ମୁକେଶ ଅମ୍ବାନୀଙ୍କ ପାଇଁ ପ୍ରତିବନ୍ଧକ ସାଜିଛନ୍ତି ଦୁଇ ଭାଇ

ନୂଆଦିଲ୍ଲୀ: ବ୍ରିଟିଶ କମ୍ପାନୀ ବୁଟ୍ସ କାରବାର ପାଇଁ ପ୍ରାୟ ୬୫,୮୬୫ କୋଟି ଟଙ୍କା (୮.୫ ବିଲିୟନ ଡଲାର)ର ମୂଲ୍ୟ ରଖାଯାଇଛି। ଏହି ଡିଲ୍‌ ଦୁନିଆର ସବୁଠୁ ବଡ଼ ବ୍ୟବସାୟ ହେବାକୁ ଯାଉଛି। ଏହି କାରଣରୁ ମୁକେଶ ଅମ୍ବାନୀଙ୍କ ପରି ଅନେକ ଭେଟେରାନ ଶିଳ୍ପପତି ଏହି କାରବାରକୁ ସେମାନଙ୍କ ହାତରୁ ଛାଡ଼ିବାକୁ ଚାହୁଁନାହାନ୍ତି। କିନ୍ତୁ ମୁକେଶ ଅମ୍ବାନୀଙ୍କ ପାଇଁ ଦୁଇ ଭାଇ ବାଧା ସୃଷ୍ଟି କରୁଛନ୍ତି।

ବ୍ରିଟେନର ଔଷଧ ଖୁଚୁରା ଚେନ୍‌ ବୁଟ (ବୁଟ୍ସ ଡ୍ରଗ୍ସ ଷ୍ଟୋର୍‌) ଅଧିଗ୍ରହଣ ପାଇଁ ଅନ୍ତିମ ଟେଣ୍ଡର ତାରିଖ ଆସନ୍ତା ସପ୍ତାହରେ ରହିଛି। ଏହାର ଖୁଚୁରା ବ୍ୟବସାୟ ବୃଦ୍ଧି ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏହି ଚୁକ୍ତିରୁ ବଞ୍ଚିତ ହେବାକୁ ଚାହୁଁନାହିଁ। ଏଥିପାଇଁ ସେ ଆପୋଲୋ ଗ୍ଲୋବାଲ ମ୍ୟାନେଜମେଣ୍ଟ ଫାର୍ମ କିଣିଥିଲେ। କିନ୍ତୁ ମୁକେଶ ଅମ୍ବାନୀଙ୍କ ପାଇଁ ଦୁଇ ବ୍ରିଟିଶ ବିଲିୟନେୟାର ଇଶା ବ୍ରୋସ ପ୍ରତିବନ୍ଧକ ପାଲଟିଛନ୍ତି। ଇଶା ବ୍ରୋସ ମଧ୍ୟ ଏହି ଡିଲକୁ ତାଙ୍କ ହାତରୁ ଖସିଯିବାକୁ ଚାହୁଁନାହାନ୍ତି।

ଇଶା ବ୍ରୋସ ଏହି ଡିଲ ପାଇଁ ପ୍ରଥମ ରାଉଣ୍ଡ ବିଡିଂରେ ସର୍ବାଧିକ ବିଡ୍‌ ଦାଖଲ କରିଛନ୍ତି। ମୋହସିନ ଇଶା ଏବଂ ଜୁବର୍‌ ଇଶା ବର୍ତ୍ତମାନ ୟୁରୋ ଗ୍ୟାରେଜ ନାମକ ଏକ କମ୍ପାନୀ ଚଳାଉଛନ୍ତି, ଯାହା ୟୁରୋପର ସବୁଠାରୁ ବଡ଼ ପେଟ୍ରୋଲ ପମ୍ପ କମ୍ପାନୀ ଅଟେ। ବୁଟ୍ସ ହାସଲ କରି ଏକ ବଡ଼ ବ୍ୟବସାୟ ଗଠନ ପାଇଁ ଉଭୟ ଭାଇ ପ୍ରସ୍ତୁତ ହେଉଛନ୍ତି। ଯିଏକି ଅମ୍ବାନୀଙ୍କ ରାସ୍ତାରେ କଣ୍ଟା ସାଜିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୦ରେ ୭.୫% ରହିବ ଜିଡିପି

ନୂଆଦିଲ୍ଲୀ,୭-୬: ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଭାରତ ଜିଡ଼ିପି ଅଭିବୃଦ୍ଧି ହାର ଗତି ଉପରେ ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ର ଭରସା ରହିଛି। ଏହା ଜି-୨୦ ନୋଟ୍‌...

ଆସେଟ୍‌ ମନିଟାଇଜେଶନ ପ୍ଲାନ୍‌ ଘୋଷଣା, ୨୦୨୫ ସୁଦ୍ଧା ୬ ଲକ୍ଷ କୋଟି ଟଙ୍କା ସଂଗ୍ରହ ଲକ୍ଷ୍ୟ

ନୂଆଦିଲ୍ଲୀ,୨୪।୮: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୪ ବର୍ଷିଆ ଆସେଟ୍‌ ମନିଟାଇଜେଶନ ପ୍ଲାନ୍‌ ସମ୍ପର୍କରେ ସୋମବାର ଘୋଷଣା କରିଛନ୍ତି। ନ୍ୟାଶନାଲ ମନିଟାଇଜେଶନ ପାଇପଲାଇନ(ଏନ୍‌ଏମ୍‌ପି) ଅଧୀନରେ ୨୦୨୫ ସୁଦ୍ଧା...

ଅଣ ସବ୍‌ସିଡି ଏଲ୍‌ପିଜି ଦର ୫୩ ଟଙ୍କା କମିଲା

ନୂଆଦିଲ୍ଲୀ, ୨-୩: ଅଣ ସବ୍‌ସିଡି ଏଲପିଜି ଗ୍ୟାସର ସିଲିଣ୍ଡର ପିଛା ମୂଲ୍ୟ ରବିବାର ୫୩ ଟଙ୍କା ହ୍ରାସ ଘଟିଛି। ନୂଆଦିଲ୍ଲୀ ଏବଂ ମୁମ୍ବାଇରେ ୧୪.୨ କିଲୋ...

ଚାଷୀଙ୍କ ପାଇଁ ଆସିବ ପେନସନ ବ୍ୟବସ୍ଥା

ନୂଆଦିଲ୍ଲୀ,୩୦-୫: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ସ୍କିମ୍‌ ଜରିଆରେ ସାଧାରଣ ନିର୍ବାଚନ ପୂର୍ବରୁ ଦେଶର ୧୨ କୋଟି ଚାଷୀ ପରିବାରଙ୍କୁ ସହାୟତା ପ୍ରଦାନ କରିବା ପରେ...

ମର୍ଚ୍ଚାଣ୍ଟ ଖଣି ଲିଜ ବୃଦ୍ଧି ପ୍ରସ୍ତାବକୁ ଶିଳ୍ପର ବିରୋଧ

ନୂଆଦିଲ୍ଲୀ,୪-୬:ଅଣକ୍ୟାପ୍ଟିଭ ବା ମର୍ଚ୍ଚାଣ୍ଟ ଖଣିର ଲିଜ୍‌ ଅବଧି ବଢାଇବା ଲାଗି ଖଣିଜ ସଂଘ ଫିମି ପକ୍ଷରୁ ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗକୁ ଦିଆଯାଇଥିବା ପ୍ରସ୍ତାବକୁ...

୭.୫% ରହିବ ଜିଡିପି ଅଭିବୃଦ୍ଧି

ନୂଆଦିଲ୍ଲୀ, ୭ା୪: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ଅଶୋଧିତ ତୈଳ ଦର ବୃଦ୍ଧି ଏବଂ ଗ୍ଲୋବାଲ୍‌ ଇକୋନୋମି ସଙ୍କଟ ମଧ୍ୟରେ ଭାରତର ବିକାଶ ଦର ୭.୫% ରହିବ।...

ମାଲ୍ୟାଙ୍କୁ ୟୁକେ ହାଇକୋର୍ଟ ଝଟକା

ଲଣ୍ଡନ,୨୬।୫: ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଆଉ ଏକ ଜୋର୍‌ ଝଟକା ଲାଗିଛି। ବ୍ରିଟେନର ଏକ ପାନୀୟ କମ୍ପାନୀ ଡିଆଜିଓକୁ ସେ ୧୩.୫ କୋଟି ଡଲାର...

ବିଶ୍ୱ ଆର୍ଥିକ ସ୍ବାଧୀନତା ସୂଚକାଙ୍କ;୭୯ତମ ସ୍ଥାନକୁ ଉଠି ଆସିଲା ଭାରତ

ନୂଆଦିଲ୍ଲୀ,୧୪-୯: ଅର୍ଥନୀତିକୁ ନେଇ ଚାରିଆଡେ ନକାରାମତ୍କ ମନୋଭାବ ପୋଷଣ କରାଯାଉଥିବା ବେଳେ ଦେଶ ଓ ମୋଦି ସରକାରଙ୍କ ପାଇଁ ଏକ ଖୁସିଖବର ଆସିଛି। ବାଣିଜ୍ୟରେ ସୁଗମତା(ଇଜ୍‌...

Advertisement
Archives

Model This Week