ଶୀଘ୍ର ଆସିବ ଏଲ୍ଆଇସିର ଆଇପିଓ
ନୂଆଦିଲ୍ଲୀ,୨୦।୬: ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ଇନିସିଆଲ ପବ୍ଲିକ ଅଫରିଂ( ଆଇପିଓ) ଶୀଘ୍ର ଆସିବ। ଏଥି ଲାଗି ସରକାର ପରାମର୍ଶଦାତାଫାର୍ମ, ନିବେଶ ବ୍ୟାଙ୍କର ଏବଂ ବିତ୍ତୀୟ ସଂସ୍ଥାଗୁଡିକଠାରୁ ଟେଣ୍ଡର ଆମନ୍ତ୍ରଣ କରିଛନ୍ତି। ଏଲ୍ଆଇସି ଆଇପିଓ ଆସିଲେ ଏହା ଦେଶର...
ଭାରତକୁ ଜିଏସ୍ପି ମାନ୍ୟତା ଫେରାଇବା ନେଇ ୟୁଏସ୍ର ବିଚାର
ଓ୍ବାଶିଂଟନ,୨୦।୬: ବାଣିଜ୍ୟ ସୁବିଧା ଲାଗି ଆମେରିକା ପ୍ରଦାନ କରୁଥିବା ଜେନେରାଲାଇଜ୍ଡ ସିଷ୍ଟମ ଅଫ୍ ପ୍ରିଫରେନ୍ସ(ଜିଏସ୍ପି) ମାନ୍ୟତା ଭାରତକୁ ପୁଣି ଥରେ ପ୍ରଦାନ କରିବାକୁ ଆମେରିକା ବିଚାର କରୁଛି। ଟ୍ରମ୍ପ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।...
୫ହଜାରରୁ ଊର୍ଦ୍ଧ୍ୱ ଏଟିଏମ୍ ଉଠାଣରେ ଲାଗିପାରେ ଚାର୍ଜ
ମୁମ୍ବାଇ,୧୯।୬: ଏଟିଏମ୍ରୁ ଏକାଥରକେ ୫ହଜାର ଟଙ୍କାରୁ ଉର୍ଦ୍ଧ୍ୱ ଉଠାଣ ଉପରେ ଗ୍ରାହକଙ୍କୁ ଚାର୍ଜ ଲାଗିପାରେ। ଏହି ପ୍ରସଙ୍ଗ ଉପରେ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ବିଚାରବିମର୍ଷ କରୁଛି। ଆର୍ଟିଆଇରେ ମଗାଯାଇଥିବା ସୂଚନାରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଡିଜିଟାଲ ନେଣଦେଣକୁ ଉତ୍ସାହିତ...
ତେଲ ଦର ବୃଦ୍ଧିକୁ ନେଇ ଗ୍ରାହକ ଅସନ୍ତୁଷ୍ଟ
ନୂଆଦିଲ୍ଲୀ,୧୯।୬:ଦେଶରେ କରୋନା ସଂକ୍ରମଣର ମହାମାରୀ ସମୟରେ କ୍ରମାଗତ ତେଲ ଦର ବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୁଷ୍ଟ ଦେଖାଦେଇଛି। ଗୋଟିଏ ପଟେ ଲୋକଙ୍କର ଆର୍ଥିକ ଅବସ୍ଥା ଭଲ ନଥିବା ବେଳେ ଏହି ସମୟରେ ତେଲ ଦର ବୃଦ୍ଧି ସବୁ ବର୍ଗର...
ଏନ୍ଆଇପିଏଫ୍ପିର ଅଧ୍ୟକ୍ଷ ଭାର ସମ୍ଭାଳିବେ ଉର୍ଜିତ
ନୂଆଦିଲ୍ଲୀ,୧୯।୬: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆର୍ବିଆଇ)ର ପୂର୍ବତନ ଗଭର୍ନର ଉର୍ଜିିତ ପଟେଲ ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ ଅଫ୍ ପବ୍ଲିକ ଫାଇନାନ୍ସ ଆଣ୍ଡ ପିଲିସି(ଏନ୍ଆଇପିଏଫ୍ପି)ର ଅଧ୍ୟକ୍ଷ ଭାର ସମ୍ଭାଳିବେ। ଜୁନ ୨୨ଠାରୁ ସେ ଏହି ଦାୟିତ୍ୱରେ କାର୍ଯ୍ୟ କରିବେ ବୋଲି ଥିଙ୍କ ଟ୍ୟାଙ୍କ...
ଇ-କମର୍ସ ନୀତିରେ ହୋଇପାରେ ପରିବର୍ତ୍ତନ: ପ୍ରଡକ୍ଟ ମେଡ୍ ଇନ୍ ଇଣ୍ଡିଆ କି ନୁହେଁ ଜାଣିହେବ
ନୂଆଦିଲ୍ଲୀ,୧୯।୬: ଭାରତ-ଚାଇନା ସୀମା ବିବାଦ ପରେ କେନ୍ଦ୍ର ସରକାର ଚାଇନା ବିରୋଧରେ କଠୋର ନୀତି ଗ୍ରହଣ କରୁଥିବା ଜଣାପଡ଼ିଛି। ଚାଇନାରୁ ଭାରତ ଆସୁଥିବା ସାମଗ୍ରୀଗୁଡିକ ଉପରେ ଉଚ୍ଚ ପରିମାଣର ଟିକସ ଲାଗୁ କରିବା ଯୋଜନା ହେଉଛି। ଚାଇନା ସାମଗ୍ରୀ ଉପରେ...
