ଜାଲ୍‌ ଜିଏସ୍‌ଟି ବିଲ୍‌ ମାମଲାରେ ୨୫ ଗିରଫ

ନୂଆଦିଲ୍ଲୀ: ଜାଲ୍‌ ଜିଏସ୍‌ଟି ବିଲ୍‌ ମାମଲାରେ ଜିଏସ୍‌ଟି ସତର୍କତା ମହାନିର୍ଦ୍ଦେଶାଳୟ ପକ୍ଷରୁ ୨୫ ଜଣ ବ୍ୟକ୍ତିବିଶେଷଙ୍କୁ ଗିରଫ କରାଯାଇଛି। ଏହି ଲୋକମାନେ ରେଡିମେଡ କପଡା, ସୁନା, ଚାନ୍ଦି, କବାଡି କାରବାରର ଜାଲ ବିଲ୍‌ ପ୍ରସ୍ତୁତ କରିବା ଅଭିଯୋଗ ଆସିଛି। ପ୍ରାୟ ୧୧୮୦ ସଂସ୍ଥା ବିରୋଧରେ ଏ ନେଇ ୩୫୦ ମାମଲା ଦାୟର କରାଯାଇଛି। ଜିଏସ୍‌ଟି ଚୋରୀ କରିବା ଲାଗି ଏଭଳି ଏକ ଉପାୟ ଲୋକମାନେ ଆପଣାଇ ଥିବା ଜଣାପଡିଛି। ଏହି ମାମଲାରେ ତନାଘନା ଜାରି ରହିଛି। ନକଲି ଚାଲାଣ, ହଓ୍ବାଲା ର଼୍ୟାକେଟ ଦ୍ୱାରା ଅର୍ଥ ବ୍ୟବସ୍ଥାକୁ କ୍ଷତି ପହଞ୍ଚିବାର ଆଶଙ୍କା ରହିଛି। ଏହାକୁ ବିଚାର କରି ଜିଏସ୍‌ଟି ପଞ୍ଜୀକରଣ ପ୍ରକ୍ରିୟାକୁ କଡାକଡି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ ଟ୍ରମ୍ପଙ୍କ ଚେତାବନୀ: ସାଲିସ ନ କଲେ ପରିଣାମ ଭୋଗିବ

ନୂଆଦିଲ୍ଲୀ,୧୩।୫: ଆମେରିକା ଏବଂ ଚାଇନା ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧ ଥମୁନାହିଁ। ଏପରିସ୍ଥିତିରେ  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନାକୁ ଚେତାବନୀ ଦେଇଛନ୍ତି। ବାଣିଜ୍ୟ ନେଇ...

ନାତିଙ୍କୁ ୪୦ କୋଟିର ଗିଫ୍ଟ ଦେଲେ ରାଣା କପୁରଙ୍କ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୮: ୟେସ୍‌ ବ୍ୟାଙ୍କର ପ୍ରମୋଟର ରାଣା କପୁରଙ୍କ ବିରୋଧରେ ଋଣ ମାମଲା ନେଇ ବର୍ତ୍ତମାନ ତଦନ୍ତ ଚାଲିଛି। ରାଣାଙ୍କ ସ୍ତ୍ରୀ ବିନ୍ଦୁ କପୁର ତାଙ୍କ ୯...

କାର୍‌ରେ ୬ ଏୟାରବ୍ୟାଗ୍‌ ବାଧ୍ୟତାମୂଳକ: ଗଡକରୀ

ନୂଆଦିଲ୍ଲୀ,୩୦।୯:ସାରା ବିଶ୍ୱ ଏପରିକି ଭାରତରେ ମଧ୍ୟ ପ୍ରତିଦିନ ସଡ଼କ ଦୁର୍ଘଟଣାରେ ଶହ ଶହ ସଂଖ୍ୟାରେ ଲୋକ ଅକାଳରେ ମୃତ୍ୟୁବରଣ କରୁଛନ୍ତି। ବିଶେଷକରି ସଡ଼କ ସୁରକ୍ଷା ନିୟମାବଳୀର...

ବ୍ୟାଙ୍କ ଜମା ଆଡ଼କୁ ମୁହାଁଉଛନ୍ତି ନିବେଶକ

ମୁମ୍ବାଇ,୩୦।୪: ଡେଟ୍‌ ବର୍ଗରେ ମିଳୁଥିବା ଲାଭକୁ ଦେଖିଲେ ଗୋଟିଏ ସମୟରେ ପୁଞ୍ଜି ବଜାରର ନିବେଶକଙ୍କ ଏହା ଏକ ଅନ୍ୟତମ ପ୍ରମୁଖ ନିବେଶ ବିକଳ୍ପ ରହି ଆସିଥିଲା।...

ଲଣ୍ଡନ ହାଇକୋର୍ଟରେ ଆବେଦନ ଗୃହୀତ; ପ୍ରତ୍ୟର୍ପଣ ବିରୋଧରେ ଅପିଲ କରିପାରିବେ ମାଲ୍ୟା

ନୂଆଦିଲ୍ଲୀ,୩-୭: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଲଣ୍ଡନ ହାଇକୋର୍ଟରୁ ଏକ ଆଶ୍ୱସ୍ତି ମିଳିଛି। ଭାରତ ପ୍ରତ୍ୟର୍ପଣକୁ ବିରୋଧ କରି ସେ ଅପିଲ କରିପାରିବେ ବୋଲି...

ଅର୍ଥ ବ୍ୟବସ୍ଥାକୁ ଲାଗିବ ୯ ଲକ୍ଷ କୋଟିର ଝଟକା

ନୂଆଦିଲ୍ଲୀ,୨୬। ୩: କୋଭିଡ ୧୯ ପାଇଁ ସାରା ଦେଶକୁ ଏବେ ଲକ୍‌ଡାଉନ କରାଯାଇଛି। ଏହା ଦ୍ୱାରା ଦେଶର ମୋଟ ଘରୋଇ ଉତ୍ପାଦ(ଜିଡ଼ିପି)କୁ ପ୍ରାୟ ୪% ବା...

ଭାରତରେ ଇଭି ଚାର୍ଜିଂ ଇନ୍‌ଫ୍ରାଷ୍ଟ୍ରକଚର ବିକାଶକୁ ଗୁରୁତ୍ୱ

ଭୁବନେଶ୍ୱର,୨୨।୯: ଦେଶର ପ୍ରମୁଖ ୨ଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌ (ଏଚ୍‌ପିସିଏଲ୍‌) ମଧ୍ୟରେ ଏକ ବ୍ୟବସାୟିକ ସହଭାଗିତା ନିକଟରେ...

‘ଓଡ଼ିଶାରେ ୨.୫ଲକ୍ଷ କୋଟି ଟଙ୍କାର ହେବ ପୁଞ୍ଜିନିବେଶ

ଭୁବନେଶ୍ୱର,୧।୧୦: ଗତ କିଛି ବର୍ଷ ହେବ ଯୁବବର୍ଗ ଆଉ ବିଦେଶ କିମ୍ବା ବହୁରାଷ୍ଟ୍ରୀୟ କମ୍ପାନୀରେ କାମ କରିବା ବଦଳରେ ନିଜ ଅଞ୍ଚଳରେ କିଛି କରିବା ସହ...

Advertisement
Archives

Model This Week