୧୨୬% ସ୍ତରରେ ବିତ୍ତୀୟ ନିଅଣ୍ଟ

ନୂଆଦିଲ୍ଲୀ,୨୭।୧୧: ଦେଶର ବିତ୍ତୀୟ ନିଅଣ୍ଟ ୭ ମାସରେ ୯.୫୩ ଲକ୍ଷ କୋଟି ଟଙ୍କା ଛୁଇଁଛି। ଚଳିତ ଆର୍ଥିକ ବର୍ଷ ବଜେଟରେ ହୋଇଥିବା ଧାର୍ଯ୍ୟ ଲକ୍ଷ୍ୟର ଏହା ୧୨୬.୭% ସ୍ତରରେ ରହିଛି। ସରକାରଙ୍କ ଆୟ ଏବଂ ବ୍ୟୟ ମଧ୍ୟରେ ରହିଥିବା ପାର୍ଥକ୍ୟକୁ ବିତ୍ତୀୟ ନିଅଣ୍ଟ କୁହାଯାଏ। ଅର୍ଥାତ ସରକାର ଯେତିକି ଆୟ କରନ୍ତି ଏହା ଠାରୁ ଖର୍ଚ୍ଚ ବଢିଗଲେ ଏହା ରାଜକୋଷ ଉପରେ ଚାପ ପକାଇଥାଏ। ସରକାର ଏହି ସମୟ ମଧ୍ୟରେ ୫.୭୬ ଲକ୍ଷ କୋଟି ଟଙ୍କାର ନେଟ୍‌ ଟିକସ ସଂଗ୍ରହ କରିଛନ୍ତି। ଗତ ବର୍ଷ ତୁଳନାରେ ଟିକସ ସଂଗ୍ରହ ୧୫.୭% ହ୍ରାସ ପାଇଛି। ସେହିଭଳି ସରକାରଙ୍କ ମୋଟ ଖର୍ଚ୍ଚ ବିଚାର କରିଲେ ଏହା ୧୬.୬ ଲକ୍ଷ କୋଟି ଟଙ୍କା ରହିଥିବା ସରକାରୀ ରିପୋର୍ଟରୁ ସାମ୍ନାକୁ ଆସିଛି। ୨୦୨୦-୨୧ ଆର୍ଥତ୍କ ବର୍ଷରେ ବିତ୍ତୀୟ ନିଅଣ୍ଟ ୮% ଟପିବା ନେଇ ଆକଳନ କରାଯାଇଛି। ଏହା ମୋଟ ଜିଡିପିର ୩.୫% ସ୍ତରରେ ରହିବ ବୋଲି ସରକାର କହିଥିଲେ। କରୋନା ମହାମାରୀ ଯୋଗୁ ସରକାରଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡୁଥିବାରୁ ବିତ୍ତୀୟ ନିଅଣ୍ଟ ବଢିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଚ୍‌ ୧-ବି, ଏଲ୍‌୧ ଭିଜା ଉପରେ କଟକଣା ଲଗାଇବ ୟୁଏସ୍‌

ନୂଆଦିଲ୍ଲୀ,୨୧।୬: ଏଚ୍‌ ୧-ବି ଏବଂ ଏଲ୍‌୧ ଭିଜା ଉପରେ ଆମେରିକା ନୂଆ କଟକଣା ଜାରି କରିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏ ସମ୍ପର୍କରେ ରବିବାର...

୨୧,୭୦୦ କୋଟିର ସମ୍ପତ୍ତି ବିକିବେ ଅନିଲ ଅମ୍ବାନୀ

ମୁମ୍ବାଇ,୧୨।୭ : ଏକ ସମୟରେ ଦେଶର ଶ୍ରେଷ୍ଠ ଧନୀଙ୍କ ମଧ୍ୟରେ ଗଣା ହେଉଥିବା ରିଲାଏନ୍ସ ଏଡିଏଜି ଗ୍ରୁପ୍‌ ମାଲିକ ଅନିଲ ଅମ୍ବାନୀ ଏବେ ଋଣ ପରିଶୋଧ...

