ଅଧିକ ୧ କୋଟିଙ୍କୁ ମାଗଣା ଏଲ୍ପିଜି ସଂଯୋଗ
ନୂଆଦିଲ୍ଲୀ: ଆଗାମୀ ୨ ବର୍ଷରେ ଆଉ ୧ କୋଟି ଲୋକଙ୍କୁ ମାଗଣା ଏଲ୍ପିଜି ସଂଯୋଗ ଦେବା ଲାଗି କେନ୍ଦ୍ର ସରକାର ଯୋଜନା ରଖିଛନ୍ତି। ଲୋକଙ୍କୁ ସହଜରେ ଏଭଳି ସଂଯୋଗ ସୁବିଧା ଯୋଗାଇ ଦେବା ଲାଗି ଯୋଜନା କରାଯାଉଥିବା ତୈଳ ସଚିବ...
କୋଭିଡ୍ ପରେ ତେଲ ୩୦% ମହଙ୍ଗା
ନୂଆଦିଲ୍ଲୀ,୧।୩: ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିବା ପରେ କମ୍ପାନୀଙ୍କ ମାନୁଫାକଚରିଂ କଷ୍ଟ ବଢ଼ିଚାଲିଛି। ଏହାର ସିଧାସଳଖ ପ୍ରଭାବ ଖାଉଟିଙ୍କ ଉପରେ ପଡୁଛି। ତେଲ ଦର ବଢ଼ିଥିବାରୁ ଏହାର ପ୍ରଭାବ ବଜାର ଉପରେ ପଡିବ ବୋଲି ନିକଟରେ ରିଜର୍ଭ ବ୍ୟାଙ୍କ ଗଭର୍ନର...
ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୬୯.୯୨%
ଭୁବନେଶ୍ୱର: ଶିଳ୍ପ ଶ୍ରମିକଙ୍କ ପାଇଁ ସର୍ବଭାରତୀୟ ଖାଉଟି ମୂଲ୍ୟସୂଚୀ ପ୍ରକାଶ ପାଇଛି। ଏହି ସୂଚୀ ଅନୁସାରେ ୨୦୨୦ ଡିସେମ୍ବରରେ ୧୧୮.୮ ପଏଣ୍ଟ ରହିଥିଲା, ଯାହା ୨୦୨୧ ଜାନୁୟାରୀରେ ୦.୬ ପଏଣ୍ଟ ହ୍ରାସ ପାଇ ୧୧୮.୨ ପଏଣ୍ଟରେ ରହିଛି। ସେହିଭଳି ତାଳଚେର ଓ...
ଭାରତଠାରୁ ଋଣ ନେଲା ଆମେରିକା
ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବିକାଶଶୀଳ ଓ ଧନୀ ରାଷ୍ଟ୍ର ଆମେରିକା ବର୍ତ୍ତମାନ ସମସ୍ୟା ଘେରରେ ରହିଛି। ଫଳରେ ବିଶ୍ୱର ବଡ଼ ଅର୍ଥବ୍ୟବସ୍ଥା କୁହାଯାଉଥିବା ଆମେରିକାର ଅର୍ଥବ୍ୟବସ୍ଥା ଭୁଷୁଡି ପଡିଛି। ଏହି ଅର୍ଥବ୍ୟବସ୍ଥାର ଋଣ ଭାର ବର୍ତ୍ତମାନ ସମୟରେ ବ୍ୟାପକ ଭାବରେ ବୃଦ୍ଧି...
୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବିମାନ କଟକଣା
ନୂଆଦିଲ୍ଲୀ: ଆନ୍ତର୍ଜାତିକ ଯାତ୍ରୀବାହୀ ବିମାନ ଉପରେ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଥିବା ସମ୍ପର୍କରେ ଡାଇରେକ୍ଟୋରେଟ୍ ଜେନେରାଲ ଅଫ୍ ସିଭିଲ ଆଭିଏସନ (ଡିଜିସିଏ) ପକ୍ଷରୁ ଏକ ପ୍ରେସ୍ ବିବୃତିରେ ସବିଶେଷ ସୂଚନା ଦିଆଯାଇଛି। ୨୦୨୧ ମାର୍ଚ୍ଚ ୩୧ ତାରିଖ...
ବିଟ୍ କଏନ୍ ମୂଲ୍ୟ ହ୍ରାସର ସମ୍ମୁଖୀନ
ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ମୂଲ୍ୟବାନ ଡିଜିଟାଲ ମୁଦ୍ରା କୁହାଯାଉଥିବା କ୍ରିପ୍ଟୋ କରେନ୍ସି ବା ବିଟ୍ କଏନ୍ ବର୍ତ୍ତମାନ ସମୟରେ ମୂଲ୍ୟ ହ୍ରାସର ସମ୍ମୁଖୀନ ହୋଇଛି। ଗତ କିଛି ଦିନ ହେବ ଏହା ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ୨ଦିନ ହେଲା...
