ବାଣିଜ୍ୟ

ସବୁ କ୍ରିପ୍ଟୋକରେନ୍ସି ବନ୍ଦ ହେବନି

ନୂଆଦିଲ୍ଲୀ,୧୫।୩: ଭାରତ ସବୁ କ୍ରିପ୍ଟୋକରେନ୍ସିକୁ ବନ୍ଦ କରିବ ନାହିଁ। ବିକଳ୍ପ ପେମେଣ୍ଟ ନେଇ ଗବେଷଣା ଏବଂ ଟେକ୍ନୋଲୋଜି ବ୍ୟବହାରକୁ ବିଚାର କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ମତ ପ୍ରକାଶ କରିଛନ୍ତି। ଏ ଦିଗରେ କେନ୍ଦ୍ରୀୟ ବ୍ୟାଙ୍କ ନିଷ୍ପତ୍ତି ଗ୍ରହଣ…

କୋଭିଡ୍‌ ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୫।୩: ବିମାନଯାତ୍ରୀଙ୍କ ଲାଗି ମାସ୍କ ନିୟମ କଡ଼ାକଡ଼ି କରିବାକୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପଦକ୍ଷେପ ନେଇଛି। ଯେଉଁ ଯାତ୍ରୀ ମାସ୍କ ପିନ୍ଧୁ ନାହାନ୍ତି ସେମାନଙ୍କୁ ବିମାନ ବନ୍ଦର ମଧ୍ୟକୁ ପ୍ରବେଶ କରାଇବା ଉପରେ କଟକଣା ଲାଗୁ କରିବାକୁ ନିର୍ଦ୍ଦେଶାଳୟ…

ଭାରତର ଫରେକ୍ସ ରିଜର୍ଭ ୪ର୍ଥ ସର୍ବବୃହତ୍‌

ନୂଆଦିଲ୍ଲୀ,୧୫।୩: ଭାରତର ଫରେକ୍ସ ରିଜର୍ଭ ବା ବିଦେଶୀ ମୁଦ୍ରାଭଣ୍ଡାର ଲଗାତର ଭାବେ ବଢି ଚାଲିଛି। ଏହା ରୁଷିଆକୁ ଟପି ବିଶ୍ୱର ୪ର୍ଥ ସର୍ବବୃହତ୍‌ ମୁଦ୍ରାଭଣ୍ଡାର ହୋଇଥିବା ଜଣାପଡିଛି। ବର୍ତ୍ତମାନ ଆର୍‌ବିଆଇ ବିଦେଶୀ ମୁଦ୍ରା ଗଚ୍ଛିତ କରି ରଖୁଛି। ଅର୍ଥ ବ୍ୟବସ୍ଥାରୁ ଯଦି…

ପ୍ରଭାବିତ ହୋଇପାରେ ବ୍ୟାଙ୍କ ସେବା

ନୂଆଦିଲ୍ଲୀ,୧୫।୩: ସୋମବାର ଏବଂ ମଙ୍ଗଳବାର ୨ ଦିନ ସାରା ଦେଶରେ ବ୍ୟାଙ୍କ ସେବା ବାଧାପ୍ରାପ୍ତ ହୋଇପାରେ। ୟୁନାଇଟେଡ ଫୋରମ ଅଫ୍‌ ବ୍ୟାଙ୍କ ୟୁନିୟନ୍ସ (ୟୁଏଫ୍‌ବିୟୁ) ପକ୍ଷରୁ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଥିବାରୁ ବ୍ୟାଙ୍କ ସେବାରେ ଏଭଳି ବାଧା ଆସିବ ବୋଲି ଆଶଙ୍କା…

ଅର୍ଥ ବ୍ୟବସ୍ଥାରେ ଭି ଆକୃତିର ସୁଧାର

ମୁମ୍ବାଇ,୧୫।୩: ଅର୍ଥ ବ୍ୟବସ୍ଥାର ବିଭିନ୍ନ କ୍ଷେତ୍ରରେ ଭି ଆକୃତିର ସୁଧାର ପରିଲକ୍ଷିତ ହେଉଛି। ବିଭିନ୍ନ କ୍ଷେତ୍ରରେ ସବୁଜ ସଙ୍କେତ ଦେଖିବାକୁ ମିଳୁଥିବା ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। ସେ କହିଛନ୍ତି, ଭାରତୀୟ ବଜାରରେ ବିଦେଶୀ ପୋର୍ଟଫୋଲିଓ ପୁଞ୍ଜି ନିବେଶକ (ଏଫ୍‌ପିଆଇ)…

ପ୍ରବାସୀଙ୍କୁ ମିଳିବ ପିଡିଏସ୍‌ ରାଶନ

ନୂଆଦିଲ୍ଲୀ,୧୫।୩: ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ପ୍ରବାସୀ ଶ୍ରମିକଙ୍କୁ ରାଶନ ଯୋଗାଣ ଧାରାକୁ ତ୍ୱରାନ୍ବିତ କରିବା ଲାଗି ନୂଆ ପଦକ୍ଷେପ ହାତକୁ ନେଇଛନ୍ତି। ଏହି ପଦକ୍ଷେପ ଅନ୍ତର୍ଗତ କେନ୍ଦ୍ର ସରକାର ମେରା ରାଶନ ମୋବାଇଲ ଆପ୍ଲିକେଶନର ଶୁଭାରମ୍ଭ କରିଛନ୍ତି। ଏହା ଦ୍ୱାରା…

ଭାରତ ଇ-ଭେଣ୍ଡର ଆପ୍‌ରେ ୩୦ ହଜାର ସେଲର

ମୁମ୍ବାଇ,୧୫।୩: ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ପକ୍ଷରୁ ଲଞ୍ଚ ହୋଇଥିବା ଭାରତ ଇ-ଭେଣ୍ଡର ଆପ୍‌ରେ ୩୦ ହଜାର ସେଲର ଯୋଡି ହୋଇଛନ୍ତି। ଶୀଘ୍ର ଭାରତ ଇ-ମାର୍କେଟ ଆପ୍ଲିକେଶନକୁ ସିଏଆଇଟି ଶୁଭାରମ୍ଭ କରିବ। ୨୪ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ଏଭଳି ରେସପନ୍ସ…

୧.୩୭ ଲକ୍ଷ କୋଟି କମିଲା ନିବେଶକଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୧୫।୩: ଶୁକ୍ରବାର ଶେୟାର ବଜାର କାରବାର ଖସିବା ଯୋଗୁ ନିବେଶକଙ୍କ ସମ୍ପତ୍ତି ୧.୩୭ ଲକ୍ଷ କୋଟି ଟଙ୍କା ହ୍ରାସ ହୋଇଛି। ୩୦ ଶେୟାରବିଶିଷ୍ଟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ୪୮୭.୪୩ ପଏଣ୍ଟ ନିମ୍ନରେ ରହିବା ଯୋଗୁ ୫୦,୭୯୨ ପଏଣ୍ଟ ସ୍ତରରେ ବନ୍ଦ…

ଏକ ଭାରତ ଗୋଟିଏ ସୁନା ଦର

ଭୁବନେଶ୍ୱର,୧୪। ୩: ଭାରତୀୟ ନାରୀମାନେ ସୌନ୍ଦର୍ଯ୍ୟ କ୍ଷେତ୍ରରେ ସାରା ବିଶ୍ୱରେ ପରିଚିତ। ଏହାର ପ୍ରମୁଖ କାରଣ ହେଉଛି ସାଜସଜ୍ଜା ଓ ଗହଣାର ବହୁଳ ବ୍ୟବହାର। ନାରୀର ସୌନ୍ଦର୍ଯ୍ୟକୁ ଆହୁରି ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସ୍‌ ପକ୍ଷରୁ ‘ୱାନ୍‌…

ଗ୍ରାହକଙ୍କ ରୁଚିକୁ ଦେଖି ସେବା

ଜଗନ୍ନାଥ ଧାମ ପୁରୀ ହୋଟେଲ ଶିଳ୍ପ ପାଇଁ ବେଶ୍‌ ପରିଚିତ। ଏହି ସଂସ୍କୃତି ଓ ଐତିହ୍ୟସମ୍ପନ୍ନ ସହରରେ ୧୯୮୦ ଦଶକରେ ସ୍ବର୍ଗତ ଲଡୁଗୋପାଳ ପାତ୍ର ହୋଟେଲ ହଲିଡେ ରିସର୍ଟ ପ୍ରତିଷ୍ଠା କରିଥିଲେ। ସେହି ସମୟରେ ବାପାଙ୍କ ସହ ହଲିଡେ ରିସର୍ଟକୁ ଯାଉଥିବାବେଳେ…

ସ୍ବାସ୍ଥ୍ୟସେବାରେ ଉତ୍କର୍ଷର ୧୫ ବର୍ଷ

ରାଜ୍ୟରେ ଉନ୍ନତ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଅଶ୍ୱିନୀ ହସ୍ପିଟାଲକୁ ୧୫ ବର୍ଷ ପୂରିଛି। ୫୦ ଶଯ୍ୟାରେ ୩ଟି ବିଭାଗକୁ ନେଇ ଆରମ୍ଭ ହୋଇଥିବା ହସ୍ପିଟାଲ ଏବେ ୩୫୦ ଶଯ୍ୟାରେ ପହଞ୍ଚତ୍ଛି। ଅଶ୍ୱିନୀ ହସ୍ପିଟାଲ ଗ୍ରୁପ୍‌ରେ ମୁଖ୍ୟ ଚିକିତ୍ସାଳୟ, ଅଶ୍ୱିନୀ…

ଡିଜିଟାଲ ନୋଟ୍‌ ସପକ୍ଷରେ ଆର୍‌ବିଆଇ

ଭୁବନେଶ୍ୱର,୧୪ା୩: ଦେଶରେ ବ୍ୟାଙ୍କ ଠକେଇ ବଢୁଥିବା ଯୋଗୁ ଭାରତ ସରକାର ନିଜର ଡିଜିଟାଲ କରେନ୍ସି ଆଣିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି। ରିଜର୍ଭ ବ୍ୟାଙ୍କ ଅ୍‌ଫ ଇଣ୍ଡିଆ (ଆର୍‌ବିଆଇ) ମଧ୍ୟ ଡିଜିଟାଲ କରେନ୍ସିର ବ୍ୟବହାର ଓ ଏହାର ପ୍ରସ୍ତୁତି ଉପରେ କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?