ଏମ୍‌-କ୍ୟାପ୍‌ରେ ୮୬ ହଜାର କୋଟି ଯୋଗ

ନୂଆଦିଲ୍ଲୀ,୨୧।୨: ଗତ ସପ୍ତାହରେ ଟପ୍‌-୧୦ ମୂଲ୍ୟବାନ ଫାର୍ମଗୁଡିକ ମଧ୍ୟରୁ ୫ଟି ଫାର୍ମ ଏକତ୍ର ବଜାର ମୂଲ୍ୟାଙ୍କନରେ ପ୍ରାୟ ୮୬ ହଜାର କୋଟି ( ୮୫,୭୧୨.୫୬) ଟଙ୍କା ଯୋଡିଛନ୍ତି। ସେଥିମଧ୍ୟରୁ ଟାଟା କନ୍ସଲ୍ଟାନ୍ସି ସର୍ଭିସେସ୍‌ (ଟିସିଏସ୍‌) ସର୍ବାଧିକ ଲାଭବାନ ହୋଇଛି। ଟିସିଏସ୍‌ର ବଜାର ମୂଲ୍ୟାଙ୍କନରେ ୩୬, ୬୯୪.୫୯ କୋଟି ଟଙ୍କା ବୃଦ୍ଧି ପାଇ ୧୪,୦୩,୭୧୬.୦୨ କୋଟିରେ ପହଞ୍ଚିଛି। ଏଥିସହିତ ରିଲିୟାନ୍ସ ଇଣ୍ଡଷ୍ଟ୍ରୀଜ୍‌(ଆର୍‌ଆଇଏଲ୍‌)ର ବଜାର ମୂଲ୍ୟାଙ୍କନରେ ୩୨,୦୧୪.୪୭ କୋଟି ବୃଦ୍ଧି ପାଇ ୧୬,୩୯,୮୭୨.୧୬ କୋଟି ଟଙ୍କା ହୋଇଛି। ସେହିପରି ହିନ୍ଦସ୍ତାନ ୟୁନିଲିଭର ମୂଲ୍ୟାଙ୍କନ ୧୨,୭୮୧.୭୮ କୋଟି ଟଙ୍କା ବୃଦ୍ଧି ପାଇ ୫,୪୩,୨୨୫.୫ କୋଟିରେ ପହଞ୍ଚିଛି। ଏହାଛଡା, ଏଚ୍‌ଡିଏଫ୍‌ସି ବଜାର ମୂଲ୍ୟାଙ୍କନରେ ୨,୭୦୩.୬୮ କୋଟି ବୃଦ୍ଧି ପାଇ ୪,୪୨,୧୬୨.୯୩ କୋଟିରେ ପହଞ୍ଚିଥିବା ବେଳେ ବଜାଜ ଫାଇନାନ୍ସର ମୂଲ୍ୟାଙ୍କନରେ ୧,୫୧୮.୦୪ କୋଟି ଟଙ୍କା ବୃଦ୍ଧି ଘଟି ୪,୨୪,୪୫୬.୬ କୋଟିରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ୟେସ୍‌ ବ୍ୟାଙ୍କର ପ୍ରମୁଖ ବଜାର ଓଡ଼ିଶା

ଭୁବନେଶ୍ୱର,୭।୮: ବହୁ ବାଦବିବାଦ ପରେ ୟେସ୍‌ ବ୍ୟାଙ୍କ ତା’ର ନୂତନ ବୋର୍ଡ ଜରିଆରେ ସାରା ଦେଶରେ ବ୍ୟାଙ୍କିଙ୍ଗ୍‌ ସେବା ପୂର୍ବପରି ଜାରି ରଖିଛି। ନିକଟରେ ବ୍ୟାଙ୍କ...

ଲଗାତର ୮ ମାସ ଲାଗି ଉତ୍ପାଦନ କମାଇଲା ମାରୁତି

ନୂଆଦିଲ୍ଲୀ,୧୦-୧୧: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଦେଶର ପ୍ରମୁଖ ଯାନ ନିର୍ମାତା ମାରୁତି ସୁଜୁକି ପକ୍ଷରୁ ଲଗାତାର ଭାବେ ୮ ମାସ ଲାଗି ଉତ୍ପାଦନ...

ଦୁର୍ନୀତି ବିରୋଧରେ ଲଢ଼େଇ;ବିଦା ହେଲେ ଆହୁରି ୨୨ ଆୟକର ଅଧିକାରୀ

ନୂଆଦିଲ୍ଲୀ,୨୭-୮: ଦୁର୍ନୀତି ବିରୋଧରେ ନରେନ୍ଦ୍ର ମୋଦି ସରକାର ୨.୦ ଦୃଢ଼ ମନୋଭାବ ଆପଣାଇଛନ୍ତି। ସରକାରୀ ବିଭାଗରେ ବ୍ୟାପିଥିବା ଦୁର୍ନୀତିକୁ ଦୂର କରିବା ଲାଗି ଏବେ ଅଭିଯାନ...

ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଶାଖା ସ୍ତରରୁ ପରାମର୍ଶ ଗ୍ରହଣ

ନୂଆଦିଲ୍ଲୀ, ୧୯-୮: ପାଞ୍ଚ ବର୍ଷରେ ୫ ଟ୍ରିଲିୟନ ଡଲାର ଅର୍ଥନୀତି ଲକ୍ଷ୍ୟ ହାସଲ ଦିଗରେ ବ୍ୟାଙ୍କଗୁଡିକର ଯୋଗଦାନ ତଥା ଆଗାମୀ କାର୍ଯ୍ୟପନ୍ଥା ନେଇ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ...

ଡିଜିଟାଲ୍‌ ମୁଦ୍ରା ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି ସରକାର

ନୂଆଦିଲ୍ଲୀ,୩୧।୧: ଚଳିତ ବର୍ଷର ପ୍ରଥମ ବଜେଟ ଅଧିବେଶନରେ ଅନେକ ପ୍ରକାରର ନିୟମ ଓ କଟକଣା ଆଣିପାରନ୍ତି ସରକାର। ସେହିଭଳି ବିଭିନ୍ନ ଉପାୟରେ ପ୍ରସ୍ତୁତ ଏହି ଇ-ବଜେଟ...

୧୦୦୦ କୋଟିର ୬ ଏନ୍‌ପିଏ ଆକାଉଣ୍ଟ ବିକିବ ପିଏନ୍‌ବି

ନୂଆଦିଲ୍ଲୀ,୧୭-୬: ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ୧୦୦୦ କୋଟି ଟଙ୍କାରୁ ଅଧିକ ୬ ଏନ୍‌ପିଏ ଆକାଉଣ୍ଟକୁ ବିକ୍ରି କରିବାକୁ ଘୋଷଣା କରିଛି। ବିକ୍ରି ହେବାକୁ ଥିବା...

ପ୍ରଫେଶନାଲ ଟ୍ୟାକ୍ସ ବ୍ୟବସ୍ଥା ସହଜ ହୋଇଛି

ବୃତ୍ତିଗତ ଟିକସ (ପ୍ରଫେଶନାଲ ଟ୍ୟାକ୍ସ) ରାଜ୍ୟ ସରକାରଙ୍କର ନିଜସ୍ବ ଟିକସର ଏକ ଅଂଶ। ରାଜ୍ୟର ସାମୂହିକ ବିକାଶରେ ଏହି ଟିକସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସରକାରୀ...

ଷ୍ଟାର୍ଟଅପରେ ପ୍ରତିବର୍ଷ ୧୦ ପ୍ରତିଶତ ବୃଦ୍ଧି, ପୃଥିବୀରେ ଭାରତ ତୃତୀୟ ସ୍ଥାନରେ…

ନୂଆଦିଲ୍ଲୀ, ୨୩।୨ : ଦେଶରେ ଷ୍ଟାର୍ଟଅପ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି ହୋଇଛି। ସେଗୁଡ଼ିକୁ ମଜବୁତ କରିବା ପାଇଁ ସରକାର ବହୁ ପଦକ୍ଷେପ ଗ୍ରହଣ...

Advertisement
Archives

Model This Week