ଜୁଲାଇ ପହିଲାରୁ ବଦଳିବାକୁ ଯାଉଛି ଏସ୍‌ବିଆଇର ଅନେକ ନିୟମ: ଚେକ୍‌ବୁକ୍‌ଠାରୁ ଆରମ୍ଭ କରି…

ନୂଆଦିଲ୍ଲୀ,୨୯।୬: ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ଆସନ୍ତା ଜୁଲାଇ ପହିଲାରୁ ଅନେକ ପରିବର୍ତ୍ତନ କରିବାକୁ ଯାଉଛି। ବ୍ୟାଙ୍କ ନଗଦ ପ୍ରତ୍ୟାହାର, ଶାଖାରୁ...

ହୁରୁନ ଗ୍ଲୋବାଲ ତାଲିକା: ଭାରତର ୧୨ କମ୍ପାନୀ ସାମିଲ

ନୂଆଦିଲ୍ଲୀ,୨୨।୮:  ହୁରୁନ ପକ୍ଷରୁ ବିଶ୍ୱର ୫୦୦ ପ୍ରମୁଖ ଭାଲ୍ୟୁ କମ୍ପାନୀଙ୍କ ତାଲିକା ସମ୍ପର୍କରେ ଘୋଷଣା କରାଯାଇଛି। ଏଥିରେ ଭାରତର ୧୨ କମ୍ପାନୀ ସାମିଲ ରହିଥିବା ଜଣାପଡ଼ିଛି। ଏହା...

ଓଡ଼ିଶା ବଜାରରେ ହ୍ୟୁଣ୍ଡାଇ ଇଲେକ୍‌ଟ୍ରୋନିକ୍ସ

ଭୁବନେଶ୍ୱର, ୨୨।୮(ବ୍ୟୁରୋ)  ହ୍ୟୁଣ୍ଡାଇ ଇଲେକ୍‌ଟ୍ରୋନିକ୍ସ ଇଣ୍ଡିଆ ଲିମିଟେଡ ପକ୍ଷରୁ ଓଡ଼ିଶା ବଜାରରେ ଏହାର ପ୍ରଡକ୍ଟଗୁଡିକର ଶୁଭାରମ୍ଭ ଘୋଷଣା କରାଯାଇଛି। କମ୍ପାନୀର ଚିଫ୍‌ ଅପରେଟିଂ ଅଫିସର (ସିଓଓ) ଅଭିଷେକ...

ଡିଏଲ୍‌ ନବୀକରଣ ଲାଗି ଆଧାର ପ୍ରମାଣନ

ନୂଆଦିଲ୍ଲୀ: ଅନ୍‌ଲାଇନରେ ଡ୍ରାଇଭିଂ ନବୀକରଣ ଏବଂ ୧୫ ଅନ୍ୟ ସେବା ଲାଗି ଆଧାର ଅଥେଣ୍ଟିକେଶନ(ପ୍ରମାଣନ)ର ଆବଶ୍ୟକତା ରହିଛି। ପରିବହନ ବିଭାଗର କାର୍ଯ୍ୟାଳୟକୁ ନ ଦୌଡ଼ି ଲୋକଙ୍କୁ...

କୋଭିଡ୍‌-୧୯ ଲଢ଼େଇରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ

ନୂଆଦିଲ୍ଲୀ,୧୮।୪: କୋଭିଡ୍‌-୧୯ ବିରୋଧରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ସରକାରୀ ତୈଳ କମ୍ପାନୀଗୁଡିକ ଲଗାତର ଯୋଗଦାନ ରଖି ଆସୁଛନ୍ତି। ଆରୋଗ୍ୟ ସେତୁ ଆପ୍ଳିକେଶନକୁ ଲୋକପ୍ରିୟ କରାଇବା ଲାଗି...

ପୁନରୁଦ୍ଧାର କାର୍ଯ୍ୟରେ ଏନ୍‌ଟିପିସି

ଭୁବନେଶ୍ୱର,୧୨-୫ : ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟରେ ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ(ଏନ୍‌ଟିପିସି) ପକ୍ଷରୁ ୫୦୦ କୁଶଳୀ ଶ୍ରମିକ ନିୟୋଜିତ ହୋଇଛନ୍ତି। ପ୍ରମୁଖ ସ୍ଥାନରେ ବିଜୁଳି...

Advertisement
Archives

Model This Week