ଲକ୍ଡାଉନ୍ର ପ୍ରଭାବ: ଭାରତର ଅଭିବୃଦ୍ଧି ହାର ରହିବ ଶୂନ ପ୍ରତିଶତ; ୨୩୪,୦୦ କୋଟି ଡଲାର କ୍ଷତି ସହିବ ଦେଶ
ନୂଆଦିଲ୍ଲୀ,୧୪।୪: କରୋନା ସଂକ୍ରମଣକୁ ଦୂରେଇବା ପାଇଁ ଭାରତରେ ଲକ୍ଡାଉନ୍ରେ ଜାରି ହୋଇଛି। ତେବେ ଏହାଦ୍ୱାରା ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଦୋହଲି ଯିବାର ଆଶଙ୍କା ରହିଛି ବୋଲି ବ୍ରିଟିଶ୍ ବ୍ରୋକରେଜ୍ କମ୍ପାନୀ ବାର୍କଲେ ପକ୍ଷରୁ ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି।...
ସେକ୍ଟର ଭିତ୍ତିରେ ଆର୍ଥତ୍କ କାର୍ଯ୍ୟକଳାପ ଚାଲୁ ରଖିବାକୁ ପ୍ରସ୍ତାବ
ଭୁବନେଶ୍ୱର,୧୪।୪: କୋଭିଡ୍-୧୯ ମାମଲାଗୁଡିକୁ ବିଚାର କରି ସାରା ଦେଶକୁ ପ୍ରଥମେ ରେଡ୍, ଗ୍ରୀନ୍ ଭଳି ଅଞ୍ଚଳରେ ବିଭକ୍ତ କରିବାର ଆବଶ୍ୟକତା ରହିଛି। ଗ୍ରୀନ୍ ଅଞ୍ଚଳଗୁଡିକରେ ଆର୍ଥତ୍କ କାର୍ଯ୍ୟକଳାପକୁ ସରକାର ଅନୁମତି ପ୍ରଦାନ କରିବା ନେଇ ଶିଳ୍ପ ସଂଘ କନ୍ଫେରେଶନ ଅଫ୍...
ଗ୍ରାହକଙ୍କୁ ରେନୋର ସହାୟତା
ଭୁବନେଶ୍ୱର,୧୪।୪: କୋଭିଡ୍-୧୯ ଯୋଗୁ ଉପୁଜିଥିବା ଚ୍ୟାଲେଞ୍ଜିଂ ସମୟରେ ରେନୋ ଇଣ୍ଡିଆ ପକ୍ଷରୁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଛି। ବର୍ତ୍ତମାନ ଲକ୍ଡାଉନ ପାଇଁ ଗ୍ରାହକ ବିଭିନ୍ନ ସମସ୍ୟା ସାମ୍ନା କରୁଛନ୍ତି। ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ଲାଗି କମ୍ପାନୀ ପକ୍ଷରୁ ଧାର୍ଯ୍ୟ...
କୋଭିଡ୍-୧୯ ଟିକା ପାଇଁ ଆଇଆଇଏଲ୍, ଗ୍ରିଫିଥ ବିଶ୍ୱବିଦ୍ୟାଳୟ ଚୁକ୍ତି
ଭୁବନେଶ୍ୱର,୧୪।୪: ଜାତୀୟ ଡେଏରୀ ବିକାଶ ବୋର୍ଡ(ଏନ୍ଡିଡିବି)ର ସହାୟକ ସଂସ୍ଥା ଇଣ୍ଡିଆନ ଇମ୍ୟୁନୋଲୋଜିକାକାଲ ଲିମିଟେଡ୍(ଆଇଆଇଏଲ୍), ହାଇଦ୍ରାବାଦ କୋଭିଡ୍-୧୯ ଟିକା ବିକାଶ କରିବା ଲାଗି ଆଗେଇ ଆସିଛି। ଏହା ଅଷ୍ଟ୍ରେଲିଆର ଗ୍ରିଫିଥ ବିଶ୍ୱବିଦ୍ୟାଳୟ ସହ ଚୁକ୍ତିରେ ସାମିଲ ହୋଇଛି। ଏନ୍ଡିଡିବି ଅଧ୍ୟକ୍ଷ ଦିଲୀପ...
ଜେଏସ୍ପିଏଲ୍ର ସହାୟତା
ଭୁବନେଶ୍ୱର,୧୪।୪: ବର୍ତ୍ତମାନର ଚ୍ୟାଲେଞ୍ଜିଂ ସ୍ଥିତି ମୁକାବିଲା ଲାଗି ସରକାର,ସ୍ଥାନୀୟ ପ୍ରଶାସନ ଏବଂ ଲୋକମାନଙ୍କୁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ୍(ଜେଏସ୍ପିଏଲ୍) ସହାୟତାର ହାତ ବଢାଇଛି। ଓଡ଼ିଶାର ୩ ଜିଲାରେ ଥିବା କମ୍ପାନୀ ଏହାର କାରଖାନା, ଖଣି ନିକଟବର୍ତ୍ତୀ ଅଞ୍ଚଳରେ କରୋନା...
୪୭୦ ପଏଣ୍ଟ ଖସିଲା ସେନ୍ସେକ୍ସ
ମୁମ୍ବାଇ,୧୪।୪: ସୋମବାର ଭାରତୀୟ ଶେୟାର ବଜାରରେ କାରବାର ପ୍ରଭାବିତ ସ୍ଥିତିରେ ରହିଛି। ଏହି ସମୟରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ କାରବାର ୪୭୦ ପଏଣ୍ଟ ଖସିଥିବା ବେଳେ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି କାରବାର ୧୧୮.୫ ପଏଣ୍ଟ ଖସିଥିବା ନଜରକୁ ଆସିଛି।...
