ବାଣିଜ୍ୟ

ବ୍ୟବସାୟୀଙ୍କୁ କାରବାର ଚିନ୍ତା

ମୁମ୍ବାଇ,୨୧।୪: ଦେଶ ମଧ୍ୟରେ କରୋନା ଭୂତାଣୁ ନିୟନ୍ତ୍ରଣକୁ ଆସୁ ନ ଥିବା ଯୋଗୁ ଲକ୍‌ଡାଉନ ଅବଧି ଆସନ୍ତା ମାସ ୩ ତାରିଖକୁ ବଢ଼ାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ବାଦ୍‌ ଅନ୍ୟ ସମସ୍ତ ବ୍ୟବସାୟ ଏବେ ବନ୍ଦ ରହିଛି। ଲୋକମାନେ ଯେଭଳି…

ଇ-କମର୍ସରେ ବିକ୍ରି ହେବନି ଅଣ ଅତ୍ୟାବଶ୍ୟକ ସାମଗ୍ରୀ

ନୂଆଦିଲ୍ଲୀ,୨୦ା୪(ପି.ଟି.): ଇ-କମର୍ସ ପ୍ଲାଟ୍‌ଫର୍ମ ଜରିଆରେ ମୋବାଇଲ୍‌ ଫୋନ୍‌, ରେଫ୍ରିଜରେଟର, ରେଡିମେଡ୍‌ ପୋଷାକ ଆଦି ଅଣଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ଲାଗି ସରକାର ଅନୁମତି ଦେବାର ୪ ଦିନ ପରେ ନିଷ୍ପତ୍ତି ବଦଳାଇଛନ୍ତି। ଇ-କମର୍ସ କମ୍ପାନୀଗୁଡ଼ିକ ଏହିସବୁ ସାମଗ୍ରୀ ବିକ୍ରି କରିପାରିବେ ନାହିଁ ବୋଲି…

ଜିଡିପିର ୩-୫% ଖର୍ଚ୍ଚ କରିପାରିବ ଭାରତ: ବିଶ୍ୱ ବ୍ୟାଙ୍କ

ବର୍ତ୍ତମାନ କୋଭିଡ୍‌-୧୯ ଯୋଗୁ ଉପୁଜିଥିବା ସ୍ଥିତିକୁ ମୁକାବିଲା କରିବା ଲାଗି ଭାରତ ଏହାର ମୋଟ ଜିଡିପିର ୩ରୁ ୫% ଖର୍ଚ୍ଚ କରିପାରିବ। ଏହି ଅର୍ଥ ବ୍ୟବହାର କରି ଭାରତ ଏହା ଅର୍ଥ ବ୍ୟବସ୍ଥାରେ ସ୍ଥିତାବସ୍ଥା ଆଣିବାକୁ ସକ୍ଷମ ହୋଇପାରିବ ବୋଲି ବିଶ୍ୱ…

କରୋନା ଲଢ଼େଇରେ ପ୍ରତି ବ୍ୟକ୍ତିଙ୍କ ଯୋଗଦାନ ଜରୁରୀ: ସୁବ୍ରତ ରୟ

ମୁମ୍ବାଇ,୨୦।୪: କୋଭିଡ୍‌-୧୯ ଯୋଗୁ ବର୍ତ୍ତମାନ ଉପୁଜିଥିବା ସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ସୁଚିନ୍ତିତ ପଦକ୍ଷେପ ଲୋଡ଼ା ରହିଛି। କରୋନା ବିରୋଧରେ ଲଢ଼େଇ କେବଳ ସରକାରଙ୍କ କାମ ନୁହେଁ। ପ୍ରତି ବ୍ୟକ୍ତି ବିଶେଷଙ୍କ ଯୋଗଦାନ ଏ କ୍ଷେତ୍ରରେ ଜରୁରୀ ହୋଇ ପଡିଛି ବୋଲି…

ଆସିବ ସଂଶୋଧିତ ଆଇଟି ରିଟର୍ନ ଫର୍ମ

ନୂଆଦିଲ୍ଲୀ,୨୦।୪: ଆର୍ଥତ୍କ ବର୍ଷ ୨୦୧୯-୨୦ ଲାଗି ପରିବର୍ତ୍ତିତ ଆୟକର(ଆଇଟି) ରିଟର୍ନ ଫର୍ମ ଆଣିବା ଲାଗି ଆୟକର ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। କୋଭିଡ୍‌ -୧୯ ପାଇଁ ସରକାର ରିଟର୍ନ ଫାଇଲ କରିବାର ସମୟସୀମା ବଢ଼ାଇଛନ୍ତି। ଏହାକୁ ଆଧାରକରି ବିଭାଗ ପକ୍ଷରୁ ପରିବର୍ତ୍ତିିତ…

ଆସିପାରେ କରୋନା ବଜେଟ

ନୂଆଦିଲ୍ଲୀ,୨୦ ।୪: କରୋନା ବିରୋଧୀ ଲଢ଼େଇରେ ସରକାର ପ୍ରାଥମିକ ପର୍ଯ୍ୟାୟରେ ୧.୭ ଲକ୍ଷ କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଛନ୍ତି। କ୍ଷତିଗ୍ରସ୍ତ ହୋଇଥିବା ଶିଳ୍ପଜଗତ ଲାଗି ଏବେ ଯାଏ କୌଣସି ବିଶେଷ ପ୍ୟାକେଜ ଘୋଷଣା ହୋଇଛନ୍ତି। ସରକାରଙ୍କ ଏ ନେଇ…

