ବାଣିଜ୍ୟ

ବୃଦ୍ଧି ପାଉଛି ଅଶୋଧିତ ତୈଳ ଆମଦାନୀ

ନୂଆଦିଲ୍ଲୀ, ୨୨ା୫: ବିଶ୍ୱର ତୃତୀୟ ସର୍ବାଧିକ ଅଶୋଧିତ ତୈଳ ଆମଦାନୀ କରୁଥିବା ଭାରତ ଏପ୍ରିଲରେ ଗତ ସାଢେ ୩ ବର୍ଷ ମଧ୍ୟରେ ସର୍ବାଧିକ ତୈଳ ଗ୍ରହଣ କରିଛି। ଉପଭୋକ୍ତାଙ୍କ ଚାହିଦାରେ ସୁଧାର ଏବଂ ଦର ବୃଦ୍ଧି ନିୟନ୍ତ୍ରଣ କରିବା ପାଇଁ ଦେଶ…

ଜୁନ୍‌ରୁ କମିପାରେ ଖାଇବା ତେଲ ଦର

ନୂଆଦିଲ୍ଲୀ, ୨୨ା୫: ବିଶ୍ୱ ସ୍ତରରେ ପାମ୍‌ ତୈଳର ବୃହତ୍ତମ ରପ୍ତାନିକାରୀ ଇଣ୍ଡୋନେସିଆ ରପ୍ତାନି ଉପରେ କଟକଣା ହଟାଇବା ପରେ ଜୁନ୍‌ରୁ ରନ୍ଧନ ତୈଳ ଦର ହ୍ରାସ ହେବା ନେଇ ଆଶା ଦେଖାଦେଇଛି। ୨୩ ତାରିଖରୁ ଇଣ୍ଡୋନେସିଆ ପାମ୍‌ ତୈଳ ରପ୍ତାନି ନେଇ…

ଚାଇନାକୁ ଆପଲର ଝଟ୍‌କା, ଭାରତରେ ଉତ୍ପାଦନ ଯୋଜନା…

ଓ୍ବାଶିଂଟନ, ୨୨।୫ : କରୋନା ସଂକ୍ରମଣ ଯୋଗୁ ଚାଇନାରେ କଡା ପ୍ରତିବନ୍ଧକ ଲଗାଯାଇଛି। ଏପରିସ୍ଥଳେ ପ୍ରସିଦ୍ଧ କମ୍ପାନୀ ଆପଲ ଚାଇନା ବାହାରେ ବ୍ୟବସାୟ କରିବା ବିଷୟରେ ସୂଚନା ଦେଇଛି। ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ କମ୍ପାନୀ…

ଶସ୍ତା ହେବ ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,୨୧।୫: କମିଲା ତୈଳ ଦର। କେନ୍ଦ୍ର ସରକାରଙ୍କ ପକ୍ଷରୁ ପେଟ୍ରୋଲ ଲିଟର ପିଛା ୯.୫୦ ଟଙ୍କା ଓ ଡିଜେଲ ଲିଟର ପିଛା ୭ ଟଙ୍କା ହ୍ରାସ କରାଯାଇଛି। ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟୁଇଟ୍‌ କରି ସୂଚନା ଦେଇଛନ୍ତି। କେନ୍ଦ୍ର…

ଉଜ୍ୱଳା ଯୋଜନାରେ ମିଳିବ ୨୦୦ ଟଙ୍କା ସବସିଡି , ୯ କୋଟି ହିତାଧିକାରୀ ହେବେ ଉପକୃତ…

ନୂଆଦିଲ୍ଲୀ, ୨୧।୫ : ଗ୍ୟାସ୍‌ ସିଲିଣ୍ଡର ପେଟ୍ରୋଲ ଏବଂ ଡିଜେଲର ବଢୁଥିବା ଦାମ ନେଇ ଦେଶର ଲୋକେ ହଇରାଣ ହେଉଥିବାବେଳେ କେନ୍ଦ୍ର ସରକାର ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ…

ଯୋଗୀ ସରକାରଙ୍କୁ କେନ୍ଦ୍ରର ଚେତାବନୀ, ବକେୟା ନଦେଲେ ବିଦ୍ୟୁତ୍‌ କଟାଯିବ…

ନୂଆଦିଲ୍ଲୀ, ୨୧।୫ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କଡ଼ ାଚେତାବନୀ ଦିଆଯାଇଛି। ରାଜ୍ୟ ସରକାର 9692 କୋଟି ଟଙ୍କାର ଶକ୍ତି ଉତ୍ପାଦନକାରୀ କମ୍ପାନୀ (ଜେନକୋ) ଏବଂ କୋଇଲା ଇଣ୍ଡିଆର ବକେୟା ୯୬୯୨ କୋଟି ଟଙ୍କାର…

ଦେଶ ନିର୍ମାଣରେ ସିଏସ୍‌ଆର୍‌ର ଭୂମିକା

ଭୁବନେଶ୍ୱର,୨୧।୫ ଦେଶର ଅଗ୍ରଣୀ ଆଇଟି କମ୍ପାନୀ ‘ଏଚ୍‌ସିଏଲ୍‌ ଟେକ୍ନୋଲୋଜିସ୍‌’ର ସହଯୋଗୀ ଅନୁଷ୍ଠାନ ଏଚ୍‌ସିଏଲ୍‌ ଫାଉଣ୍ଡେଶନ ପକ୍ଷରୁ ଏହାର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଜରିଆରେ ଏଚ୍‌ସିଏଲ୍‌ ଗ୍ରାଣ୍ଡ ପାନ୍‌ ଇଣ୍ଡିଆ ସିମ୍ପୋଜିୟମ-୨୦୨୨ର ୮ମ ସଂସ୍କରଣର ଶୁଭାରମ୍ଭ ଶୁକ୍ରବାର ସ୍ଥାନୀୟ ଏକ…