ଚାଇନାକୁ ଘେରିବା ଲାଗି ଯୋଜନା; ଆମଦାନୀ ଉପରେ ଲାଗିପାରେ କଟକଣା
ନୂଆଦିଲ୍ଲୀ,୧୯।୬: ସୀମାରେ ଚାଇନାର ଔଦ୍ଧତ୍ୟ ଯୋଗୁ ଭାରତୀୟ ୨୦ ଯବାନ ଶହୀଦ ହେବା ପରେ ଦେଶରେ ପ୍ରତିବାଦର ସ୍ବର ତୀବ୍ର ହୋଇଛି। ଚାଇନାକୁ ଉଚିତ ଜବାବ ଦେବା ଲାଗି ସୋସିଆଲ ମିଡିଆ କ୍ୟାମ୍ପେନ ସମେତ ସାରା ଦେଶରେ ଲୋକମାନେ ରାସ୍ତାକୁ...
୯୦୦୦ ଟଙ୍କା କମ୍ ମୂଲ୍ୟରେ କିଣିପାରିବେ ସାମସଙ୍ଗ ଗାଲାକ୍ସି ନୋଟ ୧୦ ଲାଇଟ୍
ନୂଆଦିଲ୍ଲୀ,୧୯।୬: ଦକ୍ଷିଣ କୋରିଆ ଟେକ୍ନୋଲୋଜି କମ୍ପାନୀ ସାମସଙ୍ଗ ଗାଲାକ୍ସି ନୋଟ ୧୦ ଲାଇଟ୍ ମୂଲ୍ୟ ହ୍ରାସ କରିଛି। ବର୍ତ୍ତମାନ ଗାଲାକ୍ସି ନୋଟ ୧୦ ଲାଇଟ୍କୁ ମୂଳ ମୂଲ୍ୟଠାରୁ ମାତ୍ର ୪,୦୦୦ ଟଙ୍କା କମ୍ରେ କିଣାଯାଇପାରିବ। ଏହା ବ୍ୟତୀତ ୫୦୦୦ ଟଙ୍କା...
ଏଟିଏମ୍ରୁ ନକଲି ନୋଟ ବାହାରିଲେ କରିବେ କ’ଣ…କିପରି ଫେରି ପାଇବେ ଟଙ୍କା ଜାଣନ୍ତୁ
ଆଜିର ଅତ୍ୟାଧୁନିକ ସମୟରେ ଡିଜିଟାଲ ନେଣଦେଣ ଜନଆଦୃତି ଲାଭ କଲାଣି। ବିଶେଷକରି ଏଟିଏମ୍ର ବ୍ୟବହାର ଦିନକୁ ଦିନ ବଢ଼ୁଛି। ଏହାଦ୍ୱାରା ଦରକାର ସମୟରେ ଟଙ୍କା ଉଠାଯାଇପାରୁଛି। ହେଲେ ବେଳେବେଳେ ଏଟିଏମ୍ରୁ ଟଙ୍କା ଉଠାଇବା ବେଳେ ନକଲି ନୋଟ ବାହାରିଥାଏ। ଏହାକୁ...
୪୧ ବାଣିଜି୍ୟକ କୋଇଲା ଖଣି ନିଲାମ ଆରମ୍ଭ
ନୂଆଦିଲ୍ଲୀ,୧୯।୬: ଦେଶରେ ବହୁଳ ପରିମାଣରେ କୋଇଲା ଗଚ୍ଛିତ ଥିବାରୁ ଆଗାମୀ ଦିନରେ ଏ କ୍ଷେତ୍ରର ସମ୍ଭାବନାକୁ ପରଖିବା ଆବଶ୍ୟକ। ବିଶ୍ୱର ସର୍ବବୃହତ୍ କୋଇଲା ରପ୍ତାନିକାରୀ ହେବାକୁ ଭାରତ ଲକ୍ଷ୍ୟ ରଖିବା ଉଚିତ। ଗୁରୁବାର କୋଇଲା କ୍ଷେତ୍ରରେ ସଂସ୍କାର ପଦକ୍ଷେପ ସ୍ବରୂପ...
ପ୍ରବାସୀଙ୍କ ଲାଗି ଆସିବ ନିଯୁକ୍ତି ଗ୍ୟାରେଣ୍ଟି ସ୍କିମ୍
ନୂଆଦିଲ୍ଲୀ,୧୯।୬: କରୋନା ମହାମାରୀକୁ ରୋକିବା ଲାଗି ସରକାର ସାରା ଦେଶକୁ ଲକ୍ଡାଉନ କରିଥିଲେ। ଏହି ସମୟରେ ପ୍ରବାସୀ ଶ୍ରମିକ ନାହିଁ ନ ଥିବା ସମସ୍ୟା ସାମ୍ନା କରିଛନ୍ତି। ଶ୍ରମିକମାନେ ହଜାର ହଜାର କି.ମି. ପାଦରେ ଚାଲି ଘରକୁ ଫେରିଛନ୍ତି। ପ୍ରବାସୀ...
ଜିଓରେ ନିବେଶ କଲା ପିଆଇ୍ଏଫ
ମୁମ୍ବାଇ,୧୯।୬: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ’ର ଡିଜିଟାଲ ପ୍ଲାଟଫର୍ମ ଜିଓରୁ ସାଉଦି ଆରବର ପିଆଇ୍ଏଫ ସଂସ୍ଥା୨.୩% ଅଂଶଧନ କ୍ରୟ କରିଛି। ଏ ସମ୍ପର୍କରେ କମ୍ପାନୀ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି। ସାଉଦି ଆରବର ପବ୍ଲିକ ଇନଭେଷ୍ଟମେଣ୍ଟ ଫଣ୍ଡ (ପିଆଇଏଫ୍) ନାମକ ସଂସ୍ଥା ଜିଓ...
Archives


