କୋଭିଡ୍-୧୯ ଝଟକା ସହିବାକୁ ପ୍ରସ୍ତୁତ ରୁହ: ଆଇଏମ୍ଏଫ୍
ନୂଆଦିଲ୍ଲୀ,୧୯।୪: ବର୍ତ୍ତମାନର କରୋନା ମହାମାରୀ ବିଶ୍ୱର ବିକଶିତ ତଥା ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ଲାଗି ଚ୍ୟାଲେଞ୍ଜିଂ ସ୍ଥିତି ସୃଷ୍ଟି କରିଛି। କରୋନା ପୂର୍ବରୁ ବିଶ୍ୱ ମାନ୍ଦାବସ୍ଥା ଦେଇ ଗତି କରୁଥିଲା। ମହାମାରୀ ଆସିବା ଯୋଗୁ ବିଶ୍ୱ ବଜାରର ସ୍ଥିତି ଆହୁରି…
୨୦ରୁ ଆଦାୟ ହେବ ଟୋଲ୍ ଟାକ୍ସ
ନୂଆଦିଲ୍ଲୀ,୧୯।୪: ଚଳିତ ମାସ ୨୦ ତାରିଖରେ ଟୋଲ୍ ଟାକ୍ସ ସଂଗ୍ରହ ପୁଣି ଥରେ ଆରମ୍ଭ ହେବ। ନ୍ୟାଶନାଲ ହାଇଓ୍ବେ ଅଥରିଟି ଅଫ୍ ଇଣ୍ଡିଆ(ଏନ୍ଏଚ୍ଏଆଇ) ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ପରିବହନ ଏବଂ ଲଜିଷ୍ଟିକ୍ କ୍ଷେତ୍ର ସହ…
ବିକାଶ ପୂର୍ବାନୁମାନ ୧.୮%କୁ ଖସାଇଲା ଏସ୍ ଆଣ୍ଡ ପି
ନୂଆଦିଲ୍ଲୀ,୧୯।୪: କ୍ରେଡିଟ୍ ରେଟିଂ ଏଜେନ୍ସି ଏସ୍ ଆଣ୍ଡ ପି ଚଳିତ ଆର୍ଥତ୍କ ବର୍ଷ ଉପରେ ଭାରତର ବିକାଶ ହାର ପୂର୍ବାନୁମାନକୁ ୧.୮%କୁ ଖସାଇ ଦେଇଛି। କରୋନା ପ୍ରଭାବ ଯିବା ପରେ ଦେଶର ଆର୍ଥତ୍କ ଅଭିବୃଦ୍ଧି ହାରରେ ସୁଧାର ଆସିବ ବୋଲି ଏହି…
ଆର୍ଥିକ ପ୍ୟାକେଜ ଶୀଘ୍ର: ସୀତାରାମନ
ନୂଆଦିଲ୍ଲୀ,୧୯।୪: କରୋନା ପାଇଁ କ୍ଷତିଗ୍ରସ୍ତ କ୍ଷେତ୍ରଗୁଡିକୁ ସରକାର ଶୀଘ୍ର ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବେ। ଏ ନେଇ ଶୀଘ୍ର ଘୋଷଣା କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବିଶ୍ୱ ବ୍ୟାଙ୍କର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସୂଚନା ଦେଇଛନ୍ତି। ଭାରତ ସାରା ବିଶ୍ୱରେ…
ବଦଳିଲା ଏଫ୍ଡିଆଇ ନିୟମ;କାରସାଦି କରିପାରିବେନି ଚାଇନା, ପାକିସ୍ତାନ
ନୂଆଦିଲ୍ଲୀ,୧୯।୪: କରୋନା ପାଇଁ ସାରା ବିଶ୍ୱର ବଜାର ଏବେ କ୍ଷତିଗ୍ରସ୍ତ ହୋଇଛି। କମ୍ପାନୀଗୁଡ଼ିକର ଶେୟାର ମୂଲ୍ୟ ଲଗାତର ଭାବେ ଖସୁଥିବା ଦେଖାଯାଇଛି। ଏଭଳି ସ୍ଥିତି ବିଦେଶୀ କମ୍ପାନୀଗୁଡିକ ଫାଇଦା ଉଠାଇବା ଚକ୍କରରେ ରହୁଥିବା ଦେଖାଯାଇଛି। ବର୍ତ୍ତମାନର ସଙ୍କଟ ସମୟରେ ଅବସରବାଦୀ…
ଥାଳି ବାଡ଼େଇ ପ୍ରତିବାଦ କରିବେ ଖୁଚୁରା ବ୍ୟବସାୟୀ
ନୂଆଦିଲ୍ଲୀ,୧୯।୪: ଲକ୍ଡାଉନ ସମୟରେ ଇ-କସର୍ମ ସାଇଟରେ ଜରୁରୀ ବିକ୍ରି ନେଇ ସରକାର ଅନୁମତି ପ୍ରଦାନ କରିଛନ୍ତି। ଏହାକୁ ଦେଶର ଖୁଚୁରା ବ୍ୟବସାୟୀମାନେ ବିରୋଧ କରିଥିବା ଦେଖାଯାଇଛି। ଏହାର ପ୍ରତିବାଦରେ ୧୯ଏପ୍ରିଲରେ ସାରା ଦେଶର ଖୁଚୁରା ବ୍ୟବସାୟୀମାନେ ଥାଳି ବଜାଇ ପ୍ରତିରୋଧ କରିବେ।…
ବଛାବଛା ସ୍ଥାନକୁ ବିମାନ ସେବା ଦେବ ଏୟାର ଇଣ୍ଡିଆ