ସଙ୍କଟରେ ରିଲାଏନ୍ସ ହୋମ୍ ଫାଇନାନ୍ସ
ନୂଆଦିଲ୍ଲୀ: ଅନୀଲ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ହୋମ୍ ଫାଇନାନ୍ସ ବର୍ତ୍ତମାନ ସମୟରେ ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି। କମ୍ପାନୀ ଡିସେମ୍ବର ୨୦୨୦ରେ ୧୦୦କୋଟି ଟଙ୍କାର ଋଣ ପରିଶୋଧରେ ଖିଲାପ କରିଥିବା ଜଣାପଡିଛି। ଦେଶର ପ୍ରମୁଖ ବ୍ୟାଙ୍କ ଯଥା ବ୍ୟାଙ୍କ...
ଖେଳନା ଶିଳ୍ପରେ ଦେଶର ଶକ୍ତି ଲୁଚି ରହିଛି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଭିଡିଓ କନଫେରେନ୍ସିଂ ଜରିଆରେ ଭାରତୀୟ ଖେଳଣା ମେଳା ଉଦଘାଟନ କରିଛନ୍ତି। ଏହି ମେଳାର ଉଦଘାଟନୀ ଉସତ୍ବରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମ ଦେଶର ଖେଳନା ଶିଳ୍ପ ମଧ୍ୟରେ ଅନେକ କାହାଣୀ ସହିତ ଏକ...
ଭାରତ ବନ୍ଦକୁ ଟ୍ରାନ୍ସପୋର୍ଟରଙ୍କ ସମର୍ଥନ
ନୂଆଦିଲ୍ଲୀ: ସଡ଼କ ପରିବହନ କ୍ଷେତ୍ରର ପ୍ରମୁଖ ସଂଘ ଅଲ୍ ଇଣ୍ଡିଆ ଟ୍ରାନ୍ସପୋଟର୍ସ ଓ୍ବେଲ୍ଫେୟାର ଆସୋସିଏଶନ (ଏଆଇଟିଡବ୍ଲ୍ୟୁଏ) ଚଳିତ ମାସ ୨୬ର ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇଛି। ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଏଭଳି ଧର୍ମଘଟ ଡାକରା ଦିଆଯାଇଛି। ଏହିଦିନ ସାରା...
ବିକାଶରେ ସମଭାଗୀ ହେବେ ଘରୋଇ ବ୍ୟାଙ୍କ
ନୂଆଦିଲ୍ଲୀ: ଦେଶର ଅର୍ଥନୈତିକ ବିକାଶରେ ବର୍ତ୍ତମାନଠାରୁ ଘରୋଇ ବ୍ୟାଙ୍କଗୁଡ଼ିକ ସମାନ ଭାବେ ଭାଗୀଦାରି ହେବେ। ଘରୋଇ ବ୍ୟାଙ୍କ ପାଇଁ ରହିଥିବା ବିଭିନ୍ନ କଟକଣାକୁ ସରକାର ଉଠାଇଦେଇଛନ୍ତି। ସରକାରଙ୍କ ସମସ୍ତ ବିକାଶମୂଳକ କାର୍ଯ୍ୟରେ ଏହି ବ୍ୟାଙ୍କଗୁଡିକ ନିଜର ଯୋଗଦାନ ରଖିପାରିବେ। ଦେଶର ବିକାଶରେ...
ବ୍ରିଟେନରେ ନୀରବ ମୋଦି ମାମଲାର ଶୁଣାଣି ଆଜି
ନୂଆଦିଲ୍ଲୀ,୨୫।୨: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ପ୍ରାୟ ୧୩ ହଜାର କୋଟି ଟଙ୍କା ଠକେଇ କରି ଲଣ୍ଡନ ଜେଲରେ ଥିବା ପଳାତକ ନୀରବ ମୋଦିଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି ଗୁରୁବାର ହେବ। ବ୍ରିଟେନ ଅଦାଲତ ଏହି ମାମଲାର ଶୁଣାଣି କରିବେ ବୋଲି...
ଲାପ୍ଟପ୍, ପିସି ମାନୁଫାକ୍ଚରିଂ ପାଇଁ ପ୍ରୋତ୍ସାହନ
ଘରୋଇ ବଜାରରେ ଇଲେକ୍ଟ୍ରୋନିକ୍ସ ମାନୁଫାକଚରିଂ ପାଇଁ ଉତ୍ପାଦନ ସଂଯୋଗୀ ପ୍ରୋତ୍ସାହନ ଯୋଜନା(ପିଏଲ୍ଆଇ)କୁ ସରକାର ମଞ୍ଜୁରୀ ଦେଇଛନ୍ତି। ଲାପ୍ଟପ୍,ଟାବ୍ଲେଟ, ପିସି ଏବଂ ସର୍ଭର ପ୍ରସ୍ତୁତିକୁ ଉତ୍ସାହିତ କରିବା ଲାଗି ସରକାର ୭,୩୫୦ କୋଟି ଟଙ୍କାର ପ୍ରୋତ୍ସାହନ ଯୋଗାଇଦେବେ। ଆତ୍ମନିର୍ଭର ଭାରତ ଯୋଜନା...
Archives


