ବାଣିଜ୍ୟ

୬୫ ଟୋଲ ପ୍ଲାଜାରେ ଫାଷ୍ଟାଗ୍‌ ନିୟମ କୋହଳ

ନୂଆଦିଲ୍ଲୀ,୧୬-୧: ଓଡ଼ିଶାର ମଙ୍ଗୁଳି ସମେତ ଅଧିକ କାରବାର କରୁଥିବା ଦେଶର ୬୫ ଟୋଲ୍‌ ପ୍ଲାଜାରେ ବୁଧବାରଠାରୁ ଆସନ୍ତା ଗୋଟିଏ ମାସ ଲାଗି ଫାଷ୍ଟାଗ ନିୟମ କୋହଳ କରାଯାଇଛି। ଏ ନେଇ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ନିଷ୍ପତ୍ତି ଗ୍ରହଣ...

କ୍ଷୁଦ୍ର ବାଣିଜ୍ୟକୁ ଡିଜିଟାଇଜ୍‌ କରିବ ଆମାଜନ

ନୂଆଦିଲ୍ଲୀ,୧୬-୧: ଦେଶର କ୍ଷୁଦ୍ର ବାଣିଜ୍ୟକୁ ଡିଜିଟାଇଜ କରିବା ଦିଗରେ ଆମାଜନ ଡଟ୍‌ କମ୍‌ ଇଙ୍କ ଯୋଜନା ହାତକୁ ନେବ। ଏଥିଲାଗି କମ୍ପାନୀ ଭାରତରେ ୧ ବିଲିୟନ ଡଲାର ବା ପ୍ରାୟ ୭,୦୦୦ କୋଟି ଟଙ୍କା ନିବେଶ ଯୋଜନା ରଖିଥିବା ଏହାର...

୩୧ରୁ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ,୧୬-୧ : ଚଳିତ ମାସ ୩୧ରୁ ବ୍ୟାଙ୍କ ସଙ୍ଗଠନଗୁଡିକ ସାରା ଦେଶରେ ଧର୍ମଘଟ ଡାକରା ଦେଇଛନ୍ତି। ଏହା ବାଦ୍‌ ବ୍ୟାଙ୍କଗୁଡିକର ମିଳିତ ସଂଘ ୟୁଏଫ୍‌ବିୟୁ ପକ୍ଷରୁ ମାର୍ଚ୍ଚ ୩୧ରୁ ୩ ଦିନିଆ ଧର୍ମଘଟ ଏବଂ ଏପ୍ରିଲ ପହିଲାରୁ ଅନିର୍ଦ୍ଦିଷ୍ଟ କାଳ...

ଲଗାତର ୫ ମାସ ଲାଗି କମିଲା ରପ୍ତାନି

ନୂଆଦିଲ୍ଲୀ,୧୬-୧: ଭାରତର ମର୍ଚ୍ଚାଣ୍ଡାଇଜ୍‌ ରପ୍ତାନି ଲଗାତର ଭାବେ ୫ ମାସ ଧରି ହ୍ରାସ ଘଟିବା ସହ ଡିସେମ୍ବରରେ ୧.୮% ରହିଛି। ସେହିଭଳି ଗତବର୍ଷ ତୁଳନାରେ ଚଳିତବର୍ଷ ଡିସେମ୍ବରରେ ବାଣିଜ୍ୟ ନିଅଣ୍ଟ କମିବା ସହ ୧୧.୨୫ ବିଲିୟନ ଡଲାର ରହିଛି। ଇନ୍ଧନ...

୮ ମାସର ସର୍ବୋଚ୍ଚ ସ୍ତରରେ ପାଇକାରୀ ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୫-୧: ଏବେ ଖୁଚୁରା ମୁଦ୍ରାସ୍ଫୀତି ସାଢେ ପାଞ୍ଚ ବର୍ଷର ସର୍ବୋଚ୍ଚ ସ୍ତରରେ ରହିଥିବା ବେଳେ ପାଇକାରୀ ମୁଦ୍ରାସ୍ଫୀତି ମଧ୍ୟ ବଢିଥିବା ଜଣାପଡିଛି। ଡିସେମ୍ବରରେ ପାଇକାରୀ ମୂଲ୍ୟ ଭିତ୍ତିକ ମୁଦ୍ରାସ୍ଫୀତି ୮ ମାସର ସର୍ବୋଚ୍ଚ ସ୍ତରରେ ରହିବା ସହ ୨.୫୯ ସ୍ତରକୁ...

ମାଇକେଲ ପାତ୍ରଙ୍କ ଲାଗି ଚ୍ୟାଲେଞ୍ଜ ହେବ ମୁଦ୍ରାସ୍ଫୀତି,ଅଭିବୃଦ୍ଧି

ନୂଆଦିଲ୍ଲୀ,୧୫-୧: ରିଜର୍ଭ ବ୍ୟାଙ୍କର ଗଭର୍ନର ପଦବୀରେ ଶକ୍ତିକାନ୍ତ ଦାସ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ଟିମ୍‌ରେ ଡେପୁଟି ଗଭର୍ନର ଭାବେ ଓଡ଼ିଶାର ବିଭୁ ପ୍ରସାଦ କାନୁନଗୋ ରହିଛନ୍ତି। ଏହି ଶୀର୍ଷ ଟିମ୍‌ରେ ନୂଆ କରି ଆଉ ଜଣେ ଓଡ଼ିଆ ଯୋଗ...

