ବାଣିଜ୍ୟ

୭.୫% ରହିବ ଜିଡିପି ଅଭିବୃଦ୍ଧି

ନୂଆଦିଲ୍ଲୀ, ୭ା୪: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ଅଶୋଧିତ ତୈଳ ଦର ବୃଦ୍ଧି ଏବଂ ଗ୍ଲୋବାଲ୍‌ ଇକୋନୋମି ସଙ୍କଟ ମଧ୍ୟରେ ଭାରତର ବିକାଶ ଦର ୭.୫% ରହିବ। ତେବେ ଦକ୍ଷିଣ ଏସିଆର ମୋଟ୍‌ ବିକାଶ ହାର ୭% ରହିବ ବୋଲି ଏସିଆନ୍‌ ଡେଭେଲପ୍‌ମେଣ୍ଟ…

ଦର ବଢ଼ାଇବ ମାରୁତି ସୁଜୁକି

ନୂଆଦିଲ୍ଲୀ, ୭ା୪: ଦେଶର ଅଗ୍ରଣୀ କାର୍‌ ନିର୍ମାଣ କର୍ମାନୀ ମାରୁତି ସୁଜୁକି ଇଣ୍ଡିଆ (ଏମ୍‌ଏସ୍‌ଆଇ) ଏପ୍ରିଲ୍‌ରେ ନିଜ ଗାଡ଼ିଗୁଡ଼ିକର ଦର ବୃଦ୍ଧି କରିବ। ମାରୁତି ସୁଜିକି ପକ୍ଷରୁ ଶେୟାର ବଜାରକୁ ଦିଆଯାଇଥିବା ସୂଚନା ଅନୁସାରେ, ଗତ ଏକ ବର୍ଷ ହେଲା କମ୍ପାନୀର…

ପୁଣି ବଢ଼ିଲା ସିଏନ୍‌ଜି ଦର, ୬ ଦିନରେ ୩ ଥର…

ନୂଆଦିଲ୍ଲୀ,୭।୪: ଦୈନିକ ବଢ଼ିବାରେ ଲାଗିଲାଣି ସିଏନ୍‌ଜି ଦର। ବୁଧବାର ଭଳି ଗୁରୁବାର ଦିଲ୍ଲୀରେ ସିଏନ୍‌ଜିର କେଜି ପିଛା ଦାମ ୨.୫ ଟଙ୍କା ମହଙ୍ଗା ହୋଇଛି। ଚଳିତ ମାସରେ ସିଏନ୍‌ଜି ଦାମ ୩ ଥର ବଢ଼ିଛିି। ଗତ ୬ ଦିନ ମଧ୍ୟରେ କେଜି…

ଏଲନ ମସ୍କଙ୍କୁ ଟୁଇଟର ବୋର୍ଡରେ ନିଯୁକ୍ତି

ନୂଆଦିଲ୍ଲୀ,୫।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର ସହ ଯୋଡ଼ି ହୋଇଛନ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲା ସିଇଓ ଏଲନ ମସ୍କ। ତାଙ୍କୁ ଟୁଇଟର ବୋର୍ଡରେ ମଙ୍ଗଳବାର ନିଯୁକ୍ତି ମିଳିଛି। ଏ ନେଇ ଟୁଇଟର ସିଇଓ ପରାଗ ଅଗ୍ରୱାଲ ସୂଚନା…

ପେଟ୍ରୋଲ-ଡିଜେଲ ଦାମ୍‌ କାହିଁକି ବଢୁଛି ୮୦ ପଇସା, ୧୫ ଦିନରେ ବଢ଼ିଲାଣି ୯ ଟଙ୍କା ୨୦…

ନୂଆଦିଲ୍ଲୀ, ୫।୪ : ଭାରତରେ ପେଟ୍ରୋଲ-ଡିଜେଲ ଦାମ୍‌ ମାର୍ଚ୍ଚ ୨୨ଠାରୁ ଏପ୍ରିଲ୍‌ ୫ ମଧ୍ୟରେ ଗତ ୧୫ ଦିନ ମଧ୍ୟରେ ୧୩ ଥର ଦାମ୍‌ ବୃଦ୍ଧି ପାଇ ମୋଟ ୯ ଟଙ୍କା ୨୦ ପଇସା ବଢ଼ିଛି। ଏହି ସମୟ ମଧ୍ୟରେ ସର୍ବାଧିକ…

ଭୁବନେଶ୍ୱରରେ ଡିଜେଲ ୧୦୦ ଟପିଲା

ଭୁବନେଶ୍ୱର,୪।୪: କ୍ରମାଗତ ଦ୍ୱିତୀୟ ଦିନ ଲାଗି ତୈଳଦର ଉଚ୍ଚ ପରିମାଣରେ ବୃଦ୍ଧି ପାଇଛି। ଏପରିକି ଗତ ୧୩ଦିନ ମଧ୍ୟରେ ୧୧ଥର ତୈଳ ଦରରେ ପରିବର୍ତ୍ତନ ଘଟିଲାଣି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମର ସୂଚନା ଅନୁସାରେ ରବିବାର…

