Advertisement

ଏସ୍‌ବିଆଇର ଦ୍ୱିତୀୟ ତ୍ରୈମାସ ଲାଭ ୫୨% ବଢ଼ିଲା

ମୁମ୍ବାଇ: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ପକ୍ଷରୁ ଏହାର ଦ୍ୱିତୀୟ ତ୍ରୈମାସ ଫଳାଫଳ ବୁଧବାର ଘୋଷଣା କରାଯାଇଛି। ବ୍ୟାଙ୍କର ଲାଭ ଏହି ଅବଧିରେ ୫୨% ବଢ଼ି ୪୫୭୪.୧୬ କୋଟି ଟଙ୍କା ଛୁଇଁଛି। ଗତ ଆର୍ଥତ୍କ ବର୍ଷ ଏହି ସମୟରେ ବ୍ୟାଙ୍କର ନିଟ୍‌ ଲାଭ ୩୦୧୧.୭କୋଟି ଟଙ୍କା ରହିଥିଲା। ଚଳିତ ଆର୍ଥତ୍କ ଦ୍ୱିତୀୟ ତ୍ରୈମାସିକ ଭିତ୍ତିରେ ଲାଭ ୯% ବଢ଼ିଥିବା ଜଣାପଡିଛି। ବ୍ୟାଙ୍କର ପରିଚାଳନାଗତ ଲାଭ ୧୨% ବଢି ୧୬,୪୬୦ କୋଟି ଟଙ୍କା ରହିଛି। ନେଟ୍‌ ସୁଧ ଜନିତ ଆୟ ୨୮,୧୮୨ କୋଟି ଟଙ୍କା ଥିବା ବେଳେ ମୋଟ ଅନାଦାୟ ଋଣ ପରିମାଣ ୧.୨୫ ଲକ୍ଷ କୋଟି ଟଙ୍କା ସ୍ତରରେ ରହିଛି। ଏହା ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ୧.୨୯ ଲକ୍ଷ କୋଟି ଟଙ୍କା ସ୍ତରରେ ରହିଥିଲା। ନେଟ୍‌ ଏନ୍‌ପିଏ ୩୬,୪୫୦ କୋଟି ଟଙ୍କାକୁ ହ୍ରାସ ପାଇଛି। ୮.୨୧ ଲକ୍ଷ କୋଟି ଟଙ୍କାର ଋଣ ଉପରେ ଏହା ମୋରାଟୋରିୟମ ସୁବିଧା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ହୁଓ୍ବାଇକୁ ବ୍ୟାନ୍‌ କଲା ବ୍ରିଟେନ

ଲଣ୍ଡନ,୧୪।୭: ଚାଇନାର ପ୍ରମୁଖ କମ୍ପାନୀ ତଥା ୫ଜି ଟେକ୍ନୋଲୋଜି କମ୍ପାନୀ ହୁଓ୍ବାଇକୁ ବ୍ରିଟେନ ବ୍ୟାନ୍‌ କରିଛି। ଆମେରିକା ଚାପରେ ବ୍ରିଟେନ ଏଭଳି କରିଥିବା କୁହାଯାଉଛି। ପର୍ଯ୍ୟାୟ...

ଇଏସ୍‌ଆଇସି ସହ ବେଦାନ୍ତ ଲାଞ୍ଜିଗଡ଼ର ଏମ୍‌ଓୟୁ

ଭୁବନେଶ୍ୱର,୨୯ା୧୦: ବେଦାନ୍ତ ଆଲୁମିନିୟମର ଲାଞ୍ଜିଗଡ଼ ୟୁନିଟ୍‌ ସହ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ନିକଟରେ ସ୍ବାକ୍ଷର ହୋଇଯାଇଛି। ଏହି...

ବଜାରରୁ ୧୦ ହଜାର କୋଟି ଋଣ କରିବେ ରାଜ୍ୟ

ନୂଆଦିଲ୍ଲୀ:ବଜାରରୁ ଅତିରିକ୍ତ ପ୍ରାୟ ୧୦ ହଜାର କୋଟି ଟଙ୍କାର ଅତିରିକ୍ତ ଋଣ ଉଠାଣ କରିବା ଲାଗି କେନ୍ଦ୍ର ସରକାର ୫ ରାଜ୍ୟକୁ ଅନୁମତି ପ୍ରଦାନ କରିଛନ୍ତି।...

ଜିଏସ୍‌ଟି ସଂଗ୍ରହ ଲକ୍ଷେ କୋଟି ଟପିଲା

ନୂଆଦିଲ୍ଲୀ: ଅକ୍ଟୋବରରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ବାବଦକୁ ସରକାର ଲକ୍ଷେ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଅର୍ଥ ସଂଗ୍ରହ କରିଛନ୍ତି। ଗତ ୮ ମାସ ମଧ୍ୟରେ...

ମିଡିଆ,ବିମାନ ଚଳାଚଳ, ବୀମା, ଏକକ ବ୍ରାଣ୍ଡ ରିଟେଲରେ ଏଫ୍‌ଡିଆଇ କୋହଳ ପ୍ରସ୍ତାବ

ନୂଆଦିଲ୍ଲୀ,୬-୭: ମିଡିଆ, ବିମାନ ଚଳାଚଳ, ବୀମା ଏବଂ ଏକକ ବ୍ରାଣ୍ଡ ରିଟେଲ୍‌ କ୍ଷେତ୍ରରେ ଏଫ୍‌ଡିଆଇ ନିୟମ କୋହଳ କରିବାକୁ ବଜେଟରେ ପ୍ରସ୍ତାବ ଦିଆଯାଇଛି। ଏହି କ୍ଷେତ୍ରଗୁଡିକରେ...

ସିବିଡିଟି, ସିବିଆଇସି ମିଶ୍ରଣ ହେବନି

ନୂଆଦିଲ୍ଲୀ,୬।୭ : କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ଏବଂ କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି)ର ମିଶ୍ରଣ ହେବ ନାହିଁ। ଏ ନେଇ...

୦.୨୫% କମିପାରେ ରେପୋ ରେଟ୍‌

ନୂଆଦିଲ୍ଲୀ,୫-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ବୁଧବାର ଚଳିତ ଆର୍ଥିକ ବର୍ଷର ତୃତୀୟ ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରିବ। କ୍ରମାଗତ ଚତୁର୍ଥ ଥର ପାଇଁ ଏହା ରେପୋ...

୨୦୧୮-୧୯ରେ ୧୧୭ ଜଗୁଆଳୀ ବିହୀନ ଫାଟକ ବନ୍ଦ କରିଛି ପୂର୍ବତଟ ରେଳପଥ

ଭୁବନେଶ୍ୱର,୭-୬: ପୂର୍ବତଟ ରେଳପଥ ପକ୍ଷରୁ ଅନ୍ତର୍ଜାତୀୟ ଲେଭଲ କ୍ରସିଂ ସଚେତନତା ଦିବସ ପାଳିତ ହୋଇଯାଇଛି। ରାସ୍ତା ପଥଚାରୀଙ୍କୁ ପ୍ରଶିକ୍ଷିତ କରିବାକୁ ରେଳପଥ ବିଭିନ୍ନ ପଦକ୍ଷେପ ଗ୍ରହଣ...

Advertisement
Archives

Model This Week