ଆର୍ବିଆଇ, କେନ୍ଦ୍ରକୁ ସୁପ୍ରିମକୋର୍ଟ ନୋଟିସ
ମୁମ୍ବାଇ,୨୭।୫: କୋଭିଡ୍-୧୯ ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କ ଋଣ ଉପରେ ମୋରାଟୋରିୟମ ସୁବିଧା ଦିଆଯାଇଛି। ହେଲେ ଏହି ସମୟରେ ବ୍ୟାଙ୍କଗୁଡିକ ଲୋନ୍ ଆଉଟଷ୍ଟାଣ୍ଡିଙ୍ଗ ଉପରେ ସୁଧ ନେଉଛନ୍ତି। ଏହା ଉପରେ ସୁପ୍ରିମକୋର୍ଟରେ ଆବେଦନ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟ ଏ...
ଏନ୍ପିଏ ୫.୫ ଲକ୍ଷ କୋଟି ଟଙ୍କା ବଢ଼ିବ
ମୁମ୍ବାଇ,୨୭।୫: ବର୍ତ୍ତମାନ ଅର୍ଥ ବ୍ୟବସ୍ଥାର ଗତି ଧୀମା ହୋଇଥିବା ବେଳେ ବ୍ୟାଙ୍କଗୁଡ଼ିକରେ ଅନାଦାୟ ପରିସମ୍ପତ୍ତି(ଏନ୍ପିଏ) ବଢ଼ିବାର ଆଶଙ୍କା କରାଯାଇଛି। କରୋନା ପାଇଁ ଚଳିତ ଆର୍ଥତ୍କ ବର୍ଷରେ ଏନ୍ପିଏ ୫.୫ ଲକ୍ଷ କୋଟି ଟଙ୍କା ବଢ଼ିବ ବୋଲି ଏକ ରିପୋର୍ଟରେ ପ୍ରକାଶ...
୬ଶହ କର୍ମଚାରୀକୁ ଛଟେଇ କଲା ଉବର ଇଣ୍ଡିଆ
ନୂଆଦିଲ୍ଲୀ,୨୭।୫: ମଙ୍ଗଳବାର ଘରୋଇ ଯାତ୍ରୀ ସେବା ପ୍ରଦାନକାରୀ କମ୍ପାନୀ ଉବର ଇଣ୍ଡିଆ ୨ୟ ଥର ପାଇଁ ପ୍ରାୟ ୬ଶହ ପୂର୍ଣ୍ଣକାଳୀନ କର୍ମଚାରୀଙ୍କୁ ଛଟେଇ କରିଛି। କରୋନା ମହାମାରୀର ପ୍ରଭାବ ଯୋଗୁ କମ୍ପାନୀ ନାନା ସମସ୍ୟା ସହ ବାଣିଜ୍ୟ କାରବାରରେ କ୍ଷତି...
ରାଜ୍ୟଗୁଡ଼ିକର ବିତ୍ତୀୟ ନିଅଣ୍ଟ ୪.୫% ଛୁଇଁପାରେ
ନୂଆଦିଲ୍ଲୀ,୨୭।୫: କରୋନା ମହାମାରୀ ଦେଶର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି। ଏଥିଯୋଗୁ ୨୦୨୦-୨୧ରେ ରାଜ୍ୟଗୁଡିକର ବିତ୍ତୀୟ ନିଅଣ୍ଟ ଆକଳନଠାରୁ ବଢ଼ିଯିବ ବୋଲି ଆଶଙ୍କା କରାଯାଇଛି। ଇଣ୍ଡିଆ ରେଟିଂସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ରାଜ୍ୟଗୁଡିକର...
ସ୍ବାଧୀନତା ପରଠାରୁ ବଡ଼ ମାନ୍ଦାବସ୍ଥା
ନୂଆଦିଲ୍ଲୀ,୨୭।୫: ଭାରତ ବର୍ତ୍ତମାନ ୪ର୍ଥ ମାନ୍ଦାବସ୍ଥା ସାମ୍ନା କରୁଛି। ଦେଶରେ ଉଦାରୀକରଣ ନୀତି ଲାଗୁ ହେବା ପରେ ଏବଂ ସ୍ବାଧୀନତା ପରଠାରୁ ଘରୋଇ ବଜାର ସବୁଠାରୁ ବଡ଼ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇଥିବା ଜଣାପଡିଛି। ବିଶ୍ୱ ମାନ୍ଦାବସ୍ଥା ସହ ଲଢୁଥିବା ବଜାର...
ଏଲ୍ଆଇସି ଆଣିଲା ପ୍ରଧାନମନ୍ତ୍ରୀ ବୟ ବନ୍ଧନ ଯୋଜନା
ନୂଆଦିଲ୍ଲୀ,୨୭।୫: ଭାରତୀୟ ଜୀବନ ବୀମା ନିଗମ(ଏଲ୍ଆଇସି) ପକ୍ଷରୁ ସଂଶୋଧିତ ପ୍ରଧାନମନ୍ତ୍ରୀ ବୟ ବନ୍ଧନ ଯୋଜନା(ପିଏମ୍ଭିଭିଓ୍ବାଇ)କୁ ଶୁଭାରମ୍ଭ କରାଯାଇଛି। ଏହି ଯୋଜନା ୨୬ ମେ ୨୦୨୦ ଠାରୁ ୩ ଆର୍ଥତ୍କ ବର୍ଷ ଅର୍ଥାତ୍ ୩୧ ମାର୍ଚ୍ଚ ୨୦୨୩ ଯାଏ ବିକ୍ରି ପାଇଁ...
