ବାଣିଜ୍ୟ

୫୪ କମ୍ପାନୀ କ୍ରୟ କରିବ ରିଲାଏନ୍ସ କ୍ୟାପ୍‌

ନୂଆଦିଲ୍ଲୀ,୨୮।୩: ଟାଟା ଏଆଇଜି, ଆଇସିଆଇସିଆଇ ଲମ୍ବାର୍ଡ, ନିପ୍ପନ ଲାଇଫ୍‌ ଭଳି ୫୪ଟି ଭାରତୀୟ ତଥା ବିଦେଶୀ ଫାଇନାନ୍ସ କମ୍ପାନୀ ରିଲାଏନ୍ସ କ୍ୟାପିଟାଲ୍‌ର ପ୍ରଫିଟ୍‌ ମେକିଂ ବୀମା ବିଭାଗ ଦୌଡ଼ରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଗତ ବର୍ଷ ଡିଫଲ୍ଟ ଏବଂ…

ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ ଆଇଏସ୍‌ଓ ପ୍ରମାଣପତ୍ର

ନୂଆଦିଲ୍ଲୀ,୨୮।୩: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ‘ସରଳ-ସରଳ ଲାଇଟ୍ସ (ସରଳ ସିଷ୍ଟମେଟିକ୍‌ ଆପ୍ରାଇଜାଲ୍‌ ଆଣ୍ଡ ରିସ୍କ ଆସେସମେଣ୍ଟ ଅଫ୍‌ ଲୋନ୍‌) ରେ କ୍ରେଡିଟ୍‌ ମୂଲ୍ୟାୟନ ପ୍ରକ୍ରିୟାର ମାନକୀକରଣ ପାଇଁ ଆଇଏସ୍‌ଓ ପ୍ରମାଣନ ହାସଲ କରିଛି। ଏହା ହେଉଛି ଏମ୍‌ଏସ୍‌ଏମ୍‌ଇ ଋଣ ପାଇଁ…

୨୦୨୬ ସୁଦ୍ଧା ୧.୨ କୋଟି ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୨୮।୩: ଇଞ୍ଜିନିୟରିଂ, ଟେଲିକମ୍‌ ଏବଂ ହେଲ୍‌ଥକେୟାର କ୍ଷେତ୍ରରେ ୨୦୨୫-୨୬ ଆର୍ଥିକ ବର୍ଷ ସୁଦ୍ଧା ୧.୨ କୋଟି ଅର୍ଥାତ୍‌ ୧୨ ବିଲିୟନ୍‌ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ହାୟାରିଂ ଫାର୍ମ, ଟିମ୍‌ ଲିଜ୍‌ ସର୍ଭିସ୍‌ର ଷ୍ଟାଫିଂ ଡିଭିଜନ୍‌ ଟିମ୍‌ଲିଜ୍‌ ଡିଜିଟାଲ୍‌ ଦ୍ୱାରା ପ୍ରକାଶିତ…

ରୁଷିଆ ସହ କାରବାର ଜାରି ରଖିଛି ଗେଲ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ୍‌ ଗ୍ୟାସ୍‌ ୟୁଟିଲିଟି ଗେଲ୍‌ (ଇଣ୍ଡିଆ) ଲିମିଟେଡ୍‌ ୟୁଏସ୍‌ ଡଲାର ବିନିମୟରେ ରୁଷିଆର ଗାଜପ୍ରୋମ୍‌ର ଇମ୍ପୋର୍ଟ କରୁଥିବା ଏଲ୍‌ଏନ୍‌ଜି ପାଇଁ ଦେୟ ଜାରି ରଖିଛି। ଏହାଛଡା ‘ୟୁରୋ’ ଭଳି ଅନ୍ୟ କୌଣସି ମୁଦ୍ରା ପ୍ରଦାନ କରିବାକୁ ହେଲେ ବିନିମୟ…

ପୂରଣ ହେବ ବିଦ୍ୟୁତ୍‌ ଅଭାବ, ନିର୍ମାଣ କରାଯିବ ୧୦ ନ୍ୟୁକ୍ଲିୟର ପ୍ଲାଣ୍ଟ୍‌…

ନୂଆଦିଲ୍ଲୀ, ୨୮।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଚ୍ଚାଭିଳାଷୀ ପ୍ରକଳ୍ପ ପ୍ରତି ଘରେ ବିଦ୍ୟୁତ୍‌ ଲକ୍ଷ୍ୟ ହାସଲ କରିବା ପାଇଁ ଭାରତରେ ନୂଆ ବିଦ୍ୟୁତ୍‌ ଉତ୍ପାଦନ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ଏହା ଅନ୍ତର୍ଗତ ୨୦୨୩ ଠାରୁ ଭାରତ ୧୦ଟି ଆଣବିକ…

ଜିଓର ଦୁଇ ନୂଆ ପ୍ଲାନ୍‌

ନୂଆଦିଲ୍ଲୀ,୨୮।୩: ଚଳିତବର୍ଷର ଆଇପିଏଲ୍‌ ସିଜନ ପାଇଁ ଜିଓ ପକ୍ଷରୁ ଆଇପିଏଲ୍‌ପ୍ରେମୀଙ୍କ ପାଇଁ ଦୁଇଟି ନୂଆ ପ୍ଲାନ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି ଡିଜ୍‌ନି+ହଟ୍‌ଷ୍ଟାର୍‌ ମୋବାଇଲ୍‌ ସବ୍‌ସ୍କ୍ରିପ୍‌ସନ୍‌ ସହିତ ଦୁଇଟି ନୂଆ ମୋବାଇଲ୍‌ ପ୍ଲାନର ଶୁଭାରମ୍ଭ ମଧ୍ୟ କରାଯାଇଛି। ବିଶେଷକରି ୫୫ଦିନିଆ ବୈଧତା…

ପିଭିଆର୍‌, ଆଇନକ୍ସର ମିଶ୍ରଣ

ନୂଆଦିଲ୍ଲୀ,୨୮।୩: ଦେଶର ପ୍ରମୁଖ ମଲ୍ଟିପ୍ଲେକ୍ସ ଇଣ୍ଡଷ୍ଟ୍ରୀ ମଧ୍ୟରେ ଏକ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଭାରତର ଦୁଇ ସର୍ବବୃହତ୍‌ ମଲ୍ଟିପ୍ଲେକ୍ସ ଇଣ୍ଡଷ୍ଟ୍ରୀ ପିଭିଆର୍‌ ଲିମିଟେଡ୍‌ ଏବଂ ଆଇନକ୍ସ ଲିଜର ଲିମିଟେଡ୍‌ ମଧ୍ୟରେ ମିଶ୍ରଣ ହୋଇଯାଇଛି। ରବିବାର ଉକ୍ତ ମିଶ୍ରଣ ପ୍ରସ୍ତାବକୁ ଉଭୟ…

ଶୁଦ୍ଧତାକୁ ସୁନିଶ୍ଚିତ କରେ ହଲ୍‌ମାର୍କ: ସୌରଭ ରାୟ

କଟକ ସହରରେ ୧୨ ଦଶନ୍ଧି ଧରି ସୁନା ଗହଣା ବ୍ୟବସାୟରେ ବେଶ୍‌ ସୁନାମ ଅର୍ଜିଛି ରାଧାଗୋବିନ୍ଦ ରାୟ ଆଣ୍ଡ୍‌ କୋ ଜୁଏଲର୍ସ (ଆର୍‌ଜିଆର୍‌)। ଏହାକୁ ସୁନା ଗହଣାର ପ୍ରଥମ ଷ୍ଟୋର ବୋଲି ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଥାଏ। ବଜାରରେ ସୁନା ମୂଲ୍ୟ ବୃଦ୍ଧି…

ଗ୍ରାହକଙ୍କ ସନ୍ତୁଷ୍ଟିକୁ ଗୁରୁତ୍ୱ: ଅଚ୍ୟୁତାନନ୍ଦ ମେହେର

ବଲାଙ୍ଗୀରରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଯାତ୍ରା ଅତ୍ୟନ୍ତ ରୋମାଞ୍ଚକର ଥିଲା। ଏହି ସଫଳତାର ଶ୍ରେୟ ‘ହିରୋ’ ବ୍ରାଣ୍ଡ୍‌ ଏବଂ ଆମ କର୍ମଚାରୀ ଟିମ୍‌କୁ ଯିବ। ଆଗକୁ ମଧ୍ୟ ନିଶ୍ଚିତ ଭାବେ ଆମ ବ୍ୟବସାୟକୁ ବଢ଼ାଇବୁ। ରାଜ୍ୟର ବିଭିନ୍ନ ସ୍ଥାନରେ ଶୋ’ରୁମ୍‌ ଖୋଲିବା ସହ…

୧୦୦ ଘରୋଇ ବିମାନ ଉଡ଼ାଣ ଆରମ୍ଭ କରିବ ‘ଇଣ୍ଡିଗୋ’

ନୂଆଦିଲ୍ଲୀ,୨୭ା୩: ଗ୍ରୀଷ୍ମକାଳୀନ ଅବଧି ପାଇଁ ଦେଶର ପ୍ରମୁଖ ଏୟାରଲାଇନ୍‌ ସଂସ୍ଥା ‘ଇଣ୍ଡିଗୋ’ ଦେଶର ପ୍ରମୁଖ ଘରୋଇ ମେଟ୍ରୋ ସହର ଏବଂ ଆଞ୍ଚଳିକ କେନ୍ଦ୍ରଗୁଡ଼ିକୁ ଯୋଡ଼ିବା ପାଇଁ ରବିବାର ଅର୍ଥାତ୍‌ ଫେବୃଆରୀ ୨୭ଠାରୁ ୧୦୦ଟି ବିମାନ ଉଡାଣ ଆରମ୍ଭ କରିବ। ୨୦ଟି ବିଶେଷମାର୍ଗରେ…

ରୁଷୀୟ କମ୍ପାନୀ ସହ ସମ୍ପର୍କକୁ ଏଡ଼ାଇଲା ଇନ୍‌ଫୋସିସ୍‌

ନୂଆଦିଲ୍ଲୀ,୨୭।୩: ୟୁକ୍ରେନ୍‌ ସହ ଯୁଦ୍ଧ ପରେ ରୁଷିଆରେ କାର୍ଯ୍ୟ କରୁଥିବା ପ୍ରମୁଖ ଆଇଟି କମ୍ପାନୀ ଇନ୍‌ଫୋସିସ୍‌ ଅସୁବିଧାରେ ପଡ଼ିଛି। ଏ ସମ୍ପର୍କରେ ବ୍ରିଟିଶ୍‌ ମିଡିଆ ଆଉଟ୍‌ଲେଟ୍‌ ସ୍କାଇ ନ୍ୟୁଜ୍‌ ପକ୍ଷରୁ ଇନ୍‌ଫୋସିସ୍‌ର ସହ ସଂସ୍ଥାପକ ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ, ବ୍ରିଟିଶ ଅର୍ଥମନ୍ତ୍ରୀ…

୭୮୦୦କୋଟି ଟଙ୍କା ସଂଗ୍ରହ କରିବ ମଣପୁରମ୍‌ ଫାଇନାନ୍ସ

ନୂଆଦିଲ୍ଲୀ,୨୭ା୩: ଆସନ୍ତା ଆର୍ଥିକ ବର୍ଷ ଅର୍ଥାତ୍‌ ୨୦୨୨-୨୩ରେ ୭,୮୦୦କୋଟି ଟଙ୍କା ସଂଗ୍ରହ ପ୍ରସ୍ତାବକୁ ଏହାର ବୋର୍ଡ ଅନୁମୋଦନ କରିଥିବା ମଣପୁରମ୍‌ ଫାଇନାନ୍ସ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ଶନିବାର ଆୟୋଜିତ ବୈଠକରେ, ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କମ୍ପାନୀର ଫଣ୍ଡ ସଂଗ୍ରହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?