ବଜେଟ୍‌ ପୂର୍ବରୁ ସେନସେକ୍ସ୍‌ ୪୦୦ ପଏଣ୍ଟ୍‌ ବୃଦ୍ଧି

ମୁମ୍ବାଇ, ୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ କରିବା ପୂର୍ବରୁ ସେନସେକ୍ସ୍‌ରେ ୪୦୦ ପଏଣ୍ଟ୍‌ ବୃଦ୍ଧି ଘଟିଛି। ସୋମବାର ଏହା ୪୬,୭୭୭.୫୬ ପଏଣ୍ଟ୍‌ ଛୁଇଁଛି। ସେନସେକ୍ସ୍‌ ୪୬,୨୮୫.୭୭ରେ ବନ୍ଦ ହୋଇଥିଲା। ସୋମବାର ଏଥିରେ ଅଚାନକ ବୃଦ୍ଧି ଦେଖିବାକୁ ମିଳିଛି। ବଜେଟ ପୂର୍ବରୁ ନିବେଶକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଥିବା ଏଥିରୁ ପ୍ରମାଣିତ ହୋଇଛି। ସେହିପରି ନିଫ୍ଟି ୧୩,୭୭୩.୮୦ ପଏଣ୍ଟ୍‌ରେ ପହଞ୍ଚିଛି। ଏହା ୧୩,୬୩୪.୬୦ ପଏଣ୍ଟରେ ବନ୍ଦ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ କୃଷି ପରେ କର୍ମ ସଂସ୍ଥାନ ଯୋଗାଉଛି ବୟନ ଶିଳ୍ପ: ମନ୍ତ୍ରୀ

ଭୁବନେଶ୍ୱର, ୩୦। ୮(ବ୍ୟୁରୋ): ଦେଶର ପୂର୍ବ ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ପାଇଁ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ଗ୍ରାମୀଣ କାରିଗରଙ୍କ ସଶକ୍ତୀକରଣ ନିମନ୍ତେ...

ଏୟାର ଇଣ୍ଡିଆରେ ଅର୍ଥ ସଙ୍କଟ; ତେଲ ନ ଦେବାକୁ ତୈଳ କମ୍ପାନୀଙ୍କ ଧମକ

ନୂଆଦିଲ୍ଲୀ,୧-୯: ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆରେ ଅର୍ଥ ସଙ୍କଟ ଅତ୍ୟନ୍ତ ଗମ୍ଭୀର ହୋଇଛି। ବିମାନ ଇନ୍ଧନ ବାବଦରେ କମ୍ପାନୀ ତୈଳ ମାର୍କେଟିଂ କମ୍ପାନୀ(ଓଏମ୍‌ସି)ଙ୍କୁ ବକେୟା...

ଫେବୃୟାରୀ ୧ରୁ ବଦଳିଯିବ ବ୍ୟାଙ୍କ ସହ ଜଡ଼ିତ ଏସବୁ ବଡ଼ ନିୟମ; ଏବେଠୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୯।୧: ନୂଆ ବର୍ଷ ୨୦୨୨ର ପ୍ରଥମ ମାସ ଅର୍ଥାତ ଜାନୁୟାରୀ ଶେଷ ହେବାକୁ ଯାଉଛି। ଫେବୃୟାରୀ ପହିଲାରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ଫେବୃୟାରୀ...

୧୦ କୋଟି ନିଯୁକ୍ତି ଉପରେ କଳାବାଦଲ

ନୂଆଦିଲ୍ଲୀ,୩୦।୭: କରୋନା ଯୋଗୁ ଭାରତୀୟ ବଜାର କ୍ଷତିଗ୍ରସ୍ତ ହୋଇଛି। ନିଯୁକ୍ତି ଉପରେ ଏହା ପ୍ରତ୍ୟକ୍ଷ ଭାବେ ପ୍ରଭାବ ପକାଇଛି। ସାଧାରଣତଃ ଦେଶର ସଙ୍ଗଠିତ କ୍ଷେତ୍ରରେ ବହୁ...

କୃଷି ଭିତ୍ତିଭୂମି ବିକାଶ ଲାଗି ଲକ୍ଷେ କୋଟି

ନୂଆଦିଲ୍ଲୀ,୮।୭ : କୃଷି ଭିତ୍ତିଭୂମି ବିକାଶ ଲାଗି ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିଲାଗି ୧ ଲକ୍ଷ କୋଟି ଟଙ୍କାର ଏଗ୍ରି ଇନ୍‌ଫ୍ରା...

୮୦% କ୍ଷମତାରେ ଘରୋଇ ଉଡ଼ାଣ

ନୂଆଦିଲ୍ଲୀ,୪।୧୨ – ଲକ୍‌ଡାଉନ କଟକଣାକୁ ସରକାର ପର୍ଯ୍ୟାୟକ୍ରମେ କୋହଳ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦେଶ ମଧ୍ୟରେ ବିମାନ ଚଳାଚଳ ଲାଗି ବିଭିନ୍ନ ସୁବିଧା କରୁଛନ୍ତି।...

ଖୁଚୁରା ମୁଦ୍ରାସ୍ଫୀତି ୬.୬୯%କୁ ହ୍ରାସ

ନୂଆଦିଲ୍ଲୀ, ୧୫।୯: ଦେଶ ମଧ୍ୟରେ ଖୁଚୁରା ମୁଦ୍ରାସ୍ଫୀତି ଅଗଷ୍ଟରେ ସାମାନ୍ୟ ହ୍ରାସ ହୋଇଛି। ଅଗଷ୍ଟରେ ଖାଉଟି ମୂଲ୍ୟ ସୂଚୀ(ସିପିଆଇ) ଭିତ୍ତିକ ମୁଦ୍ରାସ୍ଫୀତି ୬.୬୯% ସ୍ତରକୁ ଖସିଛି।...

ପିଏଫ୍‌ ସୁଧ ହାର ଘୋଷଣା କଲା ଇପିଏଫ୍‌ଓ

ନୂଆଦିଲ୍ଲୀ, ୩ା୬: କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ(ଇପିଏଫ୍‌ଓ) ୨୦୨୧-୨୨ ବର୍ଷ ପାଇଁ ଆଧିକାରିକ ଭାବେ ସୁଧ ହାର ଘୋଷଣା କରିଛି। ୨୦୨୧-୨୨ ବର୍ଷ ପାଇଁ ଏବେ...

Advertisement
Archives

Model This Week