ରାଘବେନ୍ଦ୍ର ସମବାୟ ବ୍ୟାଙ୍କ ଉପରେ ଆର୍‌ବିଆଇର କଟକଣା

ନୂଆଦିଲ୍ଲୀ,୧୫-୧: ପଞ୍ଜାବ ଏବଂ ମହାରାଷ୍ଟ୍ର କୋଅପରେଟିଭ (ପିଏମ୍‌ସି) ବ୍ୟାଙ୍କ ପରେ ରିଜର୍ଭ ବ୍ୟାଙ୍କ କର୍ନାଟକର ରାଘବେନ୍ଦ୍ର ସହକାର ବ୍ୟାଙ୍କ ଉପରେ ଉଠାଣ ନେଇ କଟକଣା ଜାରି କରିଛି। ଏହି ବ୍ୟାଙ୍କରୁ ଗ୍ରାହକ ଥରକେ କେବଳ ୩୫ ହଜାର ଟଙ୍କା ଉଠାଣ...

ଦିନକରେ ୧୭ ହଜାର ଏଲ୍‌ଆଇସି ପଲିସି ବିକ୍ରି ରେକର୍ଡ

ନୂଆଦିଲ୍ଲୀ,୧୫-୧: ବଲିଉଡର ପ୍ରତିଷ୍ଠିତ ଅଭିନେତା ରାଜ କପୁରଙ୍କ ଝିଅ ରିତୁ ନନ୍ଦାଙ୍କର ମଙ୍ଗଳବାର ପରଲୋକ ହୋଇଛି। ରିତୁ ଏକ ସମୟରେ ଏଲ୍‌ଆଇସିର ଜଣେ ଶୀର୍ଷ ଏଜେଣ୍ଟ ରହିଥିବା ହୁଏତ ଅନେକଙ୍କୁ ଜଣାନଥିବ। ଗୋଟିଏ ଦିନରେ ଏଲ୍‌ଆଇସିର ୧୭ ହଜାର ପେନସନ...

ମାଇକେଲ୍‌ ଦେବବ୍ରତ ପାତ୍ର ଆର୍‌ବିଆଇର ନୂଆ ଡେପୁଟି ଗର୍ଭନର

ନୂଆଦିଲ୍ଲୀ,୧୫-୧: ମାଇକେଲ ଦେବବ୍ରତ ପାତ୍ର ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର ନୂଆ ଡେପୁଟି ଗଭର୍ନର ଭାବେ ଅବସ୍ଥାପିତ ହୋଇଛନ୍ତି। କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଏନେଇ ସୂଚନା ଦିଆଯାଇଛି। ସେ ବର୍ତ୍ତମାନ ଆର୍‌ବିଆଇର ମୁଦ୍ରାନୀତି ବିଭାଗରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ଇଡି) ପଦବୀରେ...

ସୁନା ଅଳଙ୍କାରରେ ହଲ୍‌ମାର୍କ ହେବ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୫-୧: ଏଣିକି ଦେଶ ମଧ୍ୟରେ ସୁନା ଅଳଙ୍କାର ଏବଂ କଳାକୃତିର ହଲ୍‌ମାର୍କକୁ ବାଧ୍ୟତାମୂଳକ କରାଯିବ। ୧୫ ଜାନୁୟାରୀ ୨୦୨୦ଠାରୁ ହଲ୍‌ମାର୍କିଂ ବାଧ୍ୟତାମୂଳକ ଲାଗି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯିବ। ୨୦୨୧ ଜାନୁୟାରୀ ୧୫ଠାରୁ...

ଆଜି ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର,୧୫-୧: ବୁଧବାର ମକର ସଂକ୍ରାନ୍ତି ଯୋଗୁ ରାଜ୍ୟରେ ବିଭିନ୍ନ ବ୍ୟାଙ୍କ ଏବଂ ବ୍ୟାଙ୍କିଙ୍ଗ୍‌ ପ୍ରତିଷ୍ଠାନଗୁଡିକ ବନ୍ଦ ରହିବ। ଫଳରେ ଲୋକଙ୍କୁ ସେବା ଉପଲବ୍ଧ ହେବ ନାହିଁ। ସେହିଭଳି ଏହି ଦିନ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ସମସ୍ତ ସରକାରୀ...

ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ପୀତି ୭.୩୫% ସ୍ତର ଛୁଇଁଲା

  ନୂଆଦିଲ୍ଲୀ,୧୪-୧: ବଜାରରେ ଏବେ ଦରଦାମ ବଢୁଛି। ଚଳିତ ବର୍ଷ ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ସାଢେ ୫ ବର୍ଷର ସର୍ବୋଚ୍ଚ ସ୍ତର ଟପି ୭.୩୫% ସ୍ତରରେ ରହିଛି। ମୁଦ୍ରାସ୍ଫୀତିକୁ ଏକ ନିର୍ଦ୍ଦିଷ୍ଟ ସ୍ତରରେ ରଖିବା ଲାଗି ରିଜର୍ଭ ବ୍ୟାଙ୍କ ଲକ୍ଷ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri