ନିୟମ ଉଲ୍ଲଂଘନ କରି ଜରିମାନା ଦେବେ ଅମ୍ବାନୀ

ମୁମ୍ବାଇ,୧୧।୪: ଗତ ଦୁଇ ଦଶନ୍ଧିର ଏକ ପୁରୁଣା ମାମଲାରେ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) ଅମ୍ବାନୀ ଭ୍ରାତାଙ୍କ ସମେତ ଅନ୍ୟମାନଙ୍କ ଉପରେ ୨୫ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି। ସେ ସମୟର ଅଧିଗ୍ରହଣ ନିୟମକୁ ଉଲ୍ଲଂଘନ କରିଥିବାରୁ ଏଭଳି ଜରିମାନା ହୋଇଥିବା ସେବି ପକ୍ଷରୁ କୁହାଯାଇଛି। ସେମାନଙ୍କ ମଧ୍ୟରେ ମୁକେଶ ଅମ୍ବାନୀ, ଅନୀଲ ଅମ୍ବାନୀ, ନୀତା ଅମ୍ବାନୀ, ଟିନା ଅମ୍ବାନୀ ପ୍ରମୁଖ ରହିଛନ୍ତି। ସେବି ପକ୍ଷରୁ ଏକ ୮୫ ପୃଷ୍ଠାର ନିର୍ଦ୍ଦେଶନାମା ଏହି ଘଟଣା ସମ୍ପର୍କରେ ଜାରି କରାଯାଇଛି। ୨୦୦୦ ମସିହାରେ ୫ %ରୁ ଊର୍ଦ୍ଧ୍ୱ ଅଂଶଧନ ଅଧିଗ୍ରହଣ ସମ୍ପର୍କରେ ସେମାନେ ଘୋଷଣା କରି ନ ଥିଲେ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଥିକ ବର୍ଷ ୨୪ରେ ୧୮% ବୃଦ୍ଧି ସହ ୧୯.୫୮ ଲକ୍ଷ କୋଟି ପ୍ରତ୍ୟକ୍ଷ କର ସଂଗ୍ରହ

ନୂଆଦିଲ୍ଲୀ,୨୧।୪: ଭାରତର ପ୍ରତ୍ୟକ୍ଷ କର ସଂଗ୍ରହରେ ବଡ଼ ଅଭିବୃଦ୍ଧି ରେକର୍ଡ ହୋଇଛି। ବାର୍ଷିକ ହାରରେ ୧୭.୭ ପ୍ରତିଶତ ବୃଦ୍ଧି ସହିତ ମାର୍ଚ୍ଚ ୨୦୨୪ରେ ଶେଷ ହୋଇଥିବା...

ହ୍ରାସ ପାଇଲା ଜେମ୍ସ ଆଣ୍ଡ ଜୁଏଲେରି ଏକ୍ସପୋର୍ଟ

ନୂଆଦିଲ୍ଲୀ,୨୧।୪ (ଅଭୟ ଦାଶ): କ୍ରମାଗତ ଭାବେ ଘରୋଇ ବଜାରରେ ଜେମ୍ସ ଆଣ୍ଡ ଜୁଏଲେରି ଏକ୍ସପୋର୍ଟ ହ୍ରାସ ପାଇଚାଲିଛି। ଏପରିକି ଚଳିତ ଆର୍ଥିକ ବର୍ଷ(୨୦୨୩-୨୪ ଆର୍ଥିକ ବର୍ଷ)ରେ...

ଚିନ୍ତା ବଢ଼ାଉଛି ଆଳୁ ଦର, ୧୫ ଦିନରେ ୧୦ ଟଙ୍କା ମହଙ୍ଗା

ଭୁବନେଶ୍ୱର,୨୧।୪ (ଅନୁରାଧା ମହାରଣା): ହରଡ଼ ଡାଲି ଓ ପାମୋଲିନ ତେଲ ପରେ ବଢ଼ୁଥିବା ଆଳୁ ଦର ଖାଉଟିଙ୍କୁ ଚିନ୍ତାରେ ପକାଇଛି। ୧୫ ଦିନରେ ଆଳୁ ଦର...

‘କାମରେ ଧ୍ୟାନ ଦିଅ’, କର୍ମଚାରୀଙ୍କୁ ଗୁଗ୍‌ଲ ସିଇଓ ସୁନ୍ଦର ପିଚାଇଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୦ା୪: ନିକଟରେ ଗୁଗ୍‌ଲ ଅଫିସ୍ ଭିତରେ କିଛି କର୍ମଚାରୀ ଧାରଣାରେ ବସିଥିଲେ। ସେମାନେ ଗୁଗ୍‌ଲ କ୍ଲାଉଡ୍ ସିଇଓଙ୍କ କାର୍ଯ୍ୟାଳୟକୁ ପ୍ରାୟ ୮ ଘଣ୍ଟା ଧରି ଦଖଲ...

ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍‌

ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ...

ଅଶୋଧିତ ତୈଳ ଦର ୯୦ ଡଲାର ପାର

ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି...

କାନାରା ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍‌, ମାଇଁ ମନୀ, ରେଡି କ୍ୟାଶ୍‌ ଏବଂ ୟୁପିଆଇ୧୨୩ ପେ ଏଏସ୍‌ଆଇ’ର ଆନୁଷ୍ଠାନିକ ଉନ୍ମୋଚନ...

ଖାଦ୍ୟ ମୁଦ୍ରାସ୍ଫୀତି ବଡ଼ ବିପଦ

ଭୁବନେଶ୍ୱର,୨୦।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି(ଏମ୍‌ପିସି)ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ୨୦୨୪ ଏପ୍ରିଲର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri