ଚାଇନାର ଜିଡିପି ଟାର୍ଗେଟ୍‌ ୫.୫%

ନୂଆଦିଲ୍ଲୀ, ୬।୩: ଚାଇନା ପକ୍ଷରୁ ଶନିବାର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି) ଲକ୍ଷ୍ୟ ୫.୫% ଧାର୍ଯ୍ୟ କରାଯାଇଛି। ୨୦୨୧-୨୨ ପାଇଁ ଜିଡିପି ଲକ୍ଷ୍ୟ ୬.୧% ଥିବା ବେଳେ ଆସନ୍ତା ବର୍ଷ ପାଇଁ ଏଥିରେ ହ୍ରାସ ଘଟିଛି। ପ୍ରଧାନମନ୍ତ୍ରୀ ଶି ଜିନ୍‌ପିଙ୍ଗ୍‌ଙ୍କ କହିବା ଅନୁସାରେ, ଆସନ୍ତା ବର୍ଷ ଦେଶର ଆର୍ଥିକ ବୃଦ୍ଧି ହାର ୫.୫% ରହିବା ସମ୍ଭାବନା ରହିଛି। ଦେଶ ବିଭିନ୍ନ କୋଭିଡ୍‌ ଲହର ସାମ୍ନା କରିଥିବାରୁ ପୂର୍ବ ବର୍ଷଗୁଡିକ ଅପେକ୍ଷା ୨୦୨୨-୨୩ରେ ଦେଶର ଆର୍ଥିକ ଅଭିବୃଦ୍ଧି କମ୍‌ ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୯ ହଜାର କୋଟି ଉଠାଇଛନ୍ତି ଇପିଏଫ୍‌ ସଦସ୍ୟ

ନୂଆଦିଲ୍ଲୀ, ୧୫।୯: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌)ର ସଦସ୍ୟ ୩୯,୪୦୨ କୋଟି ଟଙ୍କା ଉଠାଣ କରିଛନ୍ତି। ମାର୍ଚ୍ଚ ୨୫ରୁ ଅଗଷ୍ଟ ୩୧ ମଧ୍ୟରେ ସଦସ୍ୟମାନେ ଏହି...

ଲଞ୍ଚ ହେଲା ରୟାଲ ଏନ୍‌ଫିଲ୍ଡ କ୍ଲାସିକ୍‌ ୩୫୦, ଦାମ୍‌ ରହିଛି…

ନୂଆଦିଲ୍ଲୀ,୧ା୯: ବାଇକ୍‌ ଚାଳକଙ୍କ ପ୍ରଥମ ପସନ୍ଦ ହେଲା ରୟାଲ ଏନ୍‌ଫିଲ୍ଡ କ୍ଲାସିକ୍‌ ୩୫୦। ଏବେ ଏହାର  ରୂପ ରଙ୍ଗ ପୂରା ବଦଳି ଯାଇଛି। ସାଧାରଣତଃ ଲୋକେ...

୪୦% ଲୋକ ଧୂମପାନ ଛାଡ଼ିବାକୁ ଉଦ୍ୟମ କରୁଛନ୍ତି: ସର୍ଭେ

ଭୁବନେଶ୍ୱର, ୪।୬(ବ୍ୟୁରୋ) ଦେଶର ଅଗ୍ରଣୀ ଜେନେରାଲ୍‌ ଇନସ୍ୟୁରାନ୍ସ କମ୍ପାନି ଆଇସିଆଇସିଆଇ ଲୋମ୍ବାର୍ଡ ପକ୍ଷରୁ ଭୁବନେଶ୍ୱରରେ ଧୂମପାନକାରୀଙ୍କ ଅଭ୍ୟାସ ଏବଂ ସେମାନଙ୍କ ଉପରେ ବନ୍ଧୁମାନଙ୍କର ପ୍ରଭାବ ଜାଣିବା...

ଏମ୍‌ଏସ୍‌ଏମ୍‌ଇଗୁଡିକୁ ମିଳିଲା ୮,୩୨୦କୋଟିର ଋଣ

ନୂଆଦିଲ୍ଲୀ,୮।୬: କରୋନା ଜନିତ ଲକ୍‌ଡାଉନ ଲାଗି ଦେଶର ଅଣୁ, କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। ଏହି ଶିଳ୍ପଗୁଡିକୁ ୩ ଲକ୍ଷ କୋଟି...

ଭେଣ୍ଡିଂ ମେସିନରେ କାର ବିକ୍ରି କରି ଅରବପତି ହେଲେ ବାପପୁଅ

ଓ୍ବାଶିଂଟନ୍‌,୧୬।୪: ଆମେରିକାର ଭେଣ୍ଡିଂ ମେସିନରେ କାର ବିକ୍ରି କରି କୋଟିପତି ହେଲେ ବାପପୁଅ। ବର୍ତ୍ତମାନ ସମୟରେ ଦୁଇଜଣ ୪୭ହଜାର କୋଟିର ମାଲିକ ବୋଲି ଜଣାପଡିଛି। କାରଭାନ...

୧୨ ପଇସା ବଢ଼ିଲା ଡିଜେଲ

ଭୁବନେଶ୍ୱର,୨୦।୭: କରୋନା ମହାମାରୀ ସମୟରେ ତେଲ ଦର ବୃଦ୍ଧି ଲୋକଙ୍କୁ ଅତିଷ୍ଠ କରିଛି। ପେଟ୍ରୋଲ ଦର ଗତ କିଛିଦିନ ଧରି ବୃଦ୍ଧି ହୋଇ ନ ଥିବା...

୨୫ ମହାଧନୀଙ୍କ ନିକଟରେ ଜିଡିପିର ୧୦% ସମ୍ପତ୍ତି; ମୁକେଶ ଅମ୍ବାନୀ ତାଲିକାର ଶୀର୍ଷରେ

ନୂଆଦିଲ୍ଲୀ,୨୬।୯:  ଦେଶର ଶୀର୍ଷ ମହାଧନୀଙ୍କ ନିକଟରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି)ର ୧୦ ପ୍ରତିଶତ ସମ୍ପତ୍ତି ରହିଛି ବୋଲି ଆଇଆଇଏଫ୍‌ଏଲ୍‌ ଓ୍ବେଲ୍‌ଥ ହୁରୁନ ଇଣ୍ଡିଆ ପକ୍ଷରୁ ଚଳିତବର୍ଷ...

୧୧ ଦିନିଆ ରିମାଣ୍ଡରେ ଗଲେ ଦୀପକ କୋଚ୍ଚର

ନୂଆଦିଲ୍ଲୀ, ୯।୯ : ଭିଡିଓକନ-ଆଇସିଆଇସିଆଇ ବ୍ୟାଙ୍କ ଋଣ ଠକେଇ ମାମଲାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଦୀପକ କୋଚ୍ଚରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୧୧ ଦିନିଆ ରିମାଣ୍ଡରେ ନେଇଛି।...

Advertisement
Archives

Model This Week