ଭାରତ ବଜାରରୁ କଗ୍ନିଜାଣ୍ଟର ଛଟେଇ
ନୂଆଦିଲ୍ଲୀ,୪।୭: ଭାରତ ବଜାରର ବିଭିନ୍ନ ସ୍ଥାନରେ ରହିଥିବା କାର୍ଯ୍ୟାଳୟରୁ ପ୍ରମୁଖ ଆଇଟି କମ୍ପାନୀ କଗ୍ନିଜାଣ୍ଟ ଛଟେଇ କରୁଥିବା ଜଣାପଡିଛି। କେତେ କର୍ମଚାରୀ ଛଟେଇ ହେଉଛନ୍ତି ସେ ସମ୍ପର୍କରେ କିଛି ଜଣାପଡି ନାହିଁ। ମାତ୍ର ବୃହତ୍ ସଂଖ୍ୟକ କର୍ମଚାରୀ ଛଟେଇ ହେବେ...
ଚାଇନା ପାଓ୍ବାର ଗିୟର ଆମଦାନୀ ହେବନି
ନୂଆଦିଲ୍ଲୀ,୪।୭: ଭାରତ ଚାଇନାରୁ ଏଣିକି ପାଓ୍ବାର ଗିୟର ଆମଦାନୀ କରିବ ନାହିଁ। କେନ୍ଦ୍ର ସରକାର ଏ ନେଇ କଟକଣା ଲଗାଇଛନ୍ତି। ସୀମାରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଚାଇନା ଆମଦାନୀ ଉପରେ ଭାରତ ବର୍ତ୍ତମାନ ବିଭିନ୍ନ କଟକଣା...
କାଲି ଲଞ୍ଚ ହେବ ଦେଶର ପ୍ରଥମ ଦେଶୀ ଆପ ଏଲିମେଣ୍ଟ୍ସ
ନୂଆଦିଲ୍ଲୀ,୪।୭-ଦିନକୁ ଦିନ ଦେଶରେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଭାରତରେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ସଂଖ୍ୟା ପାଖାପଖି ୫୦ କୋଟିରୁ ଅଧିକ ରହିଥିବା ଏକ ତଥ୍ୟରୁ ଜଣାପଡ଼ିଛି। ଏହାସତ୍ତ୍ୱେ ଦେଶରେ ସାମାଜିକ ଗଣମାଧ୍ୟମ ବଜାରରେ ବିଦେଶୀ କମ୍ପାନୀଙ୍କ...
ଚାଇନାକୁ ପାନେ: ଟିକ୍ଟକ୍ର କ୍ଷତି ହେଲା ୪୫ ହଜାର କୋଟି
ନୂଆଦିଲ୍ଲୀ, ୪।୭: ଶର୍ଟ ଭିଡ଼ିଓ ମେକିଂ ଆପ୍ ଟିକ୍ଟକ୍ ଭାରତରେ ବ୍ୟାନ୍ ହୋଇଛି। ଏହା ଯୋଗୁ ଟିକ୍ଟିକ୍ର କ୍ଷତି ପରିମାଣ ୪୫ ହଜାର କୋଟିରୁ ଅଧିକରେ ପହଞ୍ଚିଛି। ଏହାର ନିର୍ମାତା କମ୍ପାନୀ ବାଇଟ୍ ଡ୍ୟାନ୍ସର ଚିନ୍ତା ଏନେଇ ବଢ଼ିବାରେ ଲାଗିଛି।...
ବିଏସ୍ଏନ୍ଏଲ୍ ଲଞ୍ଚ କଲା ୬୦୦ ଦିନ ବୈଧତା ପ୍ଲାନ୍, ମୂଲ୍ୟ କେତେ ଜାଣନ୍ତୁ
ନୂଆଦିଲ୍ଲୀ,୩।୭: ଭାରତ ସଂଚାର ନିଗମ ଲିମିଟେଡ୍(ବିଏସ୍ଏନ୍ଏଲ୍) ଏକ ନୂଆ ପ୍ଲାନ ଆଣିଛି। ୬୦୦ ଦିନ ଭ୍ୟାଲିଡିଟି(ବୈଧତା) ଥିବା ଏହି ପ୍ଲାନର ମୂଲ୍ୟ ରହିଛି ୨,୩୯୯ ଟଙ୍କା। ଏହାଛଡ଼ା କମ୍ପାନୀ ତାମିଲନାଡ଼ୁ ଏବଂ ଚେନ୍ନାଇରେ ୧୪୯ ଟଙ୍କା ଏବଂ ୭୨୫ ଟଙ୍କାର...
ନକଲି ସୁନା ଇଟା ବନ୍ଧକ ରଖି ୨୧ ହଜାର କୋଟିରୁ ଅଧିକ ଠକେଇ
ବେଜିଂ, ୨।୭: ନକଲି ସାମଗ୍ରୀ ତିଆରି କରିବାରେ ଚାଇନା ବେଶ୍ ଜଣାଶୁଣା। କରୋନା ମହାମାରୀ ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟି ଥିବା ଉହାନ ଏବେ ପୁଣି ଚର୍ଚ୍ଚାରେ ରହିଛି। ଏଠାରେ ହୋଇଥିବା ଏକ ବଡ଼ ଧରଣର ଠକେଇ ସମ୍ପର୍କରେ ଜଣାପଡ଼ିଛି। ଏନେଇ...