ବନ୍ଦ ହୋଇପାରେ ୪୦% ଟ୍ରାଭେଲ-ଟୁରିଜମ୍ ସଂସ୍ଥା
ନୂଆଦିଲ୍ଲୀ,୨୬।୫: କରୋନା ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସରକାର ପର୍ଯ୍ୟାୟ ପରେ ପର୍ଯ୍ୟାୟ ଲକ୍ଡାଉନ ବୃଦ୍ଧି କରୁଛନ୍ତି। କୋଭିଡ୍-୧୯ ଦେଶର ସବୁ ଶ୍ରେଣୀ ଓ କ୍ଷେତ୍ରକୁ ପ୍ରଭାବିତ କରିଛି। ଫଳରେ ଦେଶର ଅର୍ଥ ବ୍ୟବସ୍ଥା ଏହାଦ୍ୱାରା ଅଧିକ ମାତ୍ରାରେ...
ଶ୍ରମ ଆଇନ ଉଚ୍ଛେଦକୁ ନେଇ ଆଇଏଲ୍ଓର ଚିନ୍ତା ପ୍ରକଟ
ନୂଆଦିଲ୍ଲୀ,୨୬।୫:ଭାରତରେ ବିଭିନ୍ନ ରାଜ୍ୟ ପକ୍ଷରୁ ଶ୍ରମ ଆଇନରେ ସଂଶୋଧନ ତଥା ଉଚ୍ଛେଦକୁ ନେଇ ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ(ଆଇଏଲ୍ଓ) ଚିନ୍ତା ପ୍ରକଟ କରିଛି। ଶ୍ରମିକଙ୍କ ସ୍ବାର୍ଥ ରକ୍ଷା ଲାଗି ଅନ୍ତର୍ଜାତୀୟ ନିୟମ ତଥା ଚୁକ୍ତିକୁ ସରକାର ମାନିବା ଉଚିତ ବୋଲି ଆଇଏଲ୍ଓ...
କୋଭିଡ୍ ଚାପରେ ଦେବାଳିଆ ହେଉଛନ୍ତି କମ୍ପାନୀ
ନୂଆଦିଲ୍ଲୀ,୨୬।୫: ସାରା ବିଶ୍ୱ ବଜାର ମାନ୍ଦାବସ୍ଥା ସହ ଲଢ଼େଇ ଜାରି ରଖିଥିଲା। ବାଣିଜ୍ୟଗୁଡ଼ିକ ତିଷ୍ଠି ରହିବା ଲାଗି ଲଢ଼େଇ ଜାରି ରଖିଥିଲେ। ହଠାତ୍ କରୋନା ଭଳି ବିଶ୍ୱ ମହାମାରୀ ଆସି ଏହି ସମସ୍ୟାକୁ ଆହୁରି ବଢ଼ାଇଦେଲା। ମାନ୍ଦାବସ୍ଥା ସହ ଲଢୁଥିବା...
୨୦୦ ସହରରେ ଜିଓମାର୍ଟ ସାମଗ୍ରୀ ଡେଲିଭରି ଦେବ
ନୂଆଦିଲ୍ଲୀ,୨୬।୫: ରିଲାଏନ୍ସର ଅନ୍ଲାଇନ ଗ୍ରସେରି ଡେଲିଭରି ସର୍ଭିସ ପ୍ଲାଟ୍ଫର୍ମ ଜିଓମାର୍ଟ ପକ୍ଷରୁ ଦେଶର ୨୦୦ ସହରରେ ସେବା ଯୋଗାଇ ଦିଆଯିବ। ଏହି ସେବା ଦ୍ୱାରା ଆମାଜନ, ଫ୍ଲିପ୍କାର୍ଟ ଏବଂ ବିଗ୍ ବାସ୍କେଟ ଭଳି କିରାନା ସାମଗ୍ରୀ ଡେଲିଭରି ଦେଉଥିବା କମ୍ପାନୀଙ୍କ...
ଏମ୍ଏସ୍ଏମ୍ଇଗୁଡ଼ିକର ଚିନ୍ତା ବଢୁଛି
ନୂଆଦିଲ୍ଲୀ,୨୬।୫: ବର୍ତ୍ତମାନର କ୍ଷତିଗ୍ରସ୍ତ ବଜାର ଏବଂ ନଗଦ ସମସ୍ୟାକୁ ନେଇ ଦେଶର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍ଏସ୍ଏମ୍ଇ)ଗୁଡ଼ିକ ବର୍ତ୍ତମାନ ଚିନ୍ତାରେ ରହିଛନ୍ତି। ଗୋଟିଏ ପଟେ ବର୍ତ୍ତମାନ ନଗଦ ସମସ୍ୟା ରହିଥିବା ବେଳେ ଅନ୍ୟ ପଟେ ବଡ଼ ବଡ଼...
ରିଟେଲ ବ୍ୟବସାୟୀଙ୍କୁ ୯ ଲକ୍ଷ କୋଟି ଟଙ୍କା କ୍ଷତି
ନୂଆଦିଲ୍ଲୀ,୨୬।୫: କରୋନା ମହାମାରୀକୁ ରୋକିବା ଲାଗି ସାରା ଦେଶକୁ ଲକ୍ଡାଉନ ଘୋଷଣା କରାଯାଇଛି। କଟକଣା ଧୀରେ ଧୀରେ କୋହଳ ହେଉଥିବା ବେଳେ ବଜାର କିନ୍ତୁ କ୍ଷତିଗ୍ରସ୍ତ ହୋଇ ରହିଛି। ଗତ ୬୦ଦିନ ମଧ୍ୟରେ ଦେଶର ରିଟେଲ ବ୍ୟବସାୟୀଙ୍କୁ ପ୍ରାୟ ୯...
Archives


