ଓଡିଶା ମ୍ୟୁଚୁଆଲ ଫଣ୍ଡ ଶିଳ୍ପ ପକ୍ଷରୁ ଦାନ
ଭୁବନେଶ୍ୱର,୧୭।୪ : କୋଭିଡ୍-୧୯ ଲଢେଇରେ ଯୋଗଦାନ ସ୍ବରୂପ ଓଡିଶା ମ୍ୟୁଚୁଆଲ ଫଣ୍ଡ ଶିଳ୍ପ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩.୪୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ମ୍ୟୁଚୁଆଲ ଶିଳ୍ପ ସହ ଜଡିତ ୨୦୦ ଅଂଶୀଦାରଙ୍କ ଦାନ ଏହା...
୨୦ରୁ ଇ-କମର୍ସରେ ମିଳିବ ମୋବାଇଲ,ଟିଭି, ଫ୍ରିଜ୍
ନୂଆଦିଲ୍ଲୀ,୧୭।୪ : ଇ-କମର୍ସ କମ୍ପାନୀଗୁଡ଼ିକୁ ସରକାର ପ୍ରାଥମିକ ପର୍ଯ୍ୟାୟରେ କିଛିଟା ଆଶ୍ୱସ୍ତି ଦେଇଛନ୍ତି। ଚଳିତ ମାସ ୨୦ରୁ ଇ-କମର୍ସ ସାଇଟଗୁଡିକରେ ଲୋକମାନେ ମୋବାଇଲ, ଟିଭି ଏବଂ ଫ୍ରିଜ୍ ଭଳି ସାମଗ୍ରୀ କ୍ରୟ କରିବାର ସୁବିଧା ପାଇପାରିବେ। ସରକାର କମ୍ପାନୀଗୁଡିକୁ ଏ...
୭୬.୮୦ ସ୍ତରରେ ଟଙ୍କା
ନୂଆଦିଲ୍ଲୀ,୧୭।୪ : ଡଲାର ତୁଳନାରେ ଟଙ୍କା ଲଗାତର ଖସୁଥିବା ନଜରକୁ ଆସିଛି। ଗୁରୁବାର ମଧ୍ୟ ଏହି ଧାରା ଲାଗି ରହିଛି। ଏହି ସମୟରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୩୬ ପଇସା ଖସିବା ଯୋଗୁ ଏହା ରେକର୍ଡ ନିମ୍ନ ସ୍ତର...
ସମ୍ପୂର୍ଣ୍ଣ ବୁକିଂ ଅର୍ଥ ରିଫଣ୍ଡ କରିବେ ବିମାନ କମ୍ପାନୀ
ନୂଆଦିଲ୍ଲୀ,୧୭।୪ : ଦୁଇଟି ପର୍ଯ୍ୟାୟରେ ଏବେ ଲକ୍ଡାଉନ ମେ ମାସ ୩ ଯାଏ ବଢ଼ିଛି। ୨୫ ମାର୍ଚ୍ଚରୁ ୧୪ ଏପ୍ରିଲ ଯାଏ ବୁକିଂ ହୋଇଥିବା ଟିକେଟର ସମ୍ପୂର୍ଣ୍ଣ ଅର୍ଥ ବିମାନ କମ୍ପାନୀଗୁଡିକ ଯାତ୍ରୀଙ୍କୁ ଫେରାଇବେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ...
୬୦ ବର୍ଷରେ ପ୍ରଥମ ଥର ଏସିଆ ଅଭିବୃଦ୍ଧି କ୍ଷତିଗ୍ରସ୍ତ
ନୂଆଦିଲ୍ଲୀ,୧୭।୪: ଗତ ୬୦ ବର୍ଷ ମଧ୍ୟରେ ପ୍ରଥମଥର ଲାଗି ଏସିଆର ଅଭିବୃଦ୍ଧି ହାର କ୍ଷତିଗ୍ରସ୍ତ ହେବ ବୋଲି ଆଇଏମ୍ଏଫ୍ କହିଛି। ଏହି ଅଞ୍ଚଳର ସର୍ଭିସ ସେକ୍ଟର ଏବଂ ପ୍ରମୁଖ ରପ୍ତାନି ଡେଷ୍ଟିନେଶନଗୁଡ଼ିକ ଚଳିତ ବର୍ଷ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି...
ଚାଇନିଜ ଆପ୍ ଓ୍ବିଚାର୍ଟକୁ ଟକ୍କର ଦେବାକୁ ପ୍ରସ୍ତୁତି; ଏକାଠି ହେବେ ରିଲାଏନ୍ସ, ଫେସବୁକ
ନୂଆଦିଲ୍ଲୀ,୧୭।୪ : ଚାଇନାର ସୁପର ଆପ୍ଲିକେଶନ ଓ୍ବିଚାର୍ଟକୁ ଟକ୍କରଦେବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଭଳି ନୂଆ ମଲ୍ଟିପରପସ ଆପ୍ ପ୍ରସ୍ତୁତି କରିବା ଲାଗି ଏବେ ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଗ୍ରୁପ୍ ଏବଂ ମାର୍କ ଜୁକରବର୍ଗଙ୍କ ଫେସ୍ବୁକ୍ ଏକାଠି ହୋଇଛନ୍ତି।...