ମାଲାବାରରେ ଷ୍ଟଡ୍‌ସ ଆଣ୍ଡ ଡ୍ରପ୍ସ ଫେଷ୍ଟିଭାଲ

ଭୁବନେଶ୍ୱର, ୨୧।୫ ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ‘ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍‌’ର ଭୁବନେଶ୍ୱରସ୍ଥିତ ଶହୀଦନଗର ଏକ୍ସକ୍ଲୁସିଭ ଶୋ’ ରୁମ୍‌ ପରିସରରେ ଏକ ସ୍ବତନ୍ତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମ ‘ଷ୍ଟଡ୍‌ସ ଆଣ୍ଡ ଡ୍ରଫ୍ସ ଫେଷ୍ଟିଭାଲ’ର ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୋ’ରୁମ୍‌ ପରିସରରେ…

କଟକରେ ଲାଲ୍‌ଚାନ୍ଦ୍‌ ଗ୍ରୁପ୍‌ର ପ୍ରଥମ ପଞ୍ଚତାରକା ହୋଟେଲ

ଚୌଦ୍ୱାର,୨୧।୫(ଡି.ଏନ୍‌.ଏ.) କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଧୀନ ନୂଆପାଟଣାଠାରେ ଲାଲ୍‌ଚାନ୍ଦ୍‌ ଗ୍ରୁପ୍‌ ପକ୍ଷରୁ ପ୍ରଥମ ପଞ୍ଚତାରକା ହୋଟେଲ ‘ଦି ନ୍ୟୁ ମାରିଅନ୍‌’ର ନିର୍ମାଣ ପାଇଁ ଶୁକ୍ରବାର ଏହାର ଶିଳାନ୍ୟାସ ହୋଇଯାଇଛି। ଏଥିରେ ଯାଜପୁର ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ…

ନୂଆ ଓଡ଼ିଆ ଚ୍ୟାନେଲ ‘ଷ୍ଟାର୍‌ କିରଣ’ର ଶୁଭାରମ୍ଭ

ଭୁବନେଶ୍ୱର,୨୦।୫: ଦେଶର ପ୍ରମୁଖ ଟିଭି ନେଟ୍‌ୱର୍କ ଡିଜ୍‌ନୀ ଷ୍ଟାର୍‌ ପକ୍ଷରୁ ରାଜ୍ୟରେ ଏକ ଉସତ୍ର୍ଗୀକୃତ ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ‘ଷ୍ଟାର୍‌ କିରଣ’ର ଶୁଭାରମ୍ଭ ହୋଇଯାଇଛି। ଏହାର ପ୍ରିମିୟର ଚଳିତ ବର୍ଷ ଜୁନ୍‌ ୬ରୁ ଆନୁଷ୍ଠାନିକ ଭାବେ ପ୍ରସାରଣ ହେବ। ସେହିଭଳି ଓଡ଼ିଶାରେ…

ରାଇସ୍‌ ବ୍ରାନ୍‌ ତେଲ ଉତ୍ପାଦନକାରୀ ସଂସ୍ଥା ଉପରେ ଚଢ଼ାଉ

କଟକ,୧୯।୫: ଓଡ଼ିଶା ରାଜ୍ୟ ସିଟି ଏବଂ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଶାଖା ପାଖରେ ବିଭିନ୍ନ ରାଇସ୍‌ ବ୍ରାନ୍‌ ତେଲ ଉତ୍ପାଦନକାରୀ ସଂସ୍ଥା ବିରୋଧରେ ଟିକସ ଫାଙ୍କି ଅଭିଯୋଗ ବାରମ୍ବାର ଆସୁଥିଲା। ଏହି ଅଭିଯୋଗ ଭିତ୍ତିରେ ରାଜ୍ୟ ପ୍ରବର୍ତ୍ତନ ସଂସ୍ଥା ବିଭିନ୍ନ ରାଇସ୍‌ ବ୍ରାନ୍‌…

ରୋଜଗାର ଗ୍ୟାରେଣ୍ଟି ଯୋଜନା ଆସିବ

ନୂଆଦିଲ୍ଲୀ,୧୯।୫: କୋଭିଡ୍‌ ମହାମାରୀ କାରଣରୁ ମାନ୍ଦା ଅର୍ଥ ବ୍ୟବସ୍ଥା ଏବଂ ବଢୁଥିବା ବେରୋଜଗାରୀ ଉପରେ ଅଙ୍କୁଶ ଲଗାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ୍‌) ପକ୍ଷରୁ ସରକାରଙ୍କୁ ସହରାଞ୍ଚଳ ବେରୋଜଗାରୀଙ୍କ ପାଇଁ ରୋଜଗାର ଗ୍ୟାରେଣ୍ଟି ଯୋଜନା ଆଣିବାକୁ ପ୍ରସ୍ତାବ ଦିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?