ଜିରୋ ବାଲାନ୍ସ ଆକାଉଣ୍ଟରୁ ୩୦୦ କୋଟି ଆଦାୟ
ନୂଆଦିଲ୍ଲୀ,୧୨।୪: ଜିରୋ ବାଲାନ୍ସ କିମ୍ବା ବେସିକ ସେଭିଂ ବ୍ୟାଙ୍କ ଡିପୋଜିଟ୍ ଆକାଉଣ୍ଟ (ବିଏସ୍ବିଡିଏ)ରେ କିଛି ସେବା ଯୋଗାଣ ଲାଗି ବ୍ୟାଙ୍କଗୁଡିକ ସାଧାରଣ ଲୋକଙ୍କଠାରୁ ଅତ୍ୟଧିକ ପରିପାଣର ଚାର୍ଜ ଲାଗୁ କରୁଥିବା ଆଇଆଇଟି ବମ୍ବେ ପକ୍ଷରୁ ହୋଇଥିବା ଏକ ଅଧ୍ୟୟନରୁ ସାମ୍ନାକୁ ଆସିଛି।...
ଆଂଶିକ ଲକ୍ଡାଉନ: ପ୍ରଭାବିତ ହେବ ଶିଳ୍ପ ଉତ୍ପାଦନ
ନୂଆଦିଲ୍ଲୀ,୧୨।୪: ବର୍ତ୍ତମାନ ଦେଶ ମଧ୍ୟରେ କରୋନାର ଦ୍ୱିତୀୟ ଲହର ଆସିଛି। ସଂକ୍ରମଣ ମାମଲା ବଢିଚାଲିଛି। ପୁଣି ଥରେ ହୁଏତ ଲକଡାଉନ ହୋଇପାରେ ଅନେକେ ଆଶଙ୍କା କରୁଛନ୍ତି। ଦେଶ ମଧ୍ୟରେ ଯଦି ଆଶିଂକ ଲକଡାଉନ ହୁଏ ଏହା ଦ୍ୱାରା ଉପୟ ଶ୍ରମ ଏବଂ...
ଭାରତ-ଶ୍ରୀଲଙ୍କା ଏୟାର ବବଲ ଚୁକ୍ତି
ନୂଆଦିଲ୍ଲୀ,୧୨।୪: ଶ୍ରୀଲଙ୍କା ସହିତ ଭାରତ ଏୟାର ବବଲ ଚୁକ୍ତିରେ ସାମିଲ ହୋଇଛି। ଏହା ଦ୍ୱାରା ୨ ଦେଶ ମଧ୍ୟରେ ବର୍ତ୍ତମାନ ସ୍ଥିତିରେ ବିମାନ ଯାତ୍ରୀ ସୁଗମ ହୋଇପାରିବ। ସାର୍କ ଦେଶ ସମୂହଙ୍କ ମଧ୍ୟରେ ଏହା ୬ତମ ହୋଇଥିବା ବେଳେ ଭାରତ...
ବନ୍ଦରଗୁଡ଼ିକର ମାଲ୍ ପରିଚାଳନା ୪.୫୯% ହ୍ରାସ
ନୂଆଦିଲ୍ଲୀ,୧୨।୪: ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଦେଶର ୧୨ ପ୍ରମୁଖ ବନ୍ଦର ମାଲ ପରିଚାଳନା ୪.୫୯% ହ୍ରାସ ହୋଇ ୬୭୩ ନିୟୁତ ଟନ୍ ରହିଛି। କୋଭିଡ-୧୯ ବନ୍ଦରଗୁଡିକର ମାଲ ପରିବହନକୁ ପ୍ରଭାବିତ କରିଛି ବୋଲି ଇଣ୍ଡିଆନ ପୋର୍ଟ ଆସୋସିଏଏଶନ(ଆଇପିଏ) ପକ୍ଷରୁ କୁହାଯାଇଛି।...
୯୨୯ କୋଟି ଉଠାଇଲେ ଏଫ୍ପିଆଇ
ନୂଆଦିଲ୍ଲୀ,୧୨।୪: ଚଳିତ ମାସ ଭାରତୀୟ ପୁଞ୍ଜି ବଜାରରୁ ଫରେନ ପୋର୍ଟଫୋଲିଓ ଇନ୍ଭେଷ୍ଟର (ଏଫ୍ପିଆଇ)ମାନେ ୯୨୯ କୋଟି ଟଙ୍କା ଉଠାଇଛନ୍ତି। କୋଭିଡ୍ ମାମଲା ବଢୁଥିବାରୁ ନିବେଶକମାନେ ଭୟଭୀତ ହୋଇ ଏଭଳି ଉଠାଣ କରିଥିବା ଜଣାପଡିଛି। ଏଫ୍ପିଆଇମାନେ ମାର୍ଚ୍ଚରେ ୧୭,୩୦୪ କୋଟି ଟଙ୍କା...
ଫାସ୍ଟାଗ୍ରେ ଆଇସିଆଇସିଆଇ, ଫୋନ୍ପେ ଚୁକ୍ତି
ନୂଆଦିଲ୍ଲୀ,୧୧।୪: ଫୋନ୍ପେ ଆପ୍ରେ ୟୁପିଆଇକୁ ବ୍ୟବହାର ଦ୍ୱାରା ଫାସ୍ଟାଗ୍ ଜାରି କରାଯିବ। ଏ ନେଇ ଫୋନ୍ପେ ଏବଂ ଆଇସିଆଇସିଆଇ ବ୍ୟାଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏଭଳି ପଦକ୍ଷେପ ଦ୍ୱାରା ଫୋନ୍ପେରେ ଥିବା ୨୮୦ ନିୟୁତ ଗ୍ରାହକ ଅତି ସହଜରେ...
ଡିଜିଟାଲ ଓ୍ବାଲେଟରେ ରଖିହେବ ୨ ଲକ୍ଷ
ନୂଆଦିଲ୍ଲୀ,୧୧।୪: ଦେଶରେ ଦିନକୁ ଦିନ ବିଭିନ୍ନ ପ୍ରକାର ଠକେଇ ସାମ୍ନାକୁ ଆସୁଛି। ଏହାକୁ ପ୍ରତିହତ କରିବା ପାଇଁ ସରକାର ମଧ୍ୟ ବିଭିନ୍ନ ସଂସ୍ଥା ସହ ବିଚାରବିମର୍ଶ ସହ ସମାଧାନର ବାଟ ଖୋଜୁଛନ୍ତି। ବର୍ତ୍ତମାନ ସମୟରେ ଏପରିକି ସାଧାରଣ ଜନତାଙ୍କଠାରୁ ଆରମ୍ଭକରି...
ନିୟମ ଉଲ୍ଲଂଘନ କରି ଜରିମାନା ଦେବେ ଅମ୍ବାନୀ
ମୁମ୍ବାଇ,୧୧।୪: ଗତ ଦୁଇ ଦଶନ୍ଧିର ଏକ ପୁରୁଣା ମାମଲାରେ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) ଅମ୍ବାନୀ ଭ୍ରାତାଙ୍କ ସମେତ ଅନ୍ୟମାନଙ୍କ ଉପରେ ୨୫ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି। ସେ ସମୟର ଅଧିଗ୍ରହଣ ନିୟମକୁ ଉଲ୍ଲଂଘନ କରିଥିବାରୁ...
ଦେଶରେ ତେଲ ବିକ୍ରି ହ୍ରାସ
ନୂଆଦିଲ୍ଲୀ,୧୧।୪: କରୋନା ସଂକ୍ରମଣ ଯୋଗୁ ସରକାର ଲକ୍ଡାଉନ ଓ ଶଟ୍ଡାଉନ ଭଳି କଟକଣା ଲାଗୁ କରିଥିଲେ। ଫଳରେ ଗାଡ଼ି ଚଳାଚଳ ଓ ଯାତାୟାତରେ ଅନେକ ଫରକ ଦେଖାଦେଲା। ଏହାର ପ୍ରଭାବ ସିଧା ପେଟ୍ରୋଲ ଏବଂ ଡିଜେଲ ବିକ୍ରି ଉପରେ ପଡ଼ିଲା...
ସର୍ବାଧିକ ବିଲିୟନେୟାର: ଭାରତ ବିଶ୍ୱରେ ୩ୟ
ନୂଆଦିଲ୍ଲୀ: ସବୁଠାରୁ ବେଶି ଅତିଧନୀ ବସବାସ କରୁଥିବା ଦେଶଗୁଡିକୁ ନେଇ ଫୋର୍ବସ ପକ୍ଷରୁ ବୁଧବାର ଏକ ତାଲିକା ପ୍ରକାଶ ପାଇଛି। ବିଲିୟନେୟାରଙ୍କ କଥା ବିଚାରକୁ ନେଲେ ଭାରତ ତୃତୀୟ ସ୍ଥାନରେ ରହିଛି। ୨୦୨୦ରେ ଦେଶର ୧୯ ଜଣ ବ୍ୟକ୍ତି ବିଶେଷ...
ଟଙ୍କା ମୂଲ୍ୟରେ ସର୍ବାଧିକ ଦିନିକିଆ ହ୍ରାସ
ନୂଆଦିଲ୍ଲୀ: ବୁଧବାର ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସର୍ବାଧିକ ଦିନିକିଆ ହ୍ରାସ ଦେଖାଯାଇଛି। ଦେଶ ମଧ୍ୟରେ କରୋନା ମାମଲା ବଢିବାରୁ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଗତ ୨୦ ମାସ ମଧ୍ୟରେ ଟଙ୍କା ମୂଲ୍ୟରେ ଏହା ସର୍ବାଧିକ ହ୍ରାସ। ଇଣ୍ଟରବ୍ୟାଙ୍କ...
ଓୟୋ ବ୍ୟାଙ୍କରପ୍ସି ଫାଇଲିଂ କରିନାହିଁ: ରିତେଶ
ନୂଆଦିଲ୍ଲୀ: ଓୟୋ ରୁମ୍ସ ଦେବାଳିଆ ହେବା ଫଳରେ ବ୍ୟାଙ୍କ୍ରପ୍ସି ଫାଇଲିଂ କରିଥିବା ଏକ ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହାକୁ ନେଇ କମ୍ପାନୀର ପ୍ରତିଷ୍ଠାତା ରିତେଶ ଅଗ୍ରଓ୍ବାଲ ଟୁଇଟ ଯୋଗେ ସ୍ପଷ୍ଟୀକରଣ ଦେଇଛନ୍ତି। ଟୁଇଟରେ ସେ କହିଛନ୍ତି, ଓୟୋ ବ୍ୟାଙ୍କ୍ରପ୍ସି...
Archives