ଯୁଦ୍ଧର ପ୍ରଭାବ, ୧୦୦ କମ୍ପାନୀର ୩.୪୦ ଲକ୍ଷ କୋଟି ଚୁକ୍ତି ବାତିଲ…

ଓ୍ବାଶିଂଟନ/ମସ୍କୋ/କ୍ୱିଭ୍‌, ୩।୪ : ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ପୃଥିବୀର ବହୁ କମ୍ପାନୀ କ୍ଷତି ସହିଛନ୍ତି। ବିଶ companies ର କମ୍ପାନୀଗୁଡିକ ମଧ୍ୟ କ୍ଷତି ସହିଛନ୍ତି। ଯୁଦ୍ଧର ପ୍ରଭାବ ଯୋଗୁ ପୃଥିବୀର ପ୍ରାୟ ୧୦୦ କମ୍ପାନୀ ୩.୪୦ ଲକ୍ଷ କୋଟିରୁ (୪୫ ବିଲିୟନ…

ଆଜି ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର; ୧୩ ଦିନରେ ୮ ଟଙ୍କା ମହଙ୍ଗା

ନୂଆଦିଲ୍ଲୀ,୩।୪: ଜାତୀୟ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି। ୨୨ ମାର୍ଚ୍ଚରୁ ଏଯାବତ ଅର୍ଥାତ ୧୩ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୮ଟଙ୍କା ବଢ଼ିସାରିଛି। ରବିବାର ମଧ୍ୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲର…

ଲେମ୍ବୁ କିଲୋ ପିଛା ୨୦୦ ଟଙ୍କା…

ନୂଆଦିଲ୍ଲୀ, ୨।୪ : ଖରା ବଢ଼ିବା ସହିତ ଦେଶରେ ଲେମ୍ବୁ କିଲୋଗ୍ରାମ୍‌ ପିଛା ଦାମ୍‌ ବଢ଼ିବାରେ ଲାଗିଛି। ଏହା ଇତିମଧ୍ୟରେ କିଲୋଗ୍ରାମ୍‌ ପିଛା ୨୦୦ ଟଙ୍କାରେ ପହଞ୍ଚିଛି। ଶନିବାର ଗୁଜୁରାଟ ରାଜକୋଟରେ ଏଭଳି ଦାମ୍‌ ରେକର୍ଡ କରାଯାଇଛି। ଚଳିତ ମାର୍ଚ୍ଚରେ ଲେମ୍ବୁ…

ପୁଣି ବଢିଲା ପେଟ୍ରୋଲ,ଡିଜେଲ

ନୂଆଦିଲ୍ଲୀ,୨।୪: ଲଗାତର ଭାବେ ବଢିଚାଲିଛି ତେଲଦର । ଗୋଟିଏ ଦିନର ବ୍ୟବଧାନ ପରେ ପୁଣି ଶନିବାର ପେଟ୍ରୋଲ ଓ ଡିଜେଲ ୮୦ ପଇସା ବଢ଼ିଛି। ଓଡିଶାରେ ପେଟ୍ରୋଲ ଦର ୧୦୯ ଟଙ୍କା ୫୦ପଇସା ଥିବା ବେଳେ ଡିଜେଲ ୯୯ ଟଙ୍କା ୨୭…

‘୧୪ଶ କୋଟି ପାଇଁ ଆମାଜନ ୨୬ ହଜାର କୋଟିର କମ୍ପାନୀକୁ ବରବାଦ କରିଦେଲା’

ନୂଆଦିଲ୍ଲୀ,୧।୪: “ଆମଜାନ ଆମକୁ ଧ୍ୱଂସ କରିବାକୁ ଚାହୁଁଛି। ଆଉ ଏଥିରେ ସେ ସଫଳ ହୋଇଛି”। ଆମାଜନ ବିରୋଧରେ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ବେଳେ ଏଭଳି ସ୍ବରରେ କହିଛି ଫ୍ୟୁଚର ରିଟେଲ ଗ୍ରୁପ୍‌। ମାମଲାର ପରବର୍ତ୍ତୀ ଶୁଣାଣି ଅପ୍ରିଲ ୪ ତାରିଖରେ ହେବ।…

‘ପ୍ରଗତି’ ଆଜି ଘରେ ଘରେ: ପ୍ରଦୋଷ କୁମାର ରାଉତ

ଏକ ଛୋଟ କୁକୁଡ଼ା ଫାର୍ମରୁ ତାଙ୍କର ବ୍ୟବସାୟିକ ଜୀବନ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସେ ରାଜ୍ୟର ଏକ ପ୍ରମୁଖ ଘରୋଇ ଦୁଗ୍ଧ ପ୍ରକ୍ରିୟାକରଣ ଉଦ୍ୟୋଗ ‘ପ୍ରଗତି ମିଲ୍କ ପ୍ରଡକ୍ଟସ୍‌’ର ମ୍ୟାନେଜିଂ ଡାଇରେକ୍ଟର ପଦବୀରେ ରହିଛନ୍ତି । ଏହି କମ୍ପାନୀର ବିଭିନ୍ନ ଡେଏରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?