଢ଼େଇ ଦିଗରେ ଆରୋଗ୍ୟ ସେତୁ ଆପ୍‌ ଏକ ପ୍ରମୁଖ ଅସ୍ତ୍ର ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି ଏହା କହିଛନ୍ତି। ମାତ୍ର ଏହି ଆପ୍ଲିକେଶନରେ ବ୍ୟକ୍ତିଗତ ପ୍ରିଭେସି ବିପନ୍ନ ହେବା ନେଇ ବିଶେଷଜ୍ଞମାନେ ଆଶଙ୍କା…

ବିମାନ ଚଳାଚଳ କ୍ଷେତ୍ରର ୨୦ ଲକ୍ଷ ଚାକିରି ବିପଦରେ

ନୂଆଦିଲ୍ଲୀ,୧୬ା୪: ଭାରତର ବିମାନ ଚଳାଚଳ କ୍ଷେତ୍ର ଏବଂ ସ୍ବାଧୀନ କ୍ଷେତ୍ରଗୁଡିକରେ ୨୦ ଲକ୍ଷ ଚାକିରି ଏବେ ବିପଦରେ ରହିଛି। କରୋନା ଯୋଗୁ ବଜାର କ୍ଷତିଗ୍ରସ୍ତ ହେବାରୁ ଏଭଳି ବିପଦ ଆସିଛି ବୋଲି ଇଣ୍ଟରନ୍ୟାଶନାଲ ଏୟାର ଟ୍ରାନ୍ସପୋର୍ଟ ଆସୋସିଏଶନ( ଆଇଏଟିଏ) ପକ୍ଷରୁ ସୂଚନା…

ଦ୍ୱିତୀୟ ପ୍ୟାକେଜ ନେଇ ନିଷ୍ପତ୍ତି ଶୀଘ୍ର

ନୂଆଦିଲ୍ଲୀ,୧୬ା୪: ଦେଶର ଅର୍ଥ ବ୍ୟବସ୍ଥା ଉପରେ କୋଭିଡ-୧୯ର ଗଭୀର ପ୍ରଭାବ ରହିଛି। ପ୍ରଭାବକୁ କମ୍‌ କରିବା ଲାଗି ସରକାର ପ୍ରାଥମିକ ପର୍ଯ୍ୟାୟରେ ୧.୭ ଲକ୍ଷ କୋଟି ଟଙ୍କାର ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଛନ୍ତି। ସାଧାରଣ ଲୋକଙ୍କ ଲାଗି ଏହି ପ୍ୟାକେଜ ଆସିଥିବା…

ମେ ୧୫ ଯାଏ ଦେଇହେବ ଭବିଷ୍ୟନିଧି ଦେୟ ରାଶି

ନୂଆଦିଲ୍ଲୀ,୧୬ା୪: ବର୍ତ୍ତମାନ ଲକ୍‌ଡାଉନ ଅବଧି ବଢ଼ିବା ଯୋଗୁ ଲୋକମାନେ ବିଭିନ୍ନ ସମସ୍ୟା ସାମ୍ନା କରୁଛନ୍ତି। କର୍ମଚାରୀଙ୍କ ଅସୁବିଧାକୁ ଧ୍ୟାନରେ ରଖି ସରକାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ(ଇପିଏଫ୍‌ଓ)ର ଭବିଷ୍ୟନିଧି ଦେୟ ରାଶି ପଇଠ କରିବାର ସୀମାକୁ ମେ ମାସ ୧୫ ଯାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?