ନୂଆଦିଲ୍ଲୀ,୧୯।୪: ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ପକ୍ଷରୁ ବଛାବଛା ସ୍ଥାନକୁ ମେ ୪ରୁ ବିମାନ ସେବା ପ୍ରଦାନ କରାଯିବ। ଚାହିଦା ଭିତ୍ତିରେ ଏହି ସେବା ଯୋଗାଇ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏହା ବାଦ୍ ଜୁନ ପହିଲାଠାରୁ…
ମାଡ଼ି ଆସୁଛି ମହାମାନ୍ଦାବସ୍ଥା
ନୂଆଦିଲ୍ଲୀ,୧୯।୪: କୋଭିଡ୍-୧୯ ଯୋଗୁ ସାରା ବିଶ୍ୱର ସ୍ଥିତି ଏବେ ବେହାଲ ହୋଇଛି। ବିଶ୍ୱ ଅର୍ଥ ବ୍ୟବସ୍ଥାର କାର୍ଯ୍ୟକଳାପ ଗତି ଏବେ ଠପ୍ ହୋଇଯାଇଛି। କୋଭିଡ୍-୧୯ ମହାମାରୀ ପାଇଁ ସୃଷ୍ଟି ହୋଇଥିବା ଆର୍ଥତ୍କ ସଙ୍କଟ ନେଇ ବିଶ୍ୱ ବ୍ୟାଙ୍କ ଚିନ୍ତା ପ୍ରକଟ କରିଛି।…
ପୁଞ୍ଜିବଜାରରେ ଉତ୍ସାହ; ନିବେଶକଙ୍କ ଲାଭ ୨.୮୩ ଲକ୍ଷ କୋଟି
ନୂଆଦିଲ୍ଲୀ,୧୮।୪: ରିଜର୍ଭ ବ୍ୟାଙ୍କ ଭାରତୀୟ ଅର୍ଥ ବ୍ୟବସ୍ଥା ଲାଗି ଦ୍ୱିତୀୟ ବୁଷ୍ଟର ପ୍ୟାଜେକ ଘୋଷଣା କରିବା ପରେ ଏହାର ପ୍ରଭାବ ଦେଶର ପୁଞ୍ଜିବଜାର ଉପରେ ପରିଲକ୍ଷିତ ହୋଇଛି। ଶୁକ୍ରବାର ନିବେଶକଙ୍କ ସମ୍ପତ୍ତିରେ ୨.୮୩ ଲକ୍ଷ କୋଟି ଟଙ୍କା ବୃଦ୍ଧି ପରିଲକ୍ଷିତ ହୋଇଛି।…
ମାନ୍ଦାବସ୍ଥା ଲଢ଼େଇରେ ଆର୍ବିଆଇ; ୨୫ ବେସିସ ପଏଣ୍ଟ କମାଇଲା ରିଭର୍ସ ରେପୋ
ମୁମ୍ବାଇ,୧୭।୪: କୋଭିଡ୍-୧୯ ଯୋଗୁ ବଜାରରେ ଉପୁଜିଥିବା ମାନ୍ଦାବସ୍ଥା ଲଢ଼େଇ ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଆଗେଇ ଆସିଛି। ଏଥିଲାଗି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଅତିରିକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ବର୍ତ୍ତମାନ ଲକ୍ଡାଉନ ଅବଧିକୁ ମେ ୩ ଯାଏ ବଢ଼ାଯାଇଛି। ଦେଶ ମଧ୍ୟରେ…
ଜି-୨୦ ଦେଶ ମଧ୍ୟରେ ଭାରତର ସ୍ଥିତି ଉନ୍ନତ
ନୂଆଦିଲ୍ଲୀ,୧୮।୪: ବର୍ତ୍ତମାନ ସାରା ବିଶ୍ୱରେ କୋଭିଡ୍-୧୯ ଏହାର କାୟାବିସ୍ତାର କରିଛି। ଲକ୍ଡାଉନ ପାଇଁ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା ଏବେ କ୍ଷତିଗ୍ରସ୍ତ ହୋଇଛି। ଅର୍ଥ ବ୍ୟବସ୍ଥାକୁ ସହାୟତା କରିବା ଲାଗି ରିଜର୍ଭ ବ୍ୟାଙ୍କ ଶୁକ୍ରବାର ଆଉ ଏକ ବୁଷ୍ଟର ପ୍ୟାକ ଘୋଷଣା…
ବଜାର ସ୍ଥିତି ଉପରେ ଆର୍ବିଆଇ ନଜର: ଶକ୍ତିକାନ୍ତ
ନୂଆଦିଲ୍ଲୀ,୧୮।୪: କୋଭିଡ୍-୧୯ ଯୋଗୁ ବଜାରରେ ଉପୁଜିଥିବା ଚ୍ୟାଲେଞ୍ଜିଂ ସ୍ଥିତି ଉପରେ ବର୍ତ୍ତମାନ କେନ୍ଦ୍ରୀୟ ବ୍ୟାଙ୍କ ତୀକ୍ଷ୍ଣ ନଜର ରଖିଛି। ସ୍ଥିତିରେ ସୁଧାର ଆଣିବା ଲାଗି ବ୍ୟାଙ୍କ ଏହାର ପାରୁ ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିଛି। ଦେଶର ଆର୍ଥତ୍କ ସ୍ଥିତି, ବିତ୍ତ ବଜାର,…

