ବାଣିଜ୍ୟ

ପିଏମ୍‌ କେୟାର୍ସ ପାଣ୍ଠିକୁ ଏମ୍‌ଜିଏମ୍‌ ମିନେରାଲ୍ସ ଦେଲା ୧ କୋଟି

ଭୁବନେଶ୍ୱର,୨୧।୪: ପିଏମ୍‌ କେୟାର୍ସ ପାଣ୍ଠିକୁ ଏମ୍‌ଜିଏମ୍‌ ମିନେରାଲ୍ସ ପକ୍ଷରୁ ୧ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। କମ୍ପାନୀର ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତି ଉପସ୍ଥିତ ରହି ଅର୍ଥ ରାଶିର ଚେକ୍‌ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ କମ୍ପାନୀ...

ଏମ୍‌ଜିଏନ୍‌ଆର୍‌ଇଜିଏ ଶ୍ରମିକଙ୍କ ମଜୁରି ବଢ଼ିଲା

ନୂଆଦିଲ୍ଲୀ,୨୧।୪: ବର୍ତ୍ତମାନ କୋଭିଡ୍‌-୧୯ ଯୋଗୁ ଲୋକମାନେ ବିଭିନ୍ନ ସମସ୍ୟା ସାମ୍ନା କରୁଛନ୍ତି। ଏହାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ସୋମବାର ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏ) ଅଧୀନରେ ଶ୍ରମିକଙ୍କ ମଜୁରିକୁ ୨୦ ଟଙ୍କା ବଢ଼ାଇଛନ୍ତି। ସୋମବାରଠାରୁ ଏହି...

ରାଜସ୍ଥାନ ସରକାରଙ୍କ ସ୍ବତନ୍ତ୍ର ପଦକ୍ଷେପ

ନୂଆଦିଲ୍ଲୀ,୨୧।୪: ଲକ୍‌ଡାଉନ ସ୍ଥିତିରେ ଅର୍ଥ ବ୍ୟବସ୍ଥାକୁ ଗତିଶୀଳ କରିବା ଲାଗି ରାଜସ୍ଥାନ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ହାତକୁ ନିଆଯାଇଛି। ଅଶୋକ ଗେହଲଟଙ୍କ ନେତୃତ୍ୱାଧୀନ ରାଜସ୍ଥାନ ସରକାର ଭିଲଓ୍ବାଲା ଅଞ୍ଚଳରେ ସମ୍ପୂର୍ଣ୍ଣ କର୍ଫ୍ୟୁ ଜାରି କରିଛନ୍ତି। ସାରା ଦେଶରେ ଲକ୍‌ଡାଉନ...

ବ୍ୟବସାୟୀଙ୍କୁ କାରବାର ଚିନ୍ତା

ମୁମ୍ବାଇ,୨୧।୪: ଦେଶ ମଧ୍ୟରେ କରୋନା ଭୂତାଣୁ ନିୟନ୍ତ୍ରଣକୁ ଆସୁ ନ ଥିବା ଯୋଗୁ ଲକ୍‌ଡାଉନ ଅବଧି ଆସନ୍ତା ମାସ ୩ ତାରିଖକୁ ବଢ଼ାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ବାଦ୍‌ ଅନ୍ୟ ସମସ୍ତ ବ୍ୟବସାୟ ଏବେ ବନ୍ଦ ରହିଛି। ଲୋକମାନେ...

ଇ-କମର୍ସରେ ବିକ୍ରି ହେବନି ଅଣ ଅତ୍ୟାବଶ୍ୟକ ସାମଗ୍ରୀ

ନୂଆଦିଲ୍ଲୀ,୨୦ା୪(ପି.ଟି.): ଇ-କମର୍ସ ପ୍ଲାଟ୍‌ଫର୍ମ ଜରିଆରେ ମୋବାଇଲ୍‌ ଫୋନ୍‌, ରେଫ୍ରିଜରେଟର, ରେଡିମେଡ୍‌ ପୋଷାକ ଆଦି ଅଣଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ଲାଗି ସରକାର ଅନୁମତି ଦେବାର ୪ ଦିନ ପରେ ନିଷ୍ପତ୍ତି ବଦଳାଇଛନ୍ତି। ଇ-କମର୍ସ କମ୍ପାନୀଗୁଡ଼ିକ ଏହିସବୁ ସାମଗ୍ରୀ ବିକ୍ରି କରିପାରିବେ ନାହିଁ...

ଜିଡିପିର ୩-୫% ଖର୍ଚ୍ଚ କରିପାରିବ ଭାରତ: ବିଶ୍ୱ ବ୍ୟାଙ୍କ

ବର୍ତ୍ତମାନ କୋଭିଡ୍‌-୧୯ ଯୋଗୁ ଉପୁଜିଥିବା ସ୍ଥିତିକୁ ମୁକାବିଲା କରିବା ଲାଗି ଭାରତ ଏହାର ମୋଟ ଜିଡିପିର ୩ରୁ ୫% ଖର୍ଚ୍ଚ କରିପାରିବ। ଏହି ଅର୍ଥ ବ୍ୟବହାର କରି ଭାରତ ଏହା ଅର୍ଥ ବ୍ୟବସ୍ଥାରେ ସ୍ଥିତାବସ୍ଥା ଆଣିବାକୁ ସକ୍ଷମ ହୋଇପାରିବ ବୋଲି...

କରୋନା ଲଢ଼େଇରେ ପ୍ରତି ବ୍ୟକ୍ତିଙ୍କ ଯୋଗଦାନ ଜରୁରୀ: ସୁବ୍ରତ ରୟ

ମୁମ୍ବାଇ,୨୦।୪: କୋଭିଡ୍‌-୧୯ ଯୋଗୁ ବର୍ତ୍ତମାନ ଉପୁଜିଥିବା ସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ସୁଚିନ୍ତିତ ପଦକ୍ଷେପ ଲୋଡ଼ା ରହିଛି। କରୋନା ବିରୋଧରେ ଲଢ଼େଇ କେବଳ ସରକାରଙ୍କ କାମ ନୁହେଁ। ପ୍ରତି ବ୍ୟକ୍ତି ବିଶେଷଙ୍କ ଯୋଗଦାନ ଏ କ୍ଷେତ୍ରରେ ଜରୁରୀ ହୋଇ ପଡିଛି...

ଆସିବ ସଂଶୋଧିତ ଆଇଟି ରିଟର୍ନ ଫର୍ମ

ନୂଆଦିଲ୍ଲୀ,୨୦।୪: ଆର୍ଥତ୍କ ବର୍ଷ ୨୦୧୯-୨୦ ଲାଗି ପରିବର୍ତ୍ତିତ ଆୟକର(ଆଇଟି) ରିଟର୍ନ ଫର୍ମ ଆଣିବା ଲାଗି ଆୟକର ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। କୋଭିଡ୍‌ -୧୯ ପାଇଁ ସରକାର ରିଟର୍ନ ଫାଇଲ କରିବାର ସମୟସୀମା ବଢ଼ାଇଛନ୍ତି। ଏହାକୁ ଆଧାରକରି ବିଭାଗ ପକ୍ଷରୁ...

ଆସିପାରେ କରୋନା ବଜେଟ

ନୂଆଦିଲ୍ଲୀ,୨୦ ।୪: କରୋନା ବିରୋଧୀ ଲଢ଼େଇରେ ସରକାର ପ୍ରାଥମିକ ପର୍ଯ୍ୟାୟରେ ୧.୭ ଲକ୍ଷ କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଛନ୍ତି। କ୍ଷତିଗ୍ରସ୍ତ ହୋଇଥିବା ଶିଳ୍ପଜଗତ ଲାଗି ଏବେ ଯାଏ କୌଣସି ବିଶେଷ ପ୍ୟାକେଜ ଘୋଷଣା ହୋଇଛନ୍ତି। ସରକାରଙ୍କ ଏ...

ଡିବିଟିରେ ୩୬,୬୫୯ କୋଟି

ନୂଆଦିଲ୍ଲୀ,୨୦।୪: ସୁବିଧାର ପ୍ରତ୍ୟକ୍ଷ ହସ୍ତାନ୍ତର(ଡିବିଟି) ଦ୍ୱାରା ଦେଶର ୧୬.୦୧ କୋଟି ଲୋକଙ୍କ ପାଖକୁ ସରକାର ୩୬,୬୫୯ କୋଟି ଟଙ୍କା ପଠାଇଛନ୍ତି। ପବ୍ଲିକ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ(ପିଏଫ୍‌ଏମ୍‌ଏସ୍‌)ରେ ମାର୍ଚ୍ଚ ୨୪ରୁ ଏପ୍ରିଲ ୧୭ ମଧ୍ୟରେ ଏହି ଅର୍ଥ ଲୋକଙ୍କ ବ୍ୟାଙ୍କଖାତାରେ ସିଧାସଳଖ...

ବୁକିଂ ବନ୍ଦ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୦।୪: ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆ ପକ୍ଷରୁ ବର୍ତ୍ତମାନ ଅନିର୍ଦ୍ଦିଷ୍ଟ ସମୟ ଲାଗି ବୁକିଂ ବନ୍ଦ କରାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ପରାମର୍ଶ ପରେ କମ୍ପାନୀ ବୁକିଂ ବନ୍ଦ କରିଛି। ବିମାନ ଚଳାଚଳ ନେଇ ସରକାରଙ୍କ...

ୟୁନିୟନ ବ୍ୟାଙ୍କ ପକ୍ଷରୁ ସହାୟତା

ଭୁବନେଶ୍ୱର,୨୦।୪:ସମଗ୍ର ବିଶ୍ୱ ଏବଂ କୋଭିଡ୍‌-୧୯ ସହ ଲଢ଼େଇ ଜାରି ରଖିଛି। ଏଭଳି ସ୍ଥିତିରେ ମାନବ ଜାତି ପ୍ରତି ଦୟା ଏବଂ ସହାନୁଭୂତିର ହାତ ବଢ଼ାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ୟୁନିୟନ ବ୍ୟାଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri