ଆମାଜନ୍‌ର ଉପଭୋକ୍ତା ବ୍ୟବସାୟ ସିଇଓଙ୍କ ଇସ୍ତଫା

ନୂଆଦିଲ୍ଲୀ, ୫।୬: ସାରା ବିଶ୍ୱ ପାଇଁ ଆମାଜନ୍‌ର ଉପଭୋକ୍ତା ବ୍ୟବସାୟ କ୍ଷେତ୍ରର ମୁଖ୍ୟ ପରିଚାଳନା ଅଧିକାରୀ (ସିଓଓ) ଡେଭିଡ୍‌ କ୍ଲାର୍କ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଦୀର୍ଘ ୨୩ ବର୍ଷ ଧରି କମ୍ପାନୀରେ କାର୍ଯ୍ୟ କରୁଥିବା କ୍ଲାର୍କଙ୍କ ଇସ୍ତଫା ସମ୍ପର୍କରେ ଶନିବାର ଆମାଜନ୍‌ ପକ୍ଷରୁ ସୂଚନା ଦିଆଯାଇଛି। କ୍ଲାର୍କ ନିଜ କାର୍ଯ୍ୟକାଳ ମଧ୍ୟରେ କମ୍ପାନୀର ବିସ୍ତୃତ ଏବଂ ତ୍ୱରିତ ଯୋଗାଣ ଶୃଙ୍ଖଳାକୁ ବିକଶିତ କରିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ତେବେ ଡେଭିଡ୍‌ଙ୍କ ସମେତ କମ୍ପାନୀର ଅନ୍ୟ କେତେଜଣ କର୍ମଚାରୀ ମଧ୍ୟ ଏକା ସମୟରେ ଅବସର ଗ୍ରହଣ କରିଥିବା ଆମାଜନ୍‌ର ସିଇଓ ଏଣ୍ଡି ଜେସି ସୂଚନା ଦେଇଛନ୍ତି। ଡେଭିଡ୍‌ଙ୍କର କାର୍ଯ୍ୟକାଳର ଶେଷ ଦିନ ଜୁଲାଇ ୧ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ପିଓର ଇଭିର ଅଲ୍‌-ନ୍ୟୁ ଇକୋଡ୍ରାଫ୍ଟି

ନୂଆଦିଲ୍ଲୀ,୧।୧: ଦେଶର ପ୍ରମୁଖ ଦୁଇଚକିଆ ଇଲେକ୍ଟ୍ରି ଭେହିକିଲ୍‌(ଇଭି) ଷ୍ଟାର୍ଟଅପ୍‌ କମ୍ପାନୀ ‘ପିଓର ଇଭି’ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌-ନ୍ୟୁ କମ୍ୟୁଟ୍‌ ଇଲେକ୍‌ଟ୍ରିକ୍‌...

ଗରିବୀ ହ୍ରାସ ଲାଗି ଭାରତକୁ ବିଶ୍ୱବ୍ୟାଙ୍କର ପ୍ରଶଂସା

ନୂଆଦିଲ୍ଲୀ,୧୭-୧୦: ୧୯୯୦ ପରେ ଗରିବୀସ୍ଥିତିରେ ଉନ୍ନତି ଆଣିବା ଲାଗି ଭାରତ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛି। ଏ କ୍ଷେତ୍ରରେ ଅନେକ ସୁଧାର ଆସିବା ସହ ଗରିବୀ...

ଆସିପାରେ ଆଉ ଏକ ପ୍ୟାକେଜ

ନୂଆଦିଲ୍ଲୀ,୮।୯ : କରୋନା ଯୋଗୁ ଲୋକମାନେ ବର୍ତ୍ତମାନ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ଏଭଳି ସ୍ଥିତିରେ ସରକାର ଆଉ ଏକ ପ୍ୟାଜେକ ଲୋକଙ୍କ ଲାଗି...

ଶିଳ୍ପଜଗତରେ ଖୁସିର ଲହରି

ନୂଆଦିଲ୍ଲୀ,୧୪।୫: ସରକାରଙ୍କ ପକ୍ଷରୁ କରାଯାଇଥିବା ବିଭିନ୍ନ ଘୋଷଣାକୁ ନେଇ ଦେଶର ଶିଳ୍ପଜଗତରେ ଖୁସିର ଲହରି ଖେଳିଯାଇଛି। ଏମ୍‌ଏସ୍‌ଏମ୍‌ଇ, ବିଦ୍ୟୁତ୍‌ ବିତରଣ କମ୍ପାନୀ ଏବଂ ରିୟଲ ଇଷ୍ଟେଟ...

ଆଇବିଏମ୍‌ଠାରୁ ବଡ଼ କମ୍ପାନୀ ହେଲା ଟିସିଏସ୍‌

ନୂଆଦିଲ୍ଲୀ,୧୨ା୬: ଦେଶର ଶୀର୍ଷ ଆଇଟି ସେବା ପ୍ରଦାନକାରୀ କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସ(ଟିସିଏସ୍‌) ବିଶ୍ୱର ଶୀର୍ଷ କମ୍ପାନୀମାନଙ୍କ ମଧ୍ୟରେ ଅନ୍ୟତମ ଆଇବିଏମ୍‌କୁ ବଜାର ପୁଞ୍ଜୀକରଣରେ ପଛରେ...

ବିଗିଡ଼ିବ ବଜେଟର ସମ୍ପୂର୍ଣ୍ଣ ଗଣିତ

  ନୂଆଦିଲ୍ଲୀ, ୭।୪: କରୋନା ଯୋଗୁ ସାରା ବିଶ୍ୱର ସ୍ଥିତି ଏବେ ବେହାଲ ହୋଇଛି। ଭାରତରେ ୨୧ ଦିନିଆ ଲକ୍‌ଡାଉନ ଯୋଗୁ ଆର୍ଥତ୍କ କାର୍ଯ୍ୟକଳାପ ବର୍ତ୍ତମାନ...

ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଏଇପିଏସ୍‌ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୬ା୪: ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଆଧାର ଭିତ୍ତିକ ପେମେଣ୍ଟ ସିଷ୍ଟମ (ଏଇପିଏସ୍‌) କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏକ ମୋବାଇଲ ଭ୍ୟାନ୍‌...

ରପ୍ତାନି, ଆମଦାନୀରେ ବୃଦ୍ଧି

ଆଦିଲ୍ଲୀ,୯।୬: ଚଳିତ ମାସର ପ୍ରଥମ ସପ୍ତାହ ମଧ୍ୟରେ ଦେଶର ବ୍ୟବସାୟିକ ରପ୍ତାନିରେ ୨୪.୧୮% ବୃଦ୍ଧି ଘଟି ୯.୩୯ ବିଲିୟନ ଡଲାରରେ ପହଞ୍ଚିଛି। ବିଶେଷ କରି ଇଞ୍ଜିନିୟରିଂ,...

Advertisement
Archives

Model This Week