ବାଣିଜ୍ୟ

ଉତ୍ପାଦନରେ ଜେଏସ୍‌ପିଏଲ୍‌ର ରେକର୍ଡ

ଭୁବନେଶ୍ୱର,୬।୫: ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ନବୀନ ଜିନ୍ଦଲଙ୍କ ନେତୃତ୍ୱାଧୀନ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାଓ୍ବାର ଲିମିଟେଡ୍‌(ଜେଏସ୍‌ପିଏଲ୍‌) ରେକର୍ଡ ହାସଲ କରିଛି। ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ମଧ୍ୟ ଇସ୍ପାତ ରପ୍ତାନି କ୍ଷେତ୍ରରେ ମଧ୍ୟ କମ୍ପାନୀ ରେକର୍ଡ ୧୦୯% ଅଭିବୃଦ୍ଧି କରିଛି। ଏପ୍ରିଲରେ...

ନିରାପତ୍ତା କ୍ଷେତ୍ରରେ ହ୍ୟୁଣ୍ଡାଇର ଉଦ୍ୟମ

ଭୁବନେଶ୍ୱର,୬।୫: ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ କର୍ମଚାରୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ଉଦ୍ୟମ ଜାରି ରହିଛି। କମ୍ପାନୀ ପକ୍ଷରୁ ଏହାର ପ୍ରତି ବିତରଣ କେନ୍ଦ୍ରଗୁଡିକରେ ସାନିଟାଇଜ ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି। ଶୋ’ରୁମ୍‌ ଏବଂ ଓ୍ବାର୍କଶପରେ ସ୍ବଚ୍ଛତାକୁ ଗୁରୁତ୍ୱ ଦିଆଯାଇଛି।...

ହ୍ବାଟ୍ସଆପ୍‌,ଇ-ମେଲ୍‌ରେ ମଗାଇହେବ ଔଷଧ

ନୂଆଦିଲ୍ଲୀ,୬।୫: ଲକ୍‌ଡାଉନ ସମୟରେ ବିଭିନ୍ନ ଜନଔଷଧି କେନ୍ଦ୍ରରୁ ଲୋକମାନେ ହ୍ବାଟ୍ସଆପ୍‌ ଏବଂ ଇ-ମେଲ୍‌ ଜରିଆରେ ଔଷଧ ମଗାଇପାରିବେ। ସରକାର ମଙ୍ଗଳବାର ଏ ନେଇ ନୂଆ ଗାଇଡ୍‌ଲାଇନ ଜାରି କରିଛନ୍ତି। ଲୋକଙ୍କ ନିକଟରେ ସହଜରେ ଔଷଧ ପହଞ୍ଚାଇବା ଲାଗି ସରକାର ଏଭଳି...

ଦିଲ୍ଲୀରେ ମହଙ୍ଗା ହେଲା ଡିଜେଲ

ନୂଆଦିଲ୍ଲୀ,୬।୫:ଦିଲ୍ଲୀ ସରକାର ଇନ୍ଧନ ଉପରେ ଭାଟ୍‌ ଲାଗୁ କରିବା ପରେ ସେଠାରେ ଡିଜେଲ ସବୁଠାରୁ ମହଙ୍ଗା ସ୍ତର ଛୁଇଁଛି। ଏଠାରେ ମଙ୍ଗଳବାର ପେଟ୍ରୋଲର ଲିଟର ପିଛା ଦର ୧.୬୭ ଟଙ୍କା ବଢ଼ିଥିବା ବେଳେ ଡିଜେଲ ଦର ଲିଟର ପିଛା ୭.୧୦...

ନବଜାତକକୁ ସ୍ବାଗତକଲେ ଏଲନ୍‌ ମସ୍କ, ଗ୍ରୀମ୍‌ସ

ନୂଆଦିଲ୍ଲୀ,୬।୫: ଟେସ୍‌ଲା ମୁଖ୍ୟ ଏଲନ୍‌ ମସ୍କ ଏବଂ ଗର୍ଲଫ୍ରେଣ୍ଡ ଗ୍ରୀମ୍‌ସ ସେମାନଙ୍କ ପ୍ରଥମ ସନ୍ତାନକୁ ସ୍ବାଗତ କରିଛନ୍ତି। ୩୨ ବର୍ଷୀୟ ଗ୍ରୀମ୍‌ସଙ୍କ ପ୍ରକୃତ ନାମ କ୍ଲେୟାର ବାଉଚର। ଗର୍ଭବତୀ ଥିବା ଖବରକୁ ଗ୍ରୀମ୍‌ସ ଚଳିତ ବର୍ଷ ଜାନୁୟାରୀରେ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ...

କରୋନା ଯୋଗୁ ଆମେରିକା ଅର୍ଥନୀତିରେ ସଙ୍କଟ: ୩୦୦,୦୦୦ କୋଟି ଡଲାରର ଋଣ ଆବଶ୍ୟକ

ଓ୍ବାଶିଂଟନ,୫।୫: କରୋନା ସଂକ୍ରମଣ ନେଇ ଆମେରିକାରେ ଆତଙ୍କ ଦେଖାଦେଇଛି। ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ସେହିପରି ଦେଶର ଅର୍ଥନୀତିରେ ସଙ୍କଟ ସୃଷ୍ଟି ହୋଇଛି। ବିଗୁଡୁଥିବା ଅର୍ଥନୀତିରେ ସୁଧାର ଆଣିବା ପାଇଁ ଆମେରିକା ୩୦୦,୦୦୦ କୋଟି ଡଲାରର ଋଣ ଆବଶ୍ୟକ...

ଫେକ୍‌ ନ୍ୟୁଜ୍‌ ରୋକିବାକୁ ହ୍ବାଟ୍ସଆପ୍‌ର ପଦକ୍ଷେପ

ନୂଆଦିଲ୍ଲୀ,୫। ୫: ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ଫେକ୍‌ ନ୍ୟୁଜ ବା ମିଥ୍ୟା ସୂଚନା ର ପ୍ରସାର ବ୍ୟାପିଛି। ହ୍ବାଟ୍ସଆପ୍‌ ଭଳି ଅନ୍ୟ ସୋସିଆଲ ସାଇଟଗୁଡିକରେ ଫେକ୍‌ ନ୍ୟୁଜ ଫରଓ୍ବାର୍ଡ ହେଉଥିବା ଦେଖାଯାଉଛି। ଏହାକୁ ବିଚାରକରି ହ୍ବାଟ୍ସଅପ୍‌ ପକ୍ଷରୁ ଫେକ୍‌ ନ୍ୟୁଜ...

ଜିଓରେ ୧.୧୫% ଅଂଶଧନ କିଣିଲା ସିଲ୍‌ଭର ଲେକ୍‌

ନୂଆଦିଲ୍ଲୀ,୪।୫:ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଜିଓ ପ୍ଲାଟ୍‌ଫର୍ମରେ ଆମେରିକାଭିତ୍ତିକ ଘରୋଇ ଇକ୍ୱିଟି ଫାର୍ମ ସିଲ୍‌ଭର ଲେକ୍‌ ୧.୧୫% ଅଂଶଧନ କ୍ରୟ କରିଛି। ଏଥିଲାଗି ଉକ୍ତ କମ୍ପାନୀ ୫,୬୫୫.୭୫ କୋଟି ନିବେଶ କରିଥିବା ଜଣାପଡ଼ିଛି। ଜିଓର ୯.୯୯% ଅଂଶଧନ ଫେସ୍‌ବୁକ୍‌ କିଣିବା ପରେ ଗତ...

ବାଣିଜ୍ୟ ଯୁଦ୍ଧ ମୁହଁ। ଆମେରିକା-ଚାଇନା

ନୂଆଦିଲ୍ଲୀ,୫।୫:କରୋନା ଭୂତାଣୁକୁ ନେଇ ଆମେରିକା ଏବଂ ଚାଇନା ମଧ୍ୟରେ ତିକ୍ତତା ଧୀରେ ଧୀରେ ବଢୁଛି। ଚାଇନା ଉପରେ କଟକଣା ଲଗାଇବା ଲାଗି ଆମେରିକା ପୁଣି ଥରେ ପ୍ରସ୍ତୁତ ହେଉଥିବା ଜଣାପଡିଛି। ବିଶ୍ୱ ସ୍ତରର ଯୋଗାଣ ଚେନ୍‌ରେ ଚାଇନାର ଆଧିପତ୍ୟ ଲାଗି...

ପେଟ୍ରୋଲ ବିକ୍ରି ୬୧%, ଡିଜେଲ ୫୭% ହ୍ରାସ

ନୂଆଦିଲ୍ଲୀ,୫। ୫: ଚଳିତ ବର୍ଷ ଏପ୍ରିଲ ମାସରେ ପେଟ୍ରୋଲ ଓ ଡିଜେଲ ବିକ୍ରି ଯଥାକ୍ରମେ ୬୧% ଏବଂ ୫୭% ହ୍ରାସ ଘଟିଛି। କେତେକ କ୍ଷେତ୍ରରେ ଔଦ୍ୟୋଗିକ ଉତ୍ପାଦନ ଏବଂ ପରିବହନକୁ ଅନୁମତି ପ୍ରଦାନ କରାଯାଇଥିବାରୁ ଇନ୍ଧନ ବିକ୍ରିରେ ସାମାନ୍ୟ ପରିବର୍ତ୍ତନ...

ନିବେଶକଙ୍କ କ୍ଷତି ୫.୮୨ ଲକ୍ଷ କୋଟି

ନୂଆଦିଲ୍ଲୀ,୫।୫:ସୋମବାର ଦେଶର ପୁଞ୍ଜିବଜାର କାରବାର କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନ୍‌ସେକ୍ସ ୨୦୦୨ ପଏଣ୍ଟ ଖସିବା ଯୋଗୁ ନିବେଶକଙ୍କ ସମ୍ପତ୍ତିରେ ୫.୮୨ ଲକ୍ଷ କୋଟି ଟଙ୍କା ହ୍ରାସ ହୋଇଥିବା ଦେଖାଯାଇଛି। ସୂଚକାଙ୍କ ୨,୦୦୨. ୨୭ ପଏଣ୍ଟ ବା...

ରେକର୍ଡ ନିମ୍ନ ସ୍ତରକୁ ଖସିଲା ମାନୁଫାକ୍ଚରିଂ

ନୂଆଦିଲ୍ଲୀ,୫।୫:ବର୍ତ୍ତମାନ କରୋନାକୁ ପ୍ରତିରୋଧ କରିବା ଲାଗି ସାରା ବିଶ୍ୱରେ ଆର୍ଥତ୍କ କାର୍ଯ୍ୟକଳାପ ବନ୍ଦ ରହିଛି। ଏଭଳି ସ୍ଥିତିରେ ଏପ୍ରିଲରେ ଦେଶର ମାନୁଫାକ୍ଚରିଂ କାର୍ଯ୍ୟକଳାପ ରେକର୍ଡ ନିମ୍ନ ସ୍ତରକୁ ଖସିଯାଇଛି। ଆଇଏଚ୍‌ଏସ୍‌ ମାର୍କିଟ୍‌ ଦ୍ୱାରା ପ୍ରକାଶିତ ନିକେଇ ମାନୁଫାକ୍ଚରିଂ ପରଚେଜିଂ ମ୍ୟାନେଜର୍ସ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri