ଇ-ଯାନର ଚାହିଦା ବଢ଼ିବ: ଅଖିଳ ପୋଦ୍ଦାର
ଓଡ଼ିଶାରେ ଦୁଇଚକିଆ ଯାନର ବେଶ୍ ଆଦର ରହିଛି। ସହର ହେଉ କିମ୍ବା ଗ୍ରାମାଞ୍ଚଳ, ସବୁ ବର୍ଗର ଲୋକେ ଦୁଇଚକିଆ ଯାନ ଉପରେ ନିର୍ଭର କରିଥାଆନ୍ତି। ତେଣୁ ଏହା ଗମନାଗମନର ମୁଖ୍ୟ ମାଧ୍ୟମ ସାଜିଛି। ଟୁ ହ୍ବିଲର ବିକ୍ରି କ୍ଷେତ୍ରରେ ବଜାରରେ ଅଗ୍ରଣୀ…
ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର
ନୂଆଦିଲ୍ଲୀ,୩୧।୩: ପୁଣି ବଢ଼ିଲା ତୈଳ ଦର। ଗତ ୧୦ ଦିନ ମଧ୍ୟରେ ନବମ ଥର ଲାଗି ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଥିବା ବେଳେ…
ଲୋକଙ୍କ ହିତରେ ଓଡ଼ିଶା ଷ୍ଟିଭେଡର୍ସ: ଚର୍ଚ୍ଚିତ ମିଶ୍ର
ରାଜ୍ୟ ତଥା ଦେଶର ଆର୍ଥିକ ଉନ୍ନତିରେ ଆମଦାନୀ ଓ ରପ୍ତାନି ବିଶେଷ ଭୂମିକା ଗ୍ରହଣ କରିଥାଏ। ଆମ ରାଜ୍ୟର ଜଳପଥରେ ପଣ୍ୟ କାରବାର ପ୍ରାୟତଃ ଗୋପାଳପୁର ଓ ପାରାଦୀପରୁ ହୋଇଥାଏ। ଏହାକୁ ସମ୍ଭବ କରୁଥିବା କମ୍ପାନୀଗୁଡ଼ିକ ମଧ୍ୟରେ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍…
ସେବାରେ ଗ୍ରାହକ ସନ୍ତୁଷ୍ଟ: ଶ୍ଳୋକ ସେନ
କୋଭିଡ୍ ପରଠାରୁ ଗାଡ଼ି ବ୍ୟବସାୟ ନାନା ସମସ୍ୟା ମଧ୍ୟ ଦେଇ ଗତିକରୁଛି। ଏପରିକି ଯାନବାହନ ଉତ୍ପାଦନ କମିଯାଇଥିବାବେଳେ ନିର୍ମାଣ ଲାଗି ଆବଶ୍ୟକ ଉପକରଣର ଦର ବୃଦ୍ଧି ମଧ୍ୟ ସମସ୍ୟାକୁ ବହୁଗୁଣିତ କରିଛି। ଏଭଳି ଏକ ଚ୍ୟାଲେଞ୍ଜିଂ ସମୟରେ ଗ୍ରାହକଙ୍କୁ ଉତ୍ତମ ସେବା…
ପାନ୍-ଆଧାର ଲିଙ୍କ୍ ହୋଇ ନ ଥିଲେ ଜରିମାନା
ନୂଆଦିଲ୍ଲୀ,୩୧।୩(ପି.ଟି.): ମାର୍ଚ୍ଚ ୩୧ ସୁଦ୍ଧା ଟିକସଦାତାମାନେ ସେମାନଙ୍କ ସ୍ଥାୟୀ ଆକାଉଣ୍ଟ ନମ୍ବର (ପାନ୍) ସହ ଆଧାର ନମ୍ବର ଲିଙ୍କ୍ କରି ନ ଥିଲେ ୫୦୦ରୁ ୧,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଆୟକର ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।…
ମୂଳରୁ ଚିହ୍ନଟ ହେଲେ କର୍କଟ ନିରାକରଣ ସମ୍ଭବ
ଉନ୍ନତ ଚିକିତ୍ସା ପ୍ରଣାଳୀ ଓ ନିରବଚ୍ଛିନ୍ନ ସେବା ସହିତ ରୋଗୀଙ୍କୁ ଆଦର ଦ୍ୱାରା କର୍କଟ ଭଳି ଅସାଧ୍ୟ ରୋଗର ଉପଶମ ସମ୍ଭବ ହେଉଛି। ରୋଗୀଙ୍କୁ ସୁସ୍ଥ କରିବା ପାଇଁ ଗୋଟିଏ ଛାତ ତଳେ ଚିକିତ୍ସା, ନିରୂପଣ ଓ ସଚେତନତା ଯୋଗାଇଦେଇଥାଏ ଏଚ୍ସିଜି…
କର୍ମରେ ଆତ୍ମତୃପ୍ତି ହିଁ ସଫଳତା
ପେସା ସରକାରୀ ଚାକିରି ହେଲେ ନିଶା ଥିଲା ଓଡ଼ିଶାର କଳା ସଂସ୍କୃତିକୁ ନେଇ ଉନ୍ନତ ମାନର ହସ୍ତତନ୍ତ ପୋଷାକ ପ୍ରସ୍ତୁତି ସହ ଏହାର ପ୍ରଚାର ପ୍ରସାର କରାଇବା। ସୋନପୁରର ବୟନ ବିହାରରୁ ରାଜଧାନୀର ମେହେର୍ସ ବସ୍ତ୍ରାଳୟ। କିପରି ଥିଲା ଏହି ଦୀର୍ଘ…
ଜେଏସ୍ଡବ୍ଲ୍ୟୁ ପେଣ୍ଟ୍ସ ପକ୍ଷରୁ ‘ସୱାଲିଆ’ ଅଭିଯାନ
ନୂଆଦିଲ୍ଲୀ,୨୯।୩ ଜେଏସ୍ଡବ୍ଲ୍ୟୁ ଗ୍ରୁପର ସହଯୋଗୀ କମ୍ପାନୀ ଜେଏସଡବ୍ଲ୍ୟୁ ପେଣ୍ଟ୍ସ ପକ୍ଷରୁ ଏକ ଭିନ୍ନ ଧରଣର ମାର୍କେଟିଂ କ୍ୟାମ୍ପେନ ବଳିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହ ‘ସୱାଲିଆ’କୁ ୨୦୨୨ ଆଇପିଏଲ୍ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି। ସୱାଲିଆ ହେଉଛି ପ୍ରାସଙ୍ଗିକ ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ…
ଜିଏସ୍ଟି ଫାଙ୍କୁଛନ୍ତି କ୍ରିପ୍ଟୋ ଏକ୍ସଚେଞ୍ଜ
ନୂଆଦିଲ୍ଲୀ,୨୯।୩ ଭାରତରେ ଡିଜିଟାଲ କରେନ୍ସି ଓ କ୍ରିପ୍ଟୋକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି। କେବେ ଏହାର ପ୍ରଚଳନ ନିଷିଦ୍ଧକୁ ନେଇ ତ ଆଉ କେତେବେଳେ କ୍ରିପ୍ଟୋ ସମ୍ପର୍କରେ ସଂସଦରେ ବିଲ୍ ଆଣିବାକୁ ନେଇ। ଗତ ୨ ବର୍ଷ ମଧ୍ୟରେ ଡିଜିଟାଲ…
ସାମାଜିକ କାର୍ଯ୍ୟରେ ଶାନ୍ତି ମିଳେ
୮୦ ଦଶକରେ ବର୍ତ୍ତମାନ ଭଳି ନିଯୁକ୍ତି ସୁଯୋଗ ନ ଥିଲା। ତେଣୁ ଉଚ୍ଚ ଶିକ୍ଷା ଶେଷ ପରେ ପାରିବାରିକ ବ୍ୟବସାୟରେ ମନୋନିବେଶ କରିବାକୁ ଜେଜେବାପା ପରାମର୍ଶ ଦେଇଥିଲେ। ବୁଦ୍ଧରାଜ ଗ୍ରୁପ୍ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟରେ ଉଭୟ ସରକାରୀ ଓ ଘରୋଇ…
ଅନ୍ତର୍ଜାତୀୟ ବ୍ରାଣ୍ଡ୍ର ଚାହିଦା ବଢ଼ୁଛି
ଜାତୀୟ ତଥା ଅନ୍ତର୍ଜାତୀୟ ବ୍ରାଣ୍ଡ୍ଗୁଡ଼ିକର ଆଦର ଆମ ରାଜ୍ୟରେ ବଢ଼ିଚାଲିଛି। ଗ୍ରାହକମାନେ ନିଜ ରୁଚିର ପୋଷାକ ବାଛିବାରେ ମନ ବଳାଉଛନ୍ତି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ସହରରେ ସ୍ବତନ୍ତ୍ର ବ୍ରାଣ୍ଡେଡ୍ ଶୋ’ରୁମ୍ ପ୍ରତିଷ୍ଠା କରିଥିବା ରିଦ୍ଧିସିଦ୍ଧିର ନିର୍ଦ୍ଦେଶକ ଅମିତ୍ ଅଗରଓ୍ବାଲ୍ ସାମ୍ପ୍ରତିକ ବ୍ରାଣ୍ଡ୍…
୧୫୦୦ ଚାର୍ଜିଂ ଷ୍ଟେଶନ ସ୍ଥାପନ କରିବ ଆଦାନୀ
ନୂଆଦିଲ୍ଲୀ,୨୮।୩: ଆଦାନୀ ଗ୍ରୁପ୍ର ଆଦାନୀ ଟୋଟାଲ୍ ଗ୍ୟାସ୍ ଲିମିଟେଡ୍ (ଏଟିଜିଏଲ୍) ପକ୍ଷରୁ ସାରା ଦେଶରେ ୧୫୦୦ ଇଲେକ୍ଟ୍ରିକ୍ ଭେହିକିଲ୍(ଇଭି) ଚାର୍ଜିଂ ଷ୍ଟେଶନ୍ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ଜରିଆରେ କମ୍ପାନୀ ନିଜ ନେଟ୍ଓ୍ବର୍କ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛି। ସୂଚନାଯୋଗ୍ୟ,…

