କମିଲା ପେଟ୍ରୋଲ, ଡିଜେଲ ଦର
ମୁମ୍ବାଇ,୧୬।୩: ଦେଶର ମେଟ୍ରୋ ସହରଗୁଡିକରେ ରବିବାର ପେଟ୍ରୋଲ ଏବଂ ଡିଜେଲ ଦରରେ ହ୍ରାସ ପରିଲକ୍ଷିତ ହୋଇଛି। ପେଟ୍ରୋଲ ଦର ଲିଟର ପିଛା ୧୨ ପଇସା କମିଥିବା ବେଳେ ଡିଜେଲ ଦର ଲିଟର ପିଛା ୧୪ ପଇସା ଖସିଛି। ଅନ୍ତର୍ଜାତୀୟ ବଜାରରେ ତୈଳ...
ପୁଞ୍ଜି ବଜାରରୁ ଉଠାଇ ନେଲେ ୩୭,୯୭୬ କୋଟି
ମୁମ୍ବାଇ,୧୬।୩: କରୋନା ଯୋଗୁ ବିଶ୍ୱ ସ୍ତରରେ ମାନ୍ଦାବସ୍ଥା ସ୍ଥିତି ଉପୁଜିବା ଆଶଙ୍କାରେ ବିଦେଶୀ ନିବେଶକ ଛାନିଆ ହୋଇ ପଡିଛନ୍ତି। ମାର୍ଚ୍ଚ ମାସ ବର୍ତ୍ତମାନ ପର୍ଯ୍ୟନ୍ତ ଫରେନ ପୋର୍ଟଫୋଲିଓ ନିବେଶକମାନେ ଦେଶର ପୁଞ୍ଜି ବଜାରରୁ ୩୭,୯୭୬ କୋଟି ଟଙ୍କା ନେଟ୍ ଭିତ୍ତିରେ ଉଠାଇ...
ଡେବିଟ୍, କ୍ରେଡିଟ କାର୍ଡ ସୁରକ୍ଷା ପାଇଁ ନୂଆ ନିୟମ
ନୂଆଦିଲ୍ଲୀ,୧୬।୩: ଡେବିଟ, କ୍ରେଡିଟ କାର୍ଡ ନେଣଦେଣର ସୁରକ୍ଷା ଏବଂ ଅନ୍ଲାଇନ ଠକେଇ ଉପରେ ନିୟନ୍ତ୍ରଣ ଜାରି କରିବା ଲାଗି ନୂଆ ନିୟମ କାର୍ଯ୍ୟକାରୀ ହେବ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ୧୬ ମାର୍ଚ୍ଚ (ସୋମବାର)ଠାରୁ ଏହି ନୂଆ ନିୟମ ଲାଗୁ ହେବ...
ସାଇବର ରିସ୍କ ପ୍ରତି ସଚେତନତା ଜରୁରୀ
ମୁମ୍ବାଇ,୧୬।୩: ବର୍ତ୍ତମାନ ଇଣ୍ଟରନେଟର ହାଇପର କନେକ୍ଟିଭିଟି ଯୋଗୁ ବିଭିନ୍ନ କାମ ଅନ୍ଲାଇନରେ ସହଜ ଏବଂ ତ୍ୱରିତ ଭାବେ ହୋଇପାରିଛି। ଏହା ଅନ୍ଲାଇନର ଏକ ଭଲ ଦିଗ ହୋଇଥିବା ବେଳେ ବଢୁଥିବା ସାଇବର ବିପଦ ପ୍ରତି ସଚେତନତା ଜରୁରୀ ରହିଛି। ଏହାର...
ୟେସ୍ ବ୍ୟାଙ୍କର ଡିସେମ୍ବର ତ୍ରୈମାସ କ୍ଷତି ୧୮,୫୬୪ କୋଟି
ମୁମ୍ବାଇ,୧୬।୩: ଡିସେମ୍ବର ତ୍ରୈମାସରେ ୟେସ୍ ବ୍ୟାଙ୍କ ୧୮,୫୬୪ କୋଟି ଟଙ୍କା କ୍ଷତି ସହିଛି। ଗତ ବର୍ଷ ସମାନ ସମୟରେ ଏହି ବ୍ୟାଙ୍କ ୧୦୦୦ କୋଟି ଟଙ୍କାର ଲାଭ ହାସଲ କରିଥିଲା। ବ୍ୟାଙ୍କର ମୋଟ ଅନାଦାୟ ଋଣ ପରିମାଣ ୪୦,୭୦୯ କୋଟି...
କରୋନା ମୁକାବିଲା: ପର୍ଯ୍ୟାପ୍ତ ସ୍ବାସ୍ଥ୍ୟ ଭିତ୍ତିଭୂମି ଅଭାବ ବଡ଼ ଚ୍ୟାଲେଞ୍ଜ
ମୁମ୍ବାଇ,୧୬।୩: କରୋନା ସଂକ୍ରମଣକୁ ରୋକିବା ଲାଗି ସରକାର ମଲ୍ ଏବଂ ଅନ୍ୟ ସାର୍ବଜନୀନ ସ୍ଥାନଗୁଡିକୁ ନ ଯିବା ଲାଗି ଲୋକଙ୍କୁ ବାରଣ କରିଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରେ ଏହି ସ୍ଥାନଗୁଡିକୁ ନିର୍ଦ୍ଦିଷ୍ଟ ସମୟ ଲାଗି ବନ୍ଦ କରି ଦିଆଯାଇଛି। ଏଭଳି ସ୍ଥିତିରେ...
ଆର୍ବିଆଇ ଚିଠିକୁ ମାନିଲାନି ମହାରାଷ୍ଟ୍ର
ନୂଆଦିଲ୍ଲୀ,୧୫।୩: ଘରୋଇ ବ୍ୟାଙ୍କରେ ଜମା ଟଙ୍କା ସୁରକ୍ଷିତ ରହିଥିବା କହି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆର୍ବିଆଇ) ରାଜ୍ୟଗୁଡିକୁ ଚିଠି ଲେଖିଥିଲା। ଘରୋଇ ବ୍ୟାଙ୍କରୁ ଟଙ୍କା ଉଠାଇ ନ ନେବାକୁ କୁହାଯାଇଥିଲା। ହେଲେ ଆର୍ବିଆଇର ଏହି ଚିଠିକୁ ହେୟଜ୍ଞାନ କରି ମହାରାଷ୍ଟ୍ର କ୍ଷତିଗ୍ରସ୍ତ...
ୟେସ୍ ବ୍ୟାଙ୍କ ଉପରୁ ୧୮ରେ ଉଠିବ କଟକଣା
ନୂଆଦିଲ୍ଲୀ,୧୫।୩: କେନ୍ଦ୍ର ସରକାର ୟେସ୍ ବ୍ୟାଙ୍କ ପୁନର୍ଗଠନ ଯୋଜନାର ବିଜ୍ଞପ୍ତି ଶନିବାର ଜାରି କରିଛନ୍ତି। ଏହା ଯୋଜନା ଅଧିନରେ ରିଜର୍ଭ ବ୍ୟାଙ୍କ ୟେସ୍ ବ୍ୟାଙ୍କ ଉପରେ ଲଗାଇଥିବା ଉଠାଣ କଟକଣା ଏବଂ ଅନ୍ୟ ମୋରାଟୋରିୟମ ସର୍ତ୍ତ ମାର୍ଚ୍ଚ ୧୮ରେ ଉଠାଇ ଦେବ...
କରୋନା ଲାଗି ପୂର୍ବତଟ ରେଳପଥର ସତର୍କତା ପଦକ୍ଷେପ
ଭୁବନେଶ୍ୱର,୧୫।୩: ପୂର୍ବତଟ ରେଳପଥ ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ରେଳବାଇ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ମଣ୍ଡଳ ରେଳ ପ୍ରବନ୍ଧକମାନଙ୍କୁ ଏହି ଭୂତାଣୁ ସଂକ୍ରମଣରୁ ରକ୍ଷା କରିବା ନିମନ୍ତେ ରେଳପଥରେ ପର୍ଯ୍ୟାନ୍ତ ପ୍ରତିଷେଧକ...
ମାଇକ୍ରୋସଫ୍ଟ ବୋର୍ଡରୁ ଇସ୍ତଫା ଦେଲେ ବିଲ୍ ଗେଟ୍ସ
ନୂଆଦିଲ୍ଲୀ,୧୫।୩: ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ କମ୍ପାନୀର ବୋର୍ଡ ଅଫ୍ ଡାଇରେକ୍ଟର୍ସରୁ ଶନିବାର ଇସ୍ତଫା ଦେଇଛନ୍ତି। ସମାଜ ସେବା ଏବଂ ଦାତବ୍ୟ କାର୍ଯ୍ୟରେ ଅଧିକ ଫୋକସ କରିବା ଲାଗି ସେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ୬୫ ବର୍ଷୀୟ...
ମହଙ୍ଗା ହେବ ମୋବାଇଲ ହ୍ୟାଣ୍ଡସେଟ୍
ନୂଆଦିଲ୍ଲୀ,୧୫।୩: ଶନିବାର ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ପରିଷଦ ବୈଠକ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋବାଇଲ ଫୋନ୍ ଉପରେ ଜିଏସ୍ଟି ୧୨%ରୁ ୧୮%କୁ ବୃଦ୍ଧି ଘଟିଛି। ଏହା ଏପ୍ରିଲ ପହିଲାରୁ ଲାଗୁ ହେବ ବୋଲି...
ସଞ୍ଚୟ ଖାତା ଉପରେ ସୁଧହାର ୦.୨୫ ପ୍ରତିଶତ କମାଇଲା ଏସ୍ବିଆଇ: ୪୨ କୋଟି ଗ୍ରାହକ ହେବେ ପ୍ରଭାବିତ
ମୁମ୍ବାଇ,୧୪।୩: ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏକ ବଡ଼ ନିଷ୍ପତ୍ତିି ଗ୍ରହଣ କରାଯାଇଛି। ନିଷ୍ପତ୍ତି ଅନୁସାରେ ବ୍ୟାଙ୍କ ସଞ୍ଚୟ ଖାତାର ଏକ ଲକ୍ଷ ଟଙ୍କା ଜମା ଉପରେ ସୁଧହାର ୦.୨୫ ପ୍ରତିଶତ ହ୍ରାସ କରିବ। ପୂର୍ବରୁ ଏହା ୩.୨୫ ପ୍ରତିଶତ ଥିବାବେଳେ...
Archives


