ଦେଶରେ କମୁଛି ଇନ୍ଧନ ଚାହିଦା
ଭୁବନେଶ୍ୱର, ୧୪ା୩: ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଲଗାତର ବୃଦ୍ଧି ଯୋଗୁ ଏହାର ବ୍ୟବହର ବ୍ୟାପକ ମାତ୍ରାରେ କମିଛି। ଫଳରେ ପ୍ରତି ମାସ ଏହାର ଚାହିଦା ହ୍ରାସ ପାଉଥିବା ସୂଚନା ମିଳିଛି। ଫେବୃୟାରୀରେ ଇନ୍ଧନ ଚାହିଦା ପ୍ରାୟ ୫% ପର୍ଯ୍ୟନ୍ତ…
ଦେଶ ପାଇଁ ବିକାଶ ଦରକାର: ସିଇଏ
ଭୁବନେଶ୍ୱର,୧୪ା୩: ଚିଫ୍ ଇକୋନୋମିକ ଆଡଭାଇଜର (ସିଇଏ) କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ ଶନିବାର କହିଛନ୍ତି, ଦେଶ ପାଇଁ ବର୍ତ୍ତମାନ ବିକାଶର ଆବଶ୍ୟକତା ନିହାତି ଦରକାର। ଆର୍ଥିକ ବ୍ୟାପାର ବନ୍ଦ ସତ୍ତ୍ୱେ ଦେଶକୁ ବର୍ତ୍ତମାନ ସମୟର ଏହାର ସବୁଠୁ ବଡ଼ ଆବଶ୍ୟକତା ରହିଛି ବୋଲି ସେ…
ଷ୍ଟେମ୍ରେ ମହିଳାଙ୍କ ସଂଖ୍ୟା ୩୦%କୁ ବୃଦ୍ଧି ହେବ
ଭୁବନେଶ୍ୱର,୧୪ା୩ : ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଓ ମ୍ୟାନେଜ୍ମେଂଟ୍ (ଷ୍ଟେମ୍)ରେ ମହିଳାଙ୍କ ଯୋଗଦାନ ବଢ଼ୁଛି। ତେଣୁ କେବଳ ଭାରତ ନୁହେଁ ବରଂ ସାରା ଦୁନିଆର ଲାଭ ପାଇଁ ମହିଳାମାନଙ୍କ ନିମନ୍ତେ ଭାରତ ସରକାର ବିଭିନ୍ନ ପ୍ରକାର ଅଭିଯାନ ଆରମ୍ଭ କରିଛନ୍ତି। ୨୦୩୦…
ବନ୍ଦ ହୋଇପାରେ ସରକାରୀ ଗାଡ଼ି ରେଜିଷ୍ଟ୍ରେଶନ ନବୀକରଣ
ଭୁବନେଶ୍ୱର,୧୪।୩: କେନ୍ଦ୍ର ସରକାର ନୂଆ ସଡ଼କ ପରିବହନ ନିୟମ ସହ ପରିବେଶ ସୁରକ୍ଷା ଏବଂ ପୁରୁଣା ଗାଡ଼ି ପାଇଁ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ ପାଇଁ ନୂଆ ନିୟମ ଲାଗୁ କରିପାରନ୍ତି ବୋଲି ସୂଚନା ମିଳିଛି। ନୂଆ ନିୟମ ଅନୁସାରେ ସରକାରୀ…
ଘର ସହ ଲୋକଙ୍କ ଇମୋଶନ ଜଡ଼ିତ: ସୋଫିଆ ଫିର୍ଦୋସ
ଲୋକେ ସାରା ଜୀବନର ସଞ୍ଚୟ ଘର କିଣାରେ ଲଗାଇଦିଅନ୍ତି। ଘର ସହିତ ଗ୍ରାହକଙ୍କ ଭାବପ୍ରବଣତା ଜଡ଼ିତ। ସେମାନଙ୍କୁ ଇମୋଶନ ଓ ହାପିନେସ୍ ଡେଲିଭର କରିବା ପାଇଁ ମେଟ୍ରୋ ବିଲ୍ଡର୍ସ ଉଦ୍ୟମ ଜାରି ରଖିଛି। ଠିକ୍ ସମୟରେ ଘର ଯୋଗାଇବା ସହ ଗୁଣବତ୍ତାକୁ…
ଡିଜିଟାଲ ବ୍ରଡ୍ବ୍ୟାଣ୍ଡ୍ ବର୍ତ୍ତମାନର ଆବଶ୍ୟକତା: ପ୍ରଶାନ୍ତ ଅଗ୍ରଓ୍ବାଲ
ଡିଜିଟାଲ ଯୁଗରେ ପ୍ରତି କ୍ଷେତ୍ରରେ ଡିଜିଟାଇଜେଶନର ପ୍ରଭାବ ରହିଛି। ଏବେ ସମସ୍ତ ବ୍ୟବସାୟ ଡିଜିଟାଇଜ୍ଡ ହୋଇଯାଇଥିବାରୁ କାମକୁ ସ୍ମାର୍ଟ ଉପାୟରେ କରିହେଉଛି। ବ୍ରଡ୍ବ୍ୟାଣ୍ଡ୍ ହେଉଛି ଡିଜିଟାଲ ୱାଲର୍ଡ ଅଧୀନ ଯୋଗାଯୋଗର ଏକ ମାଧ୍ୟମ। ବିଶ୍ୱ ଅଟକେ ନାହିଁ ବୋଲି କୋଭିଡ୍ ଆମକୁ…