ଡିବିଟିରେ ୩୬,୬୫୯ କୋଟି

ନୂଆଦିଲ୍ଲୀ,୨୦।୪: ସୁବିଧାର ପ୍ରତ୍ୟକ୍ଷ ହସ୍ତାନ୍ତର(ଡିବିଟି) ଦ୍ୱାରା ଦେଶର ୧୬.୦୧ କୋଟି ଲୋକଙ୍କ ପାଖକୁ ସରକାର ୩୬,୬୫୯ କୋଟି ଟଙ୍କା ପଠାଇଛନ୍ତି। ପବ୍ଲିକ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ(ପିଏଫ୍‌ଏମ୍‌ଏସ୍‌)ରେ ମାର୍ଚ୍ଚ ୨୪ରୁ ଏପ୍ରିଲ ୧୭ ମଧ୍ୟରେ ଏହି ଅର୍ଥ ଲୋକଙ୍କ ବ୍ୟାଙ୍କଖାତାରେ ସିଧାସଳଖ ଜମା…

ବୁକିଂ ବନ୍ଦ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୦।୪: ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆ ପକ୍ଷରୁ ବର୍ତ୍ତମାନ ଅନିର୍ଦ୍ଦିଷ୍ଟ ସମୟ ଲାଗି ବୁକିଂ ବନ୍ଦ କରାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ପରାମର୍ଶ ପରେ କମ୍ପାନୀ ବୁକିଂ ବନ୍ଦ କରିଛି। ବିମାନ ଚଳାଚଳ ନେଇ ସରକାରଙ୍କ ଚୂଡ଼ାନ୍ତ…

ୟୁନିୟନ ବ୍ୟାଙ୍କ ପକ୍ଷରୁ ସହାୟତା

ଭୁବନେଶ୍ୱର,୨୦।୪:ସମଗ୍ର ବିଶ୍ୱ ଏବଂ କୋଭିଡ୍‌-୧୯ ସହ ଲଢ଼େଇ ଜାରି ରଖିଛି। ଏଭଳି ସ୍ଥିତିରେ ମାନବ ଜାତି ପ୍ରତି ଦୟା ଏବଂ ସହାନୁଭୂତିର ହାତ ବଢ଼ାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ୟୁନିୟନ ବ୍ୟାଙ୍କ ଅଫ୍‌…

ବିନା ମାସ୍କରେ ମିଳିବନି ପେଟ୍ରୋଲ,ଡିଜେଲ

ନୂଆଦିଲ୍ଲୀ,୨୦।୪: ପେଟ୍ରୋଲିୟମ ଡିଲର୍ସ ଆସୋସିଏଶନ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି। ଆସୋସିଏଶନର ଅଧ୍ୟକ୍ଷ ଅଜୟ ବଂଶଲ କହିଛନ୍ତି ଯେ, ପେଟ୍ରୋଲ ପମ୍ପଗୁଡିକରେ କାମ କରୁଥିବା କର୍ମଚାରୀଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ବିନା ମାସ୍କରେ ଆସୁଥିବା ଗ୍ରାହଙ୍କୁ ପେଟ୍ରୋଲ ପମ୍ପରେ ଇନ୍ଧନ…

ଟାଟା ମୋଟର୍ସର କ୍ଲିକ୍‌ ଟୁ ଡ୍ରାଇଭ

ମୁମ୍ବାଇ,୨୦।୪: ଦେଶର ପ୍ରମୁଖ ଯାନ ନିର୍ମାତା ଟାଟା ମୋଟର୍ସ ପକ୍ଷରୁ କ୍ଲିକ୍‌ ଟୁ ଡ୍ରାଇଭ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହା ଦ୍ୱାରା ଗ୍ରାହକ ଏଣ୍ଡ ଟୁ ଏଣ୍ଡ ଅନ୍‌ଲାଇନ ବିକ୍ରି ଅଭିଜ୍ଞତା ଲାଭ କରିପାରିବେ। ଘରେ ବସି ଅନ୍‌ଲାଇନ କ୍ଲିକ୍‌ରେ ଗ୍ରାହକ…

କରୋନା ଲଢ଼େଇରେ ୟୁପି ମଡେଲକୁ ପ୍ରଶଂସା

ନୂଆଦିଲ୍ଲୀ,୧୯।୪: କରୋନା ଲଢ଼େଇ କ୍ଷେତ୍ରରେ ବିଶେଷ ଯୋଗଦାନ ଲାଗି ଉତ୍ତର ପ୍ରଦେଶ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ପ୍ରଶଂସା କରିଛନ୍ତି। ସଂକ୍ରମଣକୁ ରୋକିବା, ଚିକିତ୍ସା ସୁବିଧା ଏବଂ ଲୋକଙ୍କ ନିକଟକୁ ଆର୍ଥତ୍କ ପ୍ରୋତ୍ସାହନ ପହଞ୍ଚାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?