ସହାୟତା ୩ ଗୁଣକୁ ବଢ଼ାଇଲା ଏଡିବି
ନୂଆଦିଲ୍ଲୀ,୧୪।୪: ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) କୋଭିଡ୍-୧୯ ଲଢ଼େଇରେ ଯୋଗଦାନକୁ ଜୋର୍ଦାର କରିଛି। ଏହି ବ୍ୟାଙ୍କ ଏହାର ସଦସ୍ୟ ରାଷ୍ଟ୍ରଙ୍କୁ ପ୍ରଦାନ କରିଥିବା ପ୍ୟାକେଜକୁ ୩ ଗୁଣକୁ ବଢାଇ ୨୦ ବିଲିୟନ ଡଲାର କରିଛି। ଏହି ବହୁ ପାକ୍ଷିକ ଫଣ୍ଡିଂ...
ଖୁଚୁରା ମୁଦ୍ରାସ୍ଫୀତି ୫.୯୧%
ନୂଆଦିଲ୍ଲୀ,୧୪।୪: ଚଳିତ ବର୍ଷ ମାର୍ଚ୍ଚରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୫.୯୧% ହ୍ରାସ ଘଟିଛି। ଖାଦ୍ୟ ସାମଗ୍ରୀ ଦର କମିବାରୁ ଯୋଗୁ ଏଭଳି ସ୍ଥିତି ଉପୁଜିଥିବାରୁ ମୁଦ୍ରାସ୍ଫୀତି ବଢିଛି ବୋଲି ସରକାର ସୋମବାର ଜାରି କରିଥିବା ଡାଟାରୁ ସାମ୍ନାକୁ ଆସିଛି। ଖାଉଟି...
ପାସେଞ୍ଜର ଯାନ ବିକ୍ରି ୫୧% କମିଲା
ନୂଆଦିଲ୍ଲୀ,୧୪।୪: ସାରା ଦେଶରେ ୨୧ ଦିନିଆ ଲକ୍ଡାଉନ ପାଇଁ ପାସେଞ୍ଜର ଯାନ ବିକ୍ରି ୫୧% କମିଛି। ସଂକ୍ରମଣ ଭୟରେ ଲୋକମାନେ ଏବେ ଘରୁ ବାହାରକୁ ବାହାରୁ ନାହାନ୍ତି। ସୋସାଇଟି ଅଫ୍ ଇଣ୍ଡିଆନ ଅଟୋମୋବାଇଲ ମାନୁଫାକଚରର(ସିଆମ୍) ଡାଟା ମୁତାବକ ଏହି ବର୍ଗରେ...
ଶେଷ ହେଲା ଅଏଲ ପ୍ରାଇସ୍ ଓ୍ବାର
ନୂଆଦିଲ୍ଲୀ,୧୪।୪: ଗତ କିଛିଦିନ ଧରି ଲାଗି ରହିଥିବା ଅଏଲ ପ୍ରାଇସ୍ ଓ୍ବାର ବା ଇନ୍ଧନ ମୂଲ୍ୟ ଜନିତ ଯୁଦ୍ଧର ଅନ୍ତ ଘଟିଛି। ବିଶ୍ୱର ପ୍ରମୁଖ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ସମୂହଙ୍କ ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ ହେବା ସହ ଅଏଲ...
ଯେକୌଣସି ପଦକ୍ଷେପ ନେବାକୁ ପ୍ରସ୍ତୁତ: ଶକ୍ତିକାନ୍ତ
ମୁମ୍ବାଇ,୧୪।୪: ବର୍ତ୍ତମାନର କୋଭିଡ୍-୧୯ ଯୋଗୁ ଉପୁଜିଥିବା ଚ୍ୟାଲେଞ୍ଜିଂ ସ୍ଥିତିକୁ ସାମ୍ନା କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଯେକୌଣସି ପଦକ୍ଷେପ ନେବାକୁ ପ୍ରସ୍ତୁତ ରହିଛି। ଦେଶର ଅଭିବୃଦ୍ଧିକୁ ଫେରାଇ ଆଣିବା ଏବଂ ଆର୍ଥତ୍କ ସ୍ଥିରତା ରକ୍ଷା କରିବା ଦିଗରେ ଯୋଜନା ହାତକୁ...
୮ ଲକ୍ଷ କୋଟି କ୍ଷତି ସହିପାରେ ଭାରତ
ନୂଆଦିଲ୍ଲୀ,୧୪।୪: କୋଭିଡ୍-୧୯ ଲାଗି ସାରା ବିଶ୍ୱକୁ ଏବେ ଲକ୍ଡାଉନ ଘୋଷଣା କରାଯାଇଛି। କେତେକ ରାଷ୍ଟ୍ର ଏହାକୁ କଡ଼ାକଡ଼ି କରିଥିବା ବେଳେ ଆଉ କିଛି ରାଷ୍ଟ୍ର ନୂଆ କରି ଏହାକୁ ଲାଗୁ କରାଉଛନ୍ତି। ଭାରତ ଗତ ୨୫ ତାରିଖଠାରୁ ଲକ୍ଡାଉନରେ ରହିଛି।...
Archives