ସରକାରୀ ସମ୍ପତ୍ତିର ହେବ ଘରୋଇ କରଣ: ୧୦୦ର ତାଲିକା ପ୍ରସ୍ତୁତ
ନୂଆଦିଲ୍ଲୀ,୧୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଖୁବ୍ ଶୀଘ୍ର ୧୦୦ଟି ସରକାରୀ ସମ୍ପତ୍ତିକୁ ଘରୋଇ କରଣ କରିବାକୁ ଯାଉଛନ୍ତି। ଏହାଦ୍ୱାରା ୨୦୨୫ ସୁଦ୍ଧା ଭାରତ ୫ ଟ୍ରିଲିୟନ ଅର୍ଥବ୍ୟବସ୍ଥାରେ ପରିଣତ ହେବା ଲକ୍ଷ୍ୟ ପୂରଣ ସହଜ ହୋଇପାରିବ। ଏସବୁ ସମ୍ପତ୍ତି ବିକ୍ରି…
ରାଜ୍ୟଗୁଡ଼ିକୁ ୬୧୯୪ କୋଟିର ଅନୁଦାନ
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡିକୁ ରାଜସ୍ବ ନିୟଣ୍ଟ ଅନୁଦାନ ଭାବେ ବୁଧବାର ୬୧୯୪ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହା ୧୨ ତମ ତଥା ଚୂଡାନ୍ତ ମାସିକ କିସ୍ତି ବୋଲି ଜଣାପଡିଛି। ପୋଷ୍ଟ ଡିଭଲ୍ୟୁଶନ ରେଭେନ୍ୟୁ ଡେଫିସିଟ ଗ୍ରାଣ୍ଟ…
କ୍ୟୁଏସ୍ ର଼୍ୟାଙ୍କିଙ୍ଗ୍: ଭିଆଇଟିକୁ ପ୍ରଥମ ସ୍ଥାନ
ଭେଲୋର,୧୧।୩: କ୍ୟୁଏସ୍ ର଼୍ୟାଙ୍କିଙ୍ଗ୍ରେ ଭେଲୋର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଭିଆଇଟି) ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ଦେଶର ୧୨ ଶୀର୍ଷ ପ୍ରତିଷ୍ଠାନ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି। କ୍ୟୁଏସ୍ ସବ୍ଜେଷ୍ଟ ର଼୍ୟାଙ୍କିଙ୍ଗ୍ରେ ବିଶ୍ୱର ୪୫୦ ବିଶ୍ୱ ବିଦ୍ୟାଳୟକୁ ସାମିଲ କରାଯାଇଥିଲା। ଏହି…
କ୍ଷତ ଛାଡ଼ିଯାଇଛି ମହାମାରୀ
ଚାଇନାରେ କରୋନା ସଂକ୍ରମଣ ବ୍ୟାପିବା ପରେ ଏହା ମହାମାରୀର ରୂପ ନେଉଥିବା ସମ୍ପର୍କରେ ଆମ ବ୍ୟାବସାୟିକ ସହଯୋଗୀ ତୁରନ୍ତ ସୂଚନା ଦେଇଥିଲେ। ଆମ ସହଯୋଗୀ ଚିଙ୍ଗୁଡ଼ି ଚାଷୀମାନଙ୍କ ଜୀବନ ଓ ଜୀବିକା ପାଇଁ କୋଭିଡ୍-୧୯ କିପରି ବିପର୍ଯ୍ୟୟ ଆଣିପାରେ ସେ ନେଇ…
ବୈଷୟିକ ଶିକ୍ଷାରେ ପରିବର୍ତ୍ତନ ଜରୁରୀ
୨୦୧୯-୨୦ ଶିକ୍ଷାବର୍ଷ ଶେଷ ବେଳକୁ କୋଭିଡ୍-୧୯ ପ୍ରଭାବ ରାଜ୍ୟରେ ଅନୁଭୂତ ହୋଇଥିଲା। ଆଜି ପର୍ଯ୍ୟନ୍ତ ଶିକ୍ଷାଦାନ ଓ କ୍ଲାସ୍ରୁମ୍ ବ୍ୟବସ୍ଥା ଠିକ୍ ଭାବରେ ହୋଇପାରିନାହିଁ, ଯାହାକୁ ନେଇ ସମସ୍ତେ ଚିନ୍ତିତ। ବିଶ୍ୱସ୍ତରୀୟ ବୈଷୟିକ ଶିକ୍ଷାନୁଷ୍ଠାନ ହୋଇଥିବାରୁ ଆମ ପାଖରେ ସବୁ ପ୍ରକାର…
ସତେଜ କାରବାର ପୁଣି ଫେରିଛି
ବ୍ୟବସାୟ ପ୍ରବହମାନ ଜଳ ସଦୃଶ। ନଦୀରେ ପାଣି କମ୍ ବେଶି ହେବା ଭଳି ବ୍ୟବସାୟ ମଧ୍ୟ ଅନେକ ଉତ୍ଥାନ ଓ ପତନ ଦେଇ ଗତି କରିଥାଏ। କରୋନା କିଛି ସମୟ ବ୍ୟବସାୟିକ ଭଟ୍ଟାର କାରଣ ସାଜିଥିଲେ ହେଁ ସକାରାତ୍ମକ ଭାବେ ଗ୍ରହଣ…