କରୋନା ପ୍ରଭାବ ସମୀକ୍ଷା କଲେ ସରକାର
ନୂଆଦିଲ୍ଲୀ,୧୭।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥା ସହିଥିବା କ୍ଷତିର ସମୀକ୍ଷା କରିଛନ୍ତି। ଭୂତାଣୁ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା କ୍ଷେତ୍ରଗୁଡିକୁ ଆଉ ଏକ ଆଶ୍ୱସ୍ତି ପ୍ୟାକେଜ ଦେବା ଲାଗି ସରକାର ବର୍ତ୍ତମାନ ବିଚାର କରୁଛନ୍ତି।...
ଅଭିବୃଦ୍ଧି ୧.୧ % ରହିବ:ଏସ୍ବିଆଇ ରିସର୍ଚ୍ଚ
ବ୍ରିଟେନର ପ୍ରମୁଖ ଏଜେନ୍ସି ଭାରତର ବିକାଶ ହାର ୨୦୨୦ କ୍ୟାଲେଣ୍ଡର ବର୍ଷରେ ୦% ରହିବ ବୋଲି ପୂର୍ବାନୁମାନରେ କହିଛି। ପୂର୍ବରୁ ହୋଇଥିବା ଅନୁମାନରେ ଭାରତ ୨.୫% ଅଭିବୃଦ୍ଧି ହାସଲ କରିବାକୁ ସକ୍ଷମ ହେବ ବୋଲି ଏହି ଏଜେନ୍ସି କହିଥିଲା। ସେହିଭଳି...
ମାନ୍ଦାବସ୍ଥା ସତ୍ତ୍ୱେ ତ୍ୱରିତ ହେବ ଭାରତର ବିକାଶ ହାର: ଆଇଏମ୍ଏଫ୍
ନୂଆଦିଲ୍ଲୀ,୧୭।୪:କୋଭିଡ୍-୧୯ ବର୍ତ୍ତମାନ ସାରା ବିଶ୍ୱକୁ କ୍ଷତିଗ୍ରସ୍ତ କରିଛି। ସାରା ବିଶ୍ୱରେ ହୋଇଥିବା ଲକ୍ଡାଉନ କାରଣରୁ ଆର୍ଥତ୍କ କାର୍ଯ୍ୟକଳାପ ଏବେ ଠପ୍ ହୋଇଛି। ବିକଶିତ କିମ୍ବା ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ହେଉ ପଛେ କୋଭିଡ୍-୧୯ର ପଞ୍ଝାରୁ କେହି ବାହାରିପାରିନାହାନ୍ତି। ଦେଶଗୁଡ଼ିକର ଅଭିବୃଦ୍ଧି...
ଭାରତର ଲକ୍ଡାଉନ ପଦକ୍ଷେପକୁ ପ୍ରଶଂସା
ନୂଆଦିଲ୍ଲୀ,୧୭।୪: ସଂକ୍ରମଣକୁ ରୋକିବା ଲାଗି ଭାରତ ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ଆଇଏମ୍ଏଫ୍ ପ୍ରଶଂସା କରିଛି। ଏଭଳି ପଦକ୍ଷେପ ବିବେକପୂର୍ଣ୍ଣ ବୋଲି ଏହି ଏଜେନ୍ସି କହିଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପରେ ଆଇଏମ୍ଏଫ୍ ଦ୍ୱିତୀୟ ଅନ୍ତର୍ଜାତୀୟ ଏଜେନ୍ସି ଯାହା ଭାରତକୁ...
ଜାରି ରହିବ ବ୍ୟାଙ୍କ ସେବା
ନୂଆଦିଲ୍ଲୀ,୧୬ା୪: ଲକ୍ଡାଉନ ଅବଧି ଏବେ ମେ ୩ ତାରିଖକୁ ବୃଦ୍ଧି ହୋଇଥିବା ବେଳେ ପୂର୍ବଭଳି ବ୍ୟାଙ୍କ ଏବଂ ବୀମା ସେବା ଜାରି ରହିବ। ଲୋକଙ୍କ ଆର୍ଥତ୍କ ଆବଶ୍ୟକତାକୁ ବିଚାର କରି ଏହି ସେବାଗୁଡିକ ଜାରି ରହିବ ବୋଲି ସରକାର ବୁଧବାର...
ପାଇକାରୀ ମୁଦ୍ରାସ୍ଫୀତି ୧%କୁ ହ୍ରାସ
ନୂଆଦିଲ୍ଲୀ,୧୬ା୪: ପାଇକାରୀ ମୂଲ୍ୟସୂଚୀ (ଡବ୍ଳ୍ୟୁପିଆଇ) ଭିତ୍ତିକ ମୁଦ୍ରାସ୍ଫୀତି ମାର୍ଚ୍ଚରେ ୧%କୁ ହ୍ରାସ ଘଟିଛି। ଏହା ଫେବୃୟାରୀରେ ୨.୨୬% ରହିଥିଲା ବୋଲି ସରକାର ପ୍ରକାଶ କରିଥିବା ଡାଟାରୁ ସାମ୍ନାକୁ ଆସିଛି। ମାର୍ଚ୍ଚରେ ଖାଦ୍ୟ ସାମଗ୍ରୀ ବର୍ଗରେ ମୁଦ୍ରାସ୍ପୀତି ୪.୪୧%କୁ ଖସିଛି। ଏହା...
Archives