ଖୁବ୍ଶୀଘ୍ର ସେଞ୍ଚୁରୀ ମାରିପାରେ ଟମାଟୋ
ଲକ୍ଷ୍ନୌ,୨।୭: ୧୦ ଦିନରେ ୩ ଗୁଣା ବଢିଲାଣି ଟମାଟୋ। ଦୁଇ ସପ୍ତାହ ପୂବରୁ ଟମାଟୋ କିଲୋ ପିଛା ୧୫-୨୦ ଟଙ୍କା ଥିବା ବେଳେ ଏବେ ଏହା ୬୦-୮୦ ଟଙ୍କାରେ ପହଞ୍ଚିଲାଣି। ପ୍ରତିବର୍ଷ ବର୍ଷା ଋତୁରେ ଟମାଟୋ ଦାମ୍ ସାମାନ୍ୟ ଅଧିକ...
ଏଟିଏମ୍ ଉଠାଣରେ କୋହଳ ବ୍ୟବସ୍ଥା ଉଠିଲା
ନୂଆଦିଲ୍ଲୀ,୨।୭: କରୋନା କଟକଣା ପାଇଁ ଏଟିଏମ୍ରେ ନିର୍ଦ୍ଧାରିତ ଥରରୁ ଅଧିକ ଥର ଉଠାଣ ଉପରେ କୌଣସି ନେଣଦେଣ ଚାର୍ଜ ଲାଗୁ ହେଉ ନ ଥିଲା। ସରକାର ଏଟିଏମ୍ ଉଠାଣ ଉପରେ କେତେକ କୋହଳ ବ୍ୟବସ୍ଥା କରିଥିଲେ। ସେହିଭଳି ବ୍ୟାଙ୍କ ଖାତାରେ...
ଅନୁଗୋଳ ବଜାରକୁ ଆସିଲା ନୂଆ ପଲସର ସ୍ପ୍ଲିଟ୍ ସିଟ୍
ଅନୁଗୋଳ ଅଫିସ, ୨ା୭- ନୂଆ କରି ଆସିଥିବା ବଜାଜ୍ ପଲସର ସ୍ପ୍ଲିଟ ସିଟ୍-୧୨୫ ସିସି (ବିଏସ୍-୬) ଅନୁଗୋଳ ବଜାରରେ ପ୍ରବେଶ କରିଛି। ସ୍ଥାନୀୟ ଯମୁନା ବଜାଜ୍ରେ ବିଭିନ୍ନ ଷ୍ଟାଇଲ୍ରେ ଏହି ଗାଡ଼ି ଉପଲବ୍ଧ ଥିବା ଯମୁନା ବଜାଜ୍ର ପାର୍ଟନର ଗିରିଜା...
ଚାଇନାକୁ ପୁଣି ଝଟ୍କା: ବିଏସ୍ଏନ୍ଏଲ-ଏମ୍ଟିଏନ୍ଏଲ୍ ରଦ୍ଦ କଲା ୪ଜି ଟେଣ୍ଡର
ନୂଆଦିଲ୍ଲୀ,୧।୭: ଭାରତ ପୁଣି ଚାଇନାକୁ ଏକ ବଡ଼ ଝଟ୍କା ଦେଇଛି। ବୁଧବାର ବିଏସ୍ଏନ୍ଏଲ ଓ ଏମ୍ଟିଏନ୍ଏଲ୍ ସେମାନଙ୍କ ୪ଜି ଟେଣ୍ଡରକୁ ବାତିଲ କରିଦେଇଥିବା ଜଣାପଡ଼ିଛି। ଏବେ ପୁଣି ଆଉ ଏକ ନୂଆ ଟେଣ୍ଡର ଜାରି କରାଯିବ ବୋଲି ଟେଲିକମ୍ ମନ୍ତ୍ରଣାଳୟ...
ବିତ୍ତୀୟ ନିଅଣ୍ଟ ସ୍ତର ୪.୬୬ ଲକ୍ଷ କୋଟି
ନୂଆଦିଲ୍ଲୀ,୧।୭: ଦେଶର ବିତ୍ତୀୟ ନିଅଣ୍ଟ ପ୍ରଥମ ଦୁଇ ମାସରେ ୪.୬୬ ଲକ୍ଷ କୋଟି ଟଙ୍କା ରହିଛି। ଚଳିତ ଆର୍ଥତ୍କ ବର୍ଷ ବଜେଟ ଧାର୍ଯ୍ୟ ଲକ୍ଷ୍ୟର ଏହା ୫୮.୬%। ଏପ୍ରିଲ ଏବଂ ମେ ମାସରେ ନେଟ୍ ଟିକସ ସଂଗ୍ରହ ୩୩,୮୫୦ କୋଟି...
କୋର୍ ସେକ୍ଟର ଅଭିବୃଦ୍ଧି ୨୩.୪% ଖସିଲା
ନୂଆଦିଲ୍ଲୀ,୧।୭: ଦେଶର ୮ କୋର୍ ସେକ୍ଟର ଅଭିବୃଦ୍ଧି ଗତ ୩ ମାସ ଧରି ହ୍ରାସ ଘଟିଛି। ମେ ମାସରେ ଏହା ୨୩.୪% ଖସିଥିବା ଜଣାପଡ଼ିଛି। ଲକ୍ଡାଉନ ପାଇଁ ଶିଳ୍ପ ୟୁନିଟଗୁଡିକ କ୍ଷତିଗ୍ରସ୍ତ ରହିବା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି।...
